ବଢ଼ିଲା ଅଟୋରିକ୍ସା ଭଡ଼ା : ୩କିମି ପାଇଁ ଯାତ୍ରୀ ପିଛା ୨୦ ଟଙ୍କା, ରିଜର୍ଭେସନ୍‌ରେ ୫୦ ଟଙ୍କା

କନକ ବ୍ୟୁରୋ : ପେଟ୍ରୋଲ, ଡିଜେଲ ଦରବୃଦ୍ଧି ଓ କୋଭିଡ୍‌ ପାଇଁ ମାତ୍ର ୨ଜଣ ଯାତ୍ରୀ ପରିବହନକୁ ଦୃଷ୍ଟିରେ ରଖି ରାଜଧାନୀ ଅଟୋରିକ୍ସା ମହାସଂଘ ଦରବୃଦ୍ଧି କରିଛି । ମହାସଂଘର ନିଷ୍ପତ୍ତି ଅନୁସା‌ରେ, ସର୍ବନିମ୍ନ ୩ କିଲୋମିଟର ପାଇଁ ଯାତ୍ରୀ ପିଛା ୨୦ ଟଙ୍କା ଓ ତା’ଠାରୁ ଅଧିକ ହେଲେ ୧ କିଲୋମିଟର ପାଇଁ ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି । ରିଜର୍ଭେସନ୍‌ ପାଇଁ ମଧ୍ୟ ୩ କିଲୋମିଟରକୁ ଯାତ୍ରୀ ପିଛା ୫୦ ଟଙ୍କା ଓ ତା’ଠାରୁContinue reading “ବଢ଼ିଲା ଅଟୋରିକ୍ସା ଭଡ଼ା : ୩କିମି ପାଇଁ ଯାତ୍ରୀ ପିଛା ୨୦ ଟଙ୍କା, ରିଜର୍ଭେସନ୍‌ରେ ୫୦ ଟଙ୍କା”

କରୋନା ମହାମାରୀ ଭିତରେ ରକ୍ଷା ମନ୍ତ୍ରଣାଳୟର ବଡ ନିଷ୍ପତ୍ତି । ଏବେ ସେନା ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ ସାଧାରଣ ଲୋକ

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ସୁନାମୀ ଭଳି ଆଗକୁ ମାଡି ଚାଲିଛି । ଏହାକୁ ନଜରରେ ରଖି ରକ୍ଷା ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଏବେ ସେନା ହସ୍ପିଟାଲରେ ବି ସାଧାରଣ ଲୋକ ଚିକିତ୍ସିତ ହୋଇପାରିବେ । କହିରଖୁ କି ଏବେ ଦେଶରେ ସେନାର ୬୭ ଟି ହସ୍ପିଟାଲ ରହିଛି । ଏନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ୍ ସିଂ ତିନି ସେନାରContinue reading “କରୋନା ମହାମାରୀ ଭିତରେ ରକ୍ଷା ମନ୍ତ୍ରଣାଳୟର ବଡ ନିଷ୍ପତ୍ତି । ଏବେ ସେନା ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ ସାଧାରଣ ଲୋକ”

ଆସନ୍ତାକାଲି ଠାରୁ ବନ୍ଦ ରହିବ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲା ବିଏମସି; ଭକ୍ତଙ୍କ ପ୍ରବେଶ ନିଷେଧ, ଜାରି ରହିବ ନୀତିକାନ୍ତି

କନକ ବ୍ୟୁରୋ : ଭୁବନେଶ୍ୱରରେ ବନ୍ଦ ରହିବ ଧାର୍ମାନୁଷ୍ଠାନ । ଆସନ୍ତାକାଲି ଠାରୁ ସମସ୍ତ ଧାର୍ମିକ ଅନୁଷ୍ଠାନ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ବନ୍ଦ ରହିବ । କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରାଯିବ । ରାଜ୍ୟରେ ବେକାବୁ ହୋଇଛି କରୋନ ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୪ ହଜାର ୭୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା, ଦୈନିକ ସଂକ୍ରମଣର ଶୀର୍ଷରେ ରହିଛି । ଖୋର୍ଦ୍ଧାରୁ ୮୨୦ ଜଣ ଆକ୍ରାନ୍ତContinue reading “ଆସନ୍ତାକାଲି ଠାରୁ ବନ୍ଦ ରହିବ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲା ବିଏମସି; ଭକ୍ତଙ୍କ ପ୍ରବେଶ ନିଷେଧ, ଜାରି ରହିବ ନୀତିକାନ୍ତି”

କରୋନା କାଳରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଆସିଲା ଭିନ୍ନ ଚିତ୍ର : ସବୁବେଳେ ଭିଡ ରହୁଥିବା ବିମାନବନ୍ଦର ଏବେ ଖାଁ ଖାଁ

କନକ ବ୍ୟୁରୋ : କରୋନା ବଦଳାଇଦେଲା ବିମାନବନ୍ଦରର ଚିତ୍ର । ଖାଁ ଖାଁ ହୋଇଯାଇଛି ବେଙ୍ଗାରୁଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର ।  ଦିନରେ ଏହି ଏୟାରପୋର୍ଟରେ ବିଦେଶକୁ ଯିବା ଲାଗି ଭିଡ ଲାଗୁଥିଲା । କିନ୍ତୁ ଆଜି ଏହି ବିମାନବନ୍ଦର ଶୂନଶାନ ହୋଇଯାଇଛି । ଏହି ଏୟାରପୋର୍ଟରୁ ମାତ୍ର ଅଳ୍ପ ବିମାନ ବିଦେଶକୁ ଯାଉଛି । ଦୁବାଇ, ମାଳଦ୍ୱୀପ ଭଳି ଅଳ୍ପ ଦେଶକୁ ଏଠାରୁ ବିମାନ ଯାଉଛି । ପର୍ଯ୍ୟଟନ ବି ପ୍ରଭାବିତ ହୋଇଛି । ବିମାନବନ୍ଦରରେ ଅଛନ୍ତିContinue reading “କରୋନା କାଳରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଆସିଲା ଭିନ୍ନ ଚିତ୍ର : ସବୁବେଳେ ଭିଡ ରହୁଥିବା ବିମାନବନ୍ଦର ଏବେ ଖାଁ ଖାଁ”

ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଓ ଇଲେକ୍ସନ କମିଶନର ରାଜୀବ କୁମାର କରୋନା ପଜିଟିଭ୍ । ସୁନିଲ ଆରୋରଙ୍କ ପରେ ଦାୟିତ୍ୱ ନେଇଥିଲେ ସୁଶୀଲ ଚନ୍ଦ୍ରା

କନକ ବ୍ୟୁରୋ : ଦେଶରେ ନିୟନ୍ତ୍ରଣ ବାହାରେ କରୋନା ସ୍ଥିତି । ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିଶନର ରାଜୀବ କୁମାର କରୋନା ସଂକ୍ରମିତ ହୋଇଛନ୍ତି । ନିର୍ବାଚନ ଅୟୋଗରେ ଦୁଇ ପ୍ରମୁଖ କରୋନା ସଂକ୍ରମିତ ହେବା ପରେ ଏହାକୁ ନେଇ ଦପ୍ତରରେ ଭୟର ବାତାବରଣ ଖେଳିଯାଇଛି । କହିରଖୁ କି ମୁଖ୍ୟ ନିର୍ବାଚନ ଆୟୂକ୍ତ ସୁନିଲ ଆରୋରା ଅବସର ନେବା ପରେ ମାତ୍ର କିଛିଦିନ ଆଗରୁ ସୁଶୀଲ ଚନ୍ଦ୍ରାContinue reading “ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଓ ଇଲେକ୍ସନ କମିଶନର ରାଜୀବ କୁମାର କରୋନା ପଜିଟିଭ୍ । ସୁନିଲ ଆରୋରଙ୍କ ପରେ ଦାୟିତ୍ୱ ନେଇଥିଲେ ସୁଶୀଲ ଚନ୍ଦ୍ରା”

ଟିକାନିର୍ମାତା କମ୍ପାନୀମାନଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ : ସନ୍ଧ୍ୟା ୬ ଟାରେ ବୈଠକ କରିବେ ମୋଦୀ

କନକ ବ୍ୟୁରୋ : ଆଜି ସନ୍ଧ୍ୟା ୬ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିବେ । ଟିକା ଉତ୍ପାଦନକାରୀଙ୍କ ସହିତ ଏହି ବୈଠକ ଅନୁଷ୍ଠିତ ହେବ । ଟିକାକରଣର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ମେ’ ପହିଲାରୁ ୧୮ ବର୍ଷରୁ ଅଧିକ ବୟସର ଲୋକେ କୋଭିଡ ଟିକା ନେଇପାରିବେ । ମୋଦିଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତି ସମ୍ପର୍କରେ ଘୋଷଣା କରାଯାଇଛି ।Continue reading “ଟିକାନିର୍ମାତା କମ୍ପାନୀମାନଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ : ସନ୍ଧ୍ୟା ୬ ଟାରେ ବୈଠକ କରିବେ ମୋଦୀ”

ପୁରା ରାଜ୍ୟରେ ଲକଡାଉନ୍ ଘୋଷଣା କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଜରୁରୀ ସେବା ବ୍ୟତୀତ ଅନ୍ୟସବୁ ସେବା ବନ୍ଦ

କନକ ବ୍ୟୁରୋ : ଛତିଶଗଡରେ କରୋନା ସଂକ୍ରମଣ ଏବେ ଅନିୟନ୍ତ୍ରିତ ଅବସ୍ଥାରେ ପହଂଚିଯାଇଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ପୁରା ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । ହେଲେ ସବୁ ଜିଲ୍ଲାରେ ଅଲଗା ଅଲଗା ତାରିଖରେ ଲକଡାଉନ ଘୋଷଣା କରାଯାଇଛି । ଶେଷ ସୂଚନା ମୁତାବକ ସୁକମା ଜିଲ୍ଲାରେ ଲକଡାଉନ୍ ଘୋଷଣା କରାଯାଇଛି । ସୁକମାରେ ଆଜି ସନ୍ଧ୍ୟା ୬ ଟା ଠାରୁ ମେ ପହିଲା ସକାଳ ୭ ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣContinue reading “ପୁରା ରାଜ୍ୟରେ ଲକଡାଉନ୍ ଘୋଷଣା କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଜରୁରୀ ସେବା ବ୍ୟତୀତ ଅନ୍ୟସବୁ ସେବା ବନ୍ଦ”

୧୮ ବର୍ଷରୁ ଅଧିକ ବୟସଙ୍କ ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ : ଖୋଲାଯିବ ଅଧିକ ଟିକାକରଣ କେନ୍ଦ୍ର; ଆପ ସହ ସ୍ପଟ ରେଜିଷ୍ଟ୍ରେସନ ମାଧ୍ୟମରେ ହେବ ପଞ୍ଜିକରଣ

କନକ ବ୍ୟୁରୋ : ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କୁ ଟିକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ୧ ମେ’ ରୁ ଓଡିଶା ଯୁବ ବର୍ଗଙ୍କୁ ଟିକାକରଣ କରିବ । ଯୁବକଙ୍କୁ ଟିକା ଦେବା ପାଇଁ ରାଜ୍ୟରେ ଅଧିକ ସେସନ ସାଇଟ ଓ ଟିକାକରଣ କେନ୍ଦ୍ର ଖୋଲାଯିବ । କୋଇନ ଆପ ଓ ସ୍ପଟ ରେଜିଷ୍ଟ୍ରେସନ ମାଧ୍ୟମରେ ପଞ୍ଜିକରଣ କରାଯିବ । ସରକାରୀ ଓ ଘରୋଇ ହସ୍ପିଟାଲରେ ପୂର୍ବଭଳି ଟିକାକରଣ କରାଯିବ । ଓଡିଶାକୁContinue reading “୧୮ ବର୍ଷରୁ ଅଧିକ ବୟସଙ୍କ ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ : ଖୋଲାଯିବ ଅଧିକ ଟିକାକରଣ କେନ୍ଦ୍ର; ଆପ ସହ ସ୍ପଟ ରେଜିଷ୍ଟ୍ରେସନ ମାଧ୍ୟମରେ ହେବ ପଞ୍ଜିକରଣ”

ବାତିଲ ହେଲା ଆଇସିଏସଇ ଦଶମ ପରୀକ୍ଷା । ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ସବୁ ସ୍କୁଲଗୁଡିକୁ ନିର୍ଦ୍ଦେଶ । ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଅନଲାଇନ କ୍ଲାସ କରିବାକୁ ପରାମର୍ଶ

କନକ ବ୍ୟୁରୋ : ରାଜ୍ୟରେ କରେନା ମହାମାରୀକୁ ନଜରରେ ରଖି ସରକାର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି । ଏହାସହ ଛାତ୍ରଛାତ୍ରୀ ମାନଙ୍କୁ ଏକାଦଶ ଶ୍ରେଣୀରେ ନାମ ଲେଖାଇବାକୁ ସବୁ ସ୍କୁଲଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ  ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ଅନଲାଇନ କ୍ଲାସ କରାଇବାକୁ ଶିକ୍ଷାନୁଷ୍ଠାନଗୁଡିକୁ ପରାମର୍ଶ ଦେଇଛନ୍ତି । କହିରଖୁ କି ଏହାପୂର୍ବରୁ ସିବିଏସଇ ପରୀକ୍ଷାକୁ ବି ବାତିଲ କରାଯାଇଥିଲା । କହିରଖୁ କି ଆଜି ସକାଳୁ ଭୁବନେଶ୍ୱରର ୧୫Continue reading “ବାତିଲ ହେଲା ଆଇସିଏସଇ ଦଶମ ପରୀକ୍ଷା । ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ସବୁ ସ୍କୁଲଗୁଡିକୁ ନିର୍ଦ୍ଦେଶ । ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଅନଲାଇନ କ୍ଲାସ କରିବାକୁ ପରାମର୍ଶ”

ନବୀନ ନିବାସ ସମ୍ମୁଖରେ ଛାତ୍ରଛାତ୍ରୀ । ପରୀକ୍ଷା ହେବ କି ନାହିଁ? ଗଣଶିକ୍ଷା ମନ୍ତ୍ରୀଙ୍କ ଠାରୁ ମିଳିଲାନି ଉତ୍ତର, ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଛାତ୍ରଛାତ୍ରୀଙ୍କ ଧାରଣା

କନକ ବ୍ୟୁରୋ : ଦଶମ ପରୀକ୍ଷାକୁ ନେଇ ନବୀନ ନିବାସ ସମ୍ମୁଖରେ ଛାତ୍ରଛାତ୍ରୀ । ପରୀକ୍ଷା ହେବ କି ନାହିଁ ସେ ଦ୍ୱନ୍ଦ୍ୱ ଦୂର କରିବା ନେଇ ନବୀନ ନିବାସରେ ନିଜ ଦାବି ଜଣାଇବାକୁ ଯାଇଛନ୍ତି ଛାତ୍ରଛାତ୍ରୀ । ମନ୍ତ୍ରୀଙ୍କ ପାଖରୁ ସନ୍ତୋଷ ଜନକ ଉତର ନପାଇବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି ଭୁବନେଶ୍ୱରର ପ୍ରାୟ ୧୫ଟି ସରକାରୀ ସ୍କୁଲର ଛାତ୍ରଛାତ୍ରୀ ତେବେ ସ୍କୁଲ ଛାତ୍ରଛାତ୍ରୀ ଦାବି ରଖି କହିଛନ୍ତି, ଯଦି ସିବିଏସସି ପିଲାଙ୍କ ପରୀକ୍ଷାContinue reading “ନବୀନ ନିବାସ ସମ୍ମୁଖରେ ଛାତ୍ରଛାତ୍ରୀ । ପରୀକ୍ଷା ହେବ କି ନାହିଁ? ଗଣଶିକ୍ଷା ମନ୍ତ୍ରୀଙ୍କ ଠାରୁ ମିଳିଲାନି ଉତ୍ତର, ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଛାତ୍ରଛାତ୍ରୀଙ୍କ ଧାରଣା”

Design a site like this with WordPress.com
Get started