କନକ ବ୍ୟୁରୋ : କରୋନା ସଂକ୍ରମଣର ବେଗ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୫୯ ହଜାର ୧୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାର ୦୮୯ କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତ ୨୪ ଘଂଟାରେContinue reading “ଦେଶରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଗତ ୨୪ ଘଂଟାରେ ୨ ଲକ୍ଷ ୫୯ ହଜାର ସଂକ୍ରମିତ । ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ”
Author Archives: Raghaba
୧୩ କୁମ୍ଭମେଳା ଫେରନ୍ତାଙ୍କୁ କରୋନା । ୩୦ଟି ନମୁନା ମଧ୍ୟରୁ ୧୩ ପଜିଟିଭ୍
କନକ ବ୍ୟୁରୋ : ୧୩ କୁମ୍ଭମେଳା ଫେରନ୍ତାଙ୍କୁ କରୋନା । କୁମ୍ଭମେଳାରୁ ଫେରିଥିବା କଟକର ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୦ଟି ନମୁନା ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକ ରେଳ ଷ୍ଟେସନରେ ଯାଞ୍ଚ ବେଳେ ପଜିଟିଭ୍ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । କୁମ୍ଭମେଳା ଯାଇଥିବା ଲୋକଙ୍କୁ ନେଇ ରାଜ୍ୟ ସରକାର ପୂର୍ବରୁ ଚିନ୍ତା ପ୍ରକଟ କରିଥିଲେ । ରାଜ୍ୟକୁContinue reading “୧୩ କୁମ୍ଭମେଳା ଫେରନ୍ତାଙ୍କୁ କରୋନା । ୩୦ଟି ନମୁନା ମଧ୍ୟରୁ ୧୩ ପଜିଟିଭ୍ “
କରୋନା ପାଇଁ ଯାଉଛି ଜୀବନ : ବେଡ ନ ମିଳିବାରୁ ସୁରତରେ ଓଡିଆ ଶ୍ରମିକ ମୃତ; ବେସାହାରା ହୋଇଗଲା ପରିବାର
କନକ ବ୍ୟୁରୋ : ସୁରଟରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୁପ ନେବାକୁ ବସିଲାଣି । ଟିକା ମିଳୁନି କି ରୋଗହେଲେ ମେଡିକାଲରେ ବେଡ ମିଳୁନି । ବେଡ ନମିଳିବାରୁ ସୁରତରେ ଯାଇଛି ଓଡିଆ ଶ୍ରମିକଙ୍କ ଜୀବନ । ମୃତ ଶ୍ରମିକ ହେଲେ ଭଞ୍ଜନଗର ଦଦରାଲୁଣ୍ଡା ଗାଁର ଭଗବାନ ନାୟକ । ବିଗତ ବର୍ଷ କରୋନା ଯୋଗୁଁ ଏହି ସମୟରେ ଗାଁକୁ ଫେରିଥିଲେ ପ୍ରବାସୀ ଭଗବାନ ନାୟକ । ସୁରତରେ କମ୍ପାନି ଚାଲୁ ହେବାରୁ ସେ ପୁଣିContinue reading “କରୋନା ପାଇଁ ଯାଉଛି ଜୀବନ : ବେଡ ନ ମିଳିବାରୁ ସୁରତରେ ଓଡିଆ ଶ୍ରମିକ ମୃତ; ବେସାହାରା ହୋଇଗଲା ପରିବାର”
କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ନାଗରିକଙ୍କୁ ସତର୍କ କରାଇଲା ସିଡିସି : ନିହାତି ଜରୁରୀ ନ ଥିଲେ ଭାରତ ଗସ୍ତ ନକରିବାକୁ ପରାମର୍ଶ
କନକ ବ୍ୟୁରୋ : ନିହାତି ଆବଶ୍ୟକ ନଥିଲେ ଭାରତ ନଯିବାକୁ ପରାମର୍ଶ । ଆମେରିକାର ସେଂଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ ସଂସ୍ଥା ପକ୍ଷରୁ ଆମେରିକା ନାଗରିକଙ୍କୁ ଦିଆଗଲା ସତର୍କ ସୂଚନା । ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପରାମର୍ଶ ଦେଲା ସିଡିସି । ଭାରତରେ ପ୍ରତିଦିନ ୨ଲକ୍ଷରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବାରୁ ଓ ୧ ହଜାରରୁ ଅଧିକ ମୃତ୍ୟୁ ହେଉଥିବାରୁ ପରିସ୍ଥିତି ସାଂଘାତିକ ଥିବା ଏହି ସଂସ୍ଥା ପକ୍ଷରୁContinue reading “କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ନାଗରିକଙ୍କୁ ସତର୍କ କରାଇଲା ସିଡିସି : ନିହାତି ଜରୁରୀ ନ ଥିଲେ ଭାରତ ଗସ୍ତ ନକରିବାକୁ ପରାମର୍ଶ”
ରାଜ୍ୟରେ ୫ ହଜାର ମୁହାଁ କରୋନା ସଂକ୍ରମଣ : ୨୪ ଘଂଟାରେ ୪ ହଜାର ୭୬୧ ପଜିଟିଭ, ୫ ମୃତ
କନକ ବ୍ୟୁରୋ : ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ହୁ ହୁ ହୋଇ ବଢ଼ିବାର ଲାଗିଛି ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରୁ ୪ ହଜାର ୭୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨ ହଜାର ୭୮୫ଜଣ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି ୧ ହଜାର ୯୭୬ଜଣ । ଦୈନିକ ସଂକ୍ରମଣରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୨୦ ଆକ୍ରାନ୍ତ ଚିହ୍ନଟ ହୋଉଛନ୍ତି ।Continue reading “ରାଜ୍ୟରେ ୫ ହଜାର ମୁହାଁ କରୋନା ସଂକ୍ରମଣ : ୨୪ ଘଂଟାରେ ୪ ହଜାର ୭୬୧ ପଜିଟିଭ, ୫ ମୃତ”
ଚିନ୍ତା ବଢ଼ାଇଲେଣି କୁମ୍ଭମେଳା ଫେରନ୍ତା : ୫୦ ସେବାୟତ, କର୍ମଚାରୀ କରୋନା ସଂକ୍ରମିତ
କନକ ବ୍ୟୁରୋ : କରୋନା ଭୂତାଣୁର ଦ୍ବିତୀୟ ଲହର ଏବେ ପୁରୀ ଜିଲ୍ଲାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ସଂକ୍ରମଣଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିବା ସହ ବିପଦ ଘନେଇବାରେ ଲାଗିଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କ ସଂକ୍ରମଣ ସଂଖ୍ୟା ବଢ଼ିଚାଲିବା ଚିନ୍ତାର କାରଣ ହୋଇଛି। ଏହା ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଚିନ୍ତା ବଢ଼ାଇ ଦେଇଛି। ଯଦି ଏବେଠୁ ସେବାୟତ ଓ କର୍ମଚାରୀ ସଂକ୍ରମଣକୁ ରୋକା ନଯାଏ, ଆଗକୁ ସ୍ଥିତି ଅସମ୍ଭାଳ ହେବା ସହContinue reading “ଚିନ୍ତା ବଢ଼ାଇଲେଣି କୁମ୍ଭମେଳା ଫେରନ୍ତା : ୫୦ ସେବାୟତ, କର୍ମଚାରୀ କରୋନା ସଂକ୍ରମିତ”
ଏଟିଏମକୁ ହ୍ୟାକ୍ କରି ଟଙ୍କା ଲୁଟୁଛନ୍ତି ସାଇବର ଠକ । ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ବ୍ୟାଙ୍କଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ
ଏଟିଏମ୍ରୁ ଅଭିନବ ଉପାୟରେ ଠକେଇ ହେଉଛି । ଏଟିଏମ୍ ମେସିନ୍କୁ ହ୍ୟାକ୍ କରି ସାଇବର୍ ଠକମାନେ ଟଙ୍କା ଉଠାଉଛନ୍ତି । ଏଭଳି କିଛି ମାମଲା ସାମ୍ନାକୁ ଆସିବା ପରେ ଏଟିଏମ୍ର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଲାଗି ବ୍ୟାଙ୍କଗୁଡ଼ିକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି । ଏଟିଏମ୍ ନେଟ୍ୱର୍କକୁ ସମ୍ପୂର୍ଣ୍ଣ ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍କ୍ରିପ୍ସନ୍ କରିବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି । କିଛି ଦିନ ହେଲାଣି ଏଟିଏମ୍ରୁ ଅଭିନବ ଉପାୟରେ ଠକେଇ ହେଉଛି । ଏହାକୁ ମ୍ୟାନ୍ ଇନ୍Continue reading “ଏଟିଏମକୁ ହ୍ୟାକ୍ କରି ଟଙ୍କା ଲୁଟୁଛନ୍ତି ସାଇବର ଠକ । ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ବ୍ୟାଙ୍କଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ”
ଆଇପିଏଲରେ ବେଟିଂ ଅଭିଯୋଗ : ଜଣେ ବୁକିକୁ ଗିରଫ କଲା ନବରଙ୍ଗପୁର ପୋଲିସ, ଜଣେ ଫେରାର
କନକ ବ୍ୟୁରୋ : ନବରଙ୍ଗପୁର ସହରରେ ଦୀର୍ଘବର୍ଷର ବ୍ୟବଧାନ ପରେ ପୁଣି ଆଇପିଏଲ୍ ବେଟିଂ ଚାଲିଥିବା ବେଳେ ଏହି ଆଡ୍ଡାରେ ଚଢ଼ଉ ହୋଇଛି। ଜଣଙ୍କୁ ଗିରଫ କରାଯିବା ସହ ୩ଲକ୍ଷ ୮୮ହଜାର ଟଙ୍କା, ୩ଟି ସୁନାହାର, ୪ଟି ମୋବାଇଲ ଫୋନ୍ ପୁଲିସ ଜବତ କରିଛି। ଏଥିରେ ସଂପୃକ୍ତ ଅନ୍ୟ ୫ଜଣ ଫେରାର ହୋଇଯାଇଥିବା ପୁଲିସ କହିଛି। ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନା ନବରଙ୍ଗପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ନବରଙ୍ଗପୁରContinue reading “ଆଇପିଏଲରେ ବେଟିଂ ଅଭିଯୋଗ : ଜଣେ ବୁକିକୁ ଗିରଫ କଲା ନବରଙ୍ଗପୁର ପୋଲିସ, ଜଣେ ଫେରାର”
ଆଜି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ବିନା ଭକ୍ତରେ ହେବ ଯାତ୍ରା, ସେବାୟତ ଓ କର୍ମଚାରୀ ଟାଣିବେ ରଥ
କନକ ବ୍ୟୁରୋ : ଆଜି ପବିତ୍ର ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା । ମାଉସୀ ମା’ ଛକ ସ୍ଥିତ ରାମେଶ୍ବର ମନ୍ଦିର ଅଭିମୁଖେ ରୁକୁଣା ରଥରେ ଯାତ୍ରା କରିବେ ପ୍ରଭୁ ଶ୍ରୀଲିଙ୍ଗରାଜ । ରଥରେ ବିରାଜମାନ କରିବେ ପ୍ରଭୁ ଲିଙ୍ଗରାଜ(ଚନ୍ଦ୍ରଶେଖର), ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ(ଦୋଳଗୋବିନ୍ଦ)। ସାରଥୀ ସାଜି ସ୍ବୟଂ ବ୍ରହ୍ମା ରଥ ଚାଳନା କରିବେ । ପାଞ୍ଚ ଦିନ ପାଇଁ ପ୍ରଭୁ ରାମେଶ୍ବର ମନ୍ଦିରରେ ଅବସ୍ଥାନ କରିବେ। ଚଳିତ ବର୍ଷ କରୋନା କଟକଣା ପାଇଁContinue reading “ଆଜି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ବିନା ଭକ୍ତରେ ହେବ ଯାତ୍ରା, ସେବାୟତ ଓ କର୍ମଚାରୀ ଟାଣିବେ ରଥ”
ଆସନ୍ତା ୪ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା । ବିଭିନ୍ନ ସ୍ଥାନରେ ପବନର ବେଗ ୩୦ରୁ ୪୦ କିମି ବେଗରେ ବହିପାରେ
ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ରାଜଧାନୀର ତାପମାତ୍ରା ୪୦ ଡିଗ୍ରି ଡେଇଁଛି । ଆହୁରି ୮ ସହର ତାପମାତ୍ରା ବି ୪୦ ଉପରେ ରହିଛି । ବୌଦ୍ଧ ଓ ମାଲକାନଗିରିଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ, ଭବାନୀପଟଣା ଓ ଟିଟିଲାଗଡ଼ ଆଦି ସ୍ଥାନର ତାପମାତ୍ରା ମଧ୍ୟ ୪୦ ଡିଗ୍ରି ଉପରେ ରହିଥିଲା । ତେବେ ଆସନ୍ତା ୪ ଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେContinue reading “ଆସନ୍ତା ୪ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା । ବିଭିନ୍ନ ସ୍ଥାନରେ ପବନର ବେଗ ୩୦ରୁ ୪୦ କିମି ବେଗରେ ବହିପାରେ”