କନକ ବ୍ୟୁରୋ : ବିବାହ ଉତ୍ସବ ପାଇଁ ଥିବା କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର । କୌଣସି ପରିସ୍ଥିତିରେ ୫୦ ଜଣରୁ ଅଧିକ ବାହାଘରରେ ଯୋଗ ଦେଇପାରିବେ ନାହିଁ । ୫୦ ଜଣିଆ କଟକଣାକୁ ପର୍ଯ୍ୟାୟ ପର୍ଯ୍ୟାୟରେ ୫୦ ଜଣ ଲେଖାଁଏ ଯୋଗ ଦେଉଥିବାରୁ ଏହା ଉପରେ ଶକ୍ତ ନିୟମ ଲଗାଇଛନ୍ତି ସରକାର । ସ୍ୱତନ୍ତ୍ର ରିଲିଫ୍ କମିସନର କହିଛନ୍ତି, ପୁରୋହିତ, ଅତିଥି, କାଟରିଙ୍ଗ କର୍ମଚାରୀ, ଅତିଥି ଓ ଆୟୋଜକ ପରିବାରକୁ ମିଶାଇ ମୋଟContinue reading “ବିବାହ ଉତ୍ସବ ଉପରେ କଡା କଟକଣା : ୫୦ରୁ ଜଣେ ବି ଅଧିକ ଲୋକଙ୍କୁ ମିଳିବନି ଅନୁମତି; ବାହାଘରର ୨୪ ଘଣ୍ଟା ପୂର୍ବରୁ ଦେବାକୁ ପଡିବ ଅତିଥିଙ୍କ ତାଲିକା”
Author Archives: Raghaba
ସାରାରାଜ୍ୟର ସହରାଂଚଳରେ ଶନିବାର ଓ ରବିବାର ସଟଡାଉନ : ଆସନ୍ତା ୨୪ରୁ ଲାଗୁ ହେବ ନିଷ୍ପତ୍ତି; ମେ ୧୫ ଯାଏଁ ବଳବତର ରହିବ ଆଦେଶ
କନକ ବ୍ୟୁରୋ : ରାଜ୍ୟରେ ସଂକ୍ରମଣ ବଢୁଥିବାରୁ କରୋନା ଚେନ ଭାଙ୍ଗିବାକୁ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସବୁ ସହରାଂଚଳରେ ସପ୍ତାହର ଶନିବାର ଓ ରବିବାର ସଟଡାଉନ ରହିବ । ଏହି କଟକଣା ଆସନ୍ତା ୨୪ ତାରିଖରୁ ମେ ୧୫ ତାରିଖ ଯାଏଁ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ଏସଆରସି । ଏହି ସପ୍ତାହାନ୍ତ ସଟଡାଉନ୍ ସମୟରେ ହସ୍ପିଟାଲ, କ୍ଲିନିକ, ନର୍ସିଂ ହୋମ, ମେଡିସିନ ଷ୍ଟୋର ଖୋଲା ରହିବ ।Continue reading “ସାରାରାଜ୍ୟର ସହରାଂଚଳରେ ଶନିବାର ଓ ରବିବାର ସଟଡାଉନ : ଆସନ୍ତା ୨୪ରୁ ଲାଗୁ ହେବ ନିଷ୍ପତ୍ତି; ମେ ୧୫ ଯାଏଁ ବଳବତର ରହିବ ଆଦେଶ”
କରୋନା ସମୟରେ ଦେବଦୂତ ସାଜିଛନ୍ତି ରୋଟାରୀ ମହିଳା । କରୋନା ରୋଗୀଙ୍କ ଘରେ ପହଞ୍ଚାଉଛନ୍ତି ମାଗଣା ଖାଦ୍ୟ
ସ୍ମାର୍ଟ ସିଟିରେ କରୋନା ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ରୋଟାରୀ କ୍ଲବର କିଛି ମହିଳା। ଏମାନଙ୍କ ମଧ୍ୟରେ ଦୁଇ ମହିଳା ହେଲେ ରୋଟାରୀ କ୍ଲବ ଅଫ୍ ରାଉରକେଲା କୁଇନ୍ସର କାଞ୍ଚନ ଅଗ୍ରୱାଲ ଓ ଶ୍ବେତା ଜୈନ। ତାଙ୍କର ଉଦ୍ୟମରେ ସହରର କରୋନା ଆକ୍ରାନ୍ତ ରୋଗୀଙ୍କୁ ଦୁଇ ଓଳି ମଧ୍ୟାହ୍ନ ଓ ରାତିରେ ମାଗଣା ରନ୍ଧା ଖାଦ୍ୟ ଦିଆଯାଉଛି। ତାହା ପୁଣି ଘରକୁ ଘର ଯାଇ । ୧୦ କି ୨୦ ଜଣ ରୋଗୀ ନୁହେଁ ଦୈନିକ ୧୮୦ରୁContinue reading “କରୋନା ସମୟରେ ଦେବଦୂତ ସାଜିଛନ୍ତି ରୋଟାରୀ ମହିଳା । କରୋନା ରୋଗୀଙ୍କ ଘରେ ପହଞ୍ଚାଉଛନ୍ତି ମାଗଣା ଖାଦ୍ୟ”
ଆହୁରି ବ୍ୟାପକ ହେବ ଟିକାକରଣ : ଟିକା ଉତ୍ପାଦନ ବଢାଇବାକୁ ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ୪୫ଶହ କୋଟିର ରୁଣ ଦେବେ କେନ୍ଦ୍ର ସରକାର
କନକ ବ୍ୟୁରୋ : କୋଭିଡ ଲଢେଇ ହେବ ଜୋରଦାର । ଏନେଇ କେନ୍ଦ୍ର ସରକାର ଆଜି ବଡ ନିଷ୍ପତି ନେଇଛନ୍ତି । ମେ ପହିଲାରୁ ୧୮ ବର୍ଷରୁ ଅଧିକ ବୟସର ଲୋକେ କୋଭିଡ ଟିକା ନେଇପାରିବେ । ମୋଦିଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତି ସମ୍ପର୍କରେ ଘୋଷଣା କରାଯାଇଛି । ମୋଦି କହିଛନ୍ତି, ଅଧିକରୁ ଅଧିକ ଲୋକଙ୍କୁ କରୋନା ଟିକା ଦେବାକୁ ଉଦ୍ୟମ କରାଯାଉଛି । ଟିକାକରଣ ଗତିକୁ ଆହୁରି ବଢାଯିବ । ୧୮ବର୍ଷରୁContinue reading “ଆହୁରି ବ୍ୟାପକ ହେବ ଟିକାକରଣ : ଟିକା ଉତ୍ପାଦନ ବଢାଇବାକୁ ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ୪୫ଶହ କୋଟିର ରୁଣ ଦେବେ କେନ୍ଦ୍ର ସରକାର”
ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ ପରେ ପ୍ରବାସୀଙ୍କ ଘର ବାହୁଡା : ଟ୍ରେନ ଓ ବସ୍ ଷ୍ଟାଣ୍ଡରେ ହଜାର ହଜାର ଲୋକଙ୍କ ଭିଡ
କନକ ବ୍ୟୁରୋ : ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ ଲାଗିଛି ସଂପୂର୍ଣ୍ଣ ଲକଡାଉନ । ସୋମବାର ରାତି ୧୦ଟାରୁ ଆରମ୍ଭ ହୋଇଥିବା ଲକଡାଉନ ଏପ୍ରିଲ ୨୬ ତାରିଖ ଯାଏଁ ବଳବତର ରହିବ । ଦିଲ୍ଲୀରେ ୬ ଦିନିଆ ଲକଡାଉନ ଘୋଷଣା ପରେ ଘର ମୁହାଁ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଫଳରେ ଟ୍ରେନ ଓ ବସ୍ ଷ୍ଟାଣ୍ଡରେ ହଜାର ହଜାର ଶ୍ରମିକଙ୍କ ଭିଡ ଜମିବାରେ ଲାଗିଛି । ଦିଲ୍ଲୀର ଆନନ୍ଦ ବିହାର, କୋଶାମ୍ବି, ବସ୍ ଷ୍ଟେସନରେ ପ୍ରବଳ ଭିଡContinue reading “ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ ପରେ ପ୍ରବାସୀଙ୍କ ଘର ବାହୁଡା : ଟ୍ରେନ ଓ ବସ୍ ଷ୍ଟାଣ୍ଡରେ ହଜାର ହଜାର ଲୋକଙ୍କ ଭିଡ”
ରାଜସ୍ଥାନକୁ ଚିତ୍ କଲା ଚେନ୍ନାଇ । ୪୫ ରନରେ ସାମସନ ବାହିନୀକୁ ମାତ୍ ଦେଲା ଧୋନୀବାହିନୀ । ମୋଇନ୍ ଅଲ୍ଲୀଙ୍କୁ ୩ ୱିକେଟ୍ ସଫଳତା ।
କନକ ବ୍ୟୁରୋ: ଆଜି ଆଇପିଏଲରେ ରାଜସ୍ଥାନକୁ ଚିତ୍ କଲା ଚେନ୍ନାଇ । ଧୋନୀବାହିନୀ ଆଗରେ ଫେଲ୍ ମାରିଛି ସାମସନ୍ ବାହିନୀ । ଚେନ୍ନାଇ ଆଜି ପ୍ରଥମେ ବ୍ୟାଟିଂ କରି ୧୮୮ ରନ୍ କରିଥିବାବେଳେ ରାଜସ୍ଥାନ ମାତ୍ର ୧୪୩ ରନରେ ସୀମିତ ରହିଯାଇଛି । ଆଜି ରାଜସ୍ଥାନ ରୟାଲ୍ସର ଅଧିନାୟକ ସଂଜୁ ସାମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ ସୁପର କିଙ୍ଗସ୍ । ତେବେContinue reading “ରାଜସ୍ଥାନକୁ ଚିତ୍ କଲା ଚେନ୍ନାଇ । ୪୫ ରନରେ ସାମସନ ବାହିନୀକୁ ମାତ୍ ଦେଲା ଧୋନୀବାହିନୀ । ମୋଇନ୍ ଅଲ୍ଲୀଙ୍କୁ ୩ ୱିକେଟ୍ ସଫଳତା ।”
ଭୁଲ୍ ହୋଇଗଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆକଳନ । ନିର୍ବାଚନୀ ରାଲି, କ୍ରିକେଟ ମ୍ୟାଚ ଓ ଧାମିର୍କ ସମାବେଶ ଦେଶରେ ବଢାଇଲା ସଂକ୍ରମଣ । ପ୍ରଥମ ଠାରୁ ଆହୁରି ବେକାବୁ ହେଉଛି ଦ୍ୱିତୀୟ ଲହର ।
କନକ ବ୍ୟୁରୋ: ଚଳିତ ବର୍ଷ ମାର୍ଚ୍ଚ ମାସ ଆରମ୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଘୋଷଣା କରିଥିଲେ ଯେ, ଭାରତରେ କରୋନା ମହାମାରୀ ଶେଷ ହେବାକୁ ଯାଉଛି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ପ୍ରଶଂସା କରି କହିଥିଲେ, ଭାରତ ଅର୍ନ୍ତରାଷ୍ଟ୍ରୀୟ ସହଯୋଗର ଏକ ଉଦାହରଣ ସୃଷ୍ଟି କରିଛି । ଭ୍ୟାକସିନ ଡିପ୍ଲୋମୋସି ଅନୁଯାୟୀ ଅନ୍ୟ ରାଷ୍ଟ୍ରଗୁଡିକୁ ଭାରତ ଟିକା ଯୋଗାଉଛି । ଗତବର୍ଷ ସେପ୍ଟେମ୍ବର ମାସରେ ଦେଶରେ ସଂକ୍ରମଣ ଶୀର୍ଷରେ ପହଂଚିଥିଲା । ସେହିContinue reading “ଭୁଲ୍ ହୋଇଗଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆକଳନ । ନିର୍ବାଚନୀ ରାଲି, କ୍ରିକେଟ ମ୍ୟାଚ ଓ ଧାମିର୍କ ସମାବେଶ ଦେଶରେ ବଢାଇଲା ସଂକ୍ରମଣ । ପ୍ରଥମ ଠାରୁ ଆହୁରି ବେକାବୁ ହେଉଛି ଦ୍ୱିତୀୟ ଲହର ।”
ଦିଲ୍ଲୀ ୬ ଦିନ ଯାଏଁ ସମ୍ପୂର୍ଣ୍ଣ ଲକଡାଉନ ପରେ ଶ୍ରମିକଙ୍କ ଘର ବାହୁଡା । ଟ୍ରେନ ଓ ବସ୍ ଷ୍ଟାଣ୍ଡରେ ହଜାର ହଜାର ଶ୍ରମିକଙ୍କ ଭିଡ । ସେପଟେ ମୁମ୍ବାଇରେ ସଂକ୍ରମଣ ବଢୁଥିବା ଦେଖି ଗାଁ ମୁହାଁ ପ୍ରବାସୀ ଶ୍ରମିକ ।
କନକ ବ୍ୟୁରୋ: ଦେଶରେ ପୁଣି ଫେରୁଛି ଗତବର୍ଷର ଚିତ୍ର । ପ୍ରବାସୀ ଶ୍ରମିକଙ୍କ ପାଇଁ କାଳ ସାଜିଛି କରୋନା ମହାମାରୀ । ଦୁଇ ପଇସା ରୋଜଗାରର ପନ୍ଥା ହାତରୁ ଖସିବାକୁ ଲାଗିଛି ଆଉ ଘରମୁହାଁ ହେଉଛନ୍ତି ପ୍ରବାସୀ । ଗତବର୍ଷ ଏତିକି ବେଳେ କାମଧନ୍ଧା ହରାଇ, ଖାଇବାକୁ ପିଇବାକୁ ନପାଇ ମାଇଲ ମାଇଲ ବାଟ ଚାଲି ଚାଲି ଅତିକ୍ରମ କଲେ ଲକ୍ଷଲକ୍ଷ ଶ୍ରମିକ । ଏଥର ଯେମିତି ସେହି ପରିସ୍ଥିତି ନଉପୁଯେ ସେଥିପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭContinue reading “ଦିଲ୍ଲୀ ୬ ଦିନ ଯାଏଁ ସମ୍ପୂର୍ଣ୍ଣ ଲକଡାଉନ ପରେ ଶ୍ରମିକଙ୍କ ଘର ବାହୁଡା । ଟ୍ରେନ ଓ ବସ୍ ଷ୍ଟାଣ୍ଡରେ ହଜାର ହଜାର ଶ୍ରମିକଙ୍କ ଭିଡ । ସେପଟେ ମୁମ୍ବାଇରେ ସଂକ୍ରମଣ ବଢୁଥିବା ଦେଖି ଗାଁ ମୁହାଁ ପ୍ରବାସୀ ଶ୍ରମିକ ।”
ଭର୍ତ୍ତୃହରିଙ୍କ ସମ୍ପାଦକୀୟକୁ ନେଇ ଚର୍ଚ୍ଚା । ମନ୍ତବ୍ୟକୁ ନେଇ ମତ ରଖିଲା ବିଜେଡି । କହିଲା, ସାଂସଦଙ୍କ କଥା ଭିତ୍ତିହୀନ ।
କନକ ବ୍ୟୁରୋ: ପିପିଲି ନିର୍ବାଚନ ମଣ୍ଡଳୀର ବାସିନ୍ଦା ନହୋଇ ମଧ୍ୟ ଦଳକୁ ଦଳ ବାହାର ଲୋକ ସେଠାକୁ ପିକନିକ ମନେଇବାକୁ ଯାଉଛନ୍ତି । ଯାହା ଦଳୀୟ ନେତୃତ୍ୱ ପାଇଁ ନିଶ୍ଚିତ ଏକ ଆହ୍ୱାନ । ନିଜ ମାଲିକାନାରେ ଥିବା ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ରେ ‘ନିର୍ବାଚନରେ ଗୁଣ୍ଡାଙ୍କ ଉତ୍ପାତ ଓ ନେତୃତ୍ବ’ ଶୀର୍ଷକ ସମ୍ପାଦକୀୟରେ ଏମିତିି କିଛି ଲେଖି ଚର୍ଚ୍ଚାକୁ ଆସିଛନ୍ତି ନିଜେ ଭର୍ତୃହରି । ଆଉ ଏଭଳି ମନ୍ତବ୍ୟକୁ ଗୁରୁତ୍ୱର ସହ ନେଇଛି ବିଜେଡି । ଦଳContinue reading “ଭର୍ତ୍ତୃହରିଙ୍କ ସମ୍ପାଦକୀୟକୁ ନେଇ ଚର୍ଚ୍ଚା । ମନ୍ତବ୍ୟକୁ ନେଇ ମତ ରଖିଲା ବିଜେଡି । କହିଲା, ସାଂସଦଙ୍କ କଥା ଭିତ୍ତିହୀନ ।”
ଭୁବନେଶ୍ୱର ଆସି ଫସିଗଲା ବାଲେଶ୍ୱର ଭୋଗରାଇର ଝିଅ ଅର୍ଚ୍ଚନା । ଜାଣିପାରିଲା ନାହିଁ ହାଇଦର ପୁଅର ସଂସ୍ଥାରେ କରୁଛି ଚାକିରି ।
କନକ ବ୍ୟୁରୋ: ବାଲେଶ୍ୱର ଭୋଗରାଇ ଅଂଚଳର ଯୁବତୀ ଅର୍ଚ୍ଚନା କେବେ ଭାବିନଥିବେ ହାଇଦର ଗ୍ୟାଙ୍ଗର ଜଣେ ସଦସ୍ୟ ହିସାବରେ ପୁଲିସ ହାତରେ ଗିରଫ ହେବେ । ବୋଧହୁଏ ସେ ଏହା ବି ଜାଣିନଥିବେ ଯେ ହାଇଦର କିଏ ଏବଂ ଏହି ଗ୍ୟାଙ୍ଗଷ୍ଟର ସହ ନିଜ ପରିଚୟ ଯୋଡି ହେଲେ କଣ ହୁଏ । ଭୋଗରାଇ ମୁସଦପୁର ଗାଁର ଜଣେ ଝିଅ ହେଉଛନ୍ତି ଅର୍ଚ୍ଚନା, ସୋସିଆଲ ମିଡିଆରେ କେନ୍ଦ୍ରାପଡାର ଆଉ କିଛି ଝିଅଙ୍କ ସହ ବନ୍ଧୁତ୍ୱ କରିଥିଲେ । ଧିରେContinue reading “ଭୁବନେଶ୍ୱର ଆସି ଫସିଗଲା ବାଲେଶ୍ୱର ଭୋଗରାଇର ଝିଅ ଅର୍ଚ୍ଚନା । ଜାଣିପାରିଲା ନାହିଁ ହାଇଦର ପୁଅର ସଂସ୍ଥାରେ କରୁଛି ଚାକିରି ।”