କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ରାଜ୍ୟକୁ ପୁଣି ଫେରିଛି ସପ୍ତାହନ୍ତ ସଟଡାଉନ୍ । ରାଜ୍ୟ ସରକାର ଆଜି ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରିଛନ୍ତି । ଆସନ୍ତା ଶନିବାର ଓ ରବିବାରଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସଟଡାଉନ୍ କଟକଣା ଜାରି ରହିବ । ଏହି ସମୟରେ ଲୋକମାନେ ନିୟମ ଅନୁପାଳନ କରିବାକୁ ଏସଆରସି ପ୍ରଦୀପ ଜେନା ଅନୁରୋଧ କରିଛନ୍ତି । ଏହାପୂର୍ବରୁ କେବଳ ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ଲାଗୁContinue reading “ରାଜ୍ୟ ସରକାରଙ୍କ ବଡ ଘୋଷଣା । ରାଜ୍ୟକୁ ଫେରିଲା ସପ୍ତାହନ୍ତ ସଟଡାଉନ୍ । ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନି, ରବିବାର ସଟଡାଉନ୍ । “
Author Archives: Raghaba
ଆଇପିଏଲ ଲଢେଇ : ଟସ୍ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ
କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ । ତେଣୁ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ଦଳ । ଏହି ମ୍ୟାଚ ଉଭ୍ୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ଦୁଇ ଦଳ ମ୍ୟାଚ ଜିତିବାକୁ ଜୋରଦାର ପ୍ରୟାସ କରିବେ । ଆଜିର ମ୍ୟାଚରେ ରାଜସ୍ଥାନ ଦଳରେ କିଛି ପରିବର୍ତ୍ତନContinue reading “ଆଇପିଏଲ ଲଢେଇ : ଟସ୍ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ”
ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା । ଟ୍ରାଫିକ୍ କଟକଣା ଜାରି କଲେ ପୋଲିସ କମିଶନର । ନିୟମ ଭାଙ୍ଗିଲେ ୧୦୦୦ଟଙ୍କା ଜରିମାନା
କନକ ବ୍ୟୁରୋ : ଆସନ୍ତାକାଲି ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା । ରଥଯାତ୍ରା ପରେ ଆସନ୍ତା ୨୪ ତାରିଖରେ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା। ଏହାକୁ ଆଖି ଆଗରେ ରଖି ଆଜି ଟ୍ବିନ ସିଟିର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସର୍ବସାଧାରଣଙ୍କ ଲାଗି କିଛି କଟକଣା ଲାଗୁ କରିଛନ୍ତି। ଯାନବାହାନର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ର ଧାରାContinue reading “ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା । ଟ୍ରାଫିକ୍ କଟକଣା ଜାରି କଲେ ପୋଲିସ କମିଶନର । ନିୟମ ଭାଙ୍ଗିଲେ ୧୦୦୦ଟଙ୍କା ଜରିମାନା”
ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । କରୋନାରେ ସଂକ୍ରମିତ ହେବା ପରେ ଏମ୍ସରେ ଭର୍ତ୍ତି ।
କନକ ବ୍ୟୁରୋ: କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା କିପରି ଅଛି ସେନେଇ ଯାଂଚ ଚାଲିଛି । ତେବେ ଦିଲ୍ଲୀରେ ବଢୁଥିବା ସଂକ୍ରମଣ ଭିତରେ ଦେଶର ଜଣେ ପୂର୍ବ ପ୍ରଧାନମନ୍ତ୍ରୀ ପଜିଟିଭ୍ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟିଛି । ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀContinue reading “ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । କରୋନାରେ ସଂକ୍ରମିତ ହେବା ପରେ ଏମ୍ସରେ ଭର୍ତ୍ତି ।”
ଆଗକୁ ଗଡୁନି ସଂସାରର ରଥ । ବିଦ୍ୟୁତ୍ ଆଘାତ ଲାଗି ଖଣ୍ଟରୁ ତଳକୁ ଖସି ପଡିଥିଲେ ଦେବବ୍ରତ । ୩ ବର୍ଷ ହେଲା ପଡି ରହିଛନ୍ତି ବିଛଣାରେ
କନକ ବ୍ୟୁରୋ: ଏଞ୍ଜେନ କମ୍ପାନିରେ ଠିକା କର୍ମଚାରୀ ଭାବରେ କାମ କରୁଥଲେ କେନ୍ଦ୍ରାପଡା ରାଜକନିକା ବ୍ଲକ କୋଇଲିପୁର ଗାଁର ଦେବବ୍ରତ ରାଉତ । ସ୍ପଳ୍ପ ରୋଜଗାରରେ ହସ ଖୁସିରେ ଆଗକୁ ବଢୁଥିଲା ଦେବବ୍ରତଙ୍କ ସଂସାର ରଥ । ହେଲେ ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା । ସଂସାର ରଥର ସାରଥୀ ଇଲେକ୍ଟ୍ରିକ୍ ଖୁଂଟିରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ତଳକୁ ପଡିଗଲେ । ପ୍ରାୟ ୩ ବର୍ଷ ହେଲା ଦେବବ୍ରତ ବିଛଣାରେContinue reading “ଆଗକୁ ଗଡୁନି ସଂସାରର ରଥ । ବିଦ୍ୟୁତ୍ ଆଘାତ ଲାଗି ଖଣ୍ଟରୁ ତଳକୁ ଖସି ପଡିଥିଲେ ଦେବବ୍ରତ । ୩ ବର୍ଷ ହେଲା ପଡି ରହିଛନ୍ତି ବିଛଣାରେ “
ଭୁବନେଶ୍ୱରରୁ ଆଜି ୪୬୮ କରୋନା ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୮୨ ଓ ସ୍ଥାନୀୟ ଅଞ୍ଚଳରୁ ୩୮୬ ଆକ୍ରାନ୍ତ ଚିହ୍ନଟ ।
କନକ ବ୍ୟୁରୋ: ଭୁବନେଶ୍ୱରରୁ ଆଜି ୪୬୮ କରୋନା ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୮୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଆଜି ୧୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ୧୪୭ରେ ପହଞ୍ଚିଛି । ଭୁବନେଶ୍ୱରର ଅଶୋକ ନଗର, ବଡଗଡ, ଆଚାର୍ଯ୍ୟ ବିହାର, ଭରତ ପୁର, ଗଙ୍ଗା ନଗର, ସିଆରପିଏଫ କ୍ୟାମ୍ପସ, ପଳାସପଲ୍ଲୀ, ଖଣ୍ଡଗିରି ଓContinue reading “ଭୁବନେଶ୍ୱରରୁ ଆଜି ୪୬୮ କରୋନା ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୮୨ ଓ ସ୍ଥାନୀୟ ଅଞ୍ଚଳରୁ ୩୮୬ ଆକ୍ରାନ୍ତ ଚିହ୍ନଟ ।”
କରୋନା ଭୟରେ ଭକ୍ତଶୂନ୍ୟ ଚିଲିକାର ମାଆ କାଳିଜାଇ ପୀଠ । ମହାମାରୀ ଭୟରେ ମାଆଙ୍କ ପାଖକୁ ଆସୁନାହାନ୍ତି ଭକ୍ତ କି ପର୍ଯ୍ୟଟକ ।
କନକ ବ୍ୟୁରୋ: ଭକ୍ତଶୂନ୍ୟ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମାଆ କାଳିଜାଇ । କରୋନାର ଦ୍ୱିତୀୟ ଲହର ସାରା ବିଶ୍ୱକୁ ଆତଙ୍କିତ କରୁଛି । ଅନେକ ମନ୍ଦିରରେ କରୋନା କଟକଣା ଭିତରେ ଭକ୍ତ ଭଗବାନଙ୍କ ଦର୍ଶନ କରୁଛନ୍ତି । ହେଲେ କାଳିଜାଇ ମନ୍ଦିରକୁ ଭକ୍ତ ଆସୁନଥିବାରୁ ହାତ ବାନ୍ଧି ବସିଛନ୍ତି ବ୍ୟବସାୟୀ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମାଆ କାଳିଜାଇଙ୍କ ମନ୍ଦିରକୁ ଭକ୍ତ ଆସୁନାହାନ୍ତି । କରୋନାର ଦ୍ୱିତୀୟ ଲହର ରାଜ୍ୟରେ କୋକୁଆContinue reading “କରୋନା ଭୟରେ ଭକ୍ତଶୂନ୍ୟ ଚିଲିକାର ମାଆ କାଳିଜାଇ ପୀଠ । ମହାମାରୀ ଭୟରେ ମାଆଙ୍କ ପାଖକୁ ଆସୁନାହାନ୍ତି ଭକ୍ତ କି ପର୍ଯ୍ୟଟକ । “
ଜୟପୁର ଜେଲରୁ ଅସିଲା ଅଭାବନୀୟ ଚିତ୍ର । ଜେଲ ଭିତରେ ଚାଲିଛି ମଦ ମାଂସର ଆସର । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଜେଲ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ?
କନକ ବ୍ୟୁରୋ : ଅନେକ ସମୟରେ କଏଦୀଙ୍କ ଜୀବନରେ ସଂସ୍କାର ଆଣିବାକୁ ବିଭିନ୍ନ ପ୍ରକାର ଯୋଜନା କରି ପ୍ରଶଂସିତ ହୋଇଥିବା ଜୟପୁର କାରାଗାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଜେଲ ଭିତରେ ମଉଜ କରୁଛନ୍ତି କଏଦୀ । ମଦ୍ୟାପାନ ସାଙ୍ଗକୁ ଚାଲିଛି ଭୋଜିଭାତର ଆସର । ଜେଲ ଭିତରେ ବିଚାରଧିନ କଏଦୀଙ୍କ ଭୋଜିର ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହେବା ପରେ ଜୟପୁର ଉପକାରାଗାରରେ ଛାପା ମାରିଥିଲେ ଜୟପୁର ପୁଲିସ । ଏସପିଙ୍କ ନେତୃତ୍ୱରେContinue reading “ଜୟପୁର ଜେଲରୁ ଅସିଲା ଅଭାବନୀୟ ଚିତ୍ର । ଜେଲ ଭିତରେ ଚାଲିଛି ମଦ ମାଂସର ଆସର । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଜେଲ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ?”
ପିଟି ମାରିଦେଲା ପୋଲିସ, ଅଭିଯୋଗ ଆଣିଲେ ଗାଁ ଲୋକ । ଗତ ୧୧ ତାରିଖରେ ଜୁଆ ଆଡ଼ା ଚାଲିଥିବା ବେଳେ ଅଚାନକ ଚଢ଼ାଉ କରି ମାଧବାନନ୍ଦ ପାତ୍ରଙ୍କୁ ପୋଲିସ ନିଧୁମ ପିଟିଥିବା ଅଭିଯୋଗ ।
କନକ ବ୍ୟୁରୋ: ପିଟି ମାରିଦେଲା ପୋଲିସ, ଅଭିଯୋଗ ଆଣିଲେ ପୁରୀ ଶ୍ରୀଚନ୍ଦନପୁର ଗାଁ ଲୋକ । ମୃତ ମାଧବାନନ୍ଦ ପାତ୍ରଙ୍କ ପୁଅ କୁନା ପାତ୍ରଙ୍କ କହିବା ଅନୁସାରେ ଗତ ୧୧ ତାରିଖରେ ତାଙ୍କ ବାପା ସଂଧ୍ୟାରେ ବଜାର କରିବା ପାଇଁ ଘରୁ ବାହାରିଥିଲେ । ହେଲେ ଘରକୁ ଆଉ ଫେରି ନଥିଲେ । ଅନେକ ଖୋଜାଖୋଜି ପରେ ମାଧବାନନ୍ଦଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ପଡ଼ିଥିବା ଗାଁ ଲୋକେ ତାଙ୍କୁ ଖବର କରିଥିଲେ । ଖବର ପାଇContinue reading “ପିଟି ମାରିଦେଲା ପୋଲିସ, ଅଭିଯୋଗ ଆଣିଲେ ଗାଁ ଲୋକ । ଗତ ୧୧ ତାରିଖରେ ଜୁଆ ଆଡ଼ା ଚାଲିଥିବା ବେଳେ ଅଚାନକ ଚଢ଼ାଉ କରି ମାଧବାନନ୍ଦ ପାତ୍ରଙ୍କୁ ପୋଲିସ ନିଧୁମ ପିଟିଥିବା ଅଭିଯୋଗ ।”
ଦ୍ୱିତୀୟ ଲହର ଯୁବବର୍ଗଙ୍କୁ ଅଧିକ ସଂକ୍ରମିତ କରୁଥିବା ମିଛ ବୋଲି କହିଲେ ଆଇସିଏମଆର ଡିଜି । ଏବେ ବି ୭୦ ପ୍ରତିଶତରୁ ଅଧିକ ସଂକ୍ରମିତ ହେଉଛନ୍ତି ୪୦ବର୍ଷରୁ ଅଧିକ ବ୍ୟକ୍ତି
କନକ ବ୍ୟୁରୋ: କେଉଁ ବୟସ ବର୍ଗଙ୍କୁ ଅଧିକ କରୋନା ସଂକ୍ରମଣ ହେଉଛି, ଏବଂ କେଉଁ ମାନଙ୍କ ପ୍ରତି ବିପଦ ରହିଛି, ସେ ନେଇ ସୂଚନା ଦେଇଛନ୍ତି ଆଇସିଏମଆର ଡିଜି । ଆଇସିଏମଆର ଅର୍ଥାତ ଇଣ୍ଡିଆନ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ । ଦେଶରେ ଭେଷଜ ବିଜ୍ଞାନ ସମ୍ପର୍କୀତ ସର୍ବୋଚ୍ଚ ଗବେଷଣା ସଂସ୍ଥା । ଏହି ସଂସ୍ଥାର ମୁଖ୍ୟ ବଳରାମ ଭାଗର୍ବଙ୍କ କହିବା ହେଲା, କରୋନାର ପ୍ରଥମ ଲହର ସହିତ ପ୍ରାୟ ସମାନ ରହିଛି ଦ୍ୱିତୀୟ ଲହରରେ ସଂକ୍ରମଣContinue reading “ଦ୍ୱିତୀୟ ଲହର ଯୁବବର୍ଗଙ୍କୁ ଅଧିକ ସଂକ୍ରମିତ କରୁଥିବା ମିଛ ବୋଲି କହିଲେ ଆଇସିଏମଆର ଡିଜି । ଏବେ ବି ୭୦ ପ୍ରତିଶତରୁ ଅଧିକ ସଂକ୍ରମିତ ହେଉଛନ୍ତି ୪୦ବର୍ଷରୁ ଅଧିକ ବ୍ୟକ୍ତି “