ସନ୍ଧ୍ୟା ୭ଟାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ଏସଆରସି । କରୋନା ପାଇଁ ବଡ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର ।

କନକ ବ୍ୟୁରୋ: ସନ୍ଧ୍ୟା ୭ଟାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ଏସଆରସି । କରୋନା ପାଇଁ ବଡ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଧିରେ ଧିରେ ନିୟମ କଡା କଡି କରିଛନ୍ତି ସରକାର । ତେବେ ପୁଣି କରୋନା ପାଇଁ କିଛି କଟକଣା ଜାରି କରିପାରନ୍ତି । ତେବେ କେଉଁ କଟକଣା ଜାରି କରିବେ ସରକାର ତା ଉପରେ ରହିଛି ସମସ୍ତଙ୍କ ନଜର । from Kanak NewsContinue reading “ସନ୍ଧ୍ୟା ୭ଟାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ଏସଆରସି । କରୋନା ପାଇଁ ବଡ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର ।”

ପିପିଲି ଉପନିର୍ବାଚନ ପାଇଁ ବିଜେଡି କରିବନି ରାଲି । କରୋନା ପାଇଁ ଦୂରେଇ ରହିବ ଦଳ

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ବିଜେଡି କରିବନି ରାଲି ଓ କ୍ୟାମ୍ପେନ । କରୋନା ପାଇଁ ଦୂରେଇ ରହିବ ଦଳ । ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିଛନ୍ତି, ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ମୁଁ ସର୍ବଦା ଓଡିଶାର ଲୋକଙ୍କୁ ମୋର ପରିବାର ସଦସ୍ୟ ଭାବରେ ବିବେଚନା କରେ । ଦେଶରେContinue reading “ପିପିଲି ଉପନିର୍ବାଚନ ପାଇଁ ବିଜେଡି କରିବନି ରାଲି । କରୋନା ପାଇଁ ଦୂରେଇ ରହିବ ଦଳ”

ରାଜ୍ୟରେ ଗତ ୨୪ ଘଂଟାରେ ସୁନ୍ଦରଗଡରୁ ସର୍ବାଧିକ ୭୨୨ ସଂକ୍ରମିତ ଚିହ୍ନଟ । ଅଯଥା ଘରୁ ନବାହାରିବାକୁ ଲୋକଙ୍କୁ ହାତ ଯୋଡି ନେହୁରା ହେଲେ ଜିଲ୍ଲାପାଳ ।

କନକ ବ୍ୟୁରୋ : କରୋନା ନାମକ ଭୂତାଣୁ ଭୟ ଏବେ ଚାରିଆଡେ । ବର୍ଷେ ତଳେ ସାରା ବିଶ୍ୱରେ ବିଭିଷୀକା କରିଥିଲା । ଏବେ ପୁଣି ସୁନାମୀ ଭଳି ମାଡି ଚାଲିଛି ଏହି ଅଜଣା ରୋଗ । ସାରା ରାଜ୍ୟରେ ଭୟ ଆଉ ଭୟ । କରୋନାକୁ ନେଇ ଚିନ୍ତାରେ ବଂଚୁଛି ଏବେ ମଣିଷ । ଗତ ୨୪ ଘଂଟାରେ ରାଜ୍ୟରେ ୪ ହଜାର ୪୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରେ ୭୨୨ ଜଣContinue reading “ରାଜ୍ୟରେ ଗତ ୨୪ ଘଂଟାରେ ସୁନ୍ଦରଗଡରୁ ସର୍ବାଧିକ ୭୨୨ ସଂକ୍ରମିତ ଚିହ୍ନଟ । ଅଯଥା ଘରୁ ନବାହାରିବାକୁ ଲୋକଙ୍କୁ ହାତ ଯୋଡି ନେହୁରା ହେଲେ ଜିଲ୍ଲାପାଳ ।”

ସାବଧାନ ! ସଂକ୍ରମଣ ରୋକିବାକୁ ଏବେ ସିଙ୍ଗଲ୍ ନୁହେଁ… ଦ୍ୱିତୀୟ ଲହର ପାଇଁ ଲୋଡା ଦୁଇଟି ମାସ୍କ । ଡାକ୍ତର କହିଲେ ଡବଲ ମାସ୍କ ରୋକିବ ଭୂତାଣୁ, କରିବ ଲଢେଇ…

କନକ ବ୍ୟୁରୋ: ଦ୍ୱିତୀୟ ଲହର, ଡବଲ ମାସ୍କ । କରୋନା ରୋକିବ କି ୨ଟି ମାସ୍କ ? ଭୟଙ୍କର ହେଉଛି କରୋନାର ୨ୟ ଲେଉଟାଣି । ପ୍ରଥମ ଅପେକ୍ଷା ୨ୟ ଲହର ଲୋମଟାଙ୍କୁରାଇ ଦେଉଛି । ସ୍ଥିତି ଏମିତି ହୋଇଛି, ଦେଶରେ ଏକ ପ୍ରକାର ହାହାକର ପଡିଛି । ସଂକ୍ରମଣ ସବୁଠି ଆଣିଛି ସଙ୍କଟ ସ୍ଥିତି । ଆକ୍ରାନ୍ତ ବଢୁଛନ୍ତି, ମୃତକ ବି ବଢୁଛନ୍ତି । ସବୁଦିନ ଶହ ଶହ ଶବ ମଣାଣିରେ ପୋଡାହେଉଛି । ଜଣାପଡୁନଥିଲେContinue reading “ସାବଧାନ ! ସଂକ୍ରମଣ ରୋକିବାକୁ ଏବେ ସିଙ୍ଗଲ୍ ନୁହେଁ… ଦ୍ୱିତୀୟ ଲହର ପାଇଁ ଲୋଡା ଦୁଇଟି ମାସ୍କ । ଡାକ୍ତର କହିଲେ ଡବଲ ମାସ୍କ ରୋକିବ ଭୂତାଣୁ, କରିବ ଲଢେଇ…”

ଭାରତରେ ବଢୁଛି କରୋନା ସଂକ୍ରମଣ । ସ୍ଥିତିକୁ ଦେଖି ଭାରତ ଗସ୍ତ ବାତିଲ୍ କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଭାରତ ଗସ୍ତ ବାତିଲ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଏପ୍ରିଲ ୨୫ରେ ସେ ଭାରତ ଆସିବାର ଯୋଜନା ରହିଥିଲା। କିନ୍ତୁ କରୋନା ସ୍ଥିତିକୁ ଦେଖି ଏବେ ସେ ଭାରତ ଗସ୍ତ ବାତିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ମୁତାବକ, ବର୍ତ୍ତମାନର କରୋନାଭାଇରସ୍ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆସନ୍ତା ସପ୍ତାହରେ ଭାରତ ଯାତ୍ରା କରିପାରିବେ ନାହିଁ। ଏହାContinue reading “ଭାରତରେ ବଢୁଛି କରୋନା ସଂକ୍ରମଣ । ସ୍ଥିତିକୁ ଦେଖି ଭାରତ ଗସ୍ତ ବାତିଲ୍ କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।”

ପାଣିପାଗ ବିଭାଗର ସତର୍କ ସୂଚନା । ଆଜି ୧୬ ଜିଲ୍ଲାକୁ କାଳବୈଶାଖି ସହ ୧୯ ଜିଲ୍ଲାକୁ ବର୍ଷା ସମ୍ଭାବନା ।

କନକ ବ୍ୟୁରୋ : ରାଜ୍ୟର ଉତ୍ତର, ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ପ୍ରାୟ ୧୬ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଜାରି ସତର୍କ ସୂଚନା ମୁତାବକ ଆଜି (୧୯ ଅପ୍ରେଲ, ସୋମବାର) ଅପରାହ୍ନ ୧ଟା ୩୦ଘଣ୍ଟା ମଧ୍ୟରୁ ଆସନ୍ତାକାଲି (୨୦ ଅପ୍ରେଲ, ମଙ୍ଗଳବାର) ସକାଳ ୮ଟା୩୦ ଘଣ୍ଟାContinue reading “ପାଣିପାଗ ବିଭାଗର ସତର୍କ ସୂଚନା । ଆଜି ୧୬ ଜିଲ୍ଲାକୁ କାଳବୈଶାଖି ସହ ୧୯ ଜିଲ୍ଲାକୁ ବର୍ଷା ସମ୍ଭାବନା ।”

କରୋନା ସ୍ଥିତି ନେଇ ଆଜି ଡାକ୍ତର ଓ ଔଷଧ କମ୍ପାନୀ ମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ ଆଲୋଚନା

କନକ ବ୍ୟୁରୋ : ଦେଶକୁ କବଳିତ କରିଥିବା କରୋନା ଭୂତାଣୁ ଏବେ ଭୟାନକ ରୂପ ନେବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ଧ୍ୟାରେ ଦେଶର ବରିଷ୍ଠ ଡାକ୍ତର ଓ ଔଷଧ କମ୍ପାନୀ ମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ ବୋଲି ଜଣାପଡଇଛି । ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଅପରାହ୍ନ ୪.୩୦ ରେ ଡାକ୍ତର ମାନଙ୍କ ସହ ଆଲୋଚନା କରିବେ ଓ ସନ୍ଧ୍ୟା ୬ ଟା ବେଳେ ଔଷଧContinue reading “କରୋନା ସ୍ଥିତି ନେଇ ଆଜି ଡାକ୍ତର ଓ ଔଷଧ କମ୍ପାନୀ ମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ ଆଲୋଚନା”

ଦିଲ୍ଲୀରେ ଲକଡାଉନ ଲାଗିବା ପରେ କାହାକୁ କ’ଣ ଚିନ୍ତା : ଏଠି ମଦୁଆଙ୍କୁ ଘାରିଛି ମଦ ଚିନ୍ତା; କାଉଣ୍ଟର ଆଗରେ ଧାଡି ଲଗାଇଛନ୍ତି ବହୁ ସଂଖ୍ୟାରେ ଲୋକ

କନକ ବ୍ୟୁରୋ : ଦିଲ୍ଲୀରେ ଲକଡାଉନ ଲାଗିବା ପରେ କାହାକୁ କ’ଣ ଚିନ୍ତା  । ହେଲେ ମଦୁଆଙ୍କୁ ଘାରିଛି ମଦ ଚିନ୍ତା । କାରଣ ଲକଡାଉନ ହେବା ପରେ କାଳେ ମଦ ମିଳିବ ନାହିଁ ସେଥିପାଇଁ କାଉଣ୍ଟର ଆଗରେ ଧାଡି ଲଗାଇଛନ୍ତି ବହୁ ସଂଖ୍ୟାରେ ଲୋକ । ଦିଲ୍ଲୀରେ ଲକଡାଉନ ଘୋଷଣା ହେବା ପରେ ଦେଖିବାକୁ ମିଳିଛି ଏଭଳି ବିଚିତ୍ର ଦୃଶ୍ୟ । ଦିଲ୍ଲୀର ଶିବପୁରୀ ଅଂଚଳରେ ଥିବା ଏକ ମଦ ଦୋକାନ ସାମନାରେ ମଦ କିଣିବାContinue reading “ଦିଲ୍ଲୀରେ ଲକଡାଉନ ଲାଗିବା ପରେ କାହାକୁ କ’ଣ ଚିନ୍ତା : ଏଠି ମଦୁଆଙ୍କୁ ଘାରିଛି ମଦ ଚିନ୍ତା; କାଉଣ୍ଟର ଆଗରେ ଧାଡି ଲଗାଇଛନ୍ତି ବହୁ ସଂଖ୍ୟାରେ ଲୋକ”

ପଥର ଫଟାଇବାକୁ ଘରେ ରଖିଥିଲେ ଜିଲୋଟିନ୍ ଷ୍ଟିକ୍ । ହଠାତ୍ ଘଟିଲା ବିସ୍ଫୋରଣ । ୨ ମୃତ, ୩ ଗୁରୁତର

କନକ ବ୍ୟୁରୋ : ପଥର ଫଟାଇବାକୁ ଘରେ ରଖିଥିବା ଜିଲୋଟିନ୍ ଷ୍ଟିକ ବିସ୍ଫୋରଣ ହେବାୁ ୨ ଜଣଙ୍କର ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ବ୍ରହ୍ମପୁର କୁକୁଡାଖଣ୍ଡିରେ । ସୂଚନା ମୁତାବକ ଘରେ ରୋଷେଇ କରିବା ବେଳେ ଗ୍ୟାସ୍ ଟାଙ୍କି ଫାଟିଯିବାରୁ ଘରସାରା ନିଆଁ ଖେଳେଇ ହୋଇଯାଇଥିଲା । ଫଳରେ ଘରେ ପଥର ଫଟାଇବାକୁ ରଖାଯାଇଥିବା ଜିଲୋଟିନ୍ ଷ୍ଟିକଗୁଡିକ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଜୋରରେ ହୋଇଥିଲାContinue reading “ପଥର ଫଟାଇବାକୁ ଘରେ ରଖିଥିଲେ ଜିଲୋଟିନ୍ ଷ୍ଟିକ୍ । ହଠାତ୍ ଘଟିଲା ବିସ୍ଫୋରଣ । ୨ ମୃତ, ୩ ଗୁରୁତର”

ବ୍ରହ୍ମପର କୁକୁଡାଖଣ୍ଡିରେ ଏକ ଘରେ ବିସ୍ଫୋରଣ, ୨ମୃତ ୩ ଗୁରୁତର : ଘରେ ପଥର ଫଠାଇବାକୁ ଥିଲା ଜିଲୋଟିନ୍ ଷ୍ଟିକ୍

କନକ ବ୍ୟୁରୋ : ବ୍ରହ୍ନପୁର କୁକୁଡାଖଣ୍ଡିରେ ବିସ୍ଫୋରଣ । କୁହାଯାଉଛି ଘରେ ରୋଷେଇ କରିବାବେଳେ ଗ୍ୟାସ ଟାଙ୍କି ଫାଟି ଯିବାରୁ ଘରସାରା ନିଆଁ ଖେଳାଇ ହୋଇଯାଇଥିଲା । ଫଳରେ ଘରେ ପଥର ଫଟାଇବାକୁ ରଖା ଯାଇଥିବା ଜେଲୋଟିନ ଷ୍ଟିକରେ ନିଆଁ ଲାଗି ଏଗୁଡିକ ବିସ୍ଫୋରଣ ହୋଇଥିଲା । ଖୁବ ଜୋରରେ ବିସ୍ଫୋରଣ ଯୋଗୁଁ ଘରେ ଥିବା ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କୁ ବ୍ରହ୍ମପୁରContinue reading “ବ୍ରହ୍ମପର କୁକୁଡାଖଣ୍ଡିରେ ଏକ ଘରେ ବିସ୍ଫୋରଣ, ୨ମୃତ ୩ ଗୁରୁତର : ଘରେ ପଥର ଫଠାଇବାକୁ ଥିଲା ଜିଲୋଟିନ୍ ଷ୍ଟିକ୍”

Design a site like this with WordPress.com
Get started