ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା । ଭୋପାଳ, ଇନ୍ଦୋର, ଗୁୱାଲିଅର ଓ ଜବଲପୁରରେ ନିର୍ମାଣ ହେବ ୨ ହଜାର ବେଡର ମେଡିକାଲ । ଗରିବଙ୍କୁ ୩ ମାସ ପର୍ଯ୍ୟନ୍ତ ମାଗଣା ରାସନ

କନକ ବ୍ୟୁରୋ : କରୋନା କାଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବଡ ଘୋଷଣା କରିଛନ୍ତି । ରାଜ୍ୟର ୪ ଟି ବଡ ସହର (ଭୋପାଳ, ଇନ୍ଦୋର, ଜବଲପୁର ଓ ଗୁୱାଲିଅର) ରେ ୨୦୦୦ ବେଡ ବିଶିଷ୍ଟ ମେଡିକାଲ ନିର୍ମାଣ କରାଯିବା । ଏହି ମେଡିକାଲ ନିର୍ମାଣ ପାଇଁ ବେସରକାରୀ ସଂସ୍ଥା ମାନଙ୍କର ସାହାଯ୍ୟ ନିଆଯିବ । ଅନ୍ୟପଟେ ସରକାର ଗରିବ (ବିପିଏଲ କାର୍ଡଧାରୀ) ଲୋକମାନଙ୍କୁ ୩ ମାସ ପର୍ଯ୍ୟନ୍ତ ମାଗଣା ରାସନ ଦେବାକୁ ନିଷ୍ପତ୍ତିContinue reading “ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା । ଭୋପାଳ, ଇନ୍ଦୋର, ଗୁୱାଲିଅର ଓ ଜବଲପୁରରେ ନିର୍ମାଣ ହେବ ୨ ହଜାର ବେଡର ମେଡିକାଲ । ଗରିବଙ୍କୁ ୩ ମାସ ପର୍ଯ୍ୟନ୍ତ ମାଗଣା ରାସନ”

ସବୁ ରାଜ୍ୟକୁ ଅକ୍ସଜେନ ସିଲିଣ୍ଡର ଯୋଗାଇବାକୁ କେନ୍ଦ୍ର ସରକାରଙ୍କ ବଡ ପ୍ରୟାସ । ରେଳ ମାଧ୍ୟମରେ ପରିବହନ ହେବ ଅକ୍ସିଜେନ

କନକ ବ୍ୟୁରୋ : କରୋନା ସଂକଟ ବଳେ ଅକ୍ସିଜେନର ଅଭାବକୁ ତୁରନ୍ତ ପୁରଣ କରିବା ଓ ସବୁ ମେଡିକାଲକୁ ସହଜରେ ଅକ୍ସିଜେନ ଯୋଗାଇ ଦେବା ନେଇ କେନ୍ଦ୍ର ରେଳବାଇ ବିଭାଗ ପକ୍ଷରୁ ଏକ ପ୍ରୟାସ ଆରମ୍ଭ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଭାରତୀୟ ରେଳବାଇ ରେଳ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ଅକ୍ସିଜେନ ଯୋଗାଣ କରିବ । ଭାରତୀୟ ରେଳବାଇର ସର୍ବ ପ୍ରଥମ ‘ଅକ୍ସିଜେନ ଏକ୍ସପ୍ରେସ’ ଆଜି ସନ୍ଧ୍ୟାରୁ ଚଳାଚଳ କରିବ ବୋଲି ଆଶା କରାଯାଇଛି ।Continue reading “ସବୁ ରାଜ୍ୟକୁ ଅକ୍ସଜେନ ସିଲିଣ୍ଡର ଯୋଗାଇବାକୁ କେନ୍ଦ୍ର ସରକାରଙ୍କ ବଡ ପ୍ରୟାସ । ରେଳ ମାଧ୍ୟମରେ ପରିବହନ ହେବ ଅକ୍ସିଜେନ”

ଔଷଧ କଳାବଜାରି ରୋକିବ ଫ୍ଲାଇଙ୍ଗ ସ୍କ୍ୱାଡ୍ : କଟକ ଓ ଭୁବନେଶ୍ୱର ପାଇଁ ୭ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ ହୋଇଥିବା ସୂଚନା ଦେଲେ କ୍ରାଇମବ୍ରାଂଚ ଏଡିଜି

କନକ ବ୍ୟୁରୋ : କଳାବଜାରି ରୋକିବାକୁ ରାଜ୍ୟବ୍ୟାପୀ ଚାଲିବ ସ୍ପେଶାଲ ଡ୍ରାଇଭ୍ । କ୍ରାଇମବ୍ରାଞ୍ଚ ଏଡିଜିଙ୍କ ପ୍ରେସମିଟ୍ । କୋଭିଡ୍ ଔଷଧ ଓ ଚିକିତ୍ସା ଉପକରଣ କଳାବଜାରି ରୋକିବାକୁ ପ୍ରୟାସ । କଟକ ଓ ଭୁବନେଶ୍ୱର ପାଇଁ ୭ଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି । ଅନ୍ୟ ସବୁ ଜିଲ୍ଲା ପାଇଁ ୧୫ଟି ଫ୍ଲାଇଂ ସ୍କ୍ୱାଡ୍ ନିୟୋଜିତ ହେବେ । ବିଶେଷ କରି ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ବରଗଡ ସହ ଅନ୍ୟ ଜିଲ୍ଲା ଫୋକସରେ ରହିବContinue reading “ଔଷଧ କଳାବଜାରି ରୋକିବ ଫ୍ଲାଇଙ୍ଗ ସ୍କ୍ୱାଡ୍ : କଟକ ଓ ଭୁବନେଶ୍ୱର ପାଇଁ ୭ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ ହୋଇଥିବା ସୂଚନା ଦେଲେ କ୍ରାଇମବ୍ରାଂଚ ଏଡିଜି”

ନିଜେ ମାସ୍କ ପିନ୍ଧିନଥିଲେ, କିନ୍ତୁ କୁକୁରକୁ ମାସ୍କ ପିନ୍ଧାଇଥିଲେ । ଆଉ ପଚାରିବାରୁ କହିଲେ ଏମିତି କଥା…

କନକ ବ୍ୟୁରୋ : କରୋନା ଭାଇରସ ମାମଲା ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତିକୁ ଦେଖି ସରକାର ପୁଣିଥରେ ଲୋକମାନଙ୍କୁ ମହାମାରୀ କରୋନା ପାଇଁ ସଚେତନ ରହିବାକୁ ପରାମର୍ଶ ଦେବା ସହିତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି। ଏମିତି କି ଯେଉଁମାନେ ମାସ୍କ ନପିନ୍ଧିବା ସମୟରେ ଧରାପଡ଼ନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜରିମାନା ବି ଆଦାୟ କରାଯିବା ନେଇ ସତର୍କ କରାଇ ଦିଆଯାଇଛି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓContinue reading “ନିଜେ ମାସ୍କ ପିନ୍ଧିନଥିଲେ, କିନ୍ତୁ କୁକୁରକୁ ମାସ୍କ ପିନ୍ଧାଇଥିଲେ । ଆଉ ପଚାରିବାରୁ କହିଲେ ଏମିତି କଥା…”

କରୋନା ସଂକ୍ରମଣ ବୃଦ୍ଧି ନେଇ ଡିଏମଇଟିଙ୍କ ପ୍ରତିକ୍ରିୟା : କହିଲେ, ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମଣ, ଯାହା ଗୋଷ୍ଠୀ ସଂକ୍ରମଣ ଭଳି; ମେ ମାସରେ ପିକକୁ ଆସି ପୁଣି କମିବ

କନକ ବ୍ୟୁରୋ : ମେ’ ମାସରେ ସଂକ୍ରମଣ କମିପାରେ ବୋଲି ରାଜ୍ୟର କରୋନା ସ୍ଥିତି ନେଇ ଡିଏମଇଟି ସିଭିକେ ମହାନ୍ତି କହିଛନ୍ତି। ସେ କହିଛନ୍ତି, ଗୋଷ୍ଠୀ ସଂକ୍ରମଣ ଭଳି ଦ୍ରୁତ ଗତିରେ ସଂକ୍ରମଣ ବଢୁଛି। ଏହା ମେ’ ମାସରେ ପିକକୁ ଆସି, ମେ’ ମାସରେ ସଂକ୍ରମଣ କମିପାରେ ବୋଲି ଡିଏମଇଟି ଆଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ବର୍ତ୍ତମାନ ସ୍ଥିତି ବହୁତ ଭଲ ଅଛି। ସ୍ଥିତି ଭଲ ଅଛିContinue reading “କରୋନା ସଂକ୍ରମଣ ବୃଦ୍ଧି ନେଇ ଡିଏମଇଟିଙ୍କ ପ୍ରତିକ୍ରିୟା : କହିଲେ, ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମଣ, ଯାହା ଗୋଷ୍ଠୀ ସଂକ୍ରମଣ ଭଳି; ମେ ମାସରେ ପିକକୁ ଆସି ପୁଣି କମିବ”

ଦ୍ରୁତ ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ : କହିଲେ, ଟିକା ନେଲେ ବି ହେବ ସଂକ୍ରମଣ

କନକ ବ୍ୟୁରୋ : ଦ୍ରୁତ ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ସେ କହିଛନ୍ତି ଟିକା ନେଲେ ବି ସଂକ୍ରମଣ ହେବ । ତେଣୁ ନିୟମ ମାନି ଲୋକ କାମ କରନ୍ତୁ । ଟିକା ନେଲେ ମୃତ୍ୟୁ ହାର କମିବ । କିଛି ଜିଲ୍ଲାରେ ଟିଏମସି ଖୋଲିଛି । ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ଟିଏମସି ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଦୈନିକ ୫୦ ହଜାର ଟେଷ୍ଟ କରାଯିବContinue reading “ଦ୍ରୁତ ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ : କହିଲେ, ଟିକା ନେଲେ ବି ହେବ ସଂକ୍ରମଣ”

ଦିଲ୍ଲୀରେ ଆଜିଠୁ ୬ ଦିନିଆ ଲକଡାଉନ ଘୋଷଣା କଲେ କେଜ୍ରିୱାଲ । ଜାଣନ୍ତୁ କଣ ରହିବ ଖୋଲି ଓ କଣ ରହିବ ବନ୍ଦ?

କନକ ବ୍ୟୁରୋ : କରୋନା ସଂକ୍ରମଣ ସାଂଘାତିକ ହେଉଥିବା ବେଳେ ଦିଲ୍ଲୀରେ ୬ ଦିନିଆ ଲକଡାଉନ ଘୋଷଣା କରିବାକୁ ନିଷ୍ପତି ନେଇଛନ୍ତି କେଜ୍ରିୱାଲ ସରକାର । ଉପରାଜ୍ୟପାଳଙ୍କ  ସହ ଆଲୋଚନା ପରେ ଏଭଳି ନିଷ୍ପତି ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆଜି ରାତି ୧୦ଟାରୁ ୨୬ ଏପ୍ରିଲ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଆଉ ଏହି ସମୟରେ ଜନସାଧାରଣଙ୍କ ଯାତାୟତ ସହ ବିଭିନ୍ନ କ୍ଷେତ୍ରରେ କଟକଣା ଲଗାଯାଇଛି । ସାମ୍ବାଦିକ ସମ୍ମିଳନୀରେContinue reading “ଦିଲ୍ଲୀରେ ଆଜିଠୁ ୬ ଦିନିଆ ଲକଡାଉନ ଘୋଷଣା କଲେ କେଜ୍ରିୱାଲ । ଜାଣନ୍ତୁ କଣ ରହିବ ଖୋଲି ଓ କଣ ରହିବ ବନ୍ଦ?”

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଆଜିଠାରୁ ଆସନ୍ତା ସୋମବାର ଯାଏଁ ସମ୍ପୂର୍ଣ୍ଣ କର୍ଫ୍ୟୁ

କନକ ବ୍ୟୁରୋ : ଦିଲ୍ଲୀ ସରକାର କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଜି ରାତିଠାରୁ ସୋମବାର (୨୬ ଏପ୍ରିଲ) ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରିଛନ୍ତି । ସପ୍ତାହନ୍ତ କର୍ଫ୍ୟୁ ବେଳେ ଯେଭଳି କଟକଣା ଲାଗୁ କରାଯାଇଥିଲା ଏହି ସମୟରେ ବି ଠିକ୍ ସେହି କଟକଣା ବଳବତ୍ତର ରହିବ । ଆପଣଙ୍କୁ କହିରଖୁ କି ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ଶୀର୍ଷ ସ୍ଥାନରେ ରହିଛି । ଦୈନିକ ରାଜ୍ୟରେ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରେContinue reading “ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଆଜିଠାରୁ ଆସନ୍ତା ସୋମବାର ଯାଏଁ ସମ୍ପୂର୍ଣ୍ଣ କର୍ଫ୍ୟୁ”

ନୂଆପଡ଼ାରେ ସାଂଘାତିକ ରୂପ ନେଉଛି ସଂକ୍ରମଣ : ନୂଆପଡ଼ା କନକନ୍ୟୁଜ ପ୍ରତିନିଧି ବିଭୂଦତ୍ତ ଗୁରୁଙ୍କ ପରିବାରର ୭ ଜଣ କରୋନା ସଂକ୍ରମିତ

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ସାଂଘାତିକ ରୂପ ନେଉଛି କରୋନା । ନୂଆପଡ଼ାରେ ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଛି । ନୂଆପଡ଼ାରେ ଥିବା କନକନ୍ୟୁଜ ପ୍ରତିନିଧି ବିଭୂଦତ ଗୁରୁଙ୍କ ପରିବାରର ୭ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଖାଲି ଏତିକି ନୁହେଁ ମହାମାରୀରେ ତାଙ୍କ ବାପା ସରୋଜ କୁମାର ଗୁରୁଙ୍କର ମୃତ୍ୟୁ ହୋଇଛି । ୧୨ ତାରିଖରୁ ତାଙ୍କ ବାପା କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାପରେContinue reading “ନୂଆପଡ଼ାରେ ସାଂଘାତିକ ରୂପ ନେଉଛି ସଂକ୍ରମଣ : ନୂଆପଡ଼ା କନକନ୍ୟୁଜ ପ୍ରତିନିଧି ବିଭୂଦତ୍ତ ଗୁରୁଙ୍କ ପରିବାରର ୭ ଜଣ କରୋନା ସଂକ୍ରମିତ”

ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଜାଣନ୍ତୁ ହସ୍ପିଟାଲରେ ବେଡ୍ କେଉଁଠି କେତେ ଭର୍ତ୍ତି, କେତେ ଖାଲି ?

କନକ ବ୍ୟୁରୋ : ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟର କୋଭିଡ ରୋଗୀଙ୍କ ପାଇଁ ୯ ହଜାର ୮ ବେଡ଼ ରହିଛି । ସମୁଦାୟ ରୋଗୀ ଅଛନ୍ତି ୧୫୭୬ । ବେଡ଼ ସଂଖ୍ୟାର ୧୭.୫୦ ରୋଗୀ ଅଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଘରୋଇ ହସ୍ପିଟାଲରେ ୪୬୪୦ ବେଡ଼ ଓ ସରକାରୀ ହସ୍ପିଟାଲରେ ୪୩୬୮ ବେଡ଼ ରହିଛି । ଘରୋଇContinue reading “ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଜାଣନ୍ତୁ ହସ୍ପିଟାଲରେ ବେଡ୍ କେଉଁଠି କେତେ ଭର୍ତ୍ତି, କେତେ ଖାଲି ?”

Design a site like this with WordPress.com
Get started