କନକ ବ୍ୟୁରୋ : ଦିଲ୍ଳୀରେ ଭୟଙ୍କର ହେଉଛି କରୋନା ସ୍ଥିତି । ଆଜି ରାତିଠାରୁ ୭ ଦିନ ପର୍ଯ୍ୟନ୍ତ ଲାଗୁ ହୋଇପାରେ କର୍ଫ୍ୟୁ । ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଏନେଇ କିଛି ସମୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଔପଚାରିକ ଭାବେ ଘୋଷଣା କରିପାରନ୍ତି । ସପ୍ତାହନ୍ତ ଲକଡାଉନ ସମୟରେ ଯେଉଁଭଳି କଟକଣା ଲଗାଯାଇଥିଲା ସେହିଭଳି କଟକଣା କର୍ଫ୍ୟୁ ସମୟରେ ଲଗାଯିବ । ଦିଲ୍ଲୀରେ ଗତContinue reading “ଦିଲ୍ଳୀରେ ଭୟଙ୍କର ହେଉଛି କରୋନା ସ୍ଥିତି : ଆଜି ରାତିଠାରୁ ୭ ଦିନ ପର୍ଯ୍ୟନ୍ତ ଲାଗୁ ହୋଇପାରେ କର୍ଫ୍ୟୁ”
Author Archives: Raghaba
ଦେଶରେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଜାରି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ୫ ପ୍ରସ୍ତାବ
କନକ ବ୍ୟୁରୋ : ଦେଶରେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଜାରି ରହିଥିବାବେଳେ ମୋଦି ସରକାରଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ୫ ସୂତ୍ରୀ ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । କିଭଳି କରୋନା ମହାମାରୀର ମୁକାବିଲା କରାଯାଇ ପାରିବ ସେନେଇ ପ୍ରସ୍ତାବ ଦେଇଛନ୍ତି ମନମୋହନ । ଟିକାକରଣକୁ ତ୍ୱରାନ୍ୱିତ କରିବା ସହ ଏ ସଂପର୍କିତ ସୂଚନା ପ୍ରଦାନରେ ପାରଦର୍ଶିତା ରକ୍ଷା କରିବାକୁ ସେ ପରାମର୍ଶContinue reading “ଦେଶରେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଜାରି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ୫ ପ୍ରସ୍ତାବ”
କିଛି ସମୟ ମଧ୍ୟରେ କରୋନା ସ୍ଥିତି ନେଇ ଜରୁରୀ ବୈଠକ କରିବେ ପ୍ରଧାନମନ୍ତ୍ରୀ । କରିପାରନ୍ତି ବଡ ଘୋଷଣା
କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣ, ସଂକ୍ରମିତଙ୍କ ମୃତ୍ୟୁ, ମେଡିକାଲରେ ବେଡ, ଅକ୍ସିଜେନ ଓ ଔଷଧର ଅଭାବ କୁ ନଜରରେ ରଖି ପ୍ରଧାନମନ୍ତ୍ରୀ କିଛି ବଡ ଘୋଷଣା କରିପାରନ୍ତି । ଏନେଇ ସେ କିଛି ସମୟ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଅନ୍ୟପଟେ କରୋନା ସଂକ୍ରମଣକୁ ରୋକିବାକୁ ବିଭିନ୍ନ ରାଜ୍ୟ ଓ ସଂଗଠନ ମାନେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିବାକୁ ଦାବି କରୁଥିବା ବେଳେ ଏହି ବୈଠକରେ ଏହା ଉପରେContinue reading “କିଛି ସମୟ ମଧ୍ୟରେ କରୋନା ସ୍ଥିତି ନେଇ ଜରୁରୀ ବୈଠକ କରିବେ ପ୍ରଧାନମନ୍ତ୍ରୀ । କରିପାରନ୍ତି ବଡ ଘୋଷଣା”
କରୋନାରେ ଜେଡିୟୁ ବିଧାୟକ ମେୱାଲାଲ ଚୌଧୁରୀଙ୍କ ଦେହାନ୍ତ : ପାଟନାର ଏକ କୋଭିଡ୍ ହସ୍ପିଟାଲରେ ବିଧାୟକଙ୍କ ପରଲୋକ
କନକ ବ୍ୟୁରୋ : ଆଜି ବିହାରର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଜେଡିୟୁ ବିଧାୟକ ମେୱାଲାଲ ଚୌଧୁରୀଙ୍କ ଦେହାନ୍ତ ହୋଇଛି । ଭୋର ୪ଟା ସମୟରେ ପାଟଣାର ପାରାସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ମେୱାଲାଲ ଚୌଧୁରୀ ତାରାପୁରର ବିଧାୟକ ଥିଲେ । ପୂର୍ବରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।Continue reading “କରୋନାରେ ଜେଡିୟୁ ବିଧାୟକ ମେୱାଲାଲ ଚୌଧୁରୀଙ୍କ ଦେହାନ୍ତ : ପାଟନାର ଏକ କୋଭିଡ୍ ହସ୍ପିଟାଲରେ ବିଧାୟକଙ୍କ ପରଲୋକ”
ଦେଶରେ ଅଣାୟତ କରୋନା ସ୍ଥିତି । ସଂକ୍ରମିତଙ୍କ ସଂଖ୍ୟା ୧.୪ କୋଟିରୁ ୧.୫ କୋଟିରେ ପହଂଚିବାକୁ ଲାଗିଲା ମାତ୍ର ୪ ଦିନ । ମଶାଣିରେ ଲିଭୁନି ଜୁଇ ଚିତା
କନକ ବ୍ୟୁରୋ : ମେଡିକାଲ ବାହାରେ କରୋନା ସଂକ୍ରମିତଙ୍କୁ ବୋହି ଆଣିଥିବା ଆମ୍ବୁଲାନ୍ସର ଲମ୍ବା ଲାଇନ । ମେଡିକାଲ ଭିତରେ ଯେତିକି ରୋଗୀ ବାହାର ବାରଣ୍ଡାରେ ଶୋଇ ରହିଛନ୍ତି ତାହାଠାରୁ ଅଧିକ । ଏଭଳି କି ଗୋଟିଏ ବେଡରେ ଦୁଇରୁ ଅନେକ ରୋଗୀ ଶୋଇଥିବାର ଚିତ୍ର ସରକାରଙ୍କ ବିକାଶ ମଡେଲର ଧର୍ଜିଆ ଉଡାଉଛି । ମେଡିସିନ୍ ନାହିଁ, ବେଡ ନାହିଁ, ଅକ୍ସିଜେନ ନାହିଁ । ନାହିଁ ନାହିଁ ଭିତରେ କିନ୍ତୁ ଜମିଲା କୁମ୍ଭମେଳା, ନାହିଁ ନାହିଁ ଭିତରେContinue reading “ଦେଶରେ ଅଣାୟତ କରୋନା ସ୍ଥିତି । ସଂକ୍ରମିତଙ୍କ ସଂଖ୍ୟା ୧.୪ କୋଟିରୁ ୧.୫ କୋଟିରେ ପହଂଚିବାକୁ ଲାଗିଲା ମାତ୍ର ୪ ଦିନ । ମଶାଣିରେ ଲିଭୁନି ଜୁଇ ଚିତା”
ପିପିଲି ଉପ ନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରିକଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ମେ ୧୮ ସୁଦ୍ଧା ସରିବ ନିର୍ବାଚନ ପ୍ରକ୍ରିୟା
କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକାରୀଙ୍କ ସୂଚନା ମୁତାବକ ପିପିଲି ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ମେ ୧୮ ତାରିଖ ସୁଦ୍ଧା ଶେଷ ହେବ । ଏପ୍ରିଲ ୨୬ ରେ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ, ଏପ୍ରିଲ ୨୭ ତାରିଖରେ ନାମାଙ୍କନ ଯାଂଚ ହେବ । ଏହାସହ ଏପ୍ରିଲ ୨୯ ତାରିଖକୁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି ।Continue reading “ପିପିଲି ଉପ ନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରିକଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ମେ ୧୮ ସୁଦ୍ଧା ସରିବ ନିର୍ବାଚନ ପ୍ରକ୍ରିୟା”
ପଶ୍ଚିମବଙ୍ଗରେ ଆଉ ପ୍ରଚାର କରିବେନି ମମତା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଯାଇଛି ନିଷ୍ପତ୍ତି
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଉ କୋଲ୍କାତାରେ ନିର୍ବାଚନ ପ୍ରଚାର ଅଭିଯାନ ଚଳାଇବେ ନାହିଁ ବୋଲି ରବିବାର ରାତିରେ ‘ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ (ଟିଏମ୍ସି) ନେତା ଡେରେକ୍ ଓ’ବ୍ରାଏନ୍ ଟୁଇଟ୍ କରି କହିଛନ୍ତି । ରାଜ୍ୟରେ ବର୍ଦ୍ଧିଷ୍ଣୁ କୋଭିଡ୍-୧୯ ସଂକ୍ରମଣ ବାତାବରଣରେ ‘ଟିଏମ୍ସି’ ମୁଖ୍ୟ ସହରରେ ପ୍ରଚାରର ଶେଷ ଦିବସ ଏପ୍ରିଲ୍ ୨୬ ତାରିଖ ଦିନ ଗୋଟିଏ ମାତ୍ର ‘ପ୍ରତୀକାତ୍ମକ’ ସଭା କରିବେ ବୋଲି ଓ’ବ୍ରାଏନ୍ କହିଛନ୍ତି । ଏହା ବ୍ୟତିରେକେ, ରାଜ୍ୟର ସମସ୍ତ ଜିଲ୍ଲାରେContinue reading “ପଶ୍ଚିମବଙ୍ଗରେ ଆଉ ପ୍ରଚାର କରିବେନି ମମତା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଯାଇଛି ନିଷ୍ପତ୍ତି”
ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ : ୨୪ ଘଂଟାରେ ୨ଲକ୍ଷ ୭୩ ହଜାର ୮୧୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧ହଜାର ୬୧୯ ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ : ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ଦେଶରେ ଦୈନିକ ସର୍ବକାଳୀନ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଦିନକରେ ୨ଲକ୍ଷ ୭୩ ହଜାର ୮୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଯାହାକି ଦେଶକୁ କରୋନା ଆସିବା ଦିନଠାରୁ କୌଣସି ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ ସଂଖ୍ୟା । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୫୦Continue reading “ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ : ୨୪ ଘଂଟାରେ ୨ଲକ୍ଷ ୭୩ ହଜାର ୮୧୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧ହଜାର ୬୧୯ ଜଣଙ୍କ ମୃତ୍ୟୁ”
ନୂଆ ଏସଓପିରେ ଚାଲିଛି ଶ୍ରୀମନ୍ଦିରରେ ଜଗା ଦର୍ଶନ : ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ଏବେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି । ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ନେଇ ନାଇଟ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି । ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ପ୍ରତ୍ୟେକ ଦିନ ୩ ଅଙ୍କ ଛୁଉଁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଯାହା ପାଇଁ ଆଜିଠାରୁ ନୂତନ ମାଗଦର୍ଶିକା ଭିତରେ ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଭକ୍ତ ଶ୍ରଦ୍ଧାଳୁ ୯୬ ଘଂଟା ଭିତରେContinue reading “ନୂଆ ଏସଓପିରେ ଚାଲିଛି ଶ୍ରୀମନ୍ଦିରରେ ଜଗା ଦର୍ଶନ : ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ”
ଭାରତକୁ ବିମାନ ଚଳାଚଳ ବନ୍ଦ କଲା ହଙ୍ଗକଙ୍ଗ : ୨୦ ଏପ୍ରିଲରୁ ୨ ସପ୍ତାହ ପର୍ଯ୍ୟନ୍ତ ଲାଗିବ କଟକଣା
କନକ ବ୍ୟୁରୋ : ଭାରତରୁ ହଙ୍ଗକଙ୍ଗ, ଉଡିବନି ବିମାନ । ଏପ୍ରିଲ ୨୦ରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳକୁ ବାତିଲ କରିଛି ହଙ୍ଗକଙ୍ଗ ପ୍ରଶାସନ । ହଙ୍ଗକଙ୍ଗରୁ ରବିବାର ଚିହ୍ନଟ ହୋଇଥିବା ୩୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୯ଟି ଦେଶ ବାହାରୁ ଆସିଥିବା କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ଏହି ନିଷ୍ପତି ନିଆଯାଇଥିବା କୁହାଯାଇଛି । ସଂକ୍ରମିତଙ୍କ ନିକଟରୁ କରୋନାର ନୂଆ ଷ୍ଟ୍ରେନ୍ ଏନପାଇଭଜିରୋୱାନୱାଇ ଠାବ ହୋଇଛି ।Continue reading “ଭାରତକୁ ବିମାନ ଚଳାଚଳ ବନ୍ଦ କଲା ହଙ୍ଗକଙ୍ଗ : ୨୦ ଏପ୍ରିଲରୁ ୨ ସପ୍ତାହ ପର୍ଯ୍ୟନ୍ତ ଲାଗିବ କଟକଣା”