କନକ ବ୍ୟୁରୋ : ରାଜ୍ୟରେ ରେକର୍ଡ କଲା ଗୋଟିଏ ଦିନର କରୋନା ସଂକ୍ରମଣ । ଗତ ୨୪ ଘଂଟା ଭିତରେ ସର୍ବାଧିକ ୪ ହଜାର ୪୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ରାଜ୍ୟରେ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସୁନ୍ଦରଗରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କେନ୍ଦୁଝରରେ ଓ ଝାରସୁଗୁଡାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ସଂକ୍ରମଣ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକContinue reading “ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ : ୨୪ ଘଂଟାରେ ୪ ହଜାର ୪୪୫ ଆକ୍ରାନ୍ତ ଚିହ୍ନଟ; ସୁନ୍ଦରଗଡ଼ରୁ ସର୍ବାଧିକ ୭୨୨, ଖୋର୍ଦ୍ଧାରୁ ୫୮୭”
Author Archives: Raghaba
କରୋନା ଯୋଗୁଁ ବନ୍ଦ ହେଲା ଲିଙ୍ଗରାଜ ମହୋତ୍ସବ : ନିଲାମ ହେବନି ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡ ପାଣି
କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ । ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ ଭକ୍ତ । ଅର୍ଥାତ୍ ସାଧାରଣ ଦର୍ଶନକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି । ତେବେ ନୀତିକାନ୍ତି ପୂର୍ବଭଳି ଜାରି ରହିବ । କେବଳ ସେବାୟତମାନେ ମନ୍ଦିର ଭିତରକୁ ଯାଇପାରିବେ । କିଛି ସେବାୟତ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ଏପରି ପଦକ୍ଷେପ ନେଇଛି ବିଏମସି । କରୋନାContinue reading “କରୋନା ଯୋଗୁଁ ବନ୍ଦ ହେଲା ଲିଙ୍ଗରାଜ ମହୋତ୍ସବ : ନିଲାମ ହେବନି ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡ ପାଣି”
ରାୟଗଡ଼ା ରେଲୱେ କଲୋନୀରେ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା । ମାନସିକ ଭାରସାମ୍ୟ ହରାଇ ଚରମ ପଦକ୍ଷେପ ନେଇଥିବା ଅନୁମାନ
କନକ ବ୍ୟୁରୋ : ରାୟଗଡ଼ା ରେଲୱେ କଲୋନୀରେ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା । ମାନସିକ ଭାରସାମ୍ୟ ହରାଇ ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି । ଘଟଣା ସମ୍ପର୍କରେ ଆରପିଏଫ ପରିବାର ଲୋକଙ୍କୁ ଅବଗତ କରିଛି । ଆଜି ପରିବାର ଲୋକେ ପହଂଚିବା ପରେ କୋଭିଡ ଗାଇଡଲାଇନ ଅନୁଯାୟୀ ଆକ୍ରାନ୍ତଙ୍କ ମରଶରୀରକୁ ଜବତକରି ତଦନ୍ତ କରାଯିବ ବୋଲି ରେଲୱେ ପୋଲିସ କମିଶନର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ମୃତକ ରାୟଗଡ଼ା ରେଳ ବିଭାଗରେ କାର୍ଯ୍ୟରତ ଥିଲେContinue reading “ରାୟଗଡ଼ା ରେଲୱେ କଲୋନୀରେ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା । ମାନସିକ ଭାରସାମ୍ୟ ହରାଇ ଚରମ ପଦକ୍ଷେପ ନେଇଥିବା ଅନୁମାନ”
ଆଜିଠାରୁ ସ୍କୁଲରେ ପାଠପଢ଼ା ବନ୍ଦ : ସବିଶେଷ ଗାଇଡଲାଇନ ଜାରି କରି ନାହିଁ ଗଣଶିକ୍ଷା ବିଭାଗ; ସ୍କୁଲ ଆସିବେ କି ନାହିଁ ଦ୍ୱନ୍ଦ୍ୱରେ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ
କନକ ବ୍ୟୁରୋ : ଆଜିଠାରୁ ସ୍କୁଲରେ ପାଠ ପଢ଼ା ବନ୍ଦ । କ୍ଲାସ ହେବନି କି ପିଲା ଆସିବେନି । କରୋନା ସଂକ୍ରମଣ ଯୋଗୁଁ ଏପ୍ରିଲ ୧୯ରୁ ଶିକ୍ଷାନୁଷ୍ଠାନ ବନ୍ଦ ଲାଗି ଏସଆରସି ନିର୍ଦ୍ଦେଶାଳବଳୀରେ ସ୍ପଷ୍ଟ କରିଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ଆସିବେ କି ନାହିଁ ସେ ସମ୍ପର୍କରେ ସୂଚନା ଦିଆଯାଇ ନାହିଁ । ଶିକ୍ଷାନୁଷ୍ଠାନ ସମ୍ପର୍କରେ ସବିଶେଷ ଗାଇଡଲାଇନ ସମ୍ପୃକ୍ତ ବିଭାଗ ଜାରି କରିବ ବୋଲି ଏସଆରସି ସ୍ପଷ୍ଟ କରିଥିଲେ । ଯାହାକୁ ଆଧାର କରିContinue reading “ଆଜିଠାରୁ ସ୍କୁଲରେ ପାଠପଢ଼ା ବନ୍ଦ : ସବିଶେଷ ଗାଇଡଲାଇନ ଜାରି କରି ନାହିଁ ଗଣଶିକ୍ଷା ବିଭାଗ; ସ୍କୁଲ ଆସିବେ କି ନାହିଁ ଦ୍ୱନ୍ଦ୍ୱରେ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ”
ଶେଷ ପର୍ଯ୍ୟାୟରେ ରୁକୁଣା ରଥ ନିର୍ମାଣ : ଆଜି ସପ୍ତମୀରେ ଅନୁଷ୍ଠିତ ହେବ ଧ୍ୱଜା ବନ୍ଧା ନୀତି
କନକ ବ୍ୟୁରୋ : ଦିନକ ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା । ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଛି । ଆଜି ସପ୍ତମୀ ତିଥି । ରୁକୁଣା ରଥର ନେତ ଅର୍ଥାତ ଧ୍ୱଜା ବନ୍ଧା ଯିବ । ସେହିପରି ରଥ ପ୍ରତିଷ୍ଠା କରାଯିବ । ସପ୍ତମୀ ତିଥିରେ କେଦାର ଗୌରୀ ନିକଟ ମରୀଚିକୁଣ୍ଡରୁ ପାଣି ଆସି ରଥ ପ୍ରତିଷ୍ଠା ହେବା ପରେ ନେତ ବନ୍ଧାଯିବ । ଆଜି ରଥରେ ଭାରି ପଟା ଲଗାଯିବା ସହ ଦୁଆର ଆଡାContinue reading “ଶେଷ ପର୍ଯ୍ୟାୟରେ ରୁକୁଣା ରଥ ନିର୍ମାଣ : ଆଜି ସପ୍ତମୀରେ ଅନୁଷ୍ଠିତ ହେବ ଧ୍ୱଜା ବନ୍ଧା ନୀତି”
ଛୋଟିଆ ଦେଶର ବଡ଼ ସଫଳତା : ସାରା ବିଶ୍ୱରେ କରୋନାର ଦ୍ରୁତ ସଂକ୍ରମଣ ଭିତରେ ନିଜକୁ କରୋନା ମୁକ୍ତ ଘୋଷଣା କଲା ଇସ୍ରାଇଲ
କନକ ବ୍ୟୁରୋ : ଗୋଟିଏ ପଟେ ସାରା ବିଶ୍ୱରେ କରୋନା ମହାମାରୀ ତାର କାୟ ବିସ୍ତାର କରି ଚାଲିଛି । ହେଲେ ଇସ୍ରାଇଲ ଏକମାତ୍ର ଦେଶ ଭାବେ ନିଜକୁ ମହାମାରୀ ମୁକ୍ତ କରିଛି । କରୋନା ସମ୍ବନ୍ଧିତ ସମସ୍ତ କଟକଣାକୁ କୋହଳ କରିଛି ଇସ୍ରାଇଲ । ବନ୍ଦ ହୋଇଥିବା ସମସ୍ତ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନକୁ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି । ଛାତ୍ରଛତ୍ରୀମାନେ ପୁଣି ଥରେ ନିଜ ଶ୍ରେଣୀ ଗୃହକୁ ଫେରିଛନ୍ତି । ଏପରିକି ସର୍ବସାଧାରଣ ସ୍ଥାନରେContinue reading “ଛୋଟିଆ ଦେଶର ବଡ଼ ସଫଳତା : ସାରା ବିଶ୍ୱରେ କରୋନାର ଦ୍ରୁତ ସଂକ୍ରମଣ ଭିତରେ ନିଜକୁ କରୋନା ମୁକ୍ତ ଘୋଷଣା କଲା ଇସ୍ରାଇଲ”
ଭୀଷଣ ରୂପ ନେଲାଣି କରୋନା : ଗୋଟିଏ ଶଯ୍ୟାରେ ଏକାଧିକ ରୋଗୀ; ଶବ ସତ୍କାର ପାଇଁ ବି ଲାଗୁଛି ଲମ୍ବା ଲାଇନ୍
କନକ ବ୍ୟୁରୋ : କରୋନା ସଂକ୍ରମଣ ଯେଉଁ ହାରରେ ବ୍ୟାପିବାରେ ଲାଗିଛି, ତାହା ନିକଟ ଭବିଷ୍ୟତରେ ନିୟନ୍ତ୍ରଣକୁ ଆସିବାର ସମ୍ଭାବନା ଦେଖାଯାଉନି। ଭୟଙ୍କର ଭାବେ ଏହା ବଢ଼ି ଚାଲିଛି। ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା ମଧ୍ୟ ଉଦ୍ବେଗଜନକ ଭାବେ ଉପମରମୁହାଁ ହୋଇ ଚାଲିଛି। ତେବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି କରୋନା ରୋଗୀମାନଙ୍କ ପାଇଁ ଚିକିତ୍ସା ସାମଗ୍ରୀର ଘୋର ଅଭାବ। ଟିକାର ଅଭାବକୁ ନେଇ ପ୍ରଥମେ ରାଜ୍ୟମାନେ ଅଭିଯୋଗ କରୁଥିଲେ। କିନ୍ତୁ ଏବେ ଡାକ୍ତରଖାନରେ ବେଡ୍, ଔଷଧ ଏବଂContinue reading “ଭୀଷଣ ରୂପ ନେଲାଣି କରୋନା : ଗୋଟିଏ ଶଯ୍ୟାରେ ଏକାଧିକ ରୋଗୀ; ଶବ ସତ୍କାର ପାଇଁ ବି ଲାଗୁଛି ଲମ୍ବା ଲାଇନ୍”
କୋଭିଡ୍ କାଳରେ ଔଷଧ ଓ ସ୍ୱାସ୍ଥ୍ୟ ଉପକରଣ ଉପରେ ନଜର : ଗଠନ ହେଲା ରାଜ୍ୟସ୍ତରୀୟ କମିଟି
କନକ ବ୍ୟୁରୋ : କୋଭିଡ ଉପକରଣର ପରିଚାଳନାର ତଦାରଖ ଏବଂ ଔଷଧ କଳାବଜାରୀ ଉପରେ ନିୟନ୍ତ୍ରଣ ପାଇଁ ଗଠିତ ହେଲା ରାଜ୍ୟସ୍ତରୀୟ କମିଟି । କୋଭିଡ ଚିକିତ୍ସା ସମ୍ବନ୍ଧୀୟ ଆବଶ୍ୟକୀୟ ଔଷଧ ଏବଂ ଉପରକରଣ ଯେପରି ରାଜ୍ୟରେ କଳାବଜାରୀ ନହୁଏ ସେଥିପ୍ରତି ଏହି କମିଟି ନଜର ରଖିବ । ଏହି କମିଟିର ଅଧ୍ୟକ୍ଷ ଅଛନ୍ତି କ୍ରାଇମବ୍ରାଂଚ ଏଡିଜି ୱାଇକେ ଜେଠୱା । ଏନେଇ ଓଡିଶା ଔଷଧ ନିୟାନ୍ତ୍ରକ ସହ କଥା ହୋଇ କ୍ରାଇମବ୍ରାଂଚ ଏଡିଜି ବିସ୍ତୃତ ଆଲୋଚନାContinue reading “କୋଭିଡ୍ କାଳରେ ଔଷଧ ଓ ସ୍ୱାସ୍ଥ୍ୟ ଉପକରଣ ଉପରେ ନଜର : ଗଠନ ହେଲା ରାଜ୍ୟସ୍ତରୀୟ କମିଟି”
ଭୋକିଲା ଅଛନ୍ତି କି? ସ୍ନେହର ସହ ଏଠାରୁ ଖାଇବା ନେଇଯାଅ । କରୋନା ସମୟରେ ଲୋକଙ୍କୁ ମାଗଣା ବିରିୟାନି ଖୁଆଉଛନ୍ତି ଏହି ମହିଳା
ବୃଦ୍ଧି ପାଉଥିବା କରୋନାକୁ ଦେଖି ଲୋକମାନଙ୍କ ମନରେ ପୁଣିଥରେ ଭୟ ଉଙ୍କି ମାରିଲାଣି। ଲକଡାଉନ ହୋଇଗଲେ ପୁଣି କେହି ରୋଜଗାର ହରାଇବେନି ତ , ପୂର୍ବ ଭଳି ଲୋକାମାନେ ଖାଇବାକୁ ଡହଳବିକଳ ହେବ ନାହିଁ ତ? ଏମିତି ଅନେକ ଚିନ୍ତାରେ ଲୋକେ ପଡ଼ିଲେଣି। ଏହାରି ଭିତରେ ବି ଏମିତି କିଛି ଲୋକମାନେ ଅଛନ୍ତି ଯେଉଁମାନେ କରୋନା କାଳରେ ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । ତାମିଲନାଡୁରେ ଜଣେ ମହିଳା ଏକ ବିରିୟାନିର ଠେଲାContinue reading “ଭୋକିଲା ଅଛନ୍ତି କି? ସ୍ନେହର ସହ ଏଠାରୁ ଖାଇବା ନେଇଯାଅ । କରୋନା ସମୟରେ ଲୋକଙ୍କୁ ମାଗଣା ବିରିୟାନି ଖୁଆଉଛନ୍ତି ଏହି ମହିଳା”
ଅକ୍ସିଜେନ୍ ସଂକଟକୁ ପୁରଣ କରିବା ପାଇଁ ଗ୍ରୀନ କରିଡ଼ରରେ ଗଡ଼ିବ ଅକ୍ସିଜେନ୍ ଏକ୍ସପ୍ରେସ୍ : ଟ୍ରେନ୍ ଯୋଗେ ପଠାଇବା ନେଇ ସୂଚନା ଦେଲେ ରେଳମନ୍ତ୍ରୀ
କନକ ବ୍ୟୁରୋ : କରୋନା ମହାମାରୀ ସମୟରେ କିଛି ରାଜ୍ୟରେ ଅକ୍ସିଜେନର ଘୋର ଅଭାବ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏବେ ଅକ୍ସିଜେନ ଏକ୍ସପ୍ରେସ ଚଳାଇବ । ଲିକ୍ୱିଡ ମେଡିକାଲ ଅକ୍ସିଜେନ ବା ଏଲଏମଓର ପରିବହନ ପାଇଁ ରେଳବାଇ ପୁରା ପ୍ରସ୍ତୁତ ଅଛି । ଗ୍ରୀନ କରିଡର କରାଯାଇ ଅକ୍ସିଜେନ ଏକ୍ସପ୍ରେସ ଚଳାଚଳ କରାଯିବ । ଅକ୍ସିଜେନ ଏକ୍ସପ୍ରେସ ଟ୍ରେନର ବୈଷୟିକ ପରୀକ୍ଷା ପରେ ଖାଲି ଟ୍ୟାଙ୍କରଗୁଡିକୁ ଜାମସେଦପୁର, ବକାରୋ ଓ ରାଉରକେଲା ପଠାଯିବContinue reading “ଅକ୍ସିଜେନ୍ ସଂକଟକୁ ପୁରଣ କରିବା ପାଇଁ ଗ୍ରୀନ କରିଡ଼ରରେ ଗଡ଼ିବ ଅକ୍ସିଜେନ୍ ଏକ୍ସପ୍ରେସ୍ : ଟ୍ରେନ୍ ଯୋଗେ ପଠାଇବା ନେଇ ସୂଚନା ଦେଲେ ରେଳମନ୍ତ୍ରୀ”