କନକ ବ୍ୟୁରୋ: ବହୁ ପରିଶ୍ରମ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରେ ଚାଷୀ । ଆଉ ତାକୁ ବିକିବାକୁ ମଧ୍ୟ ବହୁତ ପରିଶ୍ରମ କରିବାକୁ ପଡିଥାଏ । ସେ ପନିପରିବା ହେଉ ବା ଫଳମୁଳ, ସବୁଥିରେ ଚାଷୀ କୁ କେତେବେଳେ ଭଲ ଦୁଇ ପଇସା ମିଳିଥାଏ ତ ଆଉ କେତେବେଳେ ଅଭାବୀ ବିକ୍ରି ର ଶିକାର ହୋଇଥାଏ । ବର୍ତମାନ ସେଭଳି ସ୍ଥିତି ଦେଖାଦେଇଛି ଟମାଟୋ ଚାଷୀ ଙ୍କ ଉପରେ । କେଉଁଠି ପାଂଚContinue reading “ପନିପରିବାର ଅଭାବୀ ବିକ୍ରି: ଚିନ୍ତାରେ ପଡିଛନ୍ତି ଟମାଟୋ ଚାଷୀ । ଆଠଗଡରେ ଟମାଟୋ ଦର ୨ ଟଙ୍କା, କୁଚିଣ୍ଡାରେ ବି ସମାନ ସ୍ଥିତି”
Author Archives: Raghaba
ଆସାମରେ ବିଜେପି ବିରୋଧରେ ଗର୍ଜିଲେ ରାହୁଲ । ୨ ଶହ ୟୁନିଟ୍ ମାଗଣା ବିଜୁଳି ,୫ ଲକ୍ଷ ରୋଜଗାର ଦେବାକୁ ଦେଲେ ପ୍ରତିଶ୍ରୁତି ।
କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଆସାମର ଡିବ୍ରୁଗଡରେ ଜନସଭା କରିବା ସହିତ ବିଜେପି ଉପରେ ଟାର୍ଗେଟ କରିଛନ୍ତି । ଏଥିସହ ଆଗାମୀ ଆସାମ ନିର୍ବାଚନରେ ଯଦି କଂଗ୍ରେସ ସେଠାରେ ସରକାର ଗଠନ କରେ ତେବେ ତାଙ୍କ ସରକାର ସେଠାକାର ଲୋକଙ୍କୁ ୫ ଲକ୍ଷ ଚାକିରି ଦେବାକୁ ରାହୁଲ ଆଜି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଆସାମରେ କଂଗ୍ରେସ ସରକାର ଗଢିଲେ, ସେଠାରେ କଦାପି ସିଏଏ ଲାଗୁ ହେବ ନାହିଁ ଏବଂ ସେଠାକାର ଲୋକଙ୍କୁContinue reading “ଆସାମରେ ବିଜେପି ବିରୋଧରେ ଗର୍ଜିଲେ ରାହୁଲ । ୨ ଶହ ୟୁନିଟ୍ ମାଗଣା ବିଜୁଳି ,୫ ଲକ୍ଷ ରୋଜଗାର ଦେବାକୁ ଦେଲେ ପ୍ରତିଶ୍ରୁତି ।”
ଏଣିକି ଗୋଟିଏ ନମ୍ବରରେ ୩ ଜରୁରୀ ସେବା । ପୋଲିସ, ଦମକଳ, ଆମ୍ବୁଲାନ୍ସ ସେବା ପାଇଁ ଡାଏଲ କରିବେ ୧୧୨
କନକ ବ୍ୟୁରୋ: ଏଣିକି ପୋଲିସ, ଦମକଳ ଆମ୍ବୁଲାନ୍ସ ସେବା ପାଇଁ ଗୋଟିଏ ନମ୍ବର ୧୧୨ ଜାରି । ସାରା ରାଜ୍ୟ ପାଇଁ ଏବେ କାମ କରିବା ଏହି ନମ୍ବର । ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧୨କୁ ଡାଏଲ କରି ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ପାଇପାରିବେ । ଆମ୍ବୁଲାନ୍ସ ପାଇଁ ୧୦୮, ଦମକଳ ପାଇଁ ୧୦୧ ଓ ପୋଲିସ ପାଇଁ ୧୦୦ ନମ୍ବର ପୂର୍ବ ଭଳି କାମContinue reading “ଏଣିକି ଗୋଟିଏ ନମ୍ବରରେ ୩ ଜରୁରୀ ସେବା । ପୋଲିସ, ଦମକଳ, ଆମ୍ବୁଲାନ୍ସ ସେବା ପାଇଁ ଡାଏଲ କରିବେ ୧୧୨”
ଇନ୍ଦ୍ରାବତୀ ବାମ ପାର୍ଶ୍ୱ କେନାଲ ବନ୍ଧ ଭୁଶୁଡିଲା । ୪୦ ହଜାର ହେକ୍ଟର ଚାଷ ଜମିରେ ମାଡିଗଲା ପାଣି । ଚାଷୀଙ୍କ ଧାନ ଚାଷ ନଷ୍ଟ ହେବା ଆଶଙ୍କା ।
କନକ ବ୍ୟୁରୋ: ଇନ୍ଦ୍ରାବତୀ ବାମ ପାର୍ଶ୍ୱ କେନାଲ ବନ୍ଧ ଭୁଶୁଡିଲା । ଗୁଣଗୁନିଆ ଗ୍ରାମ ଡିଷ୍ଟିବୁଟାରୀ ରେଙ୍ଗାଲପାଲି ନିକଟରେ ଆଜି କେନାଲ ହୁଡା ଭୁଶୁଡି ପଡିବାରୁ ଗୁନଗୁନିଆ, ବାଣ୍ଡିଗା, ରେଙ୍ଗାଳପାଲି ଗ୍ରାମର ପ୍ରାୟ ୪୦ ହଜାର ହେକ୍ଟର ଚାଷଜମିରେ ପାଣି ମାଡି ଯାଇଛି । ଚାଷ ଜମିରେ ପାଣି ମାଡି ଯିବା ଫଳରେ ଚାଷୀମାନଙ୍କର ଧାନ ଚାଷ ନଷ୍ଟ ହୋଇଥିବା ଆଶଙ୍କା ଦେଖାଦେଇଛି । ଗୁନଗୁନିଆ ଡିଷ୍ଟିବାଟୁରୀର ଲମ୍ବ ୧୨ ହଜାର ୬ ଶହ ମିଟର ।Continue reading “ଇନ୍ଦ୍ରାବତୀ ବାମ ପାର୍ଶ୍ୱ କେନାଲ ବନ୍ଧ ଭୁଶୁଡିଲା । ୪୦ ହଜାର ହେକ୍ଟର ଚାଷ ଜମିରେ ମାଡିଗଲା ପାଣି । ଚାଷୀଙ୍କ ଧାନ ଚାଷ ନଷ୍ଟ ହେବା ଆଶଙ୍କା ।”
କଟକରେ ଦୋଳ ଓ ହୋଲି ଉପରେ କଟକଣା । ମେଳଣ ପଡିଆରେ ଏକାଠି ହେବେନି ୨ଶହରୁ ଅଧିକ ଲୋକ । ଘରେ ରହି ହୋଲି ଖେଳିବାକୁ ପରାମର୍ଶ ।
କନକ ବ୍ୟୁରୋ: କଟକରେ ଦୋଳ ମେଳଣ ଓ ହୋଲି ପାଳନ ଉପରେ କଟକଣା । ମେଳଣ ପଡିଆରେ ୨ ଶହରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଦୋଳ ବିମାନ ଯାତ୍ରା ବେଳେ ୧୦ରୁ ଅଧିକ ଲୋକ ରହିପାରିବେ ନାହିଁ । ମେଳଣ ପଡିଆରେ ଡାକବାଜି ଯନ୍ତ୍ର ବାଜିପାରିବ ନାହିଁ । ଦୋଳ ମେଳଣରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ସେହପରି ହୋଲି ପାଇଁ ମଧ୍ୟ କଟକଣା ଲାଗିଛି । ନିଜ ଘରେContinue reading “କଟକରେ ଦୋଳ ଓ ହୋଲି ଉପରେ କଟକଣା । ମେଳଣ ପଡିଆରେ ଏକାଠି ହେବେନି ୨ଶହରୁ ଅଧିକ ଲୋକ । ଘରେ ରହି ହୋଲି ଖେଳିବାକୁ ପରାମର୍ଶ ।”
ସେନା ପାଇଁ ୪୯୬୦ଟି ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର ଖରିଦ କରିବ ଭାରତୀୟ ପ୍ରତିରକ୍ଷା ବିଭାଗ । ଖର୍ଚ୍ଚ କରିବ ୧୧୮୮ କୋଟି ଟଙ୍କା
କନକ ବ୍ୟୁରୋ : ଭାରତୀୟ ସେନା ପାଇଁ ପ୍ରାୟ ୪୯୬୦ଟି ମିଲାନ ଟ୍ୟାଙ୍କ ବିଧ୍ବଂସୀ ଗାଇଡେଡ୍ ମିସାଇଲ ଖରିଦ କରାଯିବ । ଏସବୁ ମିସାଇଲଗୁଡ଼ିକର ମୂଲ୍ୟ ପ୍ରାୟ ୧୧୮୮ କୋଟି ଟଙ୍କା ଅଟକଳ କରାଯାଇଛି । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ଡାଇନାମିକ୍ସ ଲିମିଟେଡକୁ ଅର୍ଡର ପ୍ରଦାନ କରିଛି । ଏସବୁ ମିସାଇଲ ଗୁଡ଼ିକର ମାରକ ସୀମା ପ୍ରାୟ ୧୮୫୦ ମିଟର ରହିଛି ଓ ଏଗୁଡ଼ିକ ଭୂମିରୁ କିମ୍ବା ସାମରିକ ଯାନରୁ ନିକ୍ଷେପ କରାଯାଇପାରିବ Continue reading “ସେନା ପାଇଁ ୪୯୬୦ଟି ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର ଖରିଦ କରିବ ଭାରତୀୟ ପ୍ରତିରକ୍ଷା ବିଭାଗ । ଖର୍ଚ୍ଚ କରିବ ୧୧୮୮ କୋଟି ଟଙ୍କା”
୨୪ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।
କନକ ବ୍ୟୁରୋ: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି । ଜାରି ହୋଇଥିବା ସତର୍କ ସୂଚନା ଅନୁଯାୟୀ ଶୁକ୍ରବାର ଦିନ ୧ଟା୩୦ରୁ ଶନିବାର ସକାଳ ୮ଟା୩୦ ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶା, ବାଲେଶ୍ୱର, ଯାଜପୁର, ଭଦ୍ରକ, ନୂଆପଡା, ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଏବଂ ବୌଦ୍ଧ ଜିଲ୍ଲାରContinue reading “୨୪ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”
ମୁହଁରେ କଳାପଟି ବାନ୍ଧିଲେ ବିଜେପି ବିଧାୟକ । ପୁଣି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ।
କନକ ବ୍ୟୁରୋ: ଗୃହଭିତରେ ମୁହଁରେ କଳାପଟି ବାନ୍ଧିଲେ ବିଜେପି ବିଧାୟକ ମାନେ । କଳାପଟି ବାନ୍ଧି ବାଚସ୍ପତିଙ୍କ ପୋଡିୟମ ତଳେ ବସିଲେ ବିଜେପି ବିଧାୟକ । ବିରୋଧୀ ଦଳର ନେତାଙ୍କୁ କହିବାକୁ ସୁଯୋଗ ନମିଳିବାରୁ ଧାରଣାରେ ବସିଲେ । ଗୃହର ସୁପରିଚାଳନା ପାଇଁ ବାଚସ୍ପତି ପୁଣି ସର୍ବଦଳୀୟ ବୈଠକ ଡାକିଛନ୍ତି । ଗତ କିଛିଦିନ ହେବ ମଣ୍ଡି ସମସ୍ୟାକୁ ନେଇ ଗୃହରେ ହଙ୍ଗାମା ଜାରି ରହିଛି । ବିରୋଧୀ ବିଜେପି ଗୃହରେ ସରକାରଙ୍କୁ ଏହି ପ୍ରସଙ୍ଗେ ଘେରିଚିContinue reading “ମୁହଁରେ କଳାପଟି ବାନ୍ଧିଲେ ବିଜେପି ବିଧାୟକ । ପୁଣି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । “
ମାହାଙ୍ଗା ପ୍ରସଙ୍ଗରେ ବିଜେଡି ପକ୍ଷରୁ ସମ୍ବାଦିକ ସମ୍ମିଳନୀ । ବିଜେଡି କହିଲା, ମାହାଙ୍ଗାକୁ ବଦନାମ କରିବାକୁ ଉଦ୍ୟମ ଚାଲିଛି ।
କନକ ବ୍ୟୁରୋ: ମାହାଙ୍ଗା ପ୍ରସଙ୍ଗରେ ବିଜେଡି ପକ୍ଷରୁ ସମ୍ବାଦିକ ସମ୍ମିଳନୀ ହୋଇଛି । ଏହି ସମ୍ମିଳନୀରେ ବିଜେଡି କହିଛି, ମାହାଙ୍ଗାକୁ ବଦନାମ କରିବାକୁ ଉଦ୍ୟମ ଚାଲିଛି । କିଛିଦିନ ହେବ ମାହାଙ୍ଗାକୁ ବଦନାମ କରିବାକୁ ସୁଚିନ୍ତିତ ଉଦ୍ୟମ ଚାଲିଛି । ବିଜେପି ନେତା ମାନେ କେଉଁ ପ୍ରକାର ରାଜନୀତି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେହିପରି ପ୍ରେସମିଟରେ ଶାରଦା ପ୍ରଧାନଙ୍କ ଅଭିଯୋଗ ଆଣିଛି ବିଜେଡି । ଶାରଦା ପ୍ରଧାନଙ୍କ ନାଁରେContinue reading “ମାହାଙ୍ଗା ପ୍ରସଙ୍ଗରେ ବିଜେଡି ପକ୍ଷରୁ ସମ୍ବାଦିକ ସମ୍ମିଳନୀ । ବିଜେଡି କହିଲା, ମାହାଙ୍ଗାକୁ ବଦନାମ କରିବାକୁ ଉଦ୍ୟମ ଚାଲିଛି । “
ଏଣିକି ହଷ୍ଟେଲରେ ରହିବେ ଗୋରୁଗାଈ । ମଣିଷଙ୍କ ପରି ପକ୍କା ଘରେ ରହିବେ ଗାଈ ବଳଦ । ଏଣେତେଣେ ଶୋଇବେନି କି ଖରା, ବର୍ଷାରେ ଜୀବନ ବିତାଇ ବେନି…
କନକ ବ୍ୟୁରୋ: ଗାଈ ପାଇଁ ହଷ୍ଟେଲ । ମଣିଷଙ୍କ ପରି ପକ୍କା ଘରେ ରହିବେ ଗୋରୁଗାଈ । ଆମେ ଯେମିତି ଘରେ ରହୁଛୁ. ଗାଈଗୋରୁ ବି ଘରେ ରହିବେ । ସେମାନେ ଏଣେତେଣେ ଶୋଇବେନି କି ଖରା, ବର୍ଷା, ଶୀତ କାକରରେ ଜୀବନ ବିତାଇ ବେନି । ମଣିଷଙ୍କ ପରି ଗୋରୁ ଗାଈ ବି ରହିବେ ପକ୍କା ଘରେ । ସୁରକ୍ଷିତ ରହିବେ ହଷ୍ଟେଲ ଭିତରେ । ପଶୁଙ୍କ ପାଇଁ ହଷ୍ଟେଲ କଥାଟା ଟିକେ ରୋଚକ ଲାଗୁଥିଲେContinue reading “ଏଣିକି ହଷ୍ଟେଲରେ ରହିବେ ଗୋରୁଗାଈ । ମଣିଷଙ୍କ ପରି ପକ୍କା ଘରେ ରହିବେ ଗାଈ ବଳଦ । ଏଣେତେଣେ ଶୋଇବେନି କି ଖରା, ବର୍ଷାରେ ଜୀବନ ବିତାଇ ବେନି…”