ମଝି ଆକାଶରେ ହେଲିକପ୍ଟରରେ ଫସିଲା ଯବାନଙ୍କ ପାରାସୁଟ୍ । ବଞ୍ଜାଇଦେଲେ ପାଇଲଟ୍

କନକ ବ୍ୟୁରୋ : ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ଭାଇରାଲ ହୋଇଯାଇଥାଏ। ଏମିତିରେ ଏକ ଭିଡିଓକୁ ଅଧିକରୁ ଅଧିକ ମାତ୍ରାରେ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଏଥିରେ ଜଣେ ସେନା ଯବାନଙ୍କ ପାରାସୁଟ ମଝି ଆକାଶରେ ହେଲିକପ୍ଟର ଲ୍ୟାଣ୍ଡିଂ ଷ୍ଟାଣ୍ଡରେ ଫସି ଯାଇଥିବା ଦେଖିବାକୁ ମିଳୁଛି। ଫଳରେ ସେନା ଜଣକ ପାରାସୁଟକୁ ଧରି ସେମିତି ଆକାଶରେ ଝୁଲି ରହିଥିଲେ। ପ୍ରକାଶିତ ରିପୋର୍ଟ ମୁତାବକ, ମାର୍ଚ୍ଚ ୧୮ରେContinue reading “ମଝି ଆକାଶରେ ହେଲିକପ୍ଟରରେ ଫସିଲା ଯବାନଙ୍କ ପାରାସୁଟ୍ । ବଞ୍ଜାଇଦେଲେ ପାଇଲଟ୍”

୫ କିଲୋ ସୁନା ପିନ୍ଧି ନାମାଙ୍କନ ଦାଖଲ କରିବାକୁ ଆସିଲେ ସ୍ୱାଧିନ ପ୍ରାର୍ଥୀ । ସୋସିଆଲ ମିଡିଆରେ ଫୋଟ ହେଉଛି ଭାଇରାଲ । କହିଲେ ମୋ ପାଖରେ ଅଛି ୧୧ କିଲୋ ସୁନା

କନକ ବ୍ୟୁରୋ : ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ଜୋର ଧରିଛି । କିଛିଦିନ ପରେ ଏହି ସବୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ତାମିଲନାଡୁର ଜଣେ ପ୍ରାର୍ଥୀ ନିଆରା ଢଙ୍ଗରେ ନିଜର ନାମାଙ୍କନ ପତ୍ର ଭରିବାକୁ ଆସିଥିବା ଦେଖିବାକୁContinue reading “୫ କିଲୋ ସୁନା ପିନ୍ଧି ନାମାଙ୍କନ ଦାଖଲ କରିବାକୁ ଆସିଲେ ସ୍ୱାଧିନ ପ୍ରାର୍ଥୀ । ସୋସିଆଲ ମିଡିଆରେ ଫୋଟ ହେଉଛି ଭାଇରାଲ । କହିଲେ ମୋ ପାଖରେ ଅଛି ୧୧ କିଲୋ ସୁନା”

ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ସ୍କେଚ୍ ଜାରି କଲା କମିଶନରେଟ ପୋଲିସ । ବେଙ୍ଗାଲୁରୁର ବିଶେଷଜ୍ଞଙ୍କ ଦ୍ୱାରା ଅଙ୍କାଯାଇଛି ସ୍କେଚ୍ ।

କନକ ବ୍ୟୁରୋ: ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ଜାରି ହେଲା ସ୍କେଚ୍ । କଙ୍କାଳର ସ୍କେଚ୍ ଜାରି କରିଛି କମିଶନରେଟ୍ ପୁଲିସ । ବେଙ୍ଗାଲୁରୁର ବିଶେଷଜ୍ଞଙ୍କ ଦ୍ୱାରା ଏହି ସ୍କେଚ୍ ଜାରି ହୋଇଛି । ସ୍କେଚ୍ ମାଧ୍ୟମରେ ମହିଳାଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରାଯିବ । ଏହା କମିଶନରେଟ୍ ପୋଲିସର ପ୍ରଥମ ସ୍କେଚ୍ ହୋଇଥିବା ବେଳେ ଆଗକୁ ଆହୁରି ସ୍କେଚ୍ ଆସିବାର ରହିଛି । ତେବେ ଏମ୍ସକୁ ଯାଇଥିବା କଙ୍କାଳର ଖପୁରୀର ବିଭିନ୍ନ ଦିଗରContinue reading “ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ସ୍କେଚ୍ ଜାରି କଲା କମିଶନରେଟ ପୋଲିସ । ବେଙ୍ଗାଲୁରୁର ବିଶେଷଜ୍ଞଙ୍କ ଦ୍ୱାରା ଅଙ୍କାଯାଇଛି ସ୍କେଚ୍ ।”

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଲେ, ନବୀନ ନିବାସକୁ ଯିବା ଭୁଲ ଥିଲା । ଏପଟେ ମୋହନ ମାଝି କହିଲେ, ଆମକୁ ଅପମାନ କରିବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର ।

କନକ ବ୍ୟୁରୋ: ଗତକାଲି ଘଟିଥିବା ବିଜେଡ଼ି-ବିଜେପି ହାଇଡ଼୍ରାମାକୁ ନେଇ ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ ପ୍ରତିକ୍ରିୟା ରଖିଛନ୍ତି । କହଛିନ୍ତି ନବୀନ ବାବୁଙ୍କ ଘରକୁ ଯିବା ଆମର ଭୁଲ ଥିଲା । ଘରକୁ ଡ଼ାକି ପ୍ରତାରଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଗୃହରେ ଖାଦ୍ୟ-ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାନ ଉଠା ପ୍ରସଙ୍ଗରେ ବିବୃତି ରଖିବା ପରେ ଏଭଳି ମତ ରଖିଛନ୍ତି ବିରୋଧୀ ଦଳ ନେତା । ମଣ୍ଡିରୁ ଧାନ ଉଠାଇବାକୁ ଦାବି କରିContinue reading “ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଲେ, ନବୀନ ନିବାସକୁ ଯିବା ଭୁଲ ଥିଲା । ଏପଟେ ମୋହନ ମାଝି କହିଲେ, ଆମକୁ ଅପମାନ କରିବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର ।”

ଟଙ୍କପାଣି ଅଞ୍ଚଳରେ ଅଭାବନୀୟ ଘଟଣା : ସ୍ୱରେଜ ଟାଙ୍କିରେ ପଶି କାମ କରୁଥିବାବେଳେ ଶ୍ୱାସରୁଦ୍ଧ ହୋଇ ୨ ମୃତ

କନକ ବ୍ୟୁରୋ : ଭୁବନେଶ୍ୱରର ଟଙ୍କପାଣି ଅଂଚଳରେ ସ୍ୱେରେଜ ଟାଙ୍କିରେ ପଶି କାମ କରୁଥିବା ବେଳେ ଅଘଟଣ । ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସ୍ୱେରେଜ ବିଭାଗର କାମ ଚାଲିଥିବା ବେଳେ ଘଟିଛି ଏପରି ଅଘଟଣ । ତେବେ ବିନା କୌଣସି ସୁରକ୍ଷାରେ ସ୍ୱେରେଜ ଟାଙ୍କିରେContinue reading “ଟଙ୍କପାଣି ଅଞ୍ଚଳରେ ଅଭାବନୀୟ ଘଟଣା : ସ୍ୱରେଜ ଟାଙ୍କିରେ ପଶି କାମ କରୁଥିବାବେଳେ ଶ୍ୱାସରୁଦ୍ଧ ହୋଇ ୨ ମୃତ”

ଓଡିଏମ୍ ପବ୍ଲିକ ସ୍କୁଲକୁ ଆଉ ଏକ ସଫଳତା । ୨୦୨୦ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା ସ୍କଲାରସିପ୍ ପରୀକ୍ଷାରରେ ଓଡିଏମ୍ ପବ୍ଲିକ ସ୍କୁଲ ଛାତ୍ରଙ୍କ ବାଜିମାତ୍ ।

କନକ ବ୍ୟୁରୋ: ଓଡିଏମ୍ ପବ୍ଲିକ ସ୍କୁଲକୁ ଆଉ ଏକ ସଫଳତା । (କେଭିପିୱାଇ) ବା କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା ସ୍କଲାରସିପ୍ ୨୦୨୦ ପରୀକ୍ଷାର ଶୀର୍ଷ ସ୍ଥାନରେ ଓଡିଏମ୍ ପବ୍ଲିକ ସ୍କୁଲ । ତେବେ ଓଡିଏମ୍ ପବ୍ଲିକ ସ୍କୁଲର ୧୧ ଜଣ ଛାତ୍ର ଏହି ସ୍କଲାରସିପ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସବୁଠାରୁ ବଡ଼କଥା ହେଲା ଓଡିଏମ୍ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଶୀର ଛାତ୍ର ମାଷ୍ଟର ଶାଶ୍ୱତ ସାହୁ (ଏସ୍ ଏକ୍ସ) କାଟାଗୋରୀରେ ରାଜ୍ୟରେContinue reading “ଓଡିଏମ୍ ପବ୍ଲିକ ସ୍କୁଲକୁ ଆଉ ଏକ ସଫଳତା । ୨୦୨୦ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା ସ୍କଲାରସିପ୍ ପରୀକ୍ଷାରରେ ଓଡିଏମ୍ ପବ୍ଲିକ ସ୍କୁଲ ଛାତ୍ରଙ୍କ ବାଜିମାତ୍ ।”

ପୁଣି କୁହୁଳିଲା ଏକାମ୍ର କ୍ଷେତ୍ର ବାଇ-ଲ ନିଆଁ : ସାଂସଦ ଅପରାଜିତା କହିଲେ, କୀର୍ତିରାଜି ଅଂଚଳର ବିକାଶ ପାଇଁ ଆମସାର ଆଇନର ପାଳନ ଜରୁରୀ 

କନକ ବ୍ୟୁରୋ : ପୁଣି କୁହୁଳିଲା ଏକାମ୍ର କ୍ଷେତ୍ର ବାଇ-ଲ ନିଆଁ  । କିଛି ଦିନର ନିରବତା ପରେ ଏକାମ୍ର କ୍ଷେତ୍ର ବିକାଶକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୁଣି ଥରେ ରାଜ୍ୟ ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ଅପରାଜିତା । ପୁରାତନ କୀର୍ତିରାଜି ଅଂଚଳରେ କୌଣସି ବିକାଶ କାମ କରିବାକୁ ହେଲେ ଆମସାର ଆଇନ ୧୯୫୮ର ପାଳନ ହେବା ଉଚିତ୍ ବୋଲି ସାଂସଦContinue reading “ପୁଣି କୁହୁଳିଲା ଏକାମ୍ର କ୍ଷେତ୍ର ବାଇ-ଲ ନିଆଁ : ସାଂସଦ ଅପରାଜିତା କହିଲେ, କୀର୍ତିରାଜି ଅଂଚଳର ବିକାଶ ପାଇଁ ଆମସାର ଆଇନର ପାଳନ ଜରୁରୀ “

ଯୁବକଙ୍କ ମୃତ୍ୟୁକୁ ନେଇ ବଢିଲା ସସପେନ୍ସ : ରାତି ଅଧରେ ବାଡିରୁ ମିଳିଲା ଦାଦନ ଫେରନ୍ତା ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର; ସନ୍ଦେହ ବଢାଇଲା ମହିଳାଙ୍କ ଫୋନ୍ କଲ୍

କନକ ବ୍ୟୁରୋ : ନିଆଳି ମହତାପାରୀରେ ଘଟିଛି ଅଭାବନୀୟ ଘଟଣା । ଦାଦନ ଫେରନ୍ତା ଯୁବକଙ୍କର ନିଜ ବାଡିରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ । ମୃତ ଯୁବକଙ୍କ ନାମ କାହ୍ନୁ ବେହେରା, ବୟସ ୨୩ ବର୍ଷ ହେବ । ଗତ ୧୬ ତାରିଖରେ ଘରେ କାହ୍ନୁ ଶୋଇଥିଲେ । ଅଧରାତିରେ ତାଙ୍କ ବାଡିରେ ନିଆଁ ଜଳୁଥିବା ଦେଖି ପଡୋଶୀ ଚିତ୍କାର କରିବା ପରେ, ଗାଁ ଲୋକେ କାହ୍ନୁକୁ ଜଳୁଥିବାର ଦେଖିଥିଲେ । ସେତେବେଳକୁ ତାଙ୍କ ଶରୀର ୯୦Continue reading “ଯୁବକଙ୍କ ମୃତ୍ୟୁକୁ ନେଇ ବଢିଲା ସସପେନ୍ସ : ରାତି ଅଧରେ ବାଡିରୁ ମିଳିଲା ଦାଦନ ଫେରନ୍ତା ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର; ସନ୍ଦେହ ବଢାଇଲା ମହିଳାଙ୍କ ଫୋନ୍ କଲ୍”

ପୂର୍ବ ନିଷ୍ପତ୍ତି ଅନୁସାରେ ଧାନକିଣା ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ଯୋଗାଣମନ୍ତ୍ରୀ : ରଣେନ୍ଦ୍ର ସ୍ୱାଇଁଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ବିଧାୟକଙ୍କ କକ୍ଷତ୍ୟାଗ

କନକ ବ୍ୟୁରୋ : ୬ଦିନର ଅଚଳାବସ୍ଥା ପରେ, ଆଜି ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିଲା ବିଧାନସଭା । ପ୍ରଶ୍ନ କାଳରେ ଏକାଧିକ ପ୍ରସଙ୍ଗରେ ଚର୍ଚ୍ଚା ପରେ, ପୂର୍ବ ନିଷ୍ପତ୍ତି ଅନୁସାରେ ଗୃହରେ ବିବୃତି ରଖିଥିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ ଗୃହକୁ କହିଛନ୍ତି ଗତ ଖରିଫ୍ ରୁତୁ ତୁଳନାରେ ଚଳିତ ଥର ୧୮ ପ୍ରତିଶତ ଅଧିକା ଧାନ କିଣାଯାଇଛି । ବର୍ତ୍ତମାନ ସୁଧା ରାଜ୍ୟରେ ୬୧ ଲକ୍ଷ ୨୪ହଜାର ମେଟ୍ରିକ୍ ଟନ ଧାନContinue reading “ପୂର୍ବ ନିଷ୍ପତ୍ତି ଅନୁସାରେ ଧାନକିଣା ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ଯୋଗାଣମନ୍ତ୍ରୀ : ରଣେନ୍ଦ୍ର ସ୍ୱାଇଁଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ବିଧାୟକଙ୍କ କକ୍ଷତ୍ୟାଗ”

ଓଡିଶାରୁ ଶୁଭିବ କେନ୍ଦ୍ର ବିରୋଧୀ ଚାଷୀ ଆନ୍ଦୋଳନର ସ୍ୱର : ଚଣ୍ଡିଖୋଲରେ ଚାଷୀଙ୍କ ମହାପଂଚାୟତ କରିବାକୁ ଆସିଲେ ରାକେଶ ଟିକାୟତ

କନକ ବ୍ୟୁରୋ : ଓଡ଼ିଶା ମାଟିରେ ଜାତୀୟ ରାଜନୀତିର ଚର୍ଚ୍ଚିତ ଚେହେରା, ଚାଷୀ ନେତା ରାକେଶ ଟିକାୟତ । କେନ୍ଦ୍ର କୃଷି ଆଇନ ପ୍ରତ୍ୟାହର ଦାବି କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା ହଜାର ହଜାର ଚାଷୀଙ୍କ ସର୍ବମାନ୍ୟ ନେତା ଟିକାୟତ ଆଜି ଓଡ଼ିଶାରେ ଚାଷୀ ମହାପଂଚାୟତ କରିବେ । ଯାଜପୁରର ଚଣ୍ଡିଖୋଲରେ ଏହି ଚାଷୀ ସମ୍ମିଳନୀ ଆୟୋଜନ କରାଯାଇଥିବାବେଳେ ଭୁବନେଶ୍ୱରରେ ପହଂଚିଥିଲେ ଟିକାୟତ । ଭୁବନେଶ୍ୱର ବିମାନବନ୍ଦରରୁ ଏକ କାର ରାଲି କରି ସିଧା ଚଣ୍ଡିଖୋଲରେContinue reading “ଓଡିଶାରୁ ଶୁଭିବ କେନ୍ଦ୍ର ବିରୋଧୀ ଚାଷୀ ଆନ୍ଦୋଳନର ସ୍ୱର : ଚଣ୍ଡିଖୋଲରେ ଚାଷୀଙ୍କ ମହାପଂଚାୟତ କରିବାକୁ ଆସିଲେ ରାକେଶ ଟିକାୟତ”

Design a site like this with WordPress.com
Get started