କନକ ବ୍ୟୁରୋ : ଗୃହରେ ଉଠିଲା ପ୍ରତାପ ଜେନାଙ୍କ ପାପ ଧୋଇବା ପ୍ରସଙ୍ଗ । ପ୍ରତାପଙ୍କ ଏଭଳି ବୟାନକୁ ନିନ୍ଦା କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କହିଲେ ଆମେ କଣ ପାପୀ । ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀ ଆମକୁ ଏପରି ଅପମାନିତ କରିବେ । ମନ୍ତ୍ରୀଙ୍କ ବୟାନ ପରେ ଆମେ ନବୀନ ନିବାସ ଭିତରକୁ ଯିବାକୁ ଚାହୁଁ ନଥିଲୁ । ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଯାଇଥିଲୁ । ତା ପରେContinue reading “ଗୃହରେ ଉଠିଲା ପ୍ରତାପଙ୍କ ପାପ ଧୋଇବା ପ୍ରସଙ୍ଗ । ବିରୋଧୀ କହିଲେ, ଆମେ କଣ ପାପୀ, ଅନ୍ୟପଟେ ଗତକାଲିର ହାଇଡ୍ରାମାକୁ ନେଇ କଂଗ୍ରେସ କହିଲା ବିଜେପି-ବିଜେଡି ଭାଇ ଭାଇ ।”
Author Archives: Raghaba
କାୟା ମେଲାଉଛି କରୋନା : ଜାଣନ୍ତୁ କିଭଳି ଗତ ୬ ଦିନରେ ବଢି ଚାଲିଛି କରୋନାର ବେଗ
କନକ ବ୍ୟୁରୋ : ଦେଶରେ ଲଗାତର ଉପରମୁହାଁ ହୋଇ ରହିଛି କରୋନା ମିଟର । ଗତବର୍ଷ ମାର୍ଚ୍ଚ ମାସ ବେଳକୁ ଯେଭଳି କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିଲା, ଠିକ ସେହିଭଳି ଚଳିତବର୍ଷ ମାର୍ଚ୍ଚ ଆରମ୍ଭରୁ ପୁଣି କରୋନା କାୟା ମେଲାଇବା ଆରମ୍ଭ କରିଛି । ଗତ ୨୪ ଘଂଟାରେ ପ୍ରାୟ ୪୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ସାରା ଦେଶର ଚିନ୍ତା ବଢାଇ ଦେଇଛି । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୩୯ ହଜାରContinue reading “କାୟା ମେଲାଉଛି କରୋନା : ଜାଣନ୍ତୁ କିଭଳି ଗତ ୬ ଦିନରେ ବଢି ଚାଲିଛି କରୋନାର ବେଗ”
ଇଂଲଣ୍ଡ ବିପକ୍ଷ ଏକଦିବଶୀୟ ମ୍ୟାଚ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ସୂର୍ଯ୍ୟକୁମାର ଯାଦବ ଓ ପ୍ରଶିଦ୍ଧ କୃଷ୍ଣା ଙ୍କୁ ମିଳିଲା ସୁଯୋଗ ।
କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଏକଦିବଶୀୟ ମ୍ୟାଚ୍ ପାଇଁ ଭାରତ ପକ୍ଷରୁ ଖେଳାଳୀ ତାଲିକା ଘୋଷଣା କରାଯାଇଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୩ ଟି ଏକଦିବଶୀୟ ମ୍ୟାଚ୍ ପୁଣେ ଠାରେ ଖେଳାଯିବ । ଘୋଷଣା ହୋଇଥିବା ଖେଳାଳୀ ତାଲିକାରେ ସୂର୍ଯ୍ୟକୁମାର ଯାଦବ, କୃଣାଲ ପାଣ୍ଡ୍ୟା, ଓ ପ୍ରସିଦ୍ଧ କୃର୍ଷ୍ଣାଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ଏହି ୩ ଟି ମ୍ୟାଚରୁ ବାଦ ପଡିଛନ୍ତି ଇଶାନ କିଷନ ।Continue reading “ଇଂଲଣ୍ଡ ବିପକ୍ଷ ଏକଦିବଶୀୟ ମ୍ୟାଚ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ସୂର୍ଯ୍ୟକୁମାର ଯାଦବ ଓ ପ୍ରଶିଦ୍ଧ କୃଷ୍ଣା ଙ୍କୁ ମିଳିଲା ସୁଯୋଗ ।”
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ । କହିଲେ, ଗତ ଖରିଫ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ କିଣା ହୋଇଛି, ଉତ୍ତର ଶୁଣି ବିଜେପିର କକ୍ଷତ୍ୟାଗ ।
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏବେ ବି ଧାନ କ୍ରୟ ଜାରି ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ ଟନ ଧାନ କିଣାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବ । ବିଗତ ଖରିଫ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ କିଣା ଯାଇଛି ।Continue reading “ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ । କହିଲେ, ଗତ ଖରିଫ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ କିଣା ହୋଇଛି, ଉତ୍ତର ଶୁଣି ବିଜେପିର କକ୍ଷତ୍ୟାଗ ।”
ଉପରମୁହାଁ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ୧୧୦ ପଜିଟିଭ ଚିହ୍ନଟ ; ସଙ୍ଗରୋଧରୁ ୬୪, ସ୍ଥାନୀୟ ଅଞ୍ଚଳରୁ ୪୬
କନକ ବ୍ୟୁରୋ : ମାସକ ପରେ ରାଜ୍ୟରେ ପୁଣି ୧୦୦ ପାର୍ ହୋଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ପୁଣି ୧୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୨୦ ଜଣ ଓ ଖୋର୍ଦ୍ଧାରୁ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା କାରଣରୁ ଏହି ୨ ଜିଲ୍ଲାରେ କରୋନା କାୟା ବିସ୍ତାର କରିବାର ଅଧିକ ସମ୍ଭାବନା ରହିିଛି । ନୂତନ ୧୧୦ କରୋନା ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟContinue reading “ଉପରମୁହାଁ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ୧୧୦ ପଜିଟିଭ ଚିହ୍ନଟ ; ସଙ୍ଗରୋଧରୁ ୬୪, ସ୍ଥାନୀୟ ଅଞ୍ଚଳରୁ ୪୬”
ଶରଣକୁଳ ଏସଡିପିଓ ଅଫିସ ସାମ୍ନାରେ ମର୍ମନ୍ତୁଦ ଦୁର୍ଘଟଣା : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ : ନୟାଗଡ ଶରଣକୁଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ ଧକ୍କାରେ ୩ ମୃତ ୨ ଗୁରୁତର । ସମସ୍ତ ଆହତଙ୍କୁ ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ସୂଚନା ଅନୁସାରେ, ସ୍ଥାନୀୟ ଜଗନ୍ନାଥପୁର ଗାଁର ଦୁଇଜଣ ବ୍ୟକ୍ତି ବାଇକ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ପଥରକଟା ଗାଁର ୩ ଯୁବକ ଅନ୍ୟ ଏକ ବାଇକ ଯୋଗେ ନୟାଗଡ ଆଡକୁ ଆସୁଥିଲେ ।Continue reading “ଶରଣକୁଳ ଏସଡିପିଓ ଅଫିସ ସାମ୍ନାରେ ମର୍ମନ୍ତୁଦ ଦୁର୍ଘଟଣା : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ଜଣଙ୍କ ମୃତ୍ୟୁ”
ସୋରରେ ସୁନା ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ : ୫୦ ଗ୍ରାମ୍ ସୁନା ନେଇ ବାଇକରେ ଯିବା ପରେ ମିଳୁନି ପତ୍ତା; ସୋର ପୋଲିସର ତନାଘନା
କନକ ବ୍ୟୁରୋ : ସୋରରୁ ଆସିଲା ଅଭାବନୀୟ ଖବର । ସୁନା ବ୍ୟବସାୟୀଙ୍କୁ ସୁନା କିଣିବାକୁ ଫୋନ୍ କରି ଡକାଇଲେ । ପ୍ରାୟ ୫୦ ଗ୍ରାମର ସୁନା ଅଳଙ୍କାର ନେଇ ବ୍ୟବସାୟୀ , ଗ୍ରାହକଙ୍କ ପାଖକୁ ଯିବା ପରେ ତାଙ୍କର ଆଉ ପତ୍ତା ମିଳୁନି । ଏହାକୁ ନେଇ ପରିବାର ଲୋକେ ସୋର ଥାନାରେ ଅପହରଣ ଅଭିଯୋଗ କରିଛନ୍ତି । ସୋରର ସୁଭମ ଜୁଏଲାରୀ ମାଲିକଙ୍କ ସହିତ ଘଟିଛି ଏପରି ଘଟଣା । ଅଭିଯୋଗ ଅନୁସାରେ, ଗତକାଲିContinue reading “ସୋରରେ ସୁନା ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ : ୫୦ ଗ୍ରାମ୍ ସୁନା ନେଇ ବାଇକରେ ଯିବା ପରେ ମିଳୁନି ପତ୍ତା; ସୋର ପୋଲିସର ତନାଘନା”
ଭାରତୀୟ ଜୀବନ ବୀମା ନିଗମର ବଡ ଘୋଷଣା । ଏବେ କୌଣସି ଶାଖାରେ ବି କରିପାରିବେ ମ୍ୟାଚୁରିଟି କ୍ଲେମ । ଜାଣନ୍ତୁ ଏ ନେଇ କ’ଣ କରିବାକୁ ହେବ ଆପଣଙ୍କୁ
କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ସରକାରୀ ଜୀବନ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ ତା’ର କୋଟି କୋଟି ଗ୍ରାହକଙ୍କ ସୁବିଧା ପାଇଁ ଏକ ବଡ ଘୋଷଣା କରିଛି । ଏବେ ଗ୍ରାହକ ମାନେ ସେମାନଙ୍କ ପଲିସି ମ୍ୟାଚୁରିଟି ହେବା ପରେ ଏନେଇ ଦେଶର କୌଣସି ବି ଏଲଆଇସି ବ୍ରାଞ୍ଚରେ ନିଜର ଡକ୍ୟୁମେଣ୍ଡ ଜମା କରି ମ୍ୟାଚୁରିଟି ରାଶି ପାଇପାରିବେ । କହିରଖୁ କି ବୀମା ଧାରକ ମାନେ କୌଣସି ବିContinue reading “ଭାରତୀୟ ଜୀବନ ବୀମା ନିଗମର ବଡ ଘୋଷଣା । ଏବେ କୌଣସି ଶାଖାରେ ବି କରିପାରିବେ ମ୍ୟାଚୁରିଟି କ୍ଲେମ । ଜାଣନ୍ତୁ ଏ ନେଇ କ’ଣ କରିବାକୁ ହେବ ଆପଣଙ୍କୁ”
ଦେଶରେ ଉପରମୁହାଁ କରୋନା ମିଟର : ଗତ ୨୪ ଘଂଟାରେ ୩୯ ହଜାର ୭୨୬ ନୂଆ ପଜଟିଭ୍ ଚିହ୍ନଟ, ୧୫୪ ମୃତ
କନକ ବ୍ୟୁରୋ : ଦେଶରେ ଉପରମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ସାରା ଦେଶରେ ୩୯ ହଜାର ୭୨୬ ନୂଆ ପଜଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୫୪ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ । ସୁସ୍ଥ ହୋଇଛନ୍ତି ୨୦ ହଜାର ୬୫୪ ଜଣ । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହି ୩୯ ହଜାର ୭୨୬ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧Continue reading “ଦେଶରେ ଉପରମୁହାଁ କରୋନା ମିଟର : ଗତ ୨୪ ଘଂଟାରେ ୩୯ ହଜାର ୭୨୬ ନୂଆ ପଜଟିଭ୍ ଚିହ୍ନଟ, ୧୫୪ ମୃତ”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ୱେଷ୍ଟଇଣ୍ଡିଜ୍ କ୍ରିକେଟର କ୍ରିସ୍ ଗେଲ । କହିଲେ ଆମ ଦେଶକୁ ଟିକା ଦେଇ ମୋଦି ଦେଇଛନ୍ତି ମହାନତାର ପରିଚୟ ।
କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜର ଜଣାଶୁଣା କ୍ରିକେଟର ତଥା ବିଶ୍ୱର ବିସ୍ଫୋଟକ ବ୍ୟାଟସ୍ମ୍ୟାନ କ୍ରିସଗେଲ କାରବିଆନ ଦେଶ ବିଶେଷ କରି ଜାମାଇକାକୁ ଭାରତ ଟିକା ପ୍ରେରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି କି ଜାମାଇକାକୁ କରୋନା ଟିକା ପ୍ରେରଣ କରିଥିବାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଭାରତ ସରକାର ଓ ଭାରତୀୟ ମାନଙ୍କୁ ଧନ୍ୟବାଦ ଜଣାଉଛି । ଗେଲଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍Continue reading “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ୱେଷ୍ଟଇଣ୍ଡିଜ୍ କ୍ରିକେଟର କ୍ରିସ୍ ଗେଲ । କହିଲେ ଆମ ଦେଶକୁ ଟିକା ଦେଇ ମୋଦି ଦେଇଛନ୍ତି ମହାନତାର ପରିଚୟ ।”