କନକ ବ୍ୟୁରୋ : ବୈଶ୍ୱିକ ବ୍ୟବସ୍ଥାକୁ ସମ୍ମାନ ଦିଅ ନଚେତ ଭୟାବହ ବିଶ୍ୱର ସମ୍ମୁଖୀନ ହେବ ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଚୀନକୁ ଚେତାବନୀ ଦେଇଛି। ସିନଜିଆଙ୍ଗ୍, ହଂକଂ ଏବଂ ତାଇଓ୍ଵାନ୍ ଅଞ୍ଚଳରେ ଚୀନ୍ ଚଳାଇଥିବା କାର୍ଯ୍ୟକଳାପ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଉପରେ ସାଇବର୍ ଆକ୍ରମଣ ତଥା ତା’ର ମିତ୍ରରାଷ୍ଟ୍ରମାନଙ୍କ ଉପରେ ଆର୍ଥିକ ଚାପ ସୃଷ୍ଟି କରିବା ଆନ୍ତର୍ଜାତିକ ସମ୍ପର୍କକୁ ବିଗାଡୁଛି ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଚୀନରContinue reading “ଚୀନକୁ ଆମେରିକାର ଚେତାବନୀ । ବୈଶ୍ୱିକ ବ୍ୟବସ୍ଥାକୁ ସମ୍ମାନ ଦିଅ ନଚେତ ଭୟାବହ ବିଶ୍ୱର ସମ୍ମୁଖୀନ ହେବ ।”
Author Archives: Raghaba
ଜୋ-ବାଇଡେନ୍ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଭାରତ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା
କନକ ବ୍ୟୁରୋ : ଆମେରିକାର ପ୍ରତିରକ୍ଷା ସଚିବ ଲାୟଡ ଜେ ଅଷ୍ଟିନ ୩ ଦିନିଆ ଭାରତ ଗସ୍ତରେ ଆସି ଆଜି ଭାରତରେ ପହଂଚିବେ ବୋଲି ସୂଚନା ମିଳିଛି । ଆମେରିକାର ରାଷ୍ଟ୍ରପତି ଭାବେ ଜୋ- ବାଇଡେନ ଶପଥ ନେବା ପରେ ପ୍ରଥମଥର ପାଇଁ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ଜଣେ ମନ୍ତ୍ରୀ ଭାରତ ଆସିବା ନେଇ ଅନେକ ସମ୍ଭାବନା ଦେଖା ଦେଇଛି । ଏହି ଗସ୍ତ ସମୟରେ ଅଷ୍ଟିନ୍ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ୍ ସିଂ ଓ ଏନଏସଏContinue reading “ଜୋ-ବାଇଡେନ୍ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଭାରତ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା”
କଟକରେ ଚିନ୍ତା ବଢାଇଲାଣି କରୋନା ଭୂତାଣୁ : ଘରୋଇ କଲେଜରୁ ଆଉ ୧୩ ପଜିଟିଭ୍ ଚିହ୍ନଟ
କନକ ବ୍ୟୁରୋ : କଟକର ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ । କଟକର ଏକ ଘରୋଇ କଲେଜରୁ ୧୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଉ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୨୫ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା । ଏହା ମଧ୍ୟରୁ ୧୩ ଜଣଙ୍କର ପଜିଟିଭ୍ ଆସିଥିବା ଜଣାପଡିଛି । ଦୁଇ ଦିନରେ କଲେଜରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୫ ଛୁଇଁଛି । ତେଣୁ ଏହି ଘରୋଇ କଲେଜକୁ ୧୦ ଦିନContinue reading “କଟକରେ ଚିନ୍ତା ବଢାଇଲାଣି କରୋନା ଭୂତାଣୁ : ଘରୋଇ କଲେଜରୁ ଆଉ ୧୩ ପଜିଟିଭ୍ ଚିହ୍ନଟ”
ଫ୍ରାନ୍ସରେ ପୁଣି ଲକଡାଉନ୍ । ବ୍ୟାପୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ନିସ୍ପତ୍ତି
କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଇବା କାରଣରୁ ଗ୍ରେଟର୍ ପ୍ୟାରିସ୍ ଏବଂ ନାଇସ୍ ଅଞ୍ଚଳ ସମେତ ଦେଶର ୧୬ଟି ଅଞ୍ଚଳରେ ଗୁରୁବାର ଠାରୁ ଏକ ମାସ ପର୍ଯ୍ୟନ୍ତ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଜିନ୍ କ୍ୟାଷ୍ଟେକ୍ସ୍ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଗୁଣସୂତ୍ର ପରିବର୍ତ୍ତନ ହୋଇଥିବା ଭୂତାଣୁ ଯୋଗୁଁ ଦେଶରେ କୋଭିଡ୍-୧୯ ସଂକ୍ରମଣର ତୃତୀୟ ପ୍ରବାହ ଆରମ୍ଭ ହୋଇଛି ବୋଲି ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ କ୍ୟାଷ୍ଟେକ୍ସ୍ କହିଥିଲେ । ଶୁକ୍ରବାର ମଧ୍ୟରାତ୍ରରୁ ୪ ସପ୍ତାହ ପର୍ଯ୍ୟନ୍ତ ଏହି ଲକ୍ଡାଉନ୍ଜନିତ ନୂତନ କଟକଣାContinue reading “ଫ୍ରାନ୍ସରେ ପୁଣି ଲକଡାଉନ୍ । ବ୍ୟାପୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ନିସ୍ପତ୍ତି”
ଆଜି ବିଶ୍ୱ ନିଦ୍ରା ଦିବସ : ଆର୍ଥିକ ସଂକଟ ଓ କୋଭିଡ ଭୟରେ ପ୍ରତି ୪ ଜଣରୁ ଶୋଇ ପାରୁନାହାନ୍ତି ଜଣେ ଭାରତୀୟ
କନକ ବ୍ୟୁରୋ : ଆଜି ବିଶ୍ୱ ନିଦ୍ରା ଦିବସ । ଆର୍ଥିକ ସଙ୍କଟ ଏବଂ କୋଭିଡ୍ ପାଇଁ ପ୍ରତି ୪ ଜଣରେ ଜଣେ ଭାରତୀୟ ଶୋଇ ପାରୁନାହାନ୍ତି । ବାର୍ଷିକ ‘ଫିଲିପ୍ସ ଗ୍ଲୋବାଲ୍ ସ୍ଲିପ୍ ସର୍ଭେ’ ରିପୋର୍ଟରୁ ଏହା ଜଣାପଡ଼ିଛି । ସର୍ଭେରେ ସାମିଲ ହୋଇଥିବା ୩୭ ପ୍ରତିଶତ ଭାରତୀୟ କହିଛନ୍ତି, ସେମାନେ ଠିକ୍ରେ ଶୋଇ ପାରୁନାହାନ୍ତି । ୨୭ ପ୍ରତିଶତ ଭାରତୀୟଙ୍କ ଅନୁଯାୟୀ ସେମାନଙ୍କୁ ନିଦ ଲାଗୁଥିଲେ ମଧ୍ୟ ଠିକ୍ରେ ଶୋଇବା ସମ୍ଭବ ହେଉନାହିଁ ।Continue reading “ଆଜି ବିଶ୍ୱ ନିଦ୍ରା ଦିବସ : ଆର୍ଥିକ ସଂକଟ ଓ କୋଭିଡ ଭୟରେ ପ୍ରତି ୪ ଜଣରୁ ଶୋଇ ପାରୁନାହାନ୍ତି ଜଣେ ଭାରତୀୟ”
ଗଂଜାମ ଜିଲ୍ଲାର ଚିନ୍ତା ବଢାଇଲାଣି ସୁରଟ ସଂକ୍ରମଣ : ଦୈନିକ ପଜିଟିଭ୍ ସଂଖ୍ୟା ବଢିବା ପରେ ସୁରଟରେ ଆଜି ଠାରୁ ରାତି ୯ଟାରୁ ସକାଳ ୬ଟା ଯାଏଁ ବଢିଲା କର୍ଫ୍ୟୁ ଅବଧି
କନକ ବ୍ୟୁରୋ : ସୁରଟରେ ମାଡ଼ି ଚାଲିଛି କରୋନା । ସ୍ଥିତି ସଙ୍ଗିନ ହେବାରୁ ଗୁରୁବାର ଠାରୁ ରାତ୍ରୀ କର୍ଫ୍ୟୁ ଅବଧି ବଢ଼ାଇ ଦିଆଯାଇଛି । ଏହା ଜଣାପଡ଼ିବା ପରେ ଗଞ୍ଜାମବାସୀଙ୍କ ମଧ୍ୟ ଚିନ୍ତା ବଢ଼ିଯାଇଛି । ବର୍ତ୍ତମାନ ସୁରଟ ଜିଲ୍ଲାରେ ୧୬୮୦ ସକ୍ରିୟ ମାମଲା ଥିବା ଜଣାପଡ଼ିଛି । କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ରାତ୍ରୀ କର୍ଫ୍ୟୁ ଅବଧି ବଢ଼ାଇ ୧୦ଟା ଠାରୁ ସକାଳ ୬ଟା ଯାଏ ଧାର୍ଯ୍ୟ ହୋଇଥିଲା । ଗତକାଲି ପୁଣି ଅବଧିContinue reading “ଗଂଜାମ ଜିଲ୍ଲାର ଚିନ୍ତା ବଢାଇଲାଣି ସୁରଟ ସଂକ୍ରମଣ : ଦୈନିକ ପଜିଟିଭ୍ ସଂଖ୍ୟା ବଢିବା ପରେ ସୁରଟରେ ଆଜି ଠାରୁ ରାତି ୯ଟାରୁ ସକାଳ ୬ଟା ଯାଏଁ ବଢିଲା କର୍ଫ୍ୟୁ ଅବଧି”
ଏଥର ହୋଲିରେ ଲାଗିବ କଟକଣା ! ଗତ ୩ ସପ୍ତାହରେ ଦେଶରେ ବିପଜ୍ଜନକ ଭାବେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା
କନକ ବ୍ୟୁରୋ : ହୋଲି ଖେଳ ଉପରେ ଲାଗିବ କି କରୋନା କଟକଣା । କାରଣ ପୁଣିଥରେ ଦଶେରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । ମାତ୍ର ୩ସପ୍ତାହ ଭିତରେ ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ହଜାରରୁ ୩୫ହଜାରରେ ପହଞ୍ଚି ଗଲାଣି। ଏକାଧିକ ରାଜ୍ୟରେ କରୋନା ଯୋଗୁଁ ନାଇଟ୍ କର୍ଫ୍ୟୁ ଲକ୍ଡାଉନ୍ ଲାଗୁ ହେଲାଣି। ଏଭଳି ପରିସ୍ଥିତିରେ ଚଳିତବର୍ଷର ହୋଲି ପାଳିବା ବିପଜ୍ଜନକ ହୋଇପାରେ । ଏପରିକି ହୋଲି ଖେଳ ଯୋଗୁଁ ରାଜ୍ୟରେContinue reading “ଏଥର ହୋଲିରେ ଲାଗିବ କଟକଣା ! ଗତ ୩ ସପ୍ତାହରେ ଦେଶରେ ବିପଜ୍ଜନକ ଭାବେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା”
କଟକରେ ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍ : କିଶନନଗର ବିଶ୍ୱାଳପଡା ଅଂଚଳରେ ଲୋକେ ଆତଙ୍କିତ
କନକ ବ୍ୟୁରୋ : କଟକରେ ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍ । ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ । କଟକ ଜିଲ୍ଲାର କିଶନନଗର ବିଶ୍ୱାଳପଡା ଅଂଚଳରେ ମଂଟେଶ୍ୱର କୋଲ୍ଡ ଷ୍ଟୋରେଜରେ ଘଟିଛି ଏପରି ଘଟଣା । ଘଟଣା ସାମ୍ନାକୁ ଆସିବା ପରେ ପରେ ସାଲେପୁର ଏବଂ ରଘୁନାଥପୁର ଅଂଚଳରୁ ୩ଟି ଦମକଳ ଗାଡି ପହଁଚି ଗ୍ୟାସକୁ ଦୀର୍ଘ ଘଂଟାର ଉଦ୍ୟମ କରି ଆୟତ୍ତ କରିଛି । ଆମୋନିଆ ଗ୍ୟାସ୍ ଲିକ୍ ପରେ ଆଖପାଖ ଅଂଚଲର ଲୋକଙ୍କୁContinue reading “କଟକରେ ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍ : କିଶନନଗର ବିଶ୍ୱାଳପଡା ଅଂଚଳରେ ଲୋକେ ଆତଙ୍କିତ “
କରୋନା ମାଡରେ ଭାଙ୍ଗିଲା ମଧ୍ୟବିତ୍ତଙ୍କ ଅଂଟା : ପିଉ ରିସର୍ଚ ସେଂଟର ତଥ୍ୟ, ଗତବର୍ଷ ମଧ୍ୟବିତ୍ତ ସ୍ତରରୁ ତଳକୁ ଖସିଲେ ୩.୨ କୋଟି ଭାରତୀୟ
କନକ ବ୍ୟୁରୋ : ଗତବର୍ଷର କରୋନା ସଂକ୍ରମଣର ପ୍ରଭାବ ଅର୍ଥନୀତିରେ ଉପରେ ପଡିଛି । ଏହାର ପ୍ରମାଣ ମିଳିଛି ଏକ ଗବେଷଣାର ତଥ୍ୟରୁ । ଆମେରିକାର ପିଉ ରିସର୍ଚ କେନ୍ଦ୍ର କରିଥିବା ସର୍ଭେ ତଥ୍ୟ ଅନୁସାରେ କରୋନା ଭୂତାଣୁ ଜନିତ ମହାମାରୀ ଯୋଗୁଁ ପ୍ରାୟ ୩.୨ କୋଟି ଭାରତୀୟ ମଧ୍ୟବିତ୍ତ ଶ୍ରେଣୀରୁ ତଳକୁ ଖସିଛନ୍ତି । ଏହି ରିପୋର୍ଟ ଅନୁସାରେ ରୋଜଗାର ହରାଇବା ଫଳରେ ସେମାନଙ୍କ ଅର୍ଥନୀତି ପ୍ରଭାବିତ ହୋଇଛି । ସେମାନେ ଗରିବ ହୋଇଛନ୍ତି ।Continue reading “କରୋନା ମାଡରେ ଭାଙ୍ଗିଲା ମଧ୍ୟବିତ୍ତଙ୍କ ଅଂଟା : ପିଉ ରିସର୍ଚ ସେଂଟର ତଥ୍ୟ, ଗତବର୍ଷ ମଧ୍ୟବିତ୍ତ ସ୍ତରରୁ ତଳକୁ ଖସିଲେ ୩.୨ କୋଟି ଭାରତୀୟ”
ମହାରାଷ୍ଟ୍ରରେ ଚିନ୍ତା ବଢାଉଛି କରୋନା । ଗାଁକୁ ବ୍ୟାପିଲାଣି ସଂକ୍ରମଣ, ବଢୁଛି ପଜିଟିଭ୍ ହାର
ମହାରାଷ୍ଟ୍ର ସଂକ୍ରମଣ ଚିନ୍ତା ବଢ଼ାଇବାରେ ଲାଗିଛି । ଆଜି ଚଳିତ ବର୍ଷର ସର୍ବାଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ବଡ଼ ବଡ଼ ସହରରୁ ଏବେ ଛୋଟ ସହର ଏବଂ ଗାଁକୁ ବି ସଂକ୍ରମଣ ବ୍ୟାପିଲାଣି । ଆଇଏମ୍ଏ (ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍) ଅମରାବତୀ ଜିଲ୍ଲା ସଭାପତି ଅମିତ ରୋହନକର କହିଛନ୍ତି, କଡ଼ା ପଦକ୍ଷେପ ଗ୍ରହଣ ନହେଲେ ଭାଇରସ୍ ଗ୍ରାମୀଣ ଅଞ୍ଚଳରେ ଭୟାନକ ସ୍ଥିତି ସୃଷ୍ଟି କରିବ । ବିଦର୍ଭ ଅଞ୍ଚଳର ଅମରାବତୀ ଏବଂ ନାଗପୁର ଜିଲ୍ଲାରେContinue reading “ମହାରାଷ୍ଟ୍ରରେ ଚିନ୍ତା ବଢାଉଛି କରୋନା । ଗାଁକୁ ବ୍ୟାପିଲାଣି ସଂକ୍ରମଣ, ବଢୁଛି ପଜିଟିଭ୍ ହାର”