ଖରା ଆରମ୍ଭରୁ ଜଳକଷ୍ଟ । ବଲାଙ୍ଗିରରେ ଲୋକଙ୍କୁ ପିଏଚଡି ବିଭାଗ ଦେଉଛି କଳା ପାଣି । 

କନକ ବ୍ୟୁରୋ: ଖରା ଦିନ ଆସିବା ସହ ତାତି ଓ ଜଳ ସମସ୍ୟା ବି ବଢିଲାଣି । କୋଉଠି ଜଳ ଯୋଗାଣ ବ୍ୟବସ୍ଥା ଖରାପ ତ କେଉଁଠି ନଳକୂପ ନାହିଁ ।  ତେଣୁ ବାଧ୍ୟ ହୋଇ ଲୋକଙ୍କୁ ପିଏଚଡିରେ ଆସୁଥବା ଦୂଷିତ ପାଣି ପିଇବାକୁ ପଡୁଛି । ଏଭଳି ଏକ ଖବର ଆସିଛି ବଲାଙ୍ଗିର ଜିଲ୍ଲା ରାଧାରାଣୀ ପଡାରୁ । ସହରରେ ପିଏଚଡି ବିଭାଗ ପକ୍ଷରୁ ପାଇପ ଯୋଗେ ଯୋଗାଇ ଦିଆଯାଉଛି କଳା ମିଚମିଚ୍ ପାଣି ।Continue reading “ଖରା ଆରମ୍ଭରୁ ଜଳକଷ୍ଟ । ବଲାଙ୍ଗିରରେ ଲୋକଙ୍କୁ ପିଏଚଡି ବିଭାଗ ଦେଉଛି କଳା ପାଣି । “

ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ନେଇ ସ୍ପଷ୍ଟୀକରଣ ରଖିଲା ମନ୍ଦିର ପ୍ରଶାସନ । କହିଲା, ଉଦ୍ଦେଶ୍ୟମୂଳକ ଭାବେ ମିଛ ଖବର ପ୍ରଚାର କରାଯାଉଛି ।

କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି , ଉଦ୍ଦେଶ୍ୟମୂଳକ ଭାବେ ମିଛ ଖବର ପ୍ରଚାର କରାଯାଇଛି । ଶ୍ରୀମନ୍ଦିରର ୩୫ ହଜାର ଏକର ଜମି ବିକ୍ରି କରାଯାଇଥିବା ନେଇ ଯେଉଁ ଖବର ପ୍ରଚାର ହୋଇଛି ତାହା ମିଛ, ଉଦ୍ଦେଶ୍ୟମୂଳକ ଭାବେ ଏହା କରାଯାଇଛି । ଯେଉଁ ଜମି ଗୁଡିକୁ ଅକ୍ତିଆର କରାଯାଇଛି ତାହା ବର୍ଷ ବର୍ଷContinue reading “ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ନେଇ ସ୍ପଷ୍ଟୀକରଣ ରଖିଲା ମନ୍ଦିର ପ୍ରଶାସନ । କହିଲା, ଉଦ୍ଦେଶ୍ୟମୂଳକ ଭାବେ ମିଛ ଖବର ପ୍ରଚାର କରାଯାଉଛି ।”

୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହେଲେ ପରଦାର ‘ରାମ’

କନକ ବ୍ୟୁରୋ : ସେ ନିର୍ବାଚନୀ ସଭା ହେଉ କି ସାଧାରଣ ସଭା ହେଉ । ବିଜେପି ନେତା ମାନେ ‘ଜୟ ଶ୍ରୀରାମ ନାରା’ ଲଗାଇଥା’ନ୍ତି । ଏହା ସହ ବିଭିନ୍ନ ନିର୍ବାଚନ ସମୟରେ ବିଜେପି ଅଯୋଦ୍ଧାରେ ରାମଜନ୍ମ ଭୂମି ଓ ମର୍ଯ୍ୟଦା ପୁରୁଷ ରାମଚନ୍ଦ୍ରଙ୍କୁ ମୁଦ୍ଦା କରିଥାଏ । ହେଲେ ବାସ୍ତବରେ ପରଦାର ରାମ ତଥା ବାସ୍ତବ ଜୀବନର ଅରୁଣ ଗୋଭିଲ ଆଜି ବିଜେପିରେ ଯୋଗ ଦେଇଛନ୍ତି । ରାମାନନ୍ଦ ସାଗରଙ୍କ ପୌରାଣିକ ସିରିୟଲ ‘ରାମାୟଣ’Continue reading “୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହେଲେ ପରଦାର ‘ରାମ’”

ସରକାରୀ ଯୋଜନା ପାଇବା ପାଇଁ ସାଜୁଛନ୍ତି ନାଉରୀ । ପିଲାଙ୍କ ପାଠ ପଢ଼ାଠୁ, ସ୍ୱାସ୍ଥ୍ୟସେବା ଡଙ୍ଗା ହିଁ ଏକମାତ୍ର ଭରସା ।

କନକ ବ୍ୟୁରୋ: ଯେଉଁଠି ପ୍ରକୃତି ପାଣିର ଢ଼େଉ ସାଙ୍ଗେ ଅଳସ ଭାଙ୍ଗେ, ବନାନୀ ସବୁଜିମା ଭରା ପର୍ବତ କୋଳରୁ ପଶୁପକ୍ଷୀଙ୍କ କାକଳୀ ଶୁଭେ, ତାହା ହିଁ ରାଞ୍ଜାକୁମ୍ପାର ପରିଚୟ । ଏପଟେ ନଦୀ ସେପଟେ ଗାଁ, ଆଉ ଗାଁ ଚାରିପଟେ ଘେରି ରହିଛି ଘଞ୍ଚ ଜଙ୍ଗଲ । ଆଉ ଏଠି ବସବାସ କରନ୍ତି ୧୦ ଟି ପରିବାର, ବର୍ଷ ବର୍ଷ ଧରି ଜୀବନ-ଜୀବିକା ପାଇଁ ସରକାର ଏମାନଙ୍କୁ ଶିଖାଦେଇଛନ୍ତି ଜଳକ୍ରୀଡ଼ା । କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକContinue reading “ସରକାରୀ ଯୋଜନା ପାଇବା ପାଇଁ ସାଜୁଛନ୍ତି ନାଉରୀ । ପିଲାଙ୍କ ପାଠ ପଢ଼ାଠୁ, ସ୍ୱାସ୍ଥ୍ୟସେବା ଡଙ୍ଗା ହିଁ ଏକମାତ୍ର ଭରସା ।”

ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ । ବନାଗ୍ନି ବିସ୍ତାର ରୋକିବା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ସରକାର ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ଅଛି । ଗୁରୁବାର ଫରେଷ୍ଟ ଫାୟାର ଟାସ୍କଫୋର୍ସ ରାଜ୍ୟରେ ଜଙ୍ଗଲ ନିଆଁର ସ୍ଥିତିକୁ ନେଇ ଏପରି ରିପୋର୍ଟ ପ୍ରଦାନ କରିଛି । ଏଥିସହ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ସହ ସମ୍ପର୍କ ରଖି ସ୍ଥାନୀୟ ସମ୍ପ୍ରଦାୟ, ଆଗ୍ନିକ ଓ ପିଆରଆଇ କର୍ମଚାରୀଙ୍କ ସହଯୋଗ ସହ ନିଆଁକୁ ରୋକିବାContinue reading “ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ । ବନାଗ୍ନି ବିସ୍ତାର ରୋକିବା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ।”

ଯାଜପୁରରେ ବେଧଡକ ଚାଲିଛି ବାଲି ଲୁଟ୍ । ବେଆଇନ୍ ଭାବେ ବୈତରଣୀ ନଦୀ ଶଯ୍ୟାରେ ବାଲି ଖୋଳୁଛନ୍ତି ମାଫିଆ ।

କନକ ବ୍ୟୁରୋ: ଯାଜପୁର ଜିଲ୍ଳାରେ ବେଧଡକ ଭାବେ ଦିନକୁ ଦିନ ବାଲି ମାଫିଆଙ୍କର ରାଜୁତି ବଢ଼ିବାରେ ଲାଗିଛି । କେତେବେଳେ ଜିଲ୍ଲା ପ୍ରଶାସନର ଜାଣତରେ ତ ଆଉ କେତେ ବେଳେ ଚୋରାରେ କୋଟି କୋଟି ଟଙ୍କାର ବାଲିଲୁଟ ହେଉଛି । ତେବେ ବୈତରଣୀ ନଦୀ ଶର୍ଯ୍ୟାର ଆରମ୍ଭରୁ ଶେଷ ଯାଏ ବାଲି ମାଫିଆମାନେ ବେଆଇନ ବାଲି ଉତ୍ତୋଳନ କରିଚାଲିଛନ୍ତି । ଯାହାର ଗୁମର ଖୋଲିଛି ସିଧେଶ୍ୱର ପୀଠର ଆବିଷ୍କୃତ ଶିବ ଲିଙ୍ଗ । ୩ଟି ପ୍ରମୁଖ ନଦୀContinue reading “ଯାଜପୁରରେ ବେଧଡକ ଚାଲିଛି ବାଲି ଲୁଟ୍ । ବେଆଇନ୍ ଭାବେ ବୈତରଣୀ ନଦୀ ଶଯ୍ୟାରେ ବାଲି ଖୋଳୁଛନ୍ତି ମାଫିଆ ।”

ଓଡ଼ିଶାରେ ଗଡୁଛି କେତେ ଅନଫିଟ୍ ଗାଡ଼ି? ବିଧାନସଭାରେ ୧୫ ବର୍ଷରୁ ଅତିକ୍ରମ କରିଥିବା ଗାଡ଼ିର ହିସାବ ଦେଲେ ମନ୍ତ୍ରୀ ।

କନକ ବ୍ୟୁରୋ: ଓଡ଼ିଶା ରାସ୍ତାରେ ୧୫ ବର୍ଷ ଅତିକ୍ରମ କରିଥିବା ଗାଡ଼ି କେତେ ଗଡୁଛି? ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଆଉ ଏହାର ଉତ୍ତରରେ ପରିବହନ ମନ୍ତ୍ରୀ କହିଛନ୍ତି କି, ରାଜ୍ୟରେ ୧୫ ବର୍ଷ ଅତିକ୍ରମ କରିଥିବା ମୋଟ୍ ୬୭୨ଟି ବସ୍, ୧୭ ହଜାର ୪୯୮ଟି ଟ୍ରକ । ମୋଟ୍ ୨୩ ହଜାର ୯୦୪ଟି ଚାରି ଚକିଆ ଯାନ ଚଳାଚଳ କରୁଛି । ସେଥି ମଧ୍ୟରୁContinue reading “ଓଡ଼ିଶାରେ ଗଡୁଛି କେତେ ଅନଫିଟ୍ ଗାଡ଼ି? ବିଧାନସଭାରେ ୧୫ ବର୍ଷରୁ ଅତିକ୍ରମ କରିଥିବା ଗାଡ଼ିର ହିସାବ ଦେଲେ ମନ୍ତ୍ରୀ ।”

୨ ବର୍ଷ ହେଲା ସେତୁ ନିର୍ମାଣ ସରିଛି । ହେଲେ ଏବେ ବି କାମରେ ଆସୁନି ବିରୂପା ସେତୁ । ସମସ୍ୟା ଘେରରେ ୧୦ଟି ପଞ୍ଚାୟତର ଲୋକେ ।

କନକ ବ୍ୟୁରୋ: ଯାତାୟତ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅନେକ ସ୍ଥାନରେ କିନ୍ତୁ ଏହାର ସୁଫଳ ପାଉନାହାନ୍ତି ଲୋକେ । ବଡଚଣା ବ୍ଲକ ଚାରିନଙ୍ଗଳ-ଧାଉଡିଆପଦାକୁ ସଂଯୋଗ କରୁଛି ବିରୂପା ସେତୁ । ଯାଜପୁର ଓ କେନ୍ଦ୍ରପଡା ଜିଲ୍ଳାର ପ୍ରାୟ ୧୦ଟି ପଂଚାୟତର ଲୋକଙ୍କ ହିତ ପାଇଁ ୨୦୧୭ ମସିହାରୁ ଏହି ସେତୁ ତିଆରି ହୋଇଛି । ଏଥିପାଇଁ ଚଣ୍ଡିଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୨କୋଟି ଟଙ୍କା ଖର୍ଚ୍ଚ ହୋଇଛିContinue reading “୨ ବର୍ଷ ହେଲା ସେତୁ ନିର୍ମାଣ ସରିଛି । ହେଲେ ଏବେ ବି କାମରେ ଆସୁନି ବିରୂପା ସେତୁ । ସମସ୍ୟା ଘେରରେ ୧୦ଟି ପଞ୍ଚାୟତର ଲୋକେ ।”

ଶ୍ରେ‌ଷ୍ଠ ଅଭିନେତା ଭାବେ ଓସ୍କାର ଦୌଡ଼ରେ ପ୍ରଥମ ମୁସଲମାନ୍ ଅଭିନେତା ଭାବେ ସାମିଲ ହେଲେ ରିଜ୍‌ ଅହମ୍ମଦ

କନକ ବ୍ୟୁରୋ : ଶ୍ରେ‌ଷ୍ଠ ଅଭିନେତା ଭାବେ ଓସ୍କାର ନୋମିନେସନ୍ ହାସଲ କରିବାରେ ରିଜ୍‌ ଅହମ୍ମଦ ଦେଉଛନ୍ତି ପ୍ରଥମ ମୁସ୍‌ଲମାନ ଅଭିନେତା। ଓସ୍କାର ଦୌଡ଼ରେ ସାମିଲ ହେବାରେ ସେ ମୁସଲମାନ ସଂପ୍ରଦାୟର ପ୍ରଥମ ଅଭିନେତା ହୋଇଥିବାରୁ ଏହା ତାଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି । ରିଜ୍‌ଙ୍କ ନାମ ଓସ୍କାର ମନୋନୟନ ତାଲିକାରେ ଆସିବା ପରେ ସେ ଟ୍ବିଟ୍‌ରରେ ଟ୍ରେଣ୍ଡ୍‌ ହେବାରେ ଲାଗିଛନ୍ତି। ତାଙ୍କ ପାଇଁ ଏବେ ସମସ୍ତେ ଗର୍ବିତ ଅନୁଭବ କରୁଛନ୍ତି। ସେContinue reading “ଶ୍ରେ‌ଷ୍ଠ ଅଭିନେତା ଭାବେ ଓସ୍କାର ଦୌଡ଼ରେ ପ୍ରଥମ ମୁସଲମାନ୍ ଅଭିନେତା ଭାବେ ସାମିଲ ହେଲେ ରିଜ୍‌ ଅହମ୍ମଦ”

ଖୁସିରେ ନାଚୁ ନାଚୁ ବଦଳିଗଲା ଭାଗ୍ୟ । ତିନି ମିନିଟର ନାଚ ପାଇଁ ରାତାରାତି ହୋଇଗଲେ ଷ୍ଟାର । ଅଟୋ ଚାଳକଙ୍କୁ ମିଳିଲା ଦୁଇ ଦୁଇଟି ସିନେମାର ଅଫର ।

କନକ ବ୍ୟୁରୋ: ଖୁସିରେ ନାଚୁ ନାଚୁ ବଦଳିଗଲା ଭାଗ୍ୟ । ଭାଇରାଲ ଭିଡିଓ ପାଇଁ ରାତାରାତି ହୋଇଗଲେ ଷ୍ଟାର । ଆଉ ଅଟୋ ଚାଳକଙ୍କୁ ମିଳିଲା ଫିଲ୍ମ ଅଫର । କଥାଟା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କାହାଣୀ କିନ୍ତୁ ପୂରା ସତ । ଜଣେ ଅଟୋ ଡ୍ରାଇଭରଙ୍କ ଡ୍ୟାନ୍ସ ସୋସିଆଲ ମିଡିଆରେ ଏତେ ଭାଇରାଲ ହେଲା ଯେ, ତାଙ୍କ ନାଚ ଦେଖି ସମସ୍ତେ ଝୁମିଲେ । ବିନା ଶିକ୍ଷାରେ ତାଳ ସହ ତାଳ ଦେଇContinue reading “ଖୁସିରେ ନାଚୁ ନାଚୁ ବଦଳିଗଲା ଭାଗ୍ୟ । ତିନି ମିନିଟର ନାଚ ପାଇଁ ରାତାରାତି ହୋଇଗଲେ ଷ୍ଟାର । ଅଟୋ ଚାଳକଙ୍କୁ ମିଳିଲା ଦୁଇ ଦୁଇଟି ସିନେମାର ଅଫର ।”

Design a site like this with WordPress.com
Get started