କନକ ବ୍ୟୁରୋ : ପଶୁ-ମଣିଷ ମଧ୍ୟରେ ଅନାବିଳ ସ୍ନେହ । ପାଳିତ ମାଆର ମମତାରେ ପାଗଳ ଜଙ୍ଗଲୀ ଜନ୍ତୁ । ନାଁ ଧରି ଡାକିଲେ ଜଙ୍ଗଲ ଭିତରୁ ଧାଇଁ ଆସିଲା । ୯ ଦିନ ଧରି ଜଙ୍ଗଲରେ ରହିବା ପରେ ପାଳିତା ମାଆର କୋଳକୁ ଫେରି ଆସିଛି ଜଙ୍ଗଲୀ ବାରହା । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ବିମଳା ରେଂଜ ଅଂଚଳରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା । ମଣିଷ ହେଉ ବା ପଶୁ,Continue reading “ମଣିଷ ପ୍ରେମରେ ବନ୍ଧା ଜଙ୍ଗଲୀ ଜନ୍ତୁ । ନାଁ ଧରି ଡାକିଲେ ଜଙ୍ଗଲ ଭିତରୁ ଧାଇଁ ଆସୁଛି ବାରହା, ଦେଖନ୍ତୁ ପଶୁ-ମଣିଷର ଅନାବିଳ ସ୍ନେହର କାହାଣୀ ।”
Author Archives: Raghaba
କୁସ୍ତିଯୁଦ୍ଧର ଫାଇନାଲ ମ୍ୟାଚ ହାରିବା ପରେ ଆତ୍ମହତ୍ୟା କଲେ ବବିତା ଫୋଗଟଙ୍କ ଭଉଣୀ । ଜାଣନ୍ତୁ କ’ଣ ଥିଲା ପୁରା କାହାଣୀ
କନକ ବ୍ୟୁରୋ : ଖେଳ ଜଗତରୁ ଏକ ହୃଦୟ ବିଦାରକ ଖବର ଆସିଛି । କୁସ୍ତିଯୁଦ୍ଧର ଫାଇନାଲ ମ୍ୟାଚ ହାରିବା ପରେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ରିତୀକା (ରିତୀକା ବବିତା ଫୋଗଟ ଓ ରୀତା ଫୋଗଟଙ୍କର ଭଉଣୀ) ଆତ୍ମହତ୍ୟା କରିଛନ୍ତି । ସେ ସୋମବାର ଦିନ ନିଜ ଗାଁ ବଲାଲୀ ଠାରେ ଗଳାରେ ନିଜର ଓଢଣୀ ବାନ୍ଧି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଗଣମାଧ୍ୟମର ସୂଚନା ମୁତାବକ କୁସ୍ତିଯୋଦ୍ଧା ରିତୀକା ୧୨ ରୁ ୧୪ ମାର୍ଚ୍ଚContinue reading “କୁସ୍ତିଯୁଦ୍ଧର ଫାଇନାଲ ମ୍ୟାଚ ହାରିବା ପରେ ଆତ୍ମହତ୍ୟା କଲେ ବବିତା ଫୋଗଟଙ୍କ ଭଉଣୀ । ଜାଣନ୍ତୁ କ’ଣ ଥିଲା ପୁରା କାହାଣୀ”
ଭାରତରେ ଉପଲବ୍ଧ କରୋନା ଟିକା କେତେ ସୁରକ୍ଷିତ ଓ କେତେ ପ୍ରଭାବୀ ? ଅଶ୍ୱିନୀ ସ୍ୱାସ୍ଥ୍ୟ ସମ୍ମିଳନୀରେ ବିଶଦ ଭାବେ ଆଲୋଚନା କଲେ ରାଜ୍ୟର ପ୍ରମୁଖ ପ୍ରଶାସନିକ କର୍ମକର୍ତ୍ତା, ଡାକ୍ତର ଓ ଗଣମାଧ୍ୟମ ପ୍ରତିନିଧି ।
କନକ ବ୍ୟୁରୋ : ଗୋଟିଏ ପଟେ ଦେଶରେ ବଢ଼ୁଛି କୋଭିଡ଼ ସଂକ୍ରମଣ । ଅନ୍ୟପଟେ କରୋନା ଓ ଟିକାକୁ ନେଇ ଏବେ ମଧ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି । ସେହିପରି ଭାରତରେ ଉପଲବ୍ଧ ଟିକା କେତେ ସୁରକ୍ଷିତ ଓ କେତେ ପ୍ରଭାବୀ ସେ ସମ୍ପର୍କରେ ଲୋକଙ୍କ ପାଖରେ ସଠିକ ତଥ୍ୟ ନାହିଁ । ଏଭଳି ପ୍ରସଙ୍ଗରେ ଅଶ୍ୱିନୀ ହସ୍ପିଟାଲର ସ୍ୱାସ୍ଥ୍ୟ ସମ୍ମିଳନୀରେ ବିଶଦ ଭାବେ ଆଲୋଚନା କରିଥିଲେ ରାଜ୍ୟର ପ୍ରମୁଖ ପ୍ରଶାସନିକ କର୍ମକର୍ତ୍ତା, ଡାକ୍ତରContinue reading “ଭାରତରେ ଉପଲବ୍ଧ କରୋନା ଟିକା କେତେ ସୁରକ୍ଷିତ ଓ କେତେ ପ୍ରଭାବୀ ? ଅଶ୍ୱିନୀ ସ୍ୱାସ୍ଥ୍ୟ ସମ୍ମିଳନୀରେ ବିଶଦ ଭାବେ ଆଲୋଚନା କଲେ ରାଜ୍ୟର ପ୍ରମୁଖ ପ୍ରଶାସନିକ କର୍ମକର୍ତ୍ତା, ଡାକ୍ତର ଓ ଗଣମାଧ୍ୟମ ପ୍ରତିନିଧି ।”
ଭୁବନେଶ୍ୱର ନୟାପଲ୍ଲୀରେ ଭଡାଟିଆଙ୍କୁ ଆକ୍ରମଣ ଘଟଣା । ୧୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ । ଡିସିପି କହିଲେ, ଏତଲାରେ ଥିବା ସମସ୍ତ ବ୍ୟକ୍ତି ହେବେ ତଦନ୍ତ ପରିସର ଭୁକ୍ତ ।
କନକ ବ୍ୟୁରୋ : ଭଡାଟିଆଙ୍କ ଘରେ ମରଣାନ୍ତକ ଆକ୍ରମଣ ଓ ଭଙ୍ଗାରୁଜା ମାମଲାରେ ୧୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ପୁଲିସ ହାବିଲଦାର ରହିଛନ୍ତି । ପିସିଆର ଭ୍ୟାନ ଡ୍ରାଇଭର କମିଶନରେଟ୍ ପୁଲିସର ହାବିଲଦାର ଘଟଣାସ୍ଥଳରେ ଉପସ୍ଥିତ ଥାଇ ବି ପୁଲିସକୁ ଖବର ଦେଇନଥିଲେ । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି ନୟାପଲ୍ଲୀ ଥାନା ପୁଲିସ । ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୯୫ ଓ ୪୫୦ରେ ମାମଲାContinue reading “ଭୁବନେଶ୍ୱର ନୟାପଲ୍ଲୀରେ ଭଡାଟିଆଙ୍କୁ ଆକ୍ରମଣ ଘଟଣା । ୧୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ । ଡିସିପି କହିଲେ, ଏତଲାରେ ଥିବା ସମସ୍ତ ବ୍ୟକ୍ତି ହେବେ ତଦନ୍ତ ପରିସର ଭୁକ୍ତ ।”
ଲେଖକଙ୍କ ବହି ପଢୁ ପଢୁ ନିଜେ ପାଲଟିଗଲେ ଲେଖକ । ୧୮ ବର୍ଷିୟ ସୁଦିପ୍ତଙ୍କ ବହିରେ ବ୍ୟବସାୟର ସରଳ ସୂତ୍ର । ଚର୍ଚ୍ଚାରେ ବଲାଙ୍ଗୀରର ବିଶ୍ୱର ସର୍ବ କନିଷ୍ଠ ଲେଖକ ।
କନକ ବ୍ୟୁରୋ: ପାଠ ପଢିବି କିନ୍ତୁ ଚାକିରି କରିବିନି । ପାଠ ପଢି ମୁଁ ବିଜନେସ ମ୍ୟାନ ହେବି । ସମସ୍ତଙ୍କ ଠାରୁ କିଛି ଭିନ୍ନ କରିବାର ଲକ୍ଷ୍ୟ ରଖି ପିଲାବେଳୁ ବ୍ୟବସାୟ ଭିତିକ ବହି ପଢିଆସୁଛନ୍ତି ସେ । କମ ବୟସରୁ ବ୍ୟବସାୟ ମନସ୍କ ହୋଇ ବିଭିନ୍ନ ଲେଖକଙ୍କ ବହି ପଢୁଥିବା ସୁଦିପ୍ତ ଯେ ଦିନେ ନିଜେ ଗୋଟେ ବହି ଲେଖିଦେବେ ତାହା ସେ କେବେ କଳ୍ପନା କରିନଥିଲା । ଆଉ ସେହି ବହି ପୁଣିContinue reading “ଲେଖକଙ୍କ ବହି ପଢୁ ପଢୁ ନିଜେ ପାଲଟିଗଲେ ଲେଖକ । ୧୮ ବର୍ଷିୟ ସୁଦିପ୍ତଙ୍କ ବହିରେ ବ୍ୟବସାୟର ସରଳ ସୂତ୍ର । ଚର୍ଚ୍ଚାରେ ବଲାଙ୍ଗୀରର ବିଶ୍ୱର ସର୍ବ କନିଷ୍ଠ ଲେଖକ ।”
କଥା ୧୯୮୮ ମସିହାର… ଯେବେ ଭାରତୀୟ କ୍ରିକେଟ ଟିମରେ ଡେବ୍ୟୁ କରିଥିଲେ ନରେନ୍ଦ୍ର ହିରୱାନୀ । ପ୍ରଥମ ମ୍ୟାଚରେ ହାସଲ କରିଥିଲେ ୧୬ ୱିକେଟ । ତାପରେ ଶେଷ ହୋଇଯାଇଥିଲା କ୍ୟାରିୟର ।
କନକ ବ୍ୟୁରୋ : ନିଜ ଡେବ୍ୟୁ ମ୍ୟାଚରେ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଗୋଟିଏ ଟେଷ୍ଟ ମ୍ୟାଚରେ ୧୬ ୱିକେଟ ନେଇ ସାରା ବିଶ୍ୱ କ୍ରିକେଟକୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଏହି ଭାରତୀୟ କ୍ରିକେଟର । ନିଜ କ୍ୟାରିୟର ଆରମ୍ଭରୁ ଏଭଳି ପ୍ରଦର୍ଶନ ତାଙ୍କ ଭବିଷ୍ୟତକୁ ଉଜ୍ଜଳ ରାସ୍ତା ଦେଖାଇଥିଲା । ହେଲେ ସାଥ ଦେଲାନି ଭାଗ୍ୟ । ଡେବ୍ୟୁ ମ୍ୟାଚରେ ତାଙ୍କ ରେକର୍ଡ ପରେ ପୂରା ଫ୍ଲପ ହୋଇଯାଇଥିଲେ ପୂର୍ବତନ ଭାରତୀୟ କ୍ରିକେଟର ନରେନ୍ଦ୍ର ହିରୱାନୀ ।Continue reading “କଥା ୧୯୮୮ ମସିହାର… ଯେବେ ଭାରତୀୟ କ୍ରିକେଟ ଟିମରେ ଡେବ୍ୟୁ କରିଥିଲେ ନରେନ୍ଦ୍ର ହିରୱାନୀ । ପ୍ରଥମ ମ୍ୟାଚରେ ହାସଲ କରିଥିଲେ ୧୬ ୱିକେଟ । ତାପରେ ଶେଷ ହୋଇଯାଇଥିଲା କ୍ୟାରିୟର ।”
କରୋନା ସଙ୍କଟକୁ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୋଦି । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ।
କନକ ବ୍ୟୁରୋ : ଦେଶର ବିଭିନ୍ନ ରାଜ୍ୟରେ ପୁଣି କରୋନାର ଦ୍ୱିତୀୟ ଲହର ଦେଖାଦେଇଛି । ମହାରାଷ୍ଟ୍ର ଓ ଗୁଜରାଟର ସୁରଟ ସମେତ କିଛି ସହରରେ ଆଜିଠାରୁ ନାଇଟକର୍ଫ୍ୟୁ ଜାରି ହୋଇଛି । କରୋନା ସଙ୍କଟ ଭିତରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ଟେଷ୍ଟିଂ ବଢାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ବିଶେଷକରି ଟେଷ୍ଟିଙ୍ଗ, ଟ୍ରାକିଙ୍ଗ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେଇଛନ୍ତି ନରେନ୍ଦ୍ର ମୋଦିContinue reading “କରୋନା ସଙ୍କଟକୁ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୋଦି । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ।”
ଆଜି ବି ପାଣି ପାଇଁ ଲଟେରି । କାଲି କନକ ନ୍ୟୁଜରେ ପ୍ରତିଶ୍ରୁତି ଦେଇଥିଲେ ବିଜେଡି ମୁଖପାତ୍ର । କହିଥିଲେ, ରାତି ପାହିଲେ ହୋଇଯିବ ସମସ୍ୟାର ସମାଧାନ ।
କନକ ବ୍ୟୁରୋ: ଖରା ବଢୁଛି, ଜଳ କଷ୍ଟ ବି ବଢୁଛି । ସାରା ରାଜ୍ୟରୁ ପାଣି ସମସ୍ୟା ସଂପର୍କୀତ ଖବର ଆସୁଛି । ଏହିକ୍ରମରେ ଗଂଜାମ ଜିଲ୍ଲା ଛତ୍ରପୁରରୁ ଆସିଥିଲା ଏକ ଅଜବ ଚିତ୍ର । ଗତକାଲି ମନୋରଂଜନ ମିଶ୍ର ଲାଇଭ କାର୍ଯ୍ୟକ୍ରମରେ ପାଣି ପାଇଁ ଲଟେରି ହେଉଥିବା ଖବର ନେଇ ବିତର୍କ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି ମୁଖପାତ୍ର ତମ୍ବୁନାଥ ପଣ୍ଡା ସାମିଲ ହୋଇ ଜଳକଷ୍ଟ ଦୂର ହୋଇଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେContinue reading “ଆଜି ବି ପାଣି ପାଇଁ ଲଟେରି । କାଲି କନକ ନ୍ୟୁଜରେ ପ୍ରତିଶ୍ରୁତି ଦେଇଥିଲେ ବିଜେଡି ମୁଖପାତ୍ର । କହିଥିଲେ, ରାତି ପାହିଲେ ହୋଇଯିବ ସମସ୍ୟାର ସମାଧାନ ।”
ଝାଡଗ୍ରାମ ରାଲିରେ ମମତା ବାନାର୍ଜୀଙ୍କ ବଡ ଘୋଷଣା । କହିଲେ ପୁରା ରାଜ୍ୟରେ ଦିଆଯିବ ମାଗଣା କରୋନା ଟିକା
କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ କ୍ଷମତା ଲଢେଇ ଜାରି ରହିଛି । ବିଜେପି ହେଉ କି ଟିଏମସି ସବୁ ରାଜନୈତିକ ଦଳମାନେ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ବଡ ବଡ ପ୍ରତିଶୃତି ଦେବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ଝାଡଗ୍ରାମରେ ଏକ ବିରାଟ ରାଲିକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ରାଜ୍ୟସରକାରଙ୍କ ତରଫରୁContinue reading “ଝାଡଗ୍ରାମ ରାଲିରେ ମମତା ବାନାର୍ଜୀଙ୍କ ବଡ ଘୋଷଣା । କହିଲେ ପୁରା ରାଜ୍ୟରେ ଦିଆଯିବ ମାଗଣା କରୋନା ଟିକା”
ଏଟିଏମ୍ କର୍ମଚାରୀଙ୍କ ଠାରୁ ଲୁଟ୍ : ବନ୍ଧୁକ ଦେଖାଇ ୨୧ ଲକ୍ଷ ଟଙ୍କା ଝାଂପି ନେଲେ ଦୁର୍ବୃତ୍ତ
କନକ ବ୍ୟୁରୋ : ମାତିଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ଲୁଟି ନେଲେ ଟଙ୍କା ବ୍ୟାଗ । ବନ୍ଧୁକ ମୁନରେ ଲୁଟିନେଲେ ୨୧ ଲକ୍ଷ ଟଙ୍କା । ଏଟିଏମରେ ଭର୍ତ୍ତି ପାଇଁ ଟଙ୍କା ଧରି ଯିବା ବେଳେ ଲୁଟ । ସୁବର୍ଣ୍ଣପୁର ଧର୍ମଶାଳା ଫାଣ୍ଡିରୁ ଦେଢ଼ କିଲୋମିଟର ଦୂର ବାଘଲପୁର ଗାଁ ନିକଟରେ ଘଟିଛି ଏହି ଘଟଣା । ବରୋଦା ବ୍ୟାଙ୍କରୁ ସୁଧାଂଶୁ ପଧାନ ଓ ସୁନିଲ ମହାରଣା ୨୧ ଲକ୍ଷ ଟଙ୍କା ଧରି ଉଲୁଣ୍ଡା ଏଟିଏମ୍କୁContinue reading “ଏଟିଏମ୍ କର୍ମଚାରୀଙ୍କ ଠାରୁ ଲୁଟ୍ : ବନ୍ଧୁକ ଦେଖାଇ ୨୧ ଲକ୍ଷ ଟଙ୍କା ଝାଂପି ନେଲେ ଦୁର୍ବୃତ୍ତ”