କନକ ବ୍ୟୁରୋ : ଆଜି ବି ଅଚଳ ବିଧାନସଭା । ୫ ଦିନ ହେଲା ମଣ୍ଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରୁଛନ୍ତି ବିରୋଧୀ । ହଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି । ଆଜି ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବା ଘୋଷଣା କରାଯାଇଛି । ଏପଟେ ଧାନମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବେପାରୀ ମାନଙ୍କ ଧାନ କିଣିବା ପାଇଁ ସରକାରContinue reading “ଧାନ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା : ବେପାରୀମାନଙ୍କ ଧାନ କିଣିବା ପାଇଁ ସରକାର ଇଚ୍ଛୁକ ନୁହଁନ୍ତି”
Author Archives: Raghaba
ଭୁବନେଶ୍ୱର ଉପକଣ୍ଠରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ : ବାଲିଅନ୍ତା ଥାନାରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ
କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଂଚଳରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ୫ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟଣାରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ବାଲିଅନ୍ତା ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି । ୨୦୧୯ ଡିସେମ୍ବର ମାସରେ ସୁବିର ମୁଦୁଲିଙ୍କୁ ବିବାହ କରିଥିଲେ ନୟାଗଡର ସୁଚିସ୍ମିତା ସାହୁ । ଉଭୟ ଉଚ୍ଚଶିକ୍ଷିତ । ପାହଳରେ ସ୍ୱାମୀ ସୁବିରଙ୍କ ସହ ରହୁଥିଲେ ସୁଚିସ୍ମିତା । ଗତକାଲି ଉଭୟଙ୍କContinue reading “ଭୁବନେଶ୍ୱର ଉପକଣ୍ଠରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ : ବାଲିଅନ୍ତା ଥାନାରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ”
ସମାନ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ : ପୁଣି ଶାସକ-ବିରୋଧୀ ମୁହାଁମୁହିଁ ; ଗୃହ ୪ ଟା ଯାଏଁ ମୁଲତବୀ
କନକ ବ୍ୟୁରୋ : ଲଗାତାର ୫ ଦିନ ପାଇଁ ବିଧାନସଭାରେ ସମାନ ସ୍ଥିତି ଜାରି ରହିଛି । ବିଧାନସଭାରେ ଉଭୟ ଶାସକ-ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ଓ ଶାସକ ଦଳ ହଟ୍ଟଗୋଳ କରିଥିଲେ । ବିରୋଧୀ ଦଳ ପକ୍ଷରୁ ମଣ୍ଡି ଅବ୍ୟବସ୍ଥାକୁ ଗୃହର ମଧ୍ୟଭାଗରେ ଜୋରଦାର ହଟ୍ଟଗୋଳ କରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ ପାଇଁContinue reading “ସମାନ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ : ପୁଣି ଶାସକ-ବିରୋଧୀ ମୁହାଁମୁହିଁ ; ଗୃହ ୪ ଟା ଯାଏଁ ମୁଲତବୀ”
ଭାରତୀୟ ବାୟୁସେନାର ଏମଆଇଜି-୨୧ ବାଇସନ୍ ବିମାନ ଦୁର୍ଘଟଣାଗ୍ରସ୍ତ । ଗ୍ରୁପ କ୍ୟାପଟେନଙ୍କ ମୃତ୍ୟୁ
କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଏକ ଏମଆଇଜି-୨୧ ବାଇସନ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ୍ ଏ. ଗୁପ୍ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । A MiG-21 Bison aircraft of IAF was involved in a fatal accident this morning, while taking off for a combat training mission at an airbase in central India. — Indian Air ForceContinue reading “ଭାରତୀୟ ବାୟୁସେନାର ଏମଆଇଜି-୨୧ ବାଇସନ୍ ବିମାନ ଦୁର୍ଘଟଣାଗ୍ରସ୍ତ । ଗ୍ରୁପ କ୍ୟାପଟେନଙ୍କ ମୃତ୍ୟୁ”
ମଣିଷ ସ୍ନେହରେ ବନ୍ଧା ଜଙ୍ଗଲୀ ଜନ୍ତୁ : ୧୦ ମାସ ଧରି ବାରହା ପାଳିଥିଲେ ତେଲକୋଇ ପୁରୁଷୋତମପୁରର କୁନ୍ତଳା; ଦେଇଥିଲେ ମା’ର ସ୍ନେହ
କନକ ବ୍ୟୁରୋ : ପଶୁ-ମଣିଷ ମଧ୍ୟରେ ଅନାବିଳ ସ୍ନେହ । ପାଳିତ ମାଆର ମମାତାରେ ପାଗଳ ଜଙ୍ଗଲୀ ଜନ୍ତୁ । ନାଁ ଧରି ଡାକିଲେ ଜଙ୍ଗଲ ଭିତରୁ ଧାଇଁ ଆସୁଛି, ଖାଦ୍ୟ ଖାଇ ପୁଣି ଜଙ୍ଗଲ ଭିତରକୁ ଚାଲି ଯାଉଛି । ଏପଟେ ଏହି ବାରାହାକୁ ପାଳିଥିବା ମହିଳା ପାଗେଳି ଭଳି ଜଙ୍ଗଲ ଭିତରେ ତା ନାଁ ଧରି ଡାକ ଦେଉଛନ୍ତି । ଏ ଘଟଣା କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଂଚଳ ଅନ୍ତର୍ଗତ ବିମଳା ରେଂଜ ଅଂଚଳରContinue reading “ମଣିଷ ସ୍ନେହରେ ବନ୍ଧା ଜଙ୍ଗଲୀ ଜନ୍ତୁ : ୧୦ ମାସ ଧରି ବାରହା ପାଳିଥିଲେ ତେଲକୋଇ ପୁରୁଷୋତମପୁରର କୁନ୍ତଳା; ଦେଇଥିଲେ ମା’ର ସ୍ନେହ”
ପିପିଲି ଉପନିର୍ବାଚନ: CEOଙ୍କ ସାମ୍ବାଦିକ ସମ୍ମିଳନୀ । ନାମାଙ୍କନ ବେଳେ ପ୍ରାର୍ଥୀ ସହ ୨ଟି ଗାଡ଼ିକୁ ଅନୁମତି ।
କନକ ବ୍ୟୁରୋ: ପିପିଲିରେ ଏପ୍ରିଲ ୧୭ରେ ପଡ଼ିବ ଭୋଟ୍, କେମିତି ହେବ ନିର୍ବାଚନ କ’ଣ ରହିବ ଗାଇଡଲାଇନ୍ ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ତେବେ ନାମାଙ୍କନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ଦୁଇଟି ଗାଡ଼ିକୁ ଅନୁମତି ଦିଆଯାଇଛି । ଡୋର ଟୁ ଡୋର କ୍ୟାମ୍ପେନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣ ରହିପାରିବେ । ସବୁଠାରୁ ବଡ଼କଥା ହେଲା କି, ୮୦ ବର୍ଷରୁ ଅଧିକ,Continue reading “ପିପିଲି ଉପନିର୍ବାଚନ: CEOଙ୍କ ସାମ୍ବାଦିକ ସମ୍ମିଳନୀ । ନାମାଙ୍କନ ବେଳେ ପ୍ରାର୍ଥୀ ସହ ୨ଟି ଗାଡ଼ିକୁ ଅନୁମତି । “
ବିଧାନସଭାରେ ଭୁଲ ଓ ଅସତ୍ୟ କହିଥିବାରୁ ମନ୍ତ୍ରୀ କ୍ଷମା ମାଗନ୍ତୁ : ବିଷ୍ଣୁ ସେଠୀ
କନକ ବ୍ୟୁରୋ : ବାରମ୍ବାର ମୁଲତବି ଓ ଗୃହ ଅଚଳ ରହିବା ସହ ବିଜେଡି ବିଧାୟକ ରାଜ୍ୟପାଳଙ୍କୁ ଭେଟିବା ନେଇ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଶାସକ ଦଳ କାହିଁକି ରାଜଭବନ ଯାଇଥିଲେ ସେକଥା ସେ ଜାଣିଥିବେ । ସର୍ବଦଳୀୟ ବୈଠକରେ ମୁଖ୍ୟ ପ୍ରସଙ୍ଗ ଥିଲା ମଣ୍ଡିରୁ ଧାନ ଉଠିଲା ନା ନାହିଁ । ପୂର୍ବରୁ ବିଧାନସଭାରେ ଘୋଷଣା କରିଥିଲେ ଯୋଗ୍ୟ ଚାଷୀଙ୍କ ପାଖରୁ ଧାନ କିଣାଯିବContinue reading “ବିଧାନସଭାରେ ଭୁଲ ଓ ଅସତ୍ୟ କହିଥିବାରୁ ମନ୍ତ୍ରୀ କ୍ଷମା ମାଗନ୍ତୁ : ବିଷ୍ଣୁ ସେଠୀ”
ରାଜ୍ୟରେ ୮୨ ନୂଆ ଆକ୍ରାନ୍ତ ଚିହ୍ନଟ : ସଙ୍ଗରୋଧରୁ ୪୮, ସ୍ଥାନୀୟ ଅଞ୍ଚଳରୁ ୩୪; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୪୦୫ରେ ପହଞ୍ଚିଲାଣି
କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୮ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ୮ ହଜାର ୪୦୫ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୫ ହଜାର ୭୯୬ ଜଣ ଓ ଏବେ ବିContinue reading “ରାଜ୍ୟରେ ୮୨ ନୂଆ ଆକ୍ରାନ୍ତ ଚିହ୍ନଟ : ସଙ୍ଗରୋଧରୁ ୪୮, ସ୍ଥାନୀୟ ଅଞ୍ଚଳରୁ ୩୪; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୪୦୫ରେ ପହଞ୍ଚିଲାଣି”
ବିଜେପି ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଡ଼ି ବସିଛି ବଜେଡ଼ି : ପ୍ରଥମେ ଗୃହରେ ହଙ୍ଗାମା କରିବା ପରେ ଦଳର ରାଜଭବନ ରାଲି; ରାଜ୍ୟପାଳଙ୍କୁ ଦେଲେ ଦାବିପତ୍ର
କନକ ବ୍ୟୁରୋ : ଆଜି ବି ଅଚଳ ବିଧାନସଭା । ୫ ଦିନ ହେଲା ମଣ୍ଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରୁଛନ୍ତି ବିରୋଧୀ । ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି । ଆଜି ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ବିରୋଧୀ ମଣ୍ଡି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କରୁଛନ୍ତି ବିଜେଡି ବିଧାୟକ ।Continue reading “ବିଜେପି ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଡ଼ି ବସିଛି ବଜେଡ଼ି : ପ୍ରଥମେ ଗୃହରେ ହଙ୍ଗାମା କରିବା ପରେ ଦଳର ରାଜଭବନ ରାଲି; ରାଜ୍ୟପାଳଙ୍କୁ ଦେଲେ ଦାବିପତ୍ର”
ଦେଶର କରୋନା ମିଟର : ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଯାଉଛି ସତର୍କତାମୂଳକ ପଦକ୍ଷେପ; କେଉଁଠି ହେଉଛି ଲକଡାଉନ୍ , ଆଉ କେଉଁଠି ନାଇଟ୍ କର୍ଫ୍ୟୁ
କନକ ବ୍ୟୁରୋ : ଅଚାନକ ଦେଶରେ ବଢିଚାଲିଛି କରୋନାର ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ୨୮ ହଜାର ୯୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୧୮୮ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୩୮ ହଜାର ୭୩୪ରେ ପହଂଚିଛି । ସେହିପରି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୪୪ ହୋଇଛି । ତେବେ ସକ୍ରିୟContinue reading “ଦେଶର କରୋନା ମିଟର : ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଯାଉଛି ସତର୍କତାମୂଳକ ପଦକ୍ଷେପ; କେଉଁଠି ହେଉଛି ଲକଡାଉନ୍ , ଆଉ କେଉଁଠି ନାଇଟ୍ କର୍ଫ୍ୟୁ”