ଅସମାପ୍ତ ରହିଲା ସର୍ବଦଳୀୟ ବୈଠକ : ସରକାର ବିରୋଧୀଙ୍କ ମଧ୍ୟରେ ହୋଇପାରିଲାନି ସହମତି

କନକ ବ୍ୟୁରୋ : ଗୃହରେ ଅଚଳାବସ୍ଥା ଦୂର କରିବା ପାଇଁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ଅସମାପ୍ତ ରହିଛି । ଉଭୟ ବିଜେଡି ଓ ବିଜେପି ନିଜ ନିଜ ଜିଦରେ ଅଡିବସିବାରୁ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସର୍ବଦଳୀୟ ବୈଠକରେ ବିଜେଡି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ନମାଗିଲେ ଗୃହ ଚାଲିବ ନାହିଁ ବୋଲି ଜିଦ ଧରିଥିଲେ । ଏହାପରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାର ପ୍ରଶ୍ନ ଉଠିନାହିଁ କହି ବୈଠକରୁContinue reading “ଅସମାପ୍ତ ରହିଲା ସର୍ବଦଳୀୟ ବୈଠକ : ସରକାର ବିରୋଧୀଙ୍କ ମଧ୍ୟରେ ହୋଇପାରିଲାନି ସହମତି”

ଲୋକାୟୁକ୍ତରେ ମାସ୍କ ଓ ପିପିଇ କିଟ ଦୁର୍ନୀତି ମାମଲାର ପ୍ରାଥମିକ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ । ପ୍ରାଥମିକ ରିପୋର୍ଟକୁ ଅନୁଧ୍ୟାନ କରିବେ ୩ଜଣିଆ ଖଣ୍ଡପୀଠ ।

କନକ ବ୍ୟୁରୋ: ମାସ୍କ ଓ ପିପିିଇ କିଟ୍ କିଣା ଦୁର୍ନୀତି ପ୍ରସଙ୍ଗ । ଲୋକୟୁକ୍ତଙ୍କ ନିର୍ଦ୍ଦେଶରେ ପ୍ରାଥମିକ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ । ରିପୋର୍ଟକୁ ତର୍ଜମା ପରେ ଆସନ୍ତା ମାର୍ଚ୍ଚ ୨୬ରେ ହେବ ପରବର୍ତ୍ତୀ ଶୁଣାଣି । ଲୋକାୟୁକ୍ତଙ୍କ ୩ ଜଣିଆ ଖଣ୍ଡପୀଠ ରିପୋର୍ଟକୁ ଅନୁଧ୍ୟାନ କରି ଶୁଣାଣି କରିବେ । ମାସ୍କ ଓ ପିପିିଇ କିଟ୍ କିଣା ଦୁର୍ନୀତିକୁ ନେଇ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀ ଓ କଂଗ୍ରେସ ନେତା ସୁଦର୍ଶନContinue reading “ଲୋକାୟୁକ୍ତରେ ମାସ୍କ ଓ ପିପିଇ କିଟ ଦୁର୍ନୀତି ମାମଲାର ପ୍ରାଥମିକ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ । ପ୍ରାଥମିକ ରିପୋର୍ଟକୁ ଅନୁଧ୍ୟାନ କରିବେ ୩ଜଣିଆ ଖଣ୍ଡପୀଠ ।”

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ : କେହି ନଥିବା ବେଳେ ଘରେ ପଶି ଜୋର ଜବରଦସ୍ତ କରୁଥିଲା ଦୁର୍ବୃତ୍ତ

କନକ ବ୍ୟୁରୋ : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ବଂଚିବା ପାଇଁ ସଂଘର୍ଷ କରୁଛି ପୀଡିତା । ଏଭଳି ଏକ ଲଜ୍ଜାଜନକ ଖବର ଆସିଛି ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରୁ । ଅଭିଯୋଗ ଅନୁସାରେ ଜଣେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ୧୪ ବର୍ଷର ନାବାଳିକାକୁ ତାଙ୍କ ଗାଁର ଅଭୟ ଭୁୟାଁ ନାମକ ଯୁବକ ଅଶ୍ଳୀଳ ଇଙ୍ଗିତ କରି ଆସୁଥିଲା । ଗତ ରବିବାର ଘରେ କେହି ନଥିବାରContinue reading “ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ : କେହି ନଥିବା ବେଳେ ଘରେ ପଶି ଜୋର ଜବରଦସ୍ତ କରୁଥିଲା ଦୁର୍ବୃତ୍ତ”

କରୋନା ସମୟରେ ରାଜ୍ୟକୁ ଫେରିଥିଲେ କେତେ ପ୍ରବାସୀ ଶ୍ରମିକ? ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ।

କନକ ବ୍ୟୁରୋ: କରୋନା ସମୟରେ ରାଜ୍ୟକୁ ଫେରିଥିଲେ କେତେଜଣ ପ୍ରବାସୀ ଶ୍ରମିକ ? ବିଧାନସଭାରେ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପ୍ରଶ୍ନ, ଆଉ ସୌମ୍ୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ସେ କହିଛନ୍ତି କି, କରୋନା କାଳରେ ରାଜ୍ୟକୁ ଫେରିଥିଲେ ୧୦ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ । ଗତ ବର୍ଷ ମାର୍ଚ୍ଚ ମାସରୁ ଅକ୍ଟୋବର ମଧ୍ୟରେ ରାଜ୍ୟକୁ ୧୦ ଲକ୍ଷ ୭ହଜାର ୩ଶହ ୩୦ଜଣ ପ୍ରବାସୀ ଫେରିଥିଲେ । ସବୁଠାରୁ ବଡ଼କଥାContinue reading “କରୋନା ସମୟରେ ରାଜ୍ୟକୁ ଫେରିଥିଲେ କେତେ ପ୍ରବାସୀ ଶ୍ରମିକ? ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ।”

ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼ାକ୍ତର ବିଜୟ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା : ରାଜ୍ୟରେ ଟିକାକରଣକୁ ଆହୁରି ବ୍ୟାପକ କରାଯିବ

କନକ ବ୍ୟୁରୋ : ବର୍ତ୍ତମାନ ବୟସ୍କ ଲୋକଙ୍କ ଟିକାକରଣକୁ ଅଗ୍ରାଧିକାର ଦିଆଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଟିକାକରଣକୁ ଆହୁରି ବ୍ୟାପକ କରାଯିବ । ଦୈନିକ ୧ ଲକ୍ଷ ବୟସ୍କ ଲୋକଙ୍କ ଟିକାକରଣ ପାଇଁ ୯୨୭ କେନ୍ଦ୍ରରେ ଟିକାକରଣ କରାଯାଉଛି। ୧ଲକ୍ଷ ୨୭୩ଜଣ ବୟସ୍କ ଲୋକଙ୍କୁ ଟିକା ଦିଆଯାଇଛି । ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ଲୋକଙ୍କୁ ମିଶାଇ ସମୁଦାୟ ୧ଲକ୍ଷ ୨୧ହଜାରContinue reading “ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼ାକ୍ତର ବିଜୟ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା : ରାଜ୍ୟରେ ଟିକାକରଣକୁ ଆହୁରି ବ୍ୟାପକ କରାଯିବ”

ସର୍ବଦଳୀୟ ବୈଠକକୁ କଂଗ୍ରେସର ବର୍ଜନ । କହିଲା, ମଣ୍ଡି ଓ ଚାଷୀ ପ୍ରସଙ୍ଗରେ ଆଲୋଚନା ନକରି ବିଧାୟକ ସାନିଟାଇଜର ପିଇବା ପ୍ରସଙ୍ଗରେ ଚାଲିଛି ଚର୍ଚ୍ଚା । 

କନକ ବ୍ୟୁରୋ: ଗୃହର କାର୍ଯ୍ୟ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡ଼ାକିଛନ୍ତି ବାଚସ୍ପତି । ହେଲେ ବୈଠକରୁ ଓହରି ଆସିଲା କଂଗ୍ରେସ । କହିଲା ମଣ୍ଡି ଓ ଚାଷୀ ପ୍ରସଙ୍ଗରେ ଆଲୋଚନା ନକରି ବିଧାୟକ ସାନିଟାଇଜ ପିଇବା ପ୍ରସଙ୍ଗରେ ଚାଲିଛି ଚର୍ଚ୍ଚା ଚାଲିଥିବା କହିଥିଲେ ବିଧାୟକ ତାରାବାହିନୀ ପତି । ସରକାରଙ୍କ ଟିଆରପି ଟିଆରପି କମୁଥିବାରୁ ଗୃହ ଚଳାଇ ଦେଉନାହାନ୍ତି ସରକାର ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି । ଆଇନ ଶୃଙ୍ଖଳା,Continue reading “ସର୍ବଦଳୀୟ ବୈଠକକୁ କଂଗ୍ରେସର ବର୍ଜନ । କହିଲା, ମଣ୍ଡି ଓ ଚାଷୀ ପ୍ରସଙ୍ଗରେ ଆଲୋଚନା ନକରି ବିଧାୟକ ସାନିଟାଇଜର ପିଇବା ପ୍ରସଙ୍ଗରେ ଚାଲିଛି ଚର୍ଚ୍ଚା । “

ଏସସିବି ସର୍ଜରୀ ବିଭାଗରେ ଛାତରୁ ଫ୍ୟାନ ଖସିବା ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ମହିଳାଙ୍କ ମୃତ୍ୟୁ

କନକ ବ୍ୟୁରୋ : କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଫ୍ୟାନ ପଡ଼ି ଗୁରୁତର ଆହତ ହୋଇଥିବା ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ଯାଜପୁର ଜିଲ୍ଲା କୃଷ୍ଣନଗର ଗ୍ରାମର ପାର୍ବତୀ ଦାଶ ବୋଲି ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ପାର୍ବତୀ ଦାଶ ଘରେ ପୂଜା କରୁଥିବା ସମୟରେ ଦୀପରୁ ନିଆଁ ଲାଗି ଅଗ୍ନିକାଣ୍ତ ଘଟିଥିଲା। ଏଥିରେ ପାର୍ବତୀ ଆହତ ହୋଇଥିଲେ । ମାର୍ଚ୍ଚ ୫ ତାରିଖରେ ତାଙ୍କୁ ଏସ୍‌ସିବି ମେଡିକାଲକୁ ଚିକିତ୍ସା ପାଇଁContinue reading “ଏସସିବି ସର୍ଜରୀ ବିଭାଗରେ ଛାତରୁ ଫ୍ୟାନ ଖସିବା ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ମହିଳାଙ୍କ ମୃତ୍ୟୁ”

ରାଉରକେଲା ଆଇଜିଏଚକୁ ନେଇ ତେଜିଲା ରାଜନୀତି : ଉଦଘାଟନୀ ଉତ୍ସବକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ ପରେ ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଲେ ଖଣି ମନ୍ତ୍ରୀ

କନକ ବ୍ୟୁରୋ : ରାଉରକେଲା ଆଇଜିଏଚକୁ ନେଇ ତେଜିଲା ରାଜନୀତି । ଏହାକୁ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ କରାଯାଇଥିବାବେଳେ ମେଡିକାଲ କଲେଜ କରାଯାଇନଥିବା ଦର୍ଶାଇ ଆପତ୍ତି କରିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ । ଏଥିରେ ଉଲ୍ଲେଖ କରାଯାଇଛି ଯେ, ୨୦୧୫ , ଏପ୍ରିଲ ୨ତାରିଖରେ ପ୍ରଧାନମନ୍ତ୍ରୀ ରାଉରକେଲା ଗସ୍ତ ସମୟରେ ଘୋଷଣା କରିଥିଲେ । ଇସ୍ପାତ ଜେନେରାଲ ହସ୍ପିଟାଲକୁ ଏକ ମେଡିକାଲ କଲେଜ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲରେ ବିକଶିତ କରିବାContinue reading “ରାଉରକେଲା ଆଇଜିଏଚକୁ ନେଇ ତେଜିଲା ରାଜନୀତି : ଉଦଘାଟନୀ ଉତ୍ସବକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ ପରେ ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଲେ ଖଣି ମନ୍ତ୍ରୀ”

ଲିଙ୍ଗରାଜ ମନ୍ଦିରରେ ଏନଏସଜିର ସୁରକ୍ଷା ଯାଞ୍ଚ । କୌଣସି ବାହ୍ୟ ଆକ୍ରମଣକୁ କେମିତି କରାଯିବ ପ୍ରତିହତ, ରେକି କରୁଛି ସଂସ୍ଥା । 

କନକ ବ୍ୟୁରୋ: ଶ୍ରୀଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଯାଂଚ କଲା ନ୍ୟାସନାଲ ସିକ୍ୟୁରିଟି ଗାର୍ଡ କମାଣ୍ଡୋ । ଏନଏସଜିର ଏକ ୫ଜଣିଆ ଟିମ୍ ମନ୍ଦିରର ଯାଂଚ କରୁଛନ୍ତି । ସୂଚନା ଅନୁସାରେ, ଗତକାଲି ଅପରାହ୍ନ ସମୟରେ ଟିମର ସଦସ୍ୟମାନେ ଏକ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଂଚିଥିଲେ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଯାଂଚ କରାଯାଇଛି । ନ୍ୟାସନାଲ ସିକ୍ୟୁରିଟି ଗାର୍ଡ କମାଣ୍ଡୋ ଆଜି ମନ୍ଦିର ବୁଲି ଦେଖୁଛନ୍ତି । ଏନଏସଜିର ଏକ ୫ଜଣିଆContinue reading “ଲିଙ୍ଗରାଜ ମନ୍ଦିରରେ ଏନଏସଜିର ସୁରକ୍ଷା ଯାଞ୍ଚ । କୌଣସି ବାହ୍ୟ ଆକ୍ରମଣକୁ କେମିତି କରାଯିବ ପ୍ରତିହତ, ରେକି କରୁଛି ସଂସ୍ଥା । “

ବାରମ୍ବାର ମୁଲତବି ପରେ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବାକୁ ବାହାରିବ କି ସମାଧାନର ବାଟ?

କନକ ବ୍ୟୁରୋ :  ୪ ଦିନ ହେବ ବିଧାନସଭାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଚାଲିପାରୁନାହିଁ ଗୃହ । ଉଭୟ ଶାସକ-ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଯେଉଁଥିପାଇଁ ବିଧାନସଭା ବାରମ୍ବାର ମୁଲତବି ହେଉଛି । ଏସବୁକୁ ଦୃଷ୍ଟିରେ ରଖି ଗୃହକାର୍ଯ୍ୟକୁ ସ୍ୱାଭାବିକ କରିବାକୁ ଆଗେଇ ଆସିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବାରମ୍ବାର ଗୃହ ମୁଲତବି ହେବା ଫଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରୁନାହିଁ । ତେଣୁ ଉଭୟ ବିରୋଧୀ ଓContinue reading “ବାରମ୍ବାର ମୁଲତବି ପରେ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବାକୁ ବାହାରିବ କି ସମାଧାନର ବାଟ?”

Design a site like this with WordPress.com
Get started