କରୋନା ନେଇ ସରକାର କରାଇଲେ ସତର୍କ : ଅନ୍ୟାନ୍ୟ ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ଗାଇଡଲାଇନ ଜାରି

କନକ ବ୍ୟୁରୋ : କାୟା ମେଲାଉଛି କରୋନା । ସାରାଦେଶରେ ଯେଉଁଭଳି କରୋନାର ସଂକ୍ରମଣ ବଢି ଚାଲିଛି, ଏହାକୁ ନେଇ ସତର୍କ ହେବାର ବେଳ ଆସିଛି । ଯଦିଓ ଆମ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି, ତଥାପି ସତର୍କ ନହେଲେ ପରିସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ରୂପରେ କରୋନା ଓ ଆମ ସତର୍କତା ନାଁରେContinue reading “କରୋନା ନେଇ ସରକାର କରାଇଲେ ସତର୍କ : ଅନ୍ୟାନ୍ୟ ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ଗାଇଡଲାଇନ ଜାରି”

୨ବର୍ଷ ହେଲା ଦେଶରେ ଛପା ଯାଉ ନାହିଁ ୨ହଜାର ଟଙ୍କିଆ ନୋଟ : ଲୋକସଭାରେ ପ୍ରଶ୍ନର ଉତ୍ତର ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର

କନକ ବ୍ୟୁରୋ : ୨ ବର୍ଷ ହେଲା ଦେଶରେ ୨ହଜାର ଟଙ୍କିଆ ନୋଟ୍ ଛପାଯାଇ ନାହିଁ । ୨୦୧୮ ମାର୍ଚ୍ଚ ୩୦ ସୁଦ୍ଧା ୩ ହଜାର ୩୬୨ ନିୟୁତ ୨ହଜାର ଟଙ୍କିଆ ନୋଟ ଉପଲବ୍ଧ ଥିଲା । ଦେଶରେ ପ୍ରଚଳିତ ମୋଟ ବ୍ୟାଙ୍କ ନୋଟ ମୂଲ୍ୟର ଏହା ୩୭ ଦଶମିକ ୨୬ ପ୍ରତିଶତ ହେବ । ୨୦୨୧ରେ ଏହି ନୋଟ୍ ସଂଖ୍ୟା ୮୬୩ ନିୟୁତ ଖଣ୍ଡ କମିଛି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଦିନContinue reading “୨ବର୍ଷ ହେଲା ଦେଶରେ ଛପା ଯାଉ ନାହିଁ ୨ହଜାର ଟଙ୍କିଆ ନୋଟ : ଲୋକସଭାରେ ପ୍ରଶ୍ନର ଉତ୍ତର ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର”

ବଢିବ ତାତି… ସିଝିବ ଓଡିଶା… ୪୦ ଡିଗ୍ରୀ ଉପରକୁ ଯାଇପାରେ ତାପମାତ୍ରା

 ଦିନର ତାପମାତ୍ରା ବଢ଼ିବ। ଏଥିସହ ଖରାର ପ୍ରକୋପ ବୃଦ୍ଧି ପାଇବ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୪ ଡିଗ୍ରି ବଢ଼ିବାକୁ ଥିବା ବେଳେ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ପରବର୍ତୀ ୪ରୁ ୫ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି ପରିବର୍ତନ ଆସିବ ନାହିଁ। ତେବେ ୨୪ ତାରିଖଠାରୁ ଦିନର ତାପମାତ୍ରା ବଢ଼ିବା ସହ କେତେକ ସ୍ଥାନରେ ୪୦ ଡିଗ୍ରି ଟପିବାର ସମ୍ଭାବନାContinue reading “ବଢିବ ତାତି… ସିଝିବ ଓଡିଶା… ୪୦ ଡିଗ୍ରୀ ଉପରକୁ ଯାଇପାରେ ତାପମାତ୍ରା”

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଆଜି ସୁରକ୍ଷା ଯାଂଚ କରିବ ଏନଏସଜି : ୫ଜଣିଆ ଏନଏସଜି ଟିମକୁ ସହାୟତା କରିବେ କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍

କନକ ବ୍ୟୁରୋ : ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଚାନକ ଆତଙ୍କୀ ଆକ୍ରମଣ ହେଲେ ମନ୍ଦିରକୁ କେମିତି ରକ୍ଷା କରାଯିବ ? ଫସିଥିବା ଭକ୍ତଙ୍କୁ କେମିତି ଉଦ୍ଧାର କରାଯିବ ? ଏନେଇ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ମକଡ୍ରିଲ କରିବେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ କମାଣ୍ଡୋ । ଏଥିପାଇଁ ଏନଏସଜିର ଏକ ୫ଜଣିଆ ଟିମ୍ ଆସି ଭୁବନେଶ୍ୱରରେ ପହଂଚିଛନ୍ତି । ସୂଚନା ଅନୁସାରେ, ଟିମର ସଦସ୍ୟମାନେ ଏକ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି । ଆଜି ପୂର୍ବାହ୍ନରେ ମକଡ୍ରିଲContinue reading “ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଆଜି ସୁରକ୍ଷା ଯାଂଚ କରିବ ଏନଏସଜି : ୫ଜଣିଆ ଏନଏସଜି ଟିମକୁ ସହାୟତା କରିବେ କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍”

କରୋନା ଚିନ୍ତା ବଢ଼ାଉଛି ୮ରାଜ୍ୟ : ବଢ଼ି ଚାଲିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ସ୍ଥିତି ଉଦବେଗଜନକ ହେବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ହ୍ରାସ ପାଉଛି । ୮ଟି ରାଜ୍ୟ ମହାରାଷ୍ଟ୍ର, ତାମିଲନାଡୁ, ପଂଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, କର୍ଣ୍ଣାଟକ ଏବଂ ହରିୟାଣା ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ ହୋଇଛି । ଏହି ୮ଟି ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ଏକ ମାସ ମଧ୍ୟରେ ମହାରାଷ୍ଟ୍ର ପାଖାପାଖି ଅଢ଼େଇ ଲକ୍ଷContinue reading “କରୋନା ଚିନ୍ତା ବଢ଼ାଉଛି ୮ରାଜ୍ୟ : ବଢ଼ି ଚାଲିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା”

ଗୋଟିଏ ଦିନରେ ୧ଲକ୍ଷ ୨୧ ହଜାର ଜଣଙ୍କୁ ଦିଆଗଲା ଟିକା : ସେମାନଙ୍କ ମଧ୍ୟରୁ ଏକ ଲକ୍ଷ ବରିଷ୍ଠ ନାଗରିକ ନେଇଥିବା ସୂଚନା ଦେଲେ ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ

କନକ ବ୍ୟୁରୋ : ରାଜ୍ୟରେ ଗୋଟିଏ ଦିନରେ ଏକ ଲକ୍ଷ ବରିଷ୍ଠ ନାଗରିକ ଟିକା ନେଇଛନ୍ତି । ପ୍ରତିଦିନ ଟିକାକରଣ ପାଇଁ ଏକ ଲକ୍ଷ ଟାର୍ଗେଟ ଥିବାବେଳେ ଏ ସଂଖ୍ୟା ଛୁଇଁବାରେ ସଫଳ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଗତକାଲି ରାଜ୍ୟରେ ମୋଟ ୧ ଲକ୍ଷ ୨୧ ହଜାର ୫୭୨ ଜଣଙ୍କୁ ଟିକା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୧ ଲକ୍ଷContinue reading “ଗୋଟିଏ ଦିନରେ ୧ଲକ୍ଷ ୨୧ ହଜାର ଜଣଙ୍କୁ ଦିଆଗଲା ଟିକା : ସେମାନଙ୍କ ମଧ୍ୟରୁ ଏକ ଲକ୍ଷ ବରିଷ୍ଠ ନାଗରିକ ନେଇଥିବା ସୂଚନା ଦେଲେ ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ”

ଏଣିକି ସୌରଶକ୍ତିରେ ଦୌଡିବ ଟ୍ରେନ୍ । ବର୍ଷକୁ ରେଳବାଇର ବଞ୍ଚିବ ୧୪ କୋଟି ଟଙ୍କା, ଜାଣନ୍ତୁ ଗ୍ରାହକଙ୍କୁ ମିଳିବ କେଉଁ ସୁବିଧା…

ଆସନ୍ତା ଅକ୍ଟୋବର ମାସରୁ ସୌରଶକ୍ତିରେ ଚାଲିବ ଟ୍ରେନ | ଛତିଶଗଡର ରାଜଧାନୀ ରାୟପୁର ଏବଂ ଦୁର୍ଗ ମଧ୍ୟରେ ଏହି ଟ୍ରେନ ଚାଲିବ | ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ୩୧୦ କୋଟି ଟଙ୍କା ବ୍ୟୟରେ ଜାଞ୍ଜଗିରିରେ ୨୧୦ ଏକରରେ ସୌର ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରୁଛି। ସୌର ପ୍ୟାନେଲ ସ୍ଥାପନ ପାଇଁ ସ୍ତମ୍ଭ ନିର୍ମାଣ କରାଯାଇଥିବାବେଳେ କେବୁଲ ଲଗାଇବା କାମ ଆରମ୍ଭ ହେବାକୁ ଯାଉଛି । ମିଳିଥିବା ସୂଚନା ମୁତାବକ ନିର୍ମାଣ ହେବାକୁ ଥିବା ସୌର ପ୍ରକଳ୍ପContinue reading “ଏଣିକି ସୌରଶକ୍ତିରେ ଦୌଡିବ ଟ୍ରେନ୍ । ବର୍ଷକୁ ରେଳବାଇର ବଞ୍ଚିବ ୧୪ କୋଟି ଟଙ୍କା, ଜାଣନ୍ତୁ ଗ୍ରାହକଙ୍କୁ ମିଳିବ କେଉଁ ସୁବିଧା…”

ଦେଶରେ ଉତ୍କଟ ହେଉଛି କରୋନା ସମସ୍ୟା : ନାଗପୁରରେ ୭ ଦିନିଆ ଲକଡାଉନ ପରେ ଅହମ୍ମଦାବାଦରେ ନାଇଟକର୍ଫ୍ୟୁ ଲାଗୁ

କନକ ବ୍ୟୁରୋ : ଦେଶରେ ଉତ୍କଟ ହେଉଛି କରୋନା ସମସ୍ୟା । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ପୁଣି ଥରେ ଲୋକଙ୍କୁ ତାଲାବନ୍ଦ ଭିତରକୁ ଠେଲି ଦେଇଛି । ମହରାଷ୍ଟ୍ରର ନାଗପୁରରେ ପୁଣି ଥରେ ତାଲାବନ୍ଦ ଲାଗୁ ହୋଇଛି । ଜରୁରୀକାଳିନ ସେବାକୁ ଛାଡ଼ି ଦେଲେ ଗୋଟିଏ ସପ୍ତାହ ଧରି ଲକଡାଉନ ରହିବ । ଗୁଜୁରାଟର ଅହମ୍ମଦାବାଦରେ ରାତି ୧୦ଟା ପରେ ରେଷ୍ଟୁରାଣ୍ଟ, ମଲ୍, ସୋ-ରୁମ୍, ପାନ-ଦୋକାନ, ଚା-ଦୋକାନ, ସେଲୁନ୍ ଏବଂ କ୍ଲବ୍ ଆଦି ବନ୍ଦ ରହିବContinue reading “ଦେଶରେ ଉତ୍କଟ ହେଉଛି କରୋନା ସମସ୍ୟା : ନାଗପୁରରେ ୭ ଦିନିଆ ଲକଡାଉନ ପରେ ଅହମ୍ମଦାବାଦରେ ନାଇଟକର୍ଫ୍ୟୁ ଲାଗୁ”

ଆଜି ଭାରତ ଇଂଲଣ୍ଡ ତୃତୀୟ ଟି-୨୦ : ମ୍ୟାଚ ଜିତି ସିରିଜ ଅଗ୍ରଣୀ ଲକ୍ଷ୍ୟ ହାସଲରେ ରହିବ ଟିମ୍ ଇଣ୍ଡିଆ

କନକ ବ୍ୟୁରୋ : ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି-୨୦ ମ୍ୟାଚ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସାରିଛନ୍ତି । ମ୍ୟାଚ ଜିତି ସିରିଜ ଅଗ୍ରଣୀ ଲକ୍ଷ୍ୟ ହାସଲ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ଫଳରେ ଆଉ ଏକ ରୋମାଂଚକ ମ୍ୟାଚ ହେବା ଆଶା କରାଯାଉଛି । ସିରିଜ ଆରମ୍ଭରୁ ଯୁବ ଖେଳାଳିଙ୍କୁ ନେଇ ପରୀକ୍ଷା ନିରୀକ୍ଷା ଚଳାଇଥିବା ଟିମ୍ ଇଣ୍ଡିଆ ଆଜି ମଧ୍ୟ ଯୁବContinue reading “ଆଜି ଭାରତ ଇଂଲଣ୍ଡ ତୃତୀୟ ଟି-୨୦ : ମ୍ୟାଚ ଜିତି ସିରିଜ ଅଗ୍ରଣୀ ଲକ୍ଷ୍ୟ ହାସଲରେ ରହିବ ଟିମ୍ ଇଣ୍ଡିଆ”

ଆଉ କେହି ରହିବେନି ବେରୋଜଗାର । ବେକାରୀଙ୍କୁ ଚାକିରି ଦେବେ ସୋନୁ ସୁଦ । ଲକ୍ଷେ ଲୋକଙ୍କୁ ଚାକିରି ଦେବାକୁ ସୋନୁଙ୍କ ନୂଆ ଅଭିଯାନ

କନକ ବ୍ୟୁରୋ : ସୋନୁ ସୁଦ୍ କେବଳ ଗୋଟିଏ ନାଁ ନୁହେଁ… ଗରିବ ଓ ଅସହାୟ ଲୋକଙ୍କ ପାଇଁ ଜେଣେ ସାକ୍ଷାତ ଦେବତା । ଅସୁବିଧାରେ ପଡି ଥରେ ଡାକିଦେଲେ ଭଗବାନ ଓ… କଲାଭଳି ସୋନୁ ବି ଅନେକ ଅସହାୟଙ୍କ ଦୁଃଖ ବୁଝିଛନ୍ତି । ସେଥି ପାଇଁ ସୋନୁଙ୍କୁ କିଏ ଗରିବଙ୍କ ମସିହା କୁହନ୍ତି ତ, ଆଉ କିଏ ସୋନୁଙ୍କୁ ସଂକଟରେ ପଡିଥିବା ଲୋକଙ୍କ ସଂକଟମୋଚନ ବୋଲି କୁହନ୍ତି । ଏବେ ସୋନୁ ଆଉ ଏକ ନୂଆContinue reading “ଆଉ କେହି ରହିବେନି ବେରୋଜଗାର । ବେକାରୀଙ୍କୁ ଚାକିରି ଦେବେ ସୋନୁ ସୁଦ । ଲକ୍ଷେ ଲୋକଙ୍କୁ ଚାକିରି ଦେବାକୁ ସୋନୁଙ୍କ ନୂଆ ଅଭିଯାନ”

Design a site like this with WordPress.com
Get started