କନକ ବ୍ୟୁରୋ: ବିଧାନସଭାରେ ବିଧାୟକଙ୍କ ସାନିଟାଇଜର ପିଇବା ଘଟଣାରେ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବିଜେଡି ପାନେଲିଷ୍ଟ ଇପ୍ସିସା ସାହୁ କହିଛନ୍ତି, ବିଜେପି ବିଧାୟକ ବିଧାନସଭାରେ ଯେଉଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ସେଥିପାଇଁ ଦଳର ଜଣେ ବରିଷ୍ଠ ନେତ୍ରୀ ମତ ରଖିବା ଉଚିତ ଥିଲା, ଜଣେ କନିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମତ ରଖିଛନ୍ତି । ପିପିଲି ଉପନିର୍ବାଚନର ଟିକେଟ ଆଶାରେ ସେ ନିଜର ମାନସିକ ଭାରସାମ୍ୟ ହରାଇ ବସିଲେଣି । ବିଜେପିର ବରିଷ୍ଠContinue reading “ବିଜେପି ନେତ୍ରୀ ଲେଖାଶ୍ରୀଙ୍କୁ ଟାର୍ଗେଟ କଲା ବିଜେଡି । କହିଲା, ମାନସିକ ଭାରସାମ୍ୟ ହରାଇ ସାରିଲେଣି ଲେଖାଶ୍ରୀ”
Author Archives: Raghaba
ସାନିଟାଇଜର ବିବାଦ ଓ ମଣ୍ଡି ସମସ୍ୟାକୁ ନେଇ ଅଚଳ ବିଧାନସଭା । ବିଜେଡିର ଦାବି, କ୍ଷମା ମାଗନ୍ତୁ ବିଜେପି ବିଧାୟକ ।
କନକ ବ୍ୟୁରୋ: ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା ଘଟଣାରେ ରାଜନୀତି ଜୋର ଧରିଛି । ବିଧାନସଭାରେ ଅଚଳାବସ୍ଥା ଜାରି ରହିବାରୁ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଆଲୋଚନା ହୋଇପାରିନାହିଁ । ଏହି ପ୍ରସଙ୍ଗ ଏବେ ଦଳୀୟ ଫୋରମରେ ବି ପଂହଚିଛି ଆଉ ମୁହାଁମୁହିଁ ହୋଇଛନ୍ତି ବିଜେଡି- ବିଜେପି । ଲଗାତାର ୩ ଦିନ ଧରି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ମଣ୍ଡି ସମସ୍ୟାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଗୃହରେ ବିଧାୟକContinue reading “ସାନିଟାଇଜର ବିବାଦ ଓ ମଣ୍ଡି ସମସ୍ୟାକୁ ନେଇ ଅଚଳ ବିଧାନସଭା । ବିଜେଡିର ଦାବି, କ୍ଷମା ମାଗନ୍ତୁ ବିଜେପି ବିଧାୟକ ।”
ଦେଶରେ ଉପରକୁ ଉଠୁଛି କରୋନା ମିଟର । ଟିକା ନେବା ପାଇଁ କିନ୍ତୁ ଗ୍ରାମାଂଚଳ ଲୋକଙ୍କ ଆଗ୍ରହ କମ୍ । ଲକ୍ଷ୍ୟ ହାସଲ ନେଇ ବଢ଼ୁଛି ସନ୍ଦେହ ।
କନକ ବ୍ୟୁରୋ: ମହାରାଷ୍ଟ୍ର ସସେତ କିଛି ରାଜ୍ୟରେ କରୋନା ପୁଣି କାୟା ମେଲାଉଥିବା ବେଳେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ସହରରେ ଟିକାକରଣ ଏକପ୍ରକାର ଭଲ ଚାଲିଛି, ହେଲେ ଛୋଟ ସହର ଓ ଗ୍ରାମାଂଚଳରେ ଟିକା ନେବା ପାଇଁ ଲୋକଙ୍କ ଆଗ୍ରହ ଦେଖିବାକୁ ମିଳୁନି । ରାୟଗଡ଼ା ଜିଲ୍ଲାରେ ୬୦ ବର୍ଷରୁ ଅଧିକ ଓ ଗୁରୁତର ରୋଗରେ ପୀଡିତ ୪୫-୫୯ ବର୍ଷର ୧ ଲକ୍ଷ ୬ ହଜାର ଲୋକଙ୍କୁ ଟିକା ଦେବା ଲକ୍ଷ୍ୟ ରହିଛି ।Continue reading “ଦେଶରେ ଉପରକୁ ଉଠୁଛି କରୋନା ମିଟର । ଟିକା ନେବା ପାଇଁ କିନ୍ତୁ ଗ୍ରାମାଂଚଳ ଲୋକଙ୍କ ଆଗ୍ରହ କମ୍ । ଲକ୍ଷ୍ୟ ହାସଲ ନେଇ ବଢ଼ୁଛି ସନ୍ଦେହ ।”
ପ୍ରତି ବର୍ଷ ବିଜୁ ଜୟନ୍ତୀକୁ ‘କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ’ ଭାବେ ପାଳନ କରିବ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ । ଦେଶର ଜଣେ ଦକ୍ଷ ପାଇଲଟକୁ କରିବ ସମ୍ମାନିତ ।
କନକ ବ୍ୟୁରୋ: ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳନ କରାଯାଇଛି । ଦେଶର ବିମାନ ଚାଳନା କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପ୍ରତି ବର୍ଷ ତାଙ୍କ ଜନ୍ମ ଦିନକୁ କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ ଭାବରେ ପାଳନ କରିବ ଏବଂ ଦେଶର ଜଣେ ଦକ୍ଷ ପାଇଲଟଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଛି । କ୍ଲବର ସଭାପତି ବି.ବି.ଏଲ୍ ମଧୁକରContinue reading “ପ୍ରତି ବର୍ଷ ବିଜୁ ଜୟନ୍ତୀକୁ ‘କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ’ ଭାବେ ପାଳନ କରିବ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ । ଦେଶର ଜଣେ ଦକ୍ଷ ପାଇଲଟକୁ କରିବ ସମ୍ମାନିତ । “
ବାଟଲା ହାଉସ ଏନକାଉଣ୍ଟର: ଅଭିଯୁକ୍ତ ଅରିଜ ଖାନକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଦିଲ୍ଲୀ ସାକେତ କୋର୍ଟ
କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ବାଟଲା ହାଉସ ଏନକାଉଣ୍ଟରକୁ ନେଇ ଦିଲ୍ଲୀର ସାକେତ କୋର୍ଟ ଆଜି ନିଜ ରାୟ ଶୁଣାଇଛନ୍ତି। କୋର୍ଟ ଭାରତୀୟ ମୁଜାହିଦ୍ଦିନ ଆତଙ୍କବାଦୀ ଅରିଜ ଖାନଙ୍କୁ ମାର୍ଚ୍ଚ ୮ରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ଅରିଜର ଦଣ୍ଡ ଘୋଷଣା କରାଯାଇଛି। ବଟଲା ହାଉସ ଏନକାଉଣ୍ଟର ମାମଲାରେ ସାକେତ କୋର୍ଟ ଅରିଜକୁ ଫାଶୀ ଦଣ୍ଡ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୦୮ରେ ଦିଲ୍ଲୀରେ ବାଟଲା ହାଉସରେ ହୋଇଥିବା ଏନକାଉଣ୍ଟର ପରେ ଅରିଜ ଖାନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା,Continue reading “ବାଟଲା ହାଉସ ଏନକାଉଣ୍ଟର: ଅଭିଯୁକ୍ତ ଅରିଜ ଖାନକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଦିଲ୍ଲୀ ସାକେତ କୋର୍ଟ”
ପୁରୀ ବସଷ୍ଟାଣ୍ଡରେ ଠିଆ ହୋଇଥିବା ବସରେ ଲାଗିଲା ନିଆଁ । ୨ ବସ ନଷ୍ଟ, ନିଆଁ ଲିଭାଉଛନ୍ତି ଅଗ୍ନିଶମ ବାହିନୀ ।
କନକ ବ୍ୟୁରୋ: ପୁରୀ ବସଷ୍ଟାଣ୍ଡରେ ନିଆଁ । ସୋମବାର ପୁରୀ ବସ ଷ୍ଟାଣ୍ଡରେ ଠିଆ ହୋଇଥିବା ଦୁଇଟି ବସରେ ହଠାତ୍ ନିଆଁ ଲାଗିଯାଇଛି । ତେବେ ଏଥିରେ କୌଣସି ଯାତ୍ରୀଙ୍କୁ କ୍ଷତି ପହଞ୍ଚିନଥିବା ସୂଚନା ମିଳିଛି । ବସଷ୍ଟାଣ୍ଡରେ ବସଗୁଡିକ ଖାଲି ଛିଡା ହୋଇଥିଲେ । ଏହି ସମୟରେ ହଠାତ୍ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକ ଓ ଖବର ପାଇଁ ଅଗ୍ନିଶମ ବିଭାଗ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେContinue reading “ପୁରୀ ବସଷ୍ଟାଣ୍ଡରେ ଠିଆ ହୋଇଥିବା ବସରେ ଲାଗିଲା ନିଆଁ । ୨ ବସ ନଷ୍ଟ, ନିଆଁ ଲିଭାଉଛନ୍ତି ଅଗ୍ନିଶମ ବାହିନୀ ।”
ଉଦଘାଟିତ ହେଲା କୃଷି ମହାକୁମ୍ଭ ‘କୃଷି ଓଡିଶା’ । ୫ ଦିନିଆ କୃଷି ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ଉଦଘାଟିତ ହେଲା କୃଷି ଓଡିଶା । ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଉଦଘାଟିତ ହୋଇଯାଇଛି ରାଜ୍ୟସ୍ତରୀୟ ୫ ଦିନିଆ କୃଷି ପ୍ରଦର୍ଶନୀ । ୧୫ ମାର୍ଚ୍ଚରୁ ୧୯ ତାରିଖ ଯାଏଁ ଚାଲିବାକୁ ଥିବା ଏହି କୃଷି ମହାକୁମ୍ଭକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ପ୍ରଦର୍ଶନୀରେ ବିଭିନ୍ନ ଜିଲ୍ଲାରୁ ୫ ଶହ ଚାଷୀ ଯୋଗଦେଇଥିବା ବେଳେ ପ୍ରଦର୍ଶନୀରେ ୧୬୦ଟି କୃଷି ମଣ୍ଡପ ସ୍ଥାନ ପାଇଛି । ଚଳିତ ବର୍ଷର ଥିମ ରହିଛିContinue reading “ଉଦଘାଟିତ ହେଲା କୃଷି ମହାକୁମ୍ଭ ‘କୃଷି ଓଡିଶା’ । ୫ ଦିନିଆ କୃଷି ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।”
ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବୟାନ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କହିଲେ, ରାଜ୍ୟରେ ଦିନକୁ ହେବ ୭୩୦୦ ଆରଟିପିସିଆର ଟେଷ୍ଟ
କନକ ବ୍ୟୁରୋ : ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବୟାନ ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି ଯେ, ବାହାର ରାଜ୍ୟର କରୋନା ସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ତୀକ୍ଷଣ ନଜର ରଖିଛି । ରାଜ୍ୟରେ ଦିନକୁ ୭ ହଜାର ୩ ଶହ ଆରଟିପିସିଆର ଟେଷ୍ଟ କରିବାକୁ ଧାର୍ଯ୍ୟ କରାଯାଇଛି। ଏହାଛଡା ସ୍ଥିତିର ତଦାରଖ କରିବାକୁ ସ୍ବତନ୍ତ୍ର ସଚିବ ଡାକ୍ତର ଅଜିତ କୁମାର ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ବାହାରୁ ଆସୁଥିବା ସମସ୍ତଙ୍କContinue reading “ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବୟାନ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କହିଲେ, ରାଜ୍ୟରେ ଦିନକୁ ହେବ ୭୩୦୦ ଆରଟିପିସିଆର ଟେଷ୍ଟ”
ରାଜ୍ୟରେ ଜଙ୍ଗଲ ଜଳିବା ନେଇ ରିପୋର୍ଟ ଦେଲା ଫରେଷ୍ଟ ଫାୟାର ଟାସ୍କ ଫୋର୍ସ । କହିଲା, ରାଜ୍ୟର ବନାଗ୍ନି ସମସ୍ୟା ସମ୍ପୂର୍ଣ୍ଣ ଆୟତ୍ତାଧୀନ ।
କନକ ବ୍ୟୁରୋ: ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନି ଦମନ ଓ ପ୍ରଶମନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତୁରନ୍ତ ପଦକ୍ଷେପ ଫଳରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତାଧୀନ କରାଯାଇପାରିଛି । ସ୍ଥାନୀୟ ଜନ ସାଧାରଣ, ବନ ସୁରକ୍ଷା ସମିତି ତଥା ସମ୍ପ୍ରଦାୟ ଗୁଡିକଙ୍କର ସଚେତନତା କାର୍ଯ୍ୟକ୍ରମ ସହ ସହଯୋଗ ଓ ସହାୟତା ନିମନ୍ତେ ନିଆଯାଉଥିବା ପଦକ୍ଷେପଗୁଡିକ ଜାରି ରହିଛି ବୋଲି ଆଜି ରିପୋର୍ଟ ଦେଇଛି ଫରେଷ୍ଟ ଫାୟାର ଟାସ୍କଫୋର୍ସ । ଏଥିସହିତ ରାଜ୍ୟକୁ ଆସିଥିବା କେନ୍ଦ୍ରୀୟ ଦଳ,ସେମାନଙ୍କର କ୍ଷେତ୍ରContinue reading “ରାଜ୍ୟରେ ଜଙ୍ଗଲ ଜଳିବା ନେଇ ରିପୋର୍ଟ ଦେଲା ଫରେଷ୍ଟ ଫାୟାର ଟାସ୍କ ଫୋର୍ସ । କହିଲା, ରାଜ୍ୟର ବନାଗ୍ନି ସମସ୍ୟା ସମ୍ପୂର୍ଣ୍ଣ ଆୟତ୍ତାଧୀନ ।”
ମଣ୍ଡି ସମସ୍ୟାକୁ ନେଇ ଆଜି ଦିନ ତମାମ ବିଧାନସଭା ଅଚଳ । ଅପରାହ୍ଣ ୪ଟା ପରେ ବି ସ୍ୱାଭାବିକ ହୋଇ ପାରିଲା ନାହିଁ ଗୃହ ।
କନକ ବ୍ୟୁରୋ: ବିଧାନସଭାକୁ ଅଚଳ କରୁଛି ଚାଷୀ ସମସ୍ୟା । ମଣ୍ଡି ସମସ୍ୟାକୁ ନେଇ ଆଜି ବାରମ୍ବାର ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଗୃହର ମଧ୍ୟଭାଗକୁ ଆସି ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଯାହାଫଳରେ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ ଆଦୌ ଚାଲିପାରିନାହିଁ ଗୃହ କାର୍ଯ୍ୟ । ଚାଷୀ ଓ ମଣ୍ଡି ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସରକାରୀContinue reading “ମଣ୍ଡି ସମସ୍ୟାକୁ ନେଇ ଆଜି ଦିନ ତମାମ ବିଧାନସଭା ଅଚଳ । ଅପରାହ୍ଣ ୪ଟା ପରେ ବି ସ୍ୱାଭାବିକ ହୋଇ ପାରିଲା ନାହିଁ ଗୃହ ।”