କନକ ବ୍ୟୁରୋ : ଗତ ୧୦ବର୍ଷ ପରେ ପୁଣି ଥରେ ଚୀନବାସୀ ଦେଖିଛନ୍ତି ଭୟଙ୍କର ଧୂଳି ଝଡ଼। ଚୀନର ବେଜିଂରେ ଏହି ଧୂଳି ଝଡ଼ ହୋଇଥିବା ବେଳେ ସମଗ୍ର ବେଜିଂ ସହର ହଳଦିଆ ଆଲୋକରେ ଆଚ୍ଛାଦିତ ହୋଇଯାଇଛି। ଅନେକ ଅଞ୍ଚଳରେ କିଛି ନଦେଖାଯିବାରୁ ଲୋକେ ଦିନରେ ଗାଡ଼ିର ହେଡଲାଇଟ ଲଗାଇ ଯାତାୟତ କରୁଛନ୍ତି। ତେବେ ଏହି ଧୂଳି ଝଡ଼ ପରେ ବେଜିଂରେ ବାୟୁ ଗୁଣବତ୍ତା ସ୍ତର ୫୦୦ଅତିକ୍ରମ କରିଛି। ଏଭଳି ସ୍ଥିତିକୁ ଡାକ୍ତର ଏବଂ ବୈଜ୍ଞାନିକମାନେ ସବୁଠାରୁContinue reading “ଧୂଳି ଝଡ ପାଇଁ ଚୀନରେ ହାହାକାର, ଧୂସର ଦିଶୁଛି ବେଜିଂ ସହର । ୩୪୧ ଜଣ ନିଖୋଜ, ୪୦୦ ଉଡାଣ ରଦ୍ଦ । “
Author Archives: Raghaba
ରାଜ୍ୟରେ ୧୯୪୩ ଲୋକଙ୍କ ପାଇଁ ଜଣେ ଡାକ୍ତର, ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ।
କନକ ବ୍ୟୁରୋ : ରାଜ୍ୟରେ ଅଛନ୍ତି ମୋଟ୍ ୨୨ ହଜାର ୫୨୧ ଡାକ୍ତର । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତର ରଖି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତେବେ ରାଜ୍ୟର ଲୋକସଂଖ୍ୟା ଦୃଷ୍ଟିରୁ ୧୯୪୩ ଲୋକଙ୍କ ପିଛା ଜଣେ ଡାକ୍ତର ଥିବା ଏହି ଲିଖିତ ଉତରରେ କୁହାଯାଇଛି । ତେବେ ନିୟମ ଅନୁସାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜଣେ ଲେଖାଏଁ ଡାକ୍ତର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁContinue reading “ରାଜ୍ୟରେ ୧୯୪୩ ଲୋକଙ୍କ ପାଇଁ ଜଣେ ଡାକ୍ତର, ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ।”
କରୋନା ସଂକ୍ରମଣକୁ ନେଇ ବଢିଲା ଚିନ୍ତା : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ସତର୍କ ନହେଲେ ବଢ଼ିବ ସଂକ୍ରମଣ
କନକ ବ୍ୟୁରୋ : ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାକୁ ଆଜି ବର୍ଷେ ପୂରିଛି । ଏହାରି ଭିତରେ କରୋନାର ପ୍ରକୋପ କମି ନ ଥିବାବେଳେ ପୁଣିଥରେ ବ୍ୟାପକ ହେବାରେ ଲାଗିଛି ସଂକ୍ରମଣ । ଦେଶରେ ୨୪ ଘଂଟାରେ ୨୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି । ଯଦିଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି, କିନ୍ତୁ ୭ରୁ ୮ଟି ରାଜ୍ୟରୁ ପ୍ରାୟ ୮୫ ପ୍ରତିଶତ ଆକ୍ରାନ୍ତ ବାହାରୁଛନ୍ତିContinue reading “କରୋନା ସଂକ୍ରମଣକୁ ନେଇ ବଢିଲା ଚିନ୍ତା : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ସତର୍କ ନହେଲେ ବଢ଼ିବ ସଂକ୍ରମଣ”
ସାନିଟାଇଜର ପିଇ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ସୁବାସ, ବିଜେପି ଚୁପ୍ ରହି କଣ ଏହାକୁ ସମର୍ଥନ କରୁଛି । ସାମ୍ବାଦିକ ସମ୍ମିଳନୀରେ ସୁବାସଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ।
କନକ ବ୍ୟୁରୋ : ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ବିଜେଡିର ଟାର୍ଗେଟ । ସାମ୍ବାଦିକ ସମ୍ମିଳନୀରେ ସୁବାସଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ଅତନୁ କହିଛନ୍ତି, ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ରାଜ୍ୟର ଗାରିମାକୁ ନଷ୍ଟ କରିଛି । ସାରା ଭାରତରେ ବିରୋଧୀ ଶାସକ ଆଲୋଚନା କରନ୍ତି। ହେଲେ ଓଡ଼ିଶାରେ ପ୍ରଥମ ଥର ଏମିତି ହେଲା। ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ ।Continue reading “ସାନିଟାଇଜର ପିଇ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ସୁବାସ, ବିଜେପି ଚୁପ୍ ରହି କଣ ଏହାକୁ ସମର୍ଥନ କରୁଛି । ସାମ୍ବାଦିକ ସମ୍ମିଳନୀରେ ସୁବାସଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ।”
ତାତି ବଢୁଛି , ଜଳ ଯନ୍ତ୍ରଣା ବି ବଢୁଛି : କୋମାରେ ପଡିଛି ଜାନିବିଲି ଜଳ ଯୋଗାଣ ପ୍ରକଳ୍ପ
କନକ ବ୍ୟୁରୋ : ପାଣି ପାଇଁ ତାତିଲେ ଲୋକେ । ରାସ୍ତା ଅବରୋଧ କରି ଟାୟାର ଜାଳି ଧାରଣା ଦେଲେ ଗ୍ରାମବାସୀ । ପାନୀୟ ଜଳର ସମସ୍ୟା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଜାନିବିଲି ପ୍ରକଳ୍ପ ଏବେ ଅଧପନ୍ତରିଆ ହୋଇପଡ଼ି ରହିଛି । ଯାହା ପାଇଁ ବ୍ରହ୍ମପୁର ଜଗଦଲପୁରରେ ଲୋକେ ପାଣି ବୃନ୍ଦେ ପାଇଁ ନାନା ପ୍ରକାର ସମସ୍ୟାରେ ପଡ଼ୁଛନ୍ତି । ପାଣି ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶେଷରେ ରାଜରାସ୍ତାରେ ଟାୟାରContinue reading “ତାତି ବଢୁଛି , ଜଳ ଯନ୍ତ୍ରଣା ବି ବଢୁଛି : କୋମାରେ ପଡିଛି ଜାନିବିଲି ଜଳ ଯୋଗାଣ ପ୍ରକଳ୍ପ “
ବଲାଙ୍ଗୀର ଜଙ୍ଗଲରୁ କାଠ ଚୋରୀ କରୁଛନ୍ତି ସମ୍ବଲପୁର ମାଫିଆ : କାଠ ବୋଝେଇ ଗାଡି ଜବତ ପରେ ଉଠିଲା ପ୍ରଶ୍ନ; କାଠ ଚୋରୀ ପାଇଁ ଜଙ୍ଗଲରେ ଲାଗୁଛି କି ନିଆଁ
କନକ ବ୍ୟୁରୋ : ସୁନ୍ଦର ତୃପ୍ତିର ଅବସାଦ ନାହିଁ..ଏକଦା ଏହ ଉକ୍ତିର ଯଥାର୍ଥତା ଥିଲା , ହେଲେ ଏବେ ଏହି ଉକ୍ତି ଭୁଲ ହେବାକୁ ଲାଗିଛି, କାରଣ ଲୋଭି ଓ ସ୍ୱାର୍ଥପର ମଣିଷର ଲୋଲୁପ ଦୃଷ୍ଟିରେ ପଡି ନଷ୍ଟ ହେଉଛି ବଣ ଜଙ୍ଗଲ । ବିପଦରେ ପଡୁଛନ୍ତି ବନ୍ୟ ଜନ୍ତୁ । ବିଗତ ୧୫ ଦିନ ହେବ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ ଲାଗିଛି । ଆଉ ଏହାରି ଭିତରେ ଜଙ୍ଗଲକୁ ସଫା କରିବାରେ ଲାଗିଛନ୍ତିContinue reading “ବଲାଙ୍ଗୀର ଜଙ୍ଗଲରୁ କାଠ ଚୋରୀ କରୁଛନ୍ତି ସମ୍ବଲପୁର ମାଫିଆ : କାଠ ବୋଝେଇ ଗାଡି ଜବତ ପରେ ଉଠିଲା ପ୍ରଶ୍ନ; କାଠ ଚୋରୀ ପାଇଁ ଜଙ୍ଗଲରେ ଲାଗୁଛି କି ନିଆଁ”
ସୁବାଷ ପାଣିଗ୍ରାହୀ କ୍ଷମା ମାଗିବେ ନାହିଁ ବରଂ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ । ଟିକା ନେଇଛନ୍ତି, ଦମର ସହ ବିଧାନସଭାକୁ ଆସିବା କଥା ମୁଖ୍ୟମନ୍ତ୍ରୀ । କାହିଁକି ଏମିତି କହିଲେ ବିରୋଧୀ ଦଳ ନେତା ?
କନକ ବ୍ୟୁରୋ : ପୁଣି ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ । ଗୃହର ମଧ୍ୟଭାଗକୁ ଆସି ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ହଟ୍ଟଗୋଳ ପରେ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି । ଆଉ ଏହାଫଳରେ ଗୃହରେ ଅଚଳାବସ୍ଥା ଏଯାଏଁ ଜାରି ରହିଛି । ଦ୍ୱିତୀୟ ପର୍ଯ୍ୟାୟ ଅଧିବେସନ ଆରମ୍ଭରୁ ଆଦୌ ଚାଲିପାରିନାହିଁ ଗୃହ କାର୍ଯ୍ୟ । ଚାଷୀ ଓ ମଣ୍ଡି ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଭିତରେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଆତ୍ମହତ୍ୟାContinue reading “ସୁବାଷ ପାଣିଗ୍ରାହୀ କ୍ଷମା ମାଗିବେ ନାହିଁ ବରଂ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ । ଟିକା ନେଇଛନ୍ତି, ଦମର ସହ ବିଧାନସଭାକୁ ଆସିବା କଥା ମୁଖ୍ୟମନ୍ତ୍ରୀ । କାହିଁକି ଏମିତି କହିଲେ ବିରୋଧୀ ଦଳ ନେତା ?”
ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ : ସପ୍ତାହରେ ଦେଢଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ
କନକ ବ୍ୟୁରୋ : ପୁଣି ଥରେ କରୋନା ସଂକ୍ରମଣ ଦିନକୁ ଦିନ ଯେପରି କାୟା ମେଲାଉଛି, ଦ୍ୱିତୀୟ ଲହରର ଭୟ ସେତିକି ବଢ଼ିବାରେ ଲାଗିଛି । ଦିନକରେ ଦେଶରେ ୨୬ ହଜାର ୨୯୧ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ମାର୍ଚ୍ଚ ୧୩ରେ- ୨୪ ହଜାର ୮୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ମାର୍ଚ୍ଚ ୧୨ରେ ଏହି ସଂଖ୍ୟା ଥିଲା ୨୩ ହଜାର ୨୮୫ । ଗତ ୨୪ ଘଂଟା ଭିତରେ ଯେତିକି ମାମଲାContinue reading “ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ : ସପ୍ତାହରେ ଦେଢଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ”
ବିଜେପି-ବିଜେଡି ଚାହୁଁନାହାନ୍ତି ଚାଷୀଙ୍କ ଧାନ ଉଠୁ, କେବଳ ଡ୍ରାମା କରୁଛନ୍ତି । ମଣ୍ଡି ସମସ୍ୟାକୁ ନେଇ ବର୍ଷିଲେ ତାରା ।
କନକ ବ୍ୟୁରୋ : ଚାଷୀ ଆତ୍ମହତ୍ୟା କରୁଛନ୍ତି, ନବୀନ ମୋଦି ହସୁଛନ୍ତି । ଯେଉଁ ପର୍ଯ୍ୟନ୍ତ ଚାଷୀଙ୍କ ଧାନ ଉଠିନି ସେପର୍ଯ୍ୟନ୍ତ କଂଗ୍ରେସ ଦଳ ବିଧାନସଭାରେ ବିରୋଧ କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଧାନସଭା ଆରମ୍ଭରୁ ଆଜି ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି ତାରା । ଗରିବ ଲୋକଙ୍କ ଟିକସରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଅଧିବେଶନ ହେଉଥିଲେContinue reading “ବିଜେପି-ବିଜେଡି ଚାହୁଁନାହାନ୍ତି ଚାଷୀଙ୍କ ଧାନ ଉଠୁ, କେବଳ ଡ୍ରାମା କରୁଛନ୍ତି । ମଣ୍ଡି ସମସ୍ୟାକୁ ନେଇ ବର୍ଷିଲେ ତାରା ।”
କାୟା ମେଲାଉଛି କରୋନା : ଦେଶରେ ଦିନକରେ ୨୬,୨୯୧ ନୂଆ ଆକ୍ରାନ୍ତ ଚିହ୍ନଟ, ୧୧୮ ମୃତ
କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ୨୬,୨୯୧ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ୧୧୮ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଗତ ତିନି ମାସ ମଧ୍ୟରେ ଏହା ହେଉଛି ସର୍ବାଧିକ ଦୈନିକ ସଂକ୍ରମଣ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୬,୨୯୧ ନୂତନ ସଂକ୍ରମଣ ଓ ୧୧୮ ମୃତ୍ୟୁ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁContinue reading “କାୟା ମେଲାଉଛି କରୋନା : ଦେଶରେ ଦିନକରେ ୨୬,୨୯୧ ନୂଆ ଆକ୍ରାନ୍ତ ଚିହ୍ନଟ, ୧୧୮ ମୃତ”