କନକ ବ୍ୟୁରୋ : ଦେଶରେ କରୋନା ମିଟର ଉପରମୁହାଁ । ଦ୍ରୁତ ସଂକ୍ରମଣ ଭୟ ବଢ଼ାଉଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ଆସିଥିବା ୨୫ ହଜାର ୩୨୦ ନୂଆ ମାମଲାରୁ ୮୭ ଦଶମିକ ୭୩ ପ୍ରତିଶତ କେବଳ ୭ ରାଜ୍ୟର ବୋଲିି ଜଣାପଡ଼ିଛି । ଏହି ରାଜ୍ୟ ଗୁଡ଼ିକ ହେଲା ମହାରାଷ୍ଟ୍ର, କେରଳ, ପଂଜାବ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ ଏବଂ ମଧ୍ୟପ୍ରଦେଶ । ମହାରାଷ୍ଟ୍ରରେ ସର୍ବାଧିକ ଥିବା ବେଳେ ଏହାର ପଛକୁ କେରଳ ରହିଛି ।Continue reading “କରୋନାର ଦ୍ୱିତୀୟ ଲହର ଆଶଙ୍କା : ୩ମାସରେ ସର୍ବାଧିକ ହେଲା ସଂକ୍ରମଣ ; ୭ ରାଜ୍ୟରେ ୮୮ ପ୍ରତିଶତ ମାମଲା”
Author Archives: Raghaba
ବିଭୀଷିକାକୁ ପୂରିଲା ବର୍ଷେ : ଆଜିର ଦିନରେ ଚିହ୍ନଟ ହୋଇଥିଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ
କନକ ବ୍ୟୁରୋ : ବିଶ୍ୱ ମହାମାରୀ କରୋନାର ଭୟ ଆଜି ଯାଏଁ ଯାଇ ନାହିଁ । କିନ୍ତୁ ବିିଭୀଷିକାର ସେହି ଭୟାଭହ ପରିସ୍ଥିତିକୁ ବର୍ଷେ ପୁରିଛି । ଆଜିର ଦିନରେ ରାଜ୍ୟରେ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ଆକ୍ରାନ୍ତ । ୧୫ ମାର୍ଚ୍ଚ ୨୦୨୦ ଇଟାଲୀରୁ ଫେରିଥିବା ଜଣେ ଯୁବକଙ୍କ ଠାରେ ରାଜଧାନୀରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା । ବିଶ୍ୱର ଅନ୍ୟାନ୍ୟ ଭାଗରେ ଯେଉଁ ମହାମାରୀ ବ୍ୟାପି ଚାଲିଥିଲା, ତାହା ଆମ ଆଡ଼େ ଆସିବ ନାହିଁContinue reading “ବିଭୀଷିକାକୁ ପୂରିଲା ବର୍ଷେ : ଆଜିର ଦିନରେ ଚିହ୍ନଟ ହୋଇଥିଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ”
ରାମ ମନ୍ଦିର ନିର୍ମାଣ ପାଇଁ ଓଡିଶା ସଂଗ୍ରହ କରିଛି ୪୨ କୋଟି ! ରାମ ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ସୂଚନା
ଶ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ଆଡୁ ଅନୁଦାନ ଆସୁଛି । ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଲୋକେ ମଧ୍ୟ ଦାନ କରୁଛନ୍ତି । ଆଉ ଏଥିରୁ ବାଦ ପଡିନି ଓଡିଶା । ରାମ ମନ୍ଦିର ନିର୍ମାଣ ପାଇଁ ଓଡିଶାରୁ ୪୨ କୋଟି ଟଙ୍କା ସଂଗ୍ରହ କରାଯାଇଛି । ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାରୁ କେବଳ ୪୨,୦୩,୦୭,୦୬୬ ଟଙ୍କା ସଂଗ୍ରହ ହୋଇଛି । ଆଜି କେଶରୀ ହୋଟେଲରେ ଅନୁଷ୍ଠିତContinue reading “ରାମ ମନ୍ଦିର ନିର୍ମାଣ ପାଇଁ ଓଡିଶା ସଂଗ୍ରହ କରିଛି ୪୨ କୋଟି ! ରାମ ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ସୂଚନା”
ଆଜିଠାରୁ ୨ଦିନିଆ ବ୍ୟାଙ୍କ ଧର୍ମଘଟ : ଘରୋଇ କରଣକୁ ବିରୋଧ କରି ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିଅନର ବନ୍ଦ ଡାକରା
କନକ ବ୍ୟୁରୋ : ଆଜିଠାରୁ ୨ଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ । ବ୍ୟାଙ୍କ ଘରୋଇ କରଣକୁ ବିରୋଧ କରି ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିଅନ୍ ବନ୍ଦ ଡାକରା ଦେଇଛି । ଏହାକୁ ସମର୍ଥନ କରିଛନ୍ତି ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ଶନିବାର ଠାରୁ ବ୍ୟାଙ୍କଗୁଡ଼ିକ ଛୁଟି ପାଇଁ ବନ୍ଦ ରହିଛି । ସୋମବାର ଓ ମଙ୍ଗଳବାର ଧର୍ମଘଟ ଶେଷ ହେବା ପରେ ବୁଧବାର ଠାରୁ ବ୍ୟାଙ୍କ ସେବା ପୁଣି ସ୍ୱାଭାବିକ ହେବContinue reading “ଆଜିଠାରୁ ୨ଦିନିଆ ବ୍ୟାଙ୍କ ଧର୍ମଘଟ : ଘରୋଇ କରଣକୁ ବିରୋଧ କରି ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିଅନର ବନ୍ଦ ଡାକରା”
ନାବାଳକ ବୋଲି ୩୨ ହଜାର ଫାଇନ୍ କାଟିଲେ : ହେଲେ ଟ୍ରାକ୍ଟରରେ ନାବାଳକକୁ ଡ୍ରାଇଭର କରି ନିଜେ ଯାତ୍ରୀ ସାଜିଲେ ପୋଲିସ
କନକ ବ୍ୟୁରୋ : ନାବାଳକ ଟ୍ରାକ୍ଟର ଚଳାଉଥିବାରୁ ଫାଇନ୍ କଲେ ଆରଟିଓ କର୍ମଚାରୀ । ଆଉ ଫାଇନ୍ କାଟି ସାରିବା ପରେ ସେହି ନାବାଳକକୁ ଟ୍ରାକ୍ଟରର ଡ୍ରାଇଭର ସଜାଇ ଥାନାକୁ ଆଣିଲେ କର୍ମଚାରୀ । ନାବାଳକ ଥିବାରୁ ଗାଡ଼ି ଚଳାଇବା ବେଆଇନ୍ ଦର୍ଶାଇ ୩୨ ହଜାର ୫ଶହ ଟଙ୍କା ଫାଇନ୍ କରିଥିଲା ବରଗଡ଼ ଆରଟିଓ କର୍ମଚାରୀ । କିନ୍ତୁ ସରକାରୀ କମର୍ଚାରୀ ପୁଣି କେମିତି ସେହି ନାବାଳକକୁ ଗାଡ଼ି ଚଳାଇବାକୁ କହି ଟ୍ରକ୍ଟରକୁ ଥାନାକୁ ଆଣିଲେ ତାକୁContinue reading “ନାବାଳକ ବୋଲି ୩୨ ହଜାର ଫାଇନ୍ କାଟିଲେ : ହେଲେ ଟ୍ରାକ୍ଟରରେ ନାବାଳକକୁ ଡ୍ରାଇଭର କରି ନିଜେ ଯାତ୍ରୀ ସାଜିଲେ ପୋଲିସ”
ଏକ ଅନୁଧ୍ୟାନରୁ ଆସିଲା ସାଂଘାତିକ୍ ରିପୋର୍ଟ । କରୋନାର ନୂତନ ପ୍ରଜାତି ଭୂତାଣୁ ବିରୋଧରେ କମ୍ ଫଳପ୍ରଦ ଫାଇଜର ଓ ମଡର୍ଣ୍ଣା ଟିକା
ସମ୍ପ୍ରତି କୋଭିଡ୍ ଟିକା ଶରୀରରେ ବିକଶିତ କରୁଥିବା ଆଣ୍ଟିବଡ଼ିଗୁଡ଼ିକ ୟୁକେ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରେ ଆବିର୍ଭୂତ ନୂତନ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ବିରୋଧରେ କମ୍ ଫଳପ୍ରଦ ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି। ‘ସେଲ୍’ ପତ୍ରିକାରେ ପ୍ରକାଶିତ ଉକ୍ତ ଗବେଷଣାର ବିବରଣୀ ଅନୁଯାୟୀ, ବିଶେଷ କରି ଫାଇଜର ଓ ମଡର୍ଣ୍ଣା କମ୍ପାନି ଦ୍ବାରା ବିକଶିତ କୋଭିଡ୍ ଟିକା ଉକ୍ତ ନୂତନ ପ୍ରଜାତି ବିରୋଧରେ ସେତେ କାମ କରୁନାହିଁ ବୋଲି ଜଣାଯାଇଛି। ମାସାଚ୍ୟୁଟ୍ସର ଗବେଷକ ଡା. ଆଲେଜାଣ୍ଡ୍ରୋ ବାଲାଜ୍ସଙ୍କContinue reading “ଏକ ଅନୁଧ୍ୟାନରୁ ଆସିଲା ସାଂଘାତିକ୍ ରିପୋର୍ଟ । କରୋନାର ନୂତନ ପ୍ରଜାତି ଭୂତାଣୁ ବିରୋଧରେ କମ୍ ଫଳପ୍ରଦ ଫାଇଜର ଓ ମଡର୍ଣ୍ଣା ଟିକା”
ବ୍ରହ୍ମପୁର ଖଜୁରିଆ ଗାଁରେ ଗୁଳିକାଣ୍ଡ : ସଂଗବଦ୍ଧ ଭାବେ ୫ ଜଣ ଦୁର୍ବୃତ୍ତ ଗାଁର ଜଣେ ବ୍ୟକ୍ତିଙ୍କୁ ଗୁଳି କଲେ
କନକ ବ୍ୟୁରୋ : ବ୍ରହ୍ମପୁରରେ ପୁଣି ଫୁଟିଲା ଗୁଳି । ସହର ଉପକଣ୍ଠ ଖଜୁରିଆ ଗାଁରେ ରବିବାର ରାତିରେ ଗୁଳିକାଣ୍ଡ ଘଟିଛି । ଗୁଳିମାଡ଼ରେ ଗୌରହରି ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କର ଅଣ୍ଟାରେ ଗୋଟିଏ ଗୁଳି ବାଜିଛି । ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୋସାଇଁ ନୂଆଗାଁ ଥାନା ପୁଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛିContinue reading “ବ୍ରହ୍ମପୁର ଖଜୁରିଆ ଗାଁରେ ଗୁଳିକାଣ୍ଡ : ସଂଗବଦ୍ଧ ଭାବେ ୫ ଜଣ ଦୁର୍ବୃତ୍ତ ଗାଁର ଜଣେ ବ୍ୟକ୍ତିଙ୍କୁ ଗୁଳି କଲେ”
ମହାରାଷ୍ଟ୍ରରେ ଚିନ୍ତା ବଢାଉଛି କରୋନା ସଂକ୍ରମଣ : ଦେଶର ୧୦ ଆକ୍ରାନ୍ତରୁ ୬ ଜଣ ମହାରାଷ୍ଟ୍ରରୁ ଚିହ୍ନଟ
କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚିନ୍ତା ବଢାଉଛି କରୋନା ସଂକ୍ରମଣ । ଦେଶର ପ୍ରତି ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଏବେ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି । କାଲି ସର୍ବାଧିକ ଦୈନିକ ସଂକ୍ରମଣ ଥିଲା ୧୬ ହଜାର ୬୨୦ । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୨୩ ଲକ୍ଷ ୧୪ ହଜାର ୪୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କାଲି ୫୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ଭିତରେ କେବଳ ମହାରାଷ୍ଟ୍ରରେ ୫୨ ହଜାରContinue reading “ମହାରାଷ୍ଟ୍ରରେ ଚିନ୍ତା ବଢାଉଛି କରୋନା ସଂକ୍ରମଣ : ଦେଶର ୧୦ ଆକ୍ରାନ୍ତରୁ ୬ ଜଣ ମହାରାଷ୍ଟ୍ରରୁ ଚିହ୍ନଟ”
କନ୍ଧମାଳ ହଳଦି ପରେ ଏବେ ଆଳୁକୁ ନେଇ ଚର୍ଚ୍ଚା । ପାହାଡି ଆଳୁର ବଢୁଚି ଚାହିଦା, ଡାଇବେଟିସ୍ ରୋଗୀଙ୍କ ପାଇଁ ହେଉଛି ଲୋଡା ।
କନକ ବ୍ୟୁରୋ: ସମଗ୍ର ରାଜ୍ୟରେ କନ୍ଧମାଳ ଆଳୁର ସ୍ୱତନ୍ତ୍ରତା ରହିଛି । ଆକାରରେ ସାନ ଥିଲେ ବି ଏହାର ଉପକାରିତା ଢେର୍ ଅଧିକ । ଶ୍ୱେତସାର କମ୍ ଥିବାରୁ ଡାଇବେଟିସ୍ ରୋଗୀ ମାନେ ମଧ୍ୟ ଏହାକୁ ଖାଇ ପାରନ୍ତି । ବଡ କଥା ହେଉଛି କନ୍ଧମାଳରେ ଥଣ୍ଡା ଜଳବାୟୁ ଓ ଦେଶୀ ପଦ୍ଧତିରେ ଜୈବିକ ଖତରେ ଉତ୍ପାଦନ ହେଉଥିବା ଏହି ଛୋଟ ଆଳୁ ବିନା ଶୀତଳ ଭଣ୍ଡାରରେ ଏକ ବର୍ଷ ଧରି ରହିପାରିବ । ସାରା ଓଡିଶାରେContinue reading “କନ୍ଧମାଳ ହଳଦି ପରେ ଏବେ ଆଳୁକୁ ନେଇ ଚର୍ଚ୍ଚା । ପାହାଡି ଆଳୁର ବଢୁଚି ଚାହିଦା, ଡାଇବେଟିସ୍ ରୋଗୀଙ୍କ ପାଇଁ ହେଉଛି ଲୋଡା । “
କୋହଲି-କିଷାନଙ୍କ କମାଲ: ଡେବ୍ୟୁ ମ୍ୟାଚରେ ଚମକିଲେ ଇଶାନ କିଷାନ । ୭ ୱିକେଟରେ ବିଜୟ ହାସଲ କଲା ବିରାଟ ବାହିନୀ ।
କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କମାଲ କଲେ ଇଶାନ କିଷାନ ଓ ବିରାଟ କୋହଲି । ଇଶାନ କିଷାନ ନିଜ ଡେବ୍ୟୁ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଫଳରେ ଭାରତ ଏହି ମ୍ୟାଚରେ ୭ ୱିକେଟରେ ବିଜୟୀ ହୋଇଛି । ଏହି ମ୍ୟାଚରେ ଇଶାନ କିଷାନ ଓ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେContinue reading “କୋହଲି-କିଷାନଙ୍କ କମାଲ: ଡେବ୍ୟୁ ମ୍ୟାଚରେ ଚମକିଲେ ଇଶାନ କିଷାନ । ୭ ୱିକେଟରେ ବିଜୟ ହାସଲ କଲା ବିରାଟ ବାହିନୀ । “