ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ । ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କଲେ ଉଭୟ ଶାସକ-ବିରୋଧୀ, ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି । 

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭରୁ ଆଜି ପୁଣିଥରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଉଭୟ ଶାସକ-ବିରୋଧୀ ଗୃହରେ ପ୍ରବଳ ହଟ୍ଟଗୋଳ କରିବା କାରଣରୁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ଯାହାଫଳରେ ଆଜି ବି ପ୍ରଥମରୁ ଚାଲିପାରିନାହିଁ ଗୃହ । ଚାଷୀଙ୍କ ମଣ୍ଡି ସମସ୍ୟାକୁ ନେଇ ଗୃହ ଆରମ୍ଭରୁ ମଧ୍ୟଭାଗକୁ ଆସି କଂଗ୍ରେସ ଓ ବିଜେପିର ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ । ସେହିଭଳିContinue reading “ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ । ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କଲେ ଉଭୟ ଶାସକ-ବିରୋଧୀ, ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି । “

ଧାନ କିଣା ନେଇ କେନ୍ଦୁଝର ଜିଲ୍ଲା ତେଲକୋଇରେ ତାତିଲେ ଚାଷୀ : ଧାନବସ୍ତା ରଖି ମୁଖ୍ୟ ରାସ୍ତା କଲେ ଅବରୋଧ

କନକ ବ୍ୟୁରୋ : ଧାନ କିଣାକୁ ନେଇ ତାତିଲେ ଚାଷୀ । ଧାନବସ୍ତା ରଖି ୪୯ ନମ୍ବର ମୁଖ୍ୟ ରାସ୍ତା କଲେ ଅବରୋଧ । କେନ୍ଦୁଝର ଜିଲ୍ଲା ତେଲକୋଇରେ ଧାନ ବିକ୍ରି ହୋଇନଥିବାରୁ ଧାରଣାକୁ ଓହ୍ଲାଇଛନ୍ତି ଚାଷୀ । ଜଗମୋହନ ଛକରେ ଧାନବସ୍ତା ରଖି ମୁଖ୍ୟ ରାସ୍ତା ରୋକ କରିଛନ୍ତି ଚାଷୀ । ଯାହା ପାଇଁ ଯାତାୟତ ଠପ ହୋଇପଡ଼ିଛି । କଲିକତା- ମୁମ୍ବାଇ ରାସ୍ତାର ଦୁଇ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡ଼ି ।Continue reading “ଧାନ କିଣା ନେଇ କେନ୍ଦୁଝର ଜିଲ୍ଲା ତେଲକୋଇରେ ତାତିଲେ ଚାଷୀ : ଧାନବସ୍ତା ରଖି ମୁଖ୍ୟ ରାସ୍ତା କଲେ ଅବରୋଧ”

ଆନ୍ଧ୍ର ପ୍ରଦେଶର କୋରଲାମ ଠାରେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ । ହେଲପରଙ୍କ ମୃତ୍ୟୁ, ୫ ଜଣ ଗୁରୁତର ଆହତ ।

କନକ ବ୍ୟୁରୋ : ଆନ୍ଧ୍ର ପ୍ରଦେଶର ଜାତୀୟ ରାଜପଥରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ହେଲପରଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ତ୍ରିପାଠୀ ନାମକ ଘରୋଇ ବସର ଭୋର ପ୍ରାୟ ୪ଟା ବେଳେ ଆନ୍ଧ୍ରର ବାରୁଆ ଥାନା ଅନ୍ତର୍ଗତ କୋରଲାମ –ଭେସି ଛକ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା। ବସଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପଛContinue reading “ଆନ୍ଧ୍ର ପ୍ରଦେଶର କୋରଲାମ ଠାରେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ । ହେଲପରଙ୍କ ମୃତ୍ୟୁ, ୫ ଜଣ ଗୁରୁତର ଆହତ ।”

ବୌଦ୍ଧ ମୁଣ୍ଡେଶ୍ୱର ଜଙ୍ଗଲରେ ନିଆଁ ଲଗାଇ ବାପ-ପୁଅ ଗିରଫ : ବାପ-ପୁଅଙ୍କୁ ବାନ୍ଧିଲା ବନବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ

କନକ ବ୍ୟୁରୋ : ଜଙ୍ଗଲରେ ନିଆଁ ଲଗାଇ ବାପ, ପୁଅ ଗିରଫ । ବୌଦ୍ଧ ଜିଲ୍ଲା ମାଧପୁର ରେଂଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ବାପ,ପୁଅ ଗିରଫ । ତାଙ୍କ ଠାରୁ ୨ ଟାଙ୍ଗିଆ ଓ ଦିଆସିଲି ଜବତ ହୋଇଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ ବେଳେ ୪ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ବାପ ପୁଅ ବନ ବିଭାଗ ସ୍କ୍ୱାର୍ଡକୁ ଦେଖି ଦୌଡି ପଳାଇବାକୁ ଉଦ୍ୟମ କଲାContinue reading “ବୌଦ୍ଧ ମୁଣ୍ଡେଶ୍ୱର ଜଙ୍ଗଲରେ ନିଆଁ ଲଗାଇ ବାପ-ପୁଅ ଗିରଫ : ବାପ-ପୁଅଙ୍କୁ ବାନ୍ଧିଲା ବନବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ”

୪୨ ଥରରେ ମାଟ୍ରିକ, ୧୦ ଥରରେ ପ୍ଲସ୍-ଟୁ ପାସ୍ : ୬୫ ବର୍ଷରେ ଓକିଲ ବନିଲେ ଢେଙ୍କାନାଳ ପାରିଖେଦା ଗାଁର ତ୍ରିଲୋଚନ ନାୟକ

କନକ ବ୍ୟୁରୋ : ହୁଏତ ଏହାକୁ ସହଜରେ ବିଶ୍ୱାସ କରିବା କଷ୍ଟ, କିନ୍ତୁ ଏହାକୁ କାମରେ କରି ଦେଖାଇଛନ୍ତି ଢେଙ୍କାନାଳ ପାରିଖେଦା ଗାଁର ତ୍ରିଲୋଚନ ନାୟକ । ଯେଉଁ ବୟସରେ ଅବସର ନେବା କଥା, ସେହି ବୟସରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ସେ । ୪୨ ଥରରେ ମାଟ୍ରିକ, ୧୦ ଥରରେ ପ୍ଲସ୍-ଟୁ ପାସ୍ କରିଥିଲେ ତ୍ରିଲୋଚନ । ଓକିଲ ହେବା ପାଇଁ ପିଲାଦିନୁ ସ୍ୱପ୍ନ ଦେଖିଥିଲେ, ଏହାକୁ ସାକାର କରିବା ପାଇଁ ପରିଣତ ବୟସରେContinue reading “୪୨ ଥରରେ ମାଟ୍ରିକ, ୧୦ ଥରରେ ପ୍ଲସ୍-ଟୁ ପାସ୍ : ୬୫ ବର୍ଷରେ ଓକିଲ ବନିଲେ ଢେଙ୍କାନାଳ ପାରିଖେଦା ଗାଁର ତ୍ରିଲୋଚନ ନାୟକ”

ଜମାଟୋ ବୟଙ୍କ ସପକ୍ଷରେ ବାହାରିଲେ ପରିଣୀତି ଚୋପ୍ରା । ଟ୍ୱିଟ୍ କରି ସତ୍ୟାସତ ଯାଞ୍ଚ କରିବା ପାଇଁ ଜମାଟୋ ଇଣ୍ଡିଆକୁ କଲେ ଅନୁରୋଧ । କହିଲ, ମୁଁ ବିଶ୍ୱସ କରେ ସେ ନିର୍ଦ୍ଦୋଷ

ଜୋମାଟୋ ମାମଲାରେ ଜୋମାଟୋର ଡେଲିଭରି ବୟଙ୍କ ସପକ୍ଷରେ ବାହାରିଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା |ପରିଣୀତି ଚୋପ୍ରା ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଜୋମାଟୋ ଇଣ୍ଡିଆ, ଦୟାକରି ସତ୍ୟତା ଯାଞ୍ଚ କରନ୍ତୁ ଏବଂ ସର୍ବସାଧାରଣରେ ରିପୋର୍ଟ ପ୍ରକାଶ କରନ୍ତୁ। ଯଦି ଏହି ବ୍ୟକ୍ତି ନିର୍ଦ୍ଦୋଷ (ମୁଁ ବିଶ୍ୱାସ କରେ ସେ ନିର୍ଦ୍ଦୋଷ) ତେବେ ମହିଳାଙ୍କୁ ଦଣ୍ଡ ଦେବାରେ ଆମକୁ ସାହାଯ୍ୟ କରନ୍ତୁ | ଏହା ଅମାନବୀୟ, ଲଜ୍ଜାଜନକ ଏବଂ ହୃଦୟ ବିଦାରକ | ମୁଁ କିପରି ସାହାଯ୍ୟContinue reading “ଜମାଟୋ ବୟଙ୍କ ସପକ୍ଷରେ ବାହାରିଲେ ପରିଣୀତି ଚୋପ୍ରା । ଟ୍ୱିଟ୍ କରି ସତ୍ୟାସତ ଯାଞ୍ଚ କରିବା ପାଇଁ ଜମାଟୋ ଇଣ୍ଡିଆକୁ କଲେ ଅନୁରୋଧ । କହିଲ, ମୁଁ ବିଶ୍ୱସ କରେ ସେ ନିର୍ଦ୍ଦୋଷ”

ଜାଆଁଳା ଫାଣ୍ଡିରୁ କଙ୍କାଳ ମିଳିବା ଘଟଣା : ଫଟୋ ଖୋଲିବ କଙ୍କାଳ ରହସ୍ୟ

କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠ ଜାଆଁଳା ଫାଣ୍ଡି କ୍ୟାମ୍ପସରେ ଜବତ ହୋଇଥିବା ଗାଡ଼ିରୁ ମହିଳାଙ୍କ ଚମ ଲାଗିଥିବା କଙ୍କାଳ ମିଳିବା ରହସ୍ୟ ଉପରୁ ପରଦା ଉଠିପାରୁ ନାହିଁ । ମାସେ ପରେ ଘଟଣା ଏବେ ପଦାକୁ ଆସିଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଏ ସମ୍ପର୍କରେ ପୁଲିସ ୫ଟି ଦିଗ ଉପରେ ଏମସରେ ଏଫ୍ଏମ୍ଟି ବିଶେଷଜ୍ଞ ଟିମ୍ ପାଖରୁ ଉତ୍ତର ମାଗିଛି । ମହିଳାଙ୍କୁ ହତ୍ୟାContinue reading “ଜାଆଁଳା ଫାଣ୍ଡିରୁ କଙ୍କାଳ ମିଳିବା ଘଟଣା : ଫଟୋ ଖୋଲିବ କଙ୍କାଳ ରହସ୍ୟ”

କରୋନା ସଂକ୍ରମଣ : ଭାରତକୁ ଟପିଲା ବ୍ରାଜିଲ୍ ! ବିଶ୍ୱର ଦ୍ୱିତୀୟ ବହୁଳ କୋଭିଡ୍-୧୯ ପୀଡିତ ଦେଶ ଭାବେ ହେଲା ପରିଗଣିତ

ସମ୍ପ୍ରତି ଭାରତକୁ ଟପି ବ୍ରାଜିଲ୍‌ ବିଶ୍ୱର ଦ୍ୱିତୀୟ ବହୁଳ କୋଭିଡ୍‌-୧୯ ପୀଡ଼ିତ ଦେଶରେ ପରିଗଣିତ ହୋଇଛି । ରବିବାର ଦିନ ଲାଟିନ୍‌ ଆମେରିକୀୟ ଦେଶ ବ୍ରାଜିଲ୍‌ କରୋନାଭାଇରସ୍‌ ଜନିତ ୪୩,୮୧୨ ନୂତନ ସଂକ୍ରମଣ ମାମଲା ଓ ୧,୧୨୭ ମୃତ୍ୟୁ ରେକର୍ଡ କରିଛି। ଗତ ଏକ ବର୍ଷ ମଧ୍ୟରେ କୌଣସି ସପ୍ତାହରେ ବ୍ରାଜିଲ୍‌ରେ ଏତେ ସଂଖ୍ୟକ ମୃତ୍ୟୁ ଘଟି ନ ଥିଲା । କରୋନାଭାଇରସ୍‌ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବ୍ରାଜିଲ୍‌ରେ ଗତକାଲି ସୁଦ୍ଧା ସମୁଦାୟContinue reading “କରୋନା ସଂକ୍ରମଣ : ଭାରତକୁ ଟପିଲା ବ୍ରାଜିଲ୍ ! ବିଶ୍ୱର ଦ୍ୱିତୀୟ ବହୁଳ କୋଭିଡ୍-୧୯ ପୀଡିତ ଦେଶ ଭାବେ ହେଲା ପରିଗଣିତ”

ଜଙ୍ଗଲ ନିଆଁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ଆଜି କେନ୍ଦ୍ରୀୟ ଟିମର ଆଲୋଚନା :  ଶିମିଳିପାଳ ପରେ ଚନ୍ଦକା ବନାଂଚଳ ବୁଲି ଦେଖିଥିଲା ଟିମ୍

କନକ ବ୍ୟୁରୋ : ଜଙ୍ଗଲ ନିଆଁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ଆଜି କେନ୍ଦ୍ରୀୟ ଟିମ ଆଲୋଚନା କରିବ । ବନାଗ୍ନି ସ୍ଥିତି ଅନୁଧ୍ୟାନ ଲାଗି କେନ୍ଦ୍ରରୁ ଆସିଥିବା ପ୍ରତିନିଧି ଦଳ ଶିମିଳିପାଳ ଏବଂ କୁଳଡିହା ଅଭୟାରଣ୍ୟ ପରିଦର୍ଶନ ପରେ ଚନ୍ଦକା ବନାଂଚଳ ବୁଲି ଦେଖିଥିଲା ଟିମ । ଆଜି ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ନେଇ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ସୂଚନା ଦେଇଛନ୍ତି । କେବଳ ସେତିିକି ନୁହେଁ, ଟାସ୍କଫୋର୍ସ ଗଣମାଧ୍ୟମକୁ ଆହୁରି କିଛିContinue reading “ଜଙ୍ଗଲ ନିଆଁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ଆଜି କେନ୍ଦ୍ରୀୟ ଟିମର ଆଲୋଚନା :  ଶିମିଳିପାଳ ପରେ ଚନ୍ଦକା ବନାଂଚଳ ବୁଲି ଦେଖିଥିଲା ଟିମ୍”

ଦୀର୍ଘ ଗୋଟିଏ ବର୍ଷ ପରେ ଖୋଲିଲା ପୁରୀ ନିକଟସ୍ଥ ବ୍ଲୁ ସ୍ପୋର୍ଟ୍ସ ୱାଟର ପାର୍କ : ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ସଂସ୍ଥା ପକ୍ଷରୁ ରଖାଯାଇଛି ଆକର୍ଷୀୟ ଅଫର

କନକ ବ୍ୟୁରୋ : କୋଭିଡ୍ କଟକଣାର ଦୀର୍ଘ ଗୋଟିଏ ବର୍ଷ ପରେ ଖୋଲିଛି ପୁରୀ ବେଲଦଳରେ ଥିବା ବ୍ଲୁ ସ୍ପୋର୍ଟ୍ସ ୱାଟର ପାର୍କ । କରୋନା କାରଣରୁ ବନ୍ଦ ଥିବା ପାର୍କ ଖୋଲିବା ପରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ୱାଟର ପାର୍କ ସାଙ୍ଗକୁ ଜଙ୍ଗଲ କ୍ୟାମ୍ପର ମଜା ନେଇଛନ୍ତି ପର୍ଯ୍ୟଟକ । ଏହି ୱାଟର ପାର୍କ ପୁଣି ଥରେ ଚଳଚଂଚଳ ହୋଇ ଉଠିଛି । ପର୍ଯ୍ୟଟନ ଦୃଷ୍ଟିରୁ ପୁରୀContinue reading “ଦୀର୍ଘ ଗୋଟିଏ ବର୍ଷ ପରେ ଖୋଲିଲା ପୁରୀ ନିକଟସ୍ଥ ବ୍ଲୁ ସ୍ପୋର୍ଟ୍ସ ୱାଟର ପାର୍କ : ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ସଂସ୍ଥା ପକ୍ଷରୁ ରଖାଯାଇଛି ଆକର୍ଷୀୟ ଅଫର”

Design a site like this with WordPress.com
Get started