କନକ ବ୍ୟୁରୋ: ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା । ସାମ୍ନାକୁ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଶରୀରରେ କୌଣସି ଶକ୍ତ ଆଘାତ ଲାଗିନଥିବା ରିପୋର୍ଟରେ ଉଲ୍ଲେଖ । ମହିଳା ଜଣକ ଅସୁସ୍ଥ ଥିବା ରିପୋର୍ଟରୁ ଜଣାପଡିଛି । ପ୍ରାଥମିକ ପରୀକ୍ଷା ଓ ପରବର୍ତ୍ତୀ କଙ୍କାଳ ପରୀକ୍ଷଣରୁ ଜଣାପଡିଛି । ମୃତ ମହିଳାଙ୍କ ବୟସ ୪୫ ବର୍ଷ ହେବ ଓ ଉଚ୍ଚତା ୧୬୪ ସେମି ହେବ । ମୃତ୍ୟୁ ପୂର୍ବରୁ ଯକ୍ଷ୍ମା ଭଳି ରୋଗରେContinue reading “ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା । ସାମ୍ନାକୁ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ ।”
Author Archives: Raghaba
ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ । ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି । ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷାନଙ୍କୁ ସୁଯୋଗ ।
କନକ ବ୍ୟୁରୋ: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି-୨୦ । ଯେଉଁଥିରେ ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଛି । ପ୍ରଥମ ମ୍ୟାଚରେ ଭାରତୀୟ ଦଳ ପରାସ୍ତ ହୋଇଥିବାରୁ ଏହି ମ୍ୟାଚରେ ବିରାଟ ବାହିନୀ ପ୍ରତ୍ୟାବର୍ତ୍ତନର ଲକ୍ଷ୍ୟ ରଖିଛି । ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷାନଙ୍କୁ ସୁଯୋଗ ମିଳିବ । ଅନ୍ୟପଟେ ପ୍ରଥମ ମ୍ୟାଚରେ ବିଜୟୀ ହେବା ସହିତ ଇଂଲଣ୍ଡ ଦଳ ଆଜି ଦୃଢ ମନୋବଳContinue reading “ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ । ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି । ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷାନଙ୍କୁ ସୁଯୋଗ । “
ଫରେଷ୍ଟ ଟାସ୍କ ଫୋର୍ସ ପକ୍ଷରୁ ଦିଆଗଲା ରିପୋର୍ଟ । ଶିମିଳିପାଳ ସମେତ ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ।
କନକ ବ୍ୟୁରୋ: ଶିମିଳିପାଳ ସମେତ ରାଜ୍ୟରେ ଜଙ୍ଗଲ ନିଆଁ ଏବେ ସମ୍ପୂର୍ଣ୍ଣ ଆୟତ୍ତାଧୀନ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ଅଗ୍ନି ଦୃଷ୍ଟିଗୋଚର ହୋଇନାହିଁ । ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ତୁରନ୍ତ ପଦକ୍ଷେପ ଯୋଗୁ ଜଙ୍ଗଲ ନିଆଁକୁ ଆୟତ୍ତାଧୀନ କରି ହୋଇଛି ବୋଲି ଆଜି ରିପୋର୍ଟ ଦେଇଛି ଫରେଷ୍ଟ ଟାସ୍କ ଫୋର୍ସ । ଶିମିଳିପାଳ ସମେତ ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ । ଫରେଷ୍ଟ ଟାସ୍କ ଫୋର୍ସ ପକ୍ଷରୁ ମିଳିଲା ସୂଚନା । ରାଜ୍ୟ ସରକାରଙ୍କContinue reading “ଫରେଷ୍ଟ ଟାସ୍କ ଫୋର୍ସ ପକ୍ଷରୁ ଦିଆଗଲା ରିପୋର୍ଟ । ଶିମିଳିପାଳ ସମେତ ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ।”
ଦେଶର ସବୁଠୁ ଚର୍ଚ୍ଚିତ ମଧ୍ୟପ୍ରଦେଶ ହନିଟ୍ରାପ୍ । ଯୁବତୀଙ୍କ ଫାସରେ ପଡିଥିଲେ ନେତା ଆଉ ଅଫିସର । ଅଶ୍ଲୀଳ ଭିଡିଓ କରି ଲୁଟୁଥିଲେ ଟଙ୍କା ।
କନକ ବ୍ୟୁରୋ: ସେପ୍ଟେମ୍ବର ୨୦୧୯, ଇନ୍ଦୋର ମ୍ୟୁନିସିପାଲ କର୍ପୋରେସନର ଜଣେ ଇଂଜିନିୟର ପୋଲିସ ପାଖରେ ଗୋଟିଏ ଏଫଆଇଆର୍ ଦାୟର କରିଥିଲେ । ଆଉ ଜଣେ ଯୁବତୀ ତାଙ୍କ ଅଶ୍ଲୀଳ ଭିଡିଓ ଦେଖାଇ ତାଙ୍କୁ ୩ କୋଟି ଟଙ୍କା ମାଗୁଥିବା ଅଭିଯୋଗ କରିଥିଲେ । ଯେଉଁଠୁ ଆରମ୍ଭ ହୋଇଥିଲା ଏହି ବହୁଚର୍ଚ୍ଚିତ ହନିଟ୍ରାପର କାହାଣୀ .. ଜଣେ ସରକାରୀ ଇଂଜିନିୟରଙ୍କ ପାଖରୁ ଏଭଳି ଅଭିଯୋଗ ପାଇବା ପରେ ଛାନଭିନ୍ କରିବା ଆରମ୍ଭ କରିଦେଇଥିଲା ମଧ୍ୟପ୍ରଦେଶ ପୋଲିସ । ଏହିContinue reading “ଦେଶର ସବୁଠୁ ଚର୍ଚ୍ଚିତ ମଧ୍ୟପ୍ରଦେଶ ହନିଟ୍ରାପ୍ । ଯୁବତୀଙ୍କ ଫାସରେ ପଡିଥିଲେ ନେତା ଆଉ ଅଫିସର । ଅଶ୍ଲୀଳ ଭିଡିଓ କରି ଲୁଟୁଥିଲେ ଟଙ୍କା ।”
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ପୁଣି ୬୩ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଟାଲିଗଞ୍ଜରୁ ପ୍ରାର୍ଥୀ କଲା ଦଳ ।
କନକ ବ୍ୟୁରୋ: ଭାରତୀୟ ଜନତା ପାର୍ଟି ଆଜି ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପୁଣିଥରେ ପ୍ରାର୍ଥୀ ଘୋଷଣା କରିଛି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ମୋଟ ୬୩ ଜଣ ପ୍ରାର୍ଥୀଙ୍କ ନାଁ ତାଲିକା ଘୋଷଣା କରିଛନ୍ତି । ଯେଉଁଥିରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ୨୭ ଜଣ ପ୍ରାର୍ଥୀ ରହିଥିବାବେଳେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ପାଇଁ ୩୬ ଜଣ ପ୍ରାର୍ଥୀ ରହିଛନ୍ତି । BJP releases aContinue reading “ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ପୁଣି ୬୩ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଟାଲିଗଞ୍ଜରୁ ପ୍ରାର୍ଥୀ କଲା ଦଳ ।”
ମାଲକାନଗିରି ସ୍ୱାଭିମାନ ଅଂଚଳରେ ପୋଲିସ-ମାଓବାଦୀ ଗୁଳି ବିିନିମୟ । ଘଞ୍ଚ ଜଙ୍ଗଲରୁ ମିଳିଲା ଅଫୁଟା ଲ୍ୟାଣ୍ଡମାଇନ୍, ମାଓ ପୋଷାକ ।
କନକ ବ୍ୟୁରୋ: ମାଲକାନଗିରି ସ୍ୱାଭିମାନ ଅଂଚଳ ପୋଲିସ ମାଓବାଦୀ ଗୁଳି ବିନିମୟ । ସ୍ୱାଭିମାନ ଅଂଚଳ ସମେତ ବଣ୍ଡାଘାଟିର ବିଭିନ୍ନ ସ୍ଥାନରେ ନୂତନ ପୋଲିସ କ୍ୟାମ୍ପ ସ୍ଥାପନ ହେବା ପରେ ଭିନ୍ନ ଭିନ୍ନ ସ୍ଥାନରେ ନିୟମିତ କମ୍ବିଂ ଅପରେସନ ଜାରି ରଖିଛି ପୁଲିସ । ତେବେ ଡିଭିଏଫ, ଏସଓଜି ଓ ବିଏସଏଫ ଯବାନଙ୍କ ମିଳିତ ଅପରେସନ ସମୟରେ ମୁଦୁଲିଗୁଡା ଓ ନାରିଙ୍ଗିଝୋଳା ଜଙ୍ଗଲରେ ମୁହାଁ ମୁହିଁ ହୋଇଥିଲେ ଯବାନ ଓ ମାଓବାଦୀ । ଦୀର୍ଘ ସମୟ ଧରିContinue reading “ମାଲକାନଗିରି ସ୍ୱାଭିମାନ ଅଂଚଳରେ ପୋଲିସ-ମାଓବାଦୀ ଗୁଳି ବିିନିମୟ । ଘଞ୍ଚ ଜଙ୍ଗଲରୁ ମିଳିଲା ଅଫୁଟା ଲ୍ୟାଣ୍ଡମାଇନ୍, ମାଓ ପୋଷାକ ।”
କଶ୍ମୀର ଘାଟିରେ ଏବେ ବି ପ୍ରାୟ ୨୦୦ରୁ ଅଧିକ ଆତଙ୍କବାଦୀ ସକ୍ରିୟ । ସୂଚନା ଦେଲେ କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ୍ ସିଂ।
କନକ ବ୍ୟୁରୋ : ସେନାର ନିୟମିତ ଅପରେସନ ସତ୍ତ୍ବେ କଶ୍ମୀର ଘାଟିରେ ଏବେ ବି ପ୍ରାୟ ୨୦୦ରୁ ଅଧିକ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ସୀମା ସେପଟେ ଥିବା ଲଞ୍ଚ୍ ପ୍ୟାଡରେ ଆଉ ପ୍ରାୟ ୨୫୦ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ବୋଲି ଜମ୍ମୁ ଓ କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ୍ ସିଂ କହିଛନ୍ତି । ସେ କହିଛନ୍ତି ଯେ ଭାରତରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି କରିବାକୁ ପଡ଼ୋଶୀ ଦେଶର ଉଦ୍ୟମ ଜାରି ରହିଛି ।Continue reading “କଶ୍ମୀର ଘାଟିରେ ଏବେ ବି ପ୍ରାୟ ୨୦୦ରୁ ଅଧିକ ଆତଙ୍କବାଦୀ ସକ୍ରିୟ । ସୂଚନା ଦେଲେ କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ୍ ସିଂ।”
ଓଡିଶାରେ ମିଶିବାକୁ ଦାବି ଜଣାଇଲେ ଆନ୍ଧ୍ର ସୀମାନ୍ତର ୧୮ ଖଣ୍ଡ ଗାଁ ଲୋକ । କହିଲେ , ଆନ୍ଧ୍ରରୁ ମିଳୁନି ଓଡିଶା ଦେଉଥିବା ସୁବିଧା ।
କନକ ବ୍ୟୁରୋ: ଆନ୍ଧ୍ର ସୀମାନ୍ତରେ ଥିବା ୧୮ ଖଣ୍ଡ ଗାଁ ଓଡ଼ିଶାରେ ମିଶିବ । ଏନେଇ ଦାବି ଜଣାଇଛନ୍ତି ଆନ୍ଧ୍ର ସୀମାନ୍ତବାସୀ । ଓଡ଼ିଶାରେ ମିଳୁଥିବା ସୁବିଧା ସୁଯୋଗ ଆନ୍ଧ୍ରରେ ମିଳୁନାହିଁ, ତେଣୁ ସେମାନଙ୍କୁ ଓଡ଼ିଶାରେ ମିଶାଇ ଦେବାକୁ ଦାବି ଜଣାଇଲେ ଆନ୍ଧ୍ର ସୀମାନ୍ତବାସୀ । କୋଟିଆକୁ ନେଇ ଦୁଇ ରାଜ୍ୟର ମାମଲା ସୁପ୍ରିମକୋର୍ଟରେ ଚାଲିଥିବା ବେଳେ ଏବେ ଆନ୍ଧ୍ରର ଚାଲ ମହଙ୍ଗା ପଡ଼ିଛି । ଆନ୍ଧ୍ରପ୍ରଦେଶର ସାଲୁର ବ୍ଲକର କୋକଡ଼ା ପଂଚାୟତ ଛୋଟ ବଡ଼ ୧୮ଟିContinue reading “ଓଡିଶାରେ ମିଶିବାକୁ ଦାବି ଜଣାଇଲେ ଆନ୍ଧ୍ର ସୀମାନ୍ତର ୧୮ ଖଣ୍ଡ ଗାଁ ଲୋକ । କହିଲେ , ଆନ୍ଧ୍ରରୁ ମିଳୁନି ଓଡିଶା ଦେଉଥିବା ସୁବିଧା ।”
ଖୋର୍ଦ୍ଧା ବରୁଣେଇ ପାହାଡ ସଂଲଗ୍ନ ଜଙ୍ଗଲରେ ନିଆଁ । ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଉଛି ଅଗ୍ନିଶମ ବାହିନୀ ।
କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାକୁ ନେଇ ରାଜନୈତିକ ସରଗରମ ସହ ତମ୍ବି ତୋଫାନ ଚାଲିଛି । ଏପଟେ ଖୋର୍ଦ୍ଧା ବରୁଣେଇ ପାହାଡ ସଂଲଗ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଖବର ଆସିଛି । ଗଡଖୋର୍ଦ୍ଧା ନିକଟ ଜଙ୍ଗଲ ଜଳୁଛି । ତେବେ କେମିତି ଜଙ୍ଗଲରେ ନିଆଁ ଲାଗିଲା ତାହା ଜଣାପଡି ନାହିଁ । ଅନ୍ୟପଟେ ଜଙ୍ଗଲ ନିଆଁ ଖବର ପାଇ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଲିଭାଇବାକୁ ଚେଷ୍ଟା କରୁଛିContinue reading “ଖୋର୍ଦ୍ଧା ବରୁଣେଇ ପାହାଡ ସଂଲଗ୍ନ ଜଙ୍ଗଲରେ ନିଆଁ । ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଉଛି ଅଗ୍ନିଶମ ବାହିନୀ ।”
ପଶ୍ଚିମବଙ୍ଗରେ ସରଗରମ ବିଧାନସଭା ନିର୍ବାଚନ ମୈଦାନ । ହୁଇଲ୍ ଚେୟାରରେ ରାଲି ଆରମ୍ଭ କଲେ ମମତା ।
କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନ ମହାଯୁଦ୍ଧକୁ ନୂଆ ଅବତାରରେ ମମତା । ଆଜି ହୁଇଲ ଚେୟାରରେ କୋଲକାତାରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ଆହତ ହେବା ପରେ ପରେ ଏହି ସମୟକୁ ଅପେକ୍ଷା କରି ରହିଥିଲେ ଟିଏମସି କର୍ମୀ । କୋଲକାତାରେ ପ୍ରାୟ ୫ କିଲୋମିଟର ବାଟ ରାଲି କରିଛନ୍ତି ମମତା ଆଉ ତାଙ୍କ ସାଥୀରେ ରହିଛନ୍ତି ଶହଶହ ଟିଏମସି କର୍ମୀ । ଗତକାଲି ନିର୍ବାଚନ ଆୟୋଗ ସ୍ପଷ୍ଟ କରିଥିଲେContinue reading “ପଶ୍ଚିମବଙ୍ଗରେ ସରଗରମ ବିଧାନସଭା ନିର୍ବାଚନ ମୈଦାନ । ହୁଇଲ୍ ଚେୟାରରେ ରାଲି ଆରମ୍ଭ କଲେ ମମତା ।”