କନକ ବ୍ୟୁରୋ : କଳାକାରଙ୍କର ଅନେକ କାହାଣୀ । କିଏ କଳାକୁ ନେଇ ପରିଚିତ ତ, ଆଉ କିଏ କଳା ଓ ପ୍ରତିଭାକୁ ଆଶ୍ରା କରି ଜୀବନ ଜିଇଁବାକୁ ଚେଷ୍ଟା କରୁଛନ୍ତି । ଏମିତି ଅନେକ କଳାକାରଙ୍କ କାହାଣୀ ଆପଣମାନେ ଜାଣିଛନ୍ତି । ଆଜି ଆମେ ଏମିତି ଜଣେ କଳାକାରଙ୍କ କଥା କହିବୁ, ଯିଏ ପିଲା ଦିନୁ କଣ୍ଠଶିଳ୍ପୀ ହେବାକୁ ସ୍ୱପ୍ନ ଦେଖିଥିଲେ, କିନ୍ତୁ ପରିସ୍ଥିତି ତାଙ୍କୁ ଆଜି ଚିତ୍ର ଶିଳ୍ପୀ ସଜେଇ ଦେଇଛି । କାନ୍ଥରେContinue reading “କଳାକାରଙ୍କ କଷ୍ଟ କାହାଣୀ । ବିନା ପ୍ରଶିକ୍ଷଣରେ କୁମାର ସାନୁଙ୍କ ଅନ୍ଦାଜରେ ଗୀତ ଗାଉଛନ୍ତି ନବରଙ୍ଗପୁରର ରଂଜନ । ସଂଗୀତ ସାଧନା କ୍ଷେତ୍ରରେ ବାଧକ ସାଜିଛି ଆର୍ଥିକ ସମସ୍ୟା ।”
Author Archives: Raghaba
ଆସନ୍ତା ୨୮ରୁ ଝାରସୁଗୁଡାରୁ ଚେନ୍ନାଇ ଉଡିବ ବିମାନ । ବାଙ୍ଗାଲୋର ଓ ମୁମ୍ବାଇକୁ ବିମାନ ଚଳାଚଳ ଯାତ୍ରା ଅବଧି ବଢିଲା, ଏଣିକି ୪ ସପ୍ତାହରେ ୪ ଦିନ ବଦଳରେ ୬ ଓ ୭ ଦିନ ଯାତ୍ରା କରିବ ବିମାନ ।
କନକ ବ୍ୟୁରୋ : ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଖୁବଶୀଘ୍ର ଚେନ୍ନାଇକୁ ଚଳାଚଳ କରିବ ବିମାନ । ଚଳିତ ମାସ ୨୮ ତାରିଖରୁ ବିମାନ ଚଳାଚଳ କରିବ ବୋଲି ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ଏହାସହ ବାଙ୍ଗାଲୋରକୁ ସପ୍ତାହରେ ୪ ଦିନ ବଦଳରେ ୬ ଦିନ ଓ ମୁମ୍ବାଇକୁ ୪ ଦିନ ବଦଳରେ ୭ ଦିନ ବିମାନ ଚଳାଚଳ କରିବ । ଅନ୍ୟପଟେ ଦିନକୁ ଦିନ ଝାରସୁଗୁଡା ବିମାନ ବନ୍ଦରରେ ବିମାନContinue reading “ଆସନ୍ତା ୨୮ରୁ ଝାରସୁଗୁଡାରୁ ଚେନ୍ନାଇ ଉଡିବ ବିମାନ । ବାଙ୍ଗାଲୋର ଓ ମୁମ୍ବାଇକୁ ବିମାନ ଚଳାଚଳ ଯାତ୍ରା ଅବଧି ବଢିଲା, ଏଣିକି ୪ ସପ୍ତାହରେ ୪ ଦିନ ବଦଳରେ ୬ ଓ ୭ ଦିନ ଯାତ୍ରା କରିବ ବିମାନ ।”
ଯାଆଁଳା ଫାଣ୍ଡି ପରିସରରେ ଗାଡିରୁ ନରକଙ୍କାଳ ଉଦ୍ଧାର ଘଟଣା: ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ନିଲମ୍ବିତ
କନକ ବ୍ୟୁରୋ: ଯାଆଁଳା ଫାଣ୍ଡି ପରିସରରେ ଗାଡି ଭିତରୁ ନରକଙ୍କାଳ ମିଳିବା ଘଟଣାରେ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଏହି ପ୍ରସଙ୍ଗରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ତେବେ ତାଙ୍କ କହିବା ହେଲା, ଗଞ୍ଜାମ ପୋଲିସର ଏକ ସିଜର ଗାଡି ଥାନା ପରିସରରେ ରହିଥିଲା । ୨୦୧୯ ମସିହାରେ ଏକ ଗଞ୍ଜେଇ ଚାଲାଣ ମାମଲାରେ ଏହି ଗାଡିକୁ ସିଜ କରିଥିଲା ପୋଲିସContinue reading “ଯାଆଁଳା ଫାଣ୍ଡି ପରିସରରେ ଗାଡିରୁ ନରକଙ୍କାଳ ଉଦ୍ଧାର ଘଟଣା: ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ନିଲମ୍ବିତ”
‘ବିଶ୍ୱ ମହାମାରୀ’କୁ ମାତ୍ ଦେବାକୁ ବିଶ୍ୱକୁ ବାଟ ଦେଖାଇଥିଲେ ନବୀନ ।
କନକ ବ୍ୟୁରୋ : ବିଧାନସଭା ପରିସରରେ ହାତ ଧୂଆର ଦୃଶ୍ୟ ଠିକ୍ ବର୍ଷେ ତଳର । ଯେଉଁଥିରେ ନବୀନଙ୍କ ସମେତ ମନ୍ତ୍ରୀ ଓ ଅନ୍ୟ ଦଳର ନେତା ହାତ ଧୋଇବା ସହ ଓଡ଼ିଶାବାସୀଙ୍କୁ କରୋନା ଭୂତାଣୁ ସହ ଲଢିବା ପାଇଁ ଦେଇଥିଲେ ସଚେତନାର ବାର୍ତ୍ତା । ଆଉ ନବୀନଙ୍କ ଏହି ହାତ ଧୂଆ ସହ ଆରମ୍ଭ ହୋଇଥିଲା ମହାମାରୀ କରୋନାକୁ ମାତ୍ ଦେବାର ପ୍ରାକ୍ ପ୍ରସ୍ତୁତି । ୧୩ ମାର୍ଚ୍ଚ ୨୦୨୦ ସୁଦ୍ଧା ରାଜ୍ୟରେ ଜଣେ ବିContinue reading “‘ବିଶ୍ୱ ମହାମାରୀ’କୁ ମାତ୍ ଦେବାକୁ ବିଶ୍ୱକୁ ବାଟ ଦେଖାଇଥିଲେ ନବୀନ । “
ସାମ୍ନାରେ ଥିଲା ସଂକ୍ରମଣ, ସରକାରଙ୍କ ପାଇଁ ଥିଲା ଆହ୍ୱାନ । ବିଶ୍ୱରେ ଆତଙ୍କ ଖେଳାଇଥିବା ମହାମାରୀ ପାଇଁ ଆଜିର ଦିନରେ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଥିଲା ଓଡ଼ିଶା ।
କନକ ବ୍ୟୁରୋ : ୧୩ ମାର୍ଚ୍ଚ ୨୦୨୦ । ଆଜିକୁ ଠିକ୍ ବର୍ଷେ ତଳେ । ରାଜ୍ୟରେ କରୋନା ମହାମାରୀ ବିରୋଧରେ ଆରମ୍ଭ ହୋଇଥିଲା ମହାଲଢେଇ । ଆଉ ଏହି ଲଢେଇର ମଙ୍ଗ ଧରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକଡାଉନ, ସଟଡାଉନ ଠାରୁ ଆରମ୍ଭ କରି ଟେଷ୍ଟିଂ ଓ ଟ୍ରିଟମେଣ୍ଟ ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ନିଷ୍ପତି ନେଇଥିଲେ ନବୀନ । ରାତାରାତି ଅସ୍ଥାୟୀ ମେଡିକାଲ ଶିବିର ଛିଡା କରିବାContinue reading “ସାମ୍ନାରେ ଥିଲା ସଂକ୍ରମଣ, ସରକାରଙ୍କ ପାଇଁ ଥିଲା ଆହ୍ୱାନ । ବିଶ୍ୱରେ ଆତଙ୍କ ଖେଳାଇଥିବା ମହାମାରୀ ପାଇଁ ଆଜିର ଦିନରେ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଥିଲା ଓଡ଼ିଶା । “
କଂଗ୍ରେସର ବିଦ୍ରୋହୀ ନେତାଙ୍କୁ ବାଦ୍? ପଶ୍ଚିମବଙ୍ଗ ଓ ଆସାମ ନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରୁ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା ଓ ମନୀଷ ତିୱାରୀ ବାଦ୍ ।
କନକ ବ୍ୟୁରୋ: କଂଗ୍ରେସରେ ବିଦ୍ରୋହୀ ନେତାଙ୍କୁ ଅଣଦେଖା । କଂଗ୍ରେସ ଜି-୨୩ର ମଙ୍ଗୁଆଳ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା ଓ ମନୀଷ ତିୱାରୀଙ୍କୁ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ତାର ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେଇଛି । ପ୍ରଥମ ଦ୍ରଫାରେ କଂଗ୍ରେସ ପଶ୍ଚିମବଙ୍ଗ ଓ ଆସାମ ପାଇଁ ଏହାକ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ଏପରିକି ଭାରତୀୟ ନିର୍ବାଚନ କମିଶନଙ୍କୁ ଏହି ତାଲିକା ଦେଇସାରିଛି । ହେଲେ ଏଥିରେ ସ୍ଥାନContinue reading “କଂଗ୍ରେସର ବିଦ୍ରୋହୀ ନେତାଙ୍କୁ ବାଦ୍? ପଶ୍ଚିମବଙ୍ଗ ଓ ଆସାମ ନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରୁ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା ଓ ମନୀଷ ତିୱାରୀ ବାଦ୍ ।”
ପିପିଲି ଉପ-ନିର୍ବାଚନ ପ୍ରସଙ୍ଗରେ ମନ୍ତ୍ରୀ ସମୀର ଦାଶଙ୍କ ବଡ ବୟାନ : ପ୍ରଦୀପବାବୁଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି ଲୋକେ
କନକ ବ୍ୟୁରୋ : ମହାରଥୀଙ୍କ ପରିବାରରୁ କାହାରିକୁ ପ୍ରାର୍ଥୀ କରିବା ପାଇଁ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପିପିଲି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । ହେଲେ ପିପିଲି ଗଡ ରକ୍ଷା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଦେଇଛି ଶାସକ ବିଜୁ ଜନତା ଦଳ । ତେବେ ଦଳ ଏଠାରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସସପେନ୍ସ ରହିଛି । କିନ୍ତୁ ଏତିକିବେଳେ ଏକ ବଡ ବୟାନContinue reading “ପିପିଲି ଉପ-ନିର୍ବାଚନ ପ୍ରସଙ୍ଗରେ ମନ୍ତ୍ରୀ ସମୀର ଦାଶଙ୍କ ବଡ ବୟାନ : ପ୍ରଦୀପବାବୁଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି ଲୋକେ”
ରାଜଧାନୀରେ ୬ ନିଶାଦିଆ ଲୁଟେରା ଗିରଫ : ଯାତ୍ରୀଙ୍କୁ ଟାର୍ଗେଟ କରି ନିଶାଦେଇ ଲୁଟ କରୁଥିଲେ ଲୁଟେରା
କନକ ବ୍ୟୁରୋ : ରାଜଧାନୀରେ ୬ ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଯାତ୍ରୀଙ୍କୁ ଟାର୍ଗେଟ କରି ନିଶା ଦେଇ ଲୁଟ କରୁଥିଲେ ଲୁଟେରା । ପ୍ରଥମେ ତାଙ୍କ ସହ ବନ୍ଧୁତା କରୁଥିଲେ ପରେ ତାଙ୍କୁ ନିଶା ଦେଇ ଲୁଟ କରି ନେଉଥିଲେ । ପୋଲିସ ଏପରି ୬ଜଣ ଲୁଟେରାଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ଜଣେ ମେଡିସିନ ଦୋକାନୀ । ମେଡିସିନ ଦୋକାନୀ ଜଣଙ୍କ ଲୁଟେରାଙ୍କୁ ନିଶା ଔଷଧ ଯୋଗାଇ ଦେଉଥିବାContinue reading “ରାଜଧାନୀରେ ୬ ନିଶାଦିଆ ଲୁଟେରା ଗିରଫ : ଯାତ୍ରୀଙ୍କୁ ଟାର୍ଗେଟ କରି ନିଶାଦେଇ ଲୁଟ କରୁଥିଲେ ଲୁଟେରା”
ଗଞ୍ଜେଇ ଚାଲାଣ ପାଇଁ ପିକଅପ୍ ଭ୍ୟାନରେ ସ୍ୱତନ୍ତ୍ର ବ୍ୟବସ୍ଥା : ଗାଡି ଯାଞ୍ଚ ବେଳେ ମାଥିଲି ପୋଲିସ ହାତରେ ଧରାପଡିଲେ ମାଫିଆ
କନକ ବ୍ୟୁରୋ : ଗଂଜେଇ ଚାଲାଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା । ଦୁଇଟି ପିକ୍ଅପ ଭ୍ୟାନରେ ସ୍ୱତନ୍ତ୍ର ଚ୍ୟାମ୍ବର ନିର୍ମାଣ କରା ଯାଇ ଗଂଜେଇ ଚୋରା ଚାଲାଣ କରୁଥିଲେ ମାଫିଆ । ଆଉ ଚେକିଙ୍ଗ ବେଳେ ମାଲକାନଗିରି ମାଥିଲି ପୁଲିସ ହାତରେ ପ୍ରାୟ ୯୦୦ କିଲୋ ଗଂଜେଇ ସହ ଧରା ପଡିଲା ଦୁଇଟି ପିକଅପ ଭ୍ୟାନ । ପିକଅପ୍ ଅପ୍ ଭ୍ୟାନ ଯୋଗେ ଏମାନେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଦେଇ ରାୟପୁରକୁ ଗଂଜେଇ ଚାଲାଣ କରୁଥିଲେ ।Continue reading “ଗଞ୍ଜେଇ ଚାଲାଣ ପାଇଁ ପିକଅପ୍ ଭ୍ୟାନରେ ସ୍ୱତନ୍ତ୍ର ବ୍ୟବସ୍ଥା : ଗାଡି ଯାଞ୍ଚ ବେଳେ ମାଥିଲି ପୋଲିସ ହାତରେ ଧରାପଡିଲେ ମାଫିଆ”
ଶିଳ୍ପ ସମସ୍ୟାର ସମାଧାନ ପାଇଁ ‘ସିପେଟ୍’ର ଉଦ୍ୟମ । ଉଦ୍ୟୋଗୀଙ୍କ ସୁବିଧା ପାଇଁ ଖୋଲିଲା ‘ଇନୋଭେକ୍ସ’ କେନ୍ଦ୍ର ।
କନକ ବ୍ୟୁରୋ: ଟେକ୍ନୋଲୋଜି ଏବଂ ଉଦ୍ୟୋଗୀଙ୍କ ସୁବିଧା ପାଇଁ ‘ସିପେଟ୍’ରେ ଇନୋଭେକ୍ସ କେନ୍ଦ୍ରର ଉଦଘାଟନ ହୋଇଛି । ଭୁବନେଶ୍ୱର ସିପେଟ୍ କ୍ୟାମ୍ପସ ପରିସରରେ ଏହି ଇନୋଭେକ୍ସ କେନ୍ଦ୍ର (ଏସଏଆରପି-ଏଲଏଆରପିଏମ)କୁ କେନ୍ଦ୍ର ରସାୟନିକ ଓ ପେଟ୍ରୋକେମିକାଲ ସଚିବ ଯୋଗେନ୍ଦ୍ର ତ୍ରିପାଠୀ ଉଦଘାଟନ କରିଛନ୍ତି । ଏହି ଅବସରରେ ଯେଗେନ୍ଦ୍ର ତ୍ରିପାଠୀ କହିଛନ୍ତି କି, ସାମଜର ଆବଶ୍ୟକତାକୁ ଧ୍ୟାନ ଦେଇ ସିପେଟ୍ ସର୍ବଦା ସଚେତନ ଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ । ଏପରିକି ଷ୍ଟାର୍ଟ-ଅପ୍/ଷ୍ଟାଣ୍ଡ-ଅପ୍ ଉତ୍ସାହିତ କରି ସିପେଟରେ ଥିବାContinue reading “ଶିଳ୍ପ ସମସ୍ୟାର ସମାଧାନ ପାଇଁ ‘ସିପେଟ୍’ର ଉଦ୍ୟମ । ଉଦ୍ୟୋଗୀଙ୍କ ସୁବିଧା ପାଇଁ ଖୋଲିଲା ‘ଇନୋଭେକ୍ସ’ କେନ୍ଦ୍ର ।”