ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କ ଅଚାନକ ପୁରୀ ଜିଲ୍ଲା ସ୍କୁଲ ଗସ୍ତ : ଦରଖାସ୍ତ ନଦେଇ ଅନୁପସ୍ଥିତ ଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ

କନକ ବ୍ୟୁରୋ : ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଅଚାନକ ପୁରୀ ଜିଲ୍ଲା ସ୍କୁଲ ଗସ୍ତ କରିଛନ୍ତି । ହେଲେ ସ୍କୁଲରେ ଏହି ସମୟରେ ପ୍ରଧାନ ଶିକ୍ଷୟତ୍ରୀ ଆଉ ଶିକ୍ଷକ ଶିକ୍ଷୟତ୍ରୀ ନଥିଲେ । ଦରଖାସ୍ତ ନଦେଇ ଅନୁପସ୍ଥିତ ଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ମନ୍ତ୍ରୀ । ଏହା ସହ ଛୁଟିରେ ଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗୋଟିଏ ଦିନର ଦରମା କାଟିବା ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନୂତନContinue reading “ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କ ଅଚାନକ ପୁରୀ ଜିଲ୍ଲା ସ୍କୁଲ ଗସ୍ତ : ଦରଖାସ୍ତ ନଦେଇ ଅନୁପସ୍ଥିତ ଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ”

ନନ୍ଦୀ ବଳଦ ଦେଖାଇ ମାଲକାନଗିରରେ ମହିଳାଙ୍କୁ ଲୁଟ ଘଟଣା : ଲୁଟ ବ୍ୟବହୃତ ନନ୍ଦୀ ବଳଦ ସହ ବନ୍ଧା ହେଲେ ୪ ଠକ

କନକ ବ୍ୟୁରୋ : ନନ୍ଦୀ ବଳଦ ଦେଖାଇ ମହିଳାଙ୍କ ଠାରୁ ଲୁଟ ଘଟଣାରେ ବନ୍ଧା ହେଲା ନନ୍ଦୀ । ଅଭିନବ ଉପାୟରେ ମାଲକାନଗିରି ପୌରାଂଚଳ ମହେଶ୍ୱର କଲୋନିର ଜଣେ ମହିଳାଙ୍କ ଠାରୁ ଟଙ୍କା ଠକିନେଇଥିଲେ ଲୁଟେରା । ୪ ଜଣ ଠକ, ସାଙ୍ଗରେ ନନ୍ଦୀ ବଳଦ ଆଣି ମହେଶ୍ୱର କଲୋନିରେ ଥିବା ଭୂମିକାଙ୍କ ଘରକୁ ଯାଇଥିଲେ । ସେଠାରେ ତାଙ୍କ ପରିବାରର ଭଲ ମନ୍ଦ ବଖାଣିବା ସହ ଘରେ ମୃତ ନଣନ୍ଦଙ୍କ ଆତ୍ମା ଥିବା କହିଥିଲେ ।Continue reading “ନନ୍ଦୀ ବଳଦ ଦେଖାଇ ମାଲକାନଗିରରେ ମହିଳାଙ୍କୁ ଲୁଟ ଘଟଣା : ଲୁଟ ବ୍ୟବହୃତ ନନ୍ଦୀ ବଳଦ ସହ ବନ୍ଧା ହେଲେ ୪ ଠକ”

ବିଧାନସଭାରେ ଶାସକ-ବିରୋଧୀଙ୍କ ହଙ୍ଗାମା । ୧୧ଟା ୩୦ ଯାଏଁ ଗୃହ ମୁଲତବୀ, ବିଜେଡିର ଦାବି ସୁବାସ କ୍ଷମା ନ ମାଗିବା ଯାଏଁ ଚଲାଇଦେବୁନି ଗୃହ ।

କନକ ବ୍ୟୁରୋ : ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ । ଗୃହକୁ ଅପରାହ୍ନ ୧୧ଟା ୩୦ ଯାଏଁ ମୁଲତବୀ କଲେ ବାଚସ୍ପତି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ମଣ୍ଡି ଓ ଧାନ କିଣା ପ୍ରସଙ୍ଗରେ ଗୃହରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଧମକ ଦେଉଥିବାରୁ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରି ବିଜେଡି ପ୍ରଥମରୁ ପ୍ରତିବାଦ କରିଥିଲା । ନିଜ ଆସନରେ ରହିContinue reading “ବିଧାନସଭାରେ ଶାସକ-ବିରୋଧୀଙ୍କ ହଙ୍ଗାମା । ୧୧ଟା ୩୦ ଯାଏଁ ଗୃହ ମୁଲତବୀ, ବିଜେଡିର ଦାବି ସୁବାସ କ୍ଷମା ନ ମାଗିବା ଯାଏଁ ଚଲାଇଦେବୁନି ଗୃହ ।”

ଜଙ୍ଗଲର ନିଆଁ ଲିଭାଇଲେ ମହିଳା ସରପଞ୍ଚ । ସ୍ଥାନୀୟ ଲୋକଙ୍କୁ ଧରି ବିଳମ୍ବିତ ରାତି ଯାଏଁ ଲିଭାଇଲେ ନିଆଁ

କନକ ବ୍ୟୁରୋ: ସରପଞ୍ଚ ହେବ ତ ଏମିତି । ଜଙ୍ଗଲର ନିଆଁ ଲିଭାଇଲେ ମହିଳା ସରପଞ୍ଚ । ସ୍ଥାନୀୟ ଲୋକଙ୍କୁ ଧରି ବିଳମ୍ବିତ ରାତି ଯାଏଁ ଲିଭାଇଲେ ନିଆଁ । ଜଙ୍ଗଲରେ ନିଆଁ ଲାଗିଥିବା ନେଇ ବନ ବିଭାଗକୁ ସୂଚନା ଦେବା ସତ୍ୱେ ମଧ୍ୟ ପହଞ୍ଚି  ନଥିଲେ କୌଣସି ବି କର୍ମଚାରୀ । ଫଳରେ ଗାଁ ଲୋକଙ୍କ ସହ ମିଶି ନିଜେ ଜଙ୍ଗଲକୁ ଯାଇ ନିଆଁ ଲିଭାଇଛନ୍ତି ମହିଳା ସରପଞ୍ଚ । ସୂଚନା ମୁତାବକ, ଗତକାଲି ସଂଧ୍ୟାରେContinue reading “ଜଙ୍ଗଲର ନିଆଁ ଲିଭାଇଲେ ମହିଳା ସରପଞ୍ଚ । ସ୍ଥାନୀୟ ଲୋକଙ୍କୁ ଧରି ବିଳମ୍ବିତ ରାତି ଯାଏଁ ଲିଭାଇଲେ ନିଆଁ”

ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ୭ ସହଯୋଗୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ।

କନକ ବ୍ୟୁରୋ : ଦକ୍ଷିଣ କଶ୍ମୀରର ଏକାଧିକ ଅଞ୍ଚଳରୁ ଆତଙ୍କବାଦୀଙ୍କ ୭ଜଣ ସହଯୋଗୀଙ୍କୁ ଗିରଫ କରିଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ ଦାବି କରିଛି। ଏକ ବିବୃତିରେ ପୁଲିସ କହିଛି, ଚେକପୋଷ୍ଟରେ  ଯାଞ୍ଚ ବେଳେ ପୁଲିସ ଆତଙ୍କବାଦୀଙ୍କ ୭ଜଣ ସହଯୋଗୀଙ୍କୁ ଗିରଫ କରିଛି। ଯାଞ୍ଚ ସମୟରେ ସେମାନଙ୍କ ପାଖରୁ ଦୁଇଟି ହାତ ଗ୍ରେନେଡ୍‌, ତିନୋଟି ଏ.କେ. ଶ୍ରେଣୀୟ ମ୍ୟାଗାଜିନ୍‌, ୧୦୫ ରାଉଣ୍ଡ୍‌ ଅଫୁଟା ଏ.କେ. ଜବତ କରାଯାଇଛି। ୭ଜଣଯାକ ଆତଙ୍କବାଦୀ ସଙ୍ଗଠନ ‘ହିଜବୁଲ୍‌ ମୁଜାହିଦୀନ’ର ସହଯୋଗୀContinue reading “ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ୭ ସହଯୋଗୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ।”

ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗରେ ବିଧାନସଭାକୁ ଅଚଳ : ବିରୋଧୀ ଦଳ ମୁଖ୍ୟ ସଚେତକ କହିଲେ, ପ୍ରସଙ୍ଗ ଉଠାଇବା ପଛରେ ଅଛି ଶାସକ ଦଳ ସଭ୍ୟଙ୍କ ସମର୍ଥନ

କନକ ବ୍ୟୁରୋ : ମଣ୍ଡିରେ ଧାନ ଉଠୁନାହିଁ । ଚାଷୀ ହଇରାଣ ହେଉଥିବା ଅଭିଯୋଗ କରି, ବିଧାନସଭାକୁ ଅଚଳ କରୁଛନ୍ତି ବିରୋଧୀ । ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବଶେନ ଆରମ୍ଭ ହୋଇଥିବାବେଳେ, ଆଦୌ ଚାଲିପାରିଲା ନାହିଁ ଗୃହ କାର୍ଯ୍ୟ । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ଚାଷୀ ଓ ମଣ୍ଡି ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରିଦେଲେ । ହେଲେ ଏହାରି ଭିତରେ ଜଣାପଡିଛି ଏକ ସଂଘାତିକ କଥା । ବିରୋଧୀ ଦଳContinue reading “ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗରେ ବିଧାନସଭାକୁ ଅଚଳ : ବିରୋଧୀ ଦଳ ମୁଖ୍ୟ ସଚେତକ କହିଲେ, ପ୍ରସଙ୍ଗ ଉଠାଇବା ପଛରେ ଅଛି ଶାସକ ଦଳ ସଭ୍ୟଙ୍କ ସମର୍ଥନ”

ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ : ପଞ୍ଜାବର ୮ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦେଖି ପଞ୍ଜାବର ଆଉ ୪ଟି ଜିଲ୍ଲାରେ ଜାରି ହୋଇଛି ରାତି କର୍ଫ୍ୟୁ । ଫଳରେ ରାଜ୍ୟର ମୋଟ୍ ୮ଟି ଜିଲ୍ଲାରେ ହୋଇଛି ନାଇଟ୍ କର୍ଫ୍ୟୁ । ଲୁଧିଆନା, ପଟିଆଲା, ମୋହାଲି, ଫତେଗଡ ସାହିବ, ଜଳନ୍ଧର, ନୱନ ସହର, କପୁରତାଲା ଓ ହୋସିଆରପୁରରେ ରାତି ୧୧ରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଜାରି କରାଯାଇଛି । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁContinue reading “ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ : ପଞ୍ଜାବର ୮ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ”

ସମ୍ପତ୍ତି ବଢାଇବାରେ ବିଶ୍ୱରେ ଆଦାନି ସବୁଠୁ ଆଗରେ । ମୁକେଶ ଅମ୍ବାନିଙ୍କୁ ପକାଇଲେ ପଛରେ । 

କନକ ବ୍ୟୁରୋ : ପ୍ରଥମ ପିଢ଼ିର ଭାରତୀୟ ଉଦ୍ୟୋଗୀ ଗୌତମ ଆଦାନି ଚଳିତବର୍ଷ ନୂଆ ସମ୍ପତ୍ତି ସୃଷ୍ଟିରେ ରେକର୍ଡ କରିଛନ୍ତି। ସେ ୨୦୨୧ରେ ୧୬.୨ ବିଲିଅନ ଡଲାର ବା ପ୍ରାୟ ୧୧୮୨୬୦ କୋଟି ଟଙ୍କାର ସମ୍ପତ୍ତି ଯୋଡ଼ିଛନ୍ତି। ଫଳରେ ତାଙ୍କର ସମ୍ପତ୍ତି ୫୦ ବିଲିଅନ ଡଲାର ବା ୩୬୫୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବ୍ଲୁମବର୍ଗ ବିଲିୟନେୟାର୍ସ ସୂଚୀରୁ ଏହା ଜଣାଯାଇଛି। ବିଶ୍ୱର ଶୀର୍ଷ ଧନୀ ବ୍ୟକ୍ତି ତଥା ଟେସଲାର ଏଲନ ମସ୍କ ଓ ଆମାଜନ୍‌ କମ୍ପାନିContinue reading “ସମ୍ପତ୍ତି ବଢାଇବାରେ ବିଶ୍ୱରେ ଆଦାନି ସବୁଠୁ ଆଗରେ । ମୁକେଶ ଅମ୍ବାନିଙ୍କୁ ପକାଇଲେ ପଛରେ । “

ବିଶୁଦ୍ଧ ପାଣି ମୁନ୍ଦେ ପାଇବା ପାଇଁ ଡ଼ହଳବିକଳ ବାଦପଲ୍ଲୀ ଗାଁଲୋକ : ଶୋଷ ମେଣ୍ଟାଇବା ପାଇଁ ପୁରା ଗାଁର ସାହାରା ସାଜିିଛି ଗୋଟିଏ ନାଳ

କନକ ବ୍ୟୁରୋ : ସବୁ ଲୋକ କେମିତି ଶୁଦ୍ଧ ପାନୀୟ ଜଳ ପାଇବେ ସେଥିପାଇଁ ସରକାରଙ୍କ ବସୁଧା ଯୋଜନା । ଏହି ଯୋଜନା ଜରିଆରେ ସୋଲାର ଟାଙ୍କି ନିର୍ମାଣ କରାଯାଉଛି । କିନ୍ତୁ ଆଜି ବି ଅନେକ ଅଂଚଳରେ ଚୂଆରୁ ପାଣି ସଂଗ୍ରହ କରି ପିଉଛନ୍ତି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଅଂଚଳର ଗ୍ରାମବାସୀ । ଖଲ୍ଲିକୋଟ ବ୍ଲକର ଆଦିବାସୀ ଅଧୂସିତ ପଂଚାୟତ ବାଦପାଲ୍ଲୀ  । ଏଠାରେ ଶୁଦ୍ଧ ପାନୀୟ ଜଳ ପାଇଁ ଆଉଟୁପାଉଟୁ ହୁଅନ୍ତି ଗ୍ରାମବାସୀ ।Continue reading “ବିଶୁଦ୍ଧ ପାଣି ମୁନ୍ଦେ ପାଇବା ପାଇଁ ଡ଼ହଳବିକଳ ବାଦପଲ୍ଲୀ ଗାଁଲୋକ : ଶୋଷ ମେଣ୍ଟାଇବା ପାଇଁ ପୁରା ଗାଁର ସାହାରା ସାଜିିଛି ଗୋଟିଏ ନାଳ”

ମୋ ଧାମ ମୋ ଗର୍ବ ଅଭିଯାନରେ ଚାଲିଛି ‘ବଡଦାଣ୍ଡ ସେବା’ : ପୁରୀ ସହର ଓ ବଡଦାଣ୍ଡକୁ ସଫାସୁତୁରା ରଖିବାକୁ ଉଦ୍ୟମ 

କନକ ବ୍ୟୁରୋ : ପୁରୀରେ ଚାଲିଛି ବଡଦାଣ୍ଡ ସେବା । ପ୍ରତି ଶନିବାର ସକାଳ ସାଢେ ଛଅରୁ ସାଢେ ୮ ଯାଏଁ ଦୁଇ ଘଂଟା ଧରି ବଡଦାଣ୍ଡ ସେବା କରାଯାଉଛି । ପୁରୀ ସହର ଓ ବଡଦାଣ୍ଡକୁ ସ୍ୱଚ୍ଛ ରଖିବା ପାଇଁ ସ୍ୱେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପୁରୀବାସୀ ଓ ପର୍ଯ୍ୟଟକଙ୍କୁ ଆହ୍ୱାନ ଦେଇଛି ପୁରୀ ପ୍ରଶାସନ । ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମରିଚିକୋଟ ଛକ, ଡାକ୍ତରଖାନା ଛକ, ମାର୍କେଟଛକ, ବଡଶଙ୍ଖ, ଗୁଣ୍ଡିଚାମନ୍ଦିର ଯାଏ ଏହିContinue reading “ମୋ ଧାମ ମୋ ଗର୍ବ ଅଭିଯାନରେ ଚାଲିଛି ‘ବଡଦାଣ୍ଡ ସେବା’ : ପୁରୀ ସହର ଓ ବଡଦାଣ୍ଡକୁ ସଫାସୁତୁରା ରଖିବାକୁ ଉଦ୍ୟମ “

Design a site like this with WordPress.com
Get started