କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ କିଛି ସପ୍ତାହ ବାକି ଥିବା ବେଳେ ପୂର୍ବରୁ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱରେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ଯଶଓ୍ଵନ୍ତ ସିହ୍ନା ଆଜି ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଛନ୍ତି । ‘ବିଜେପି’ର ଏହି ୮୩ ବର୍ଷିୟ ପୂର୍ବତନ ନେତା ୨୦୧୮ରେ ଦଳ ତ୍ୟାଗ କରିଥିଲେ । #Kolkata: Former BJP leader Yashwant Sinha arrives at TMC Bhawan pic.twitter.com/Qhjtzpm10v — ANI (@ANI) March 13, 2021 ମଧ୍ୟାହ୍ନContinue reading “ଟିଏମସିରେ ସାମିଲ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା : ୨୦୧୮ରୁ ବିଜେପି ଠାରୁ ନିଜକୁ ଦୂରେଇ ରଖିଥିଲେ ଯଶବନ୍ତ”
Author Archives: Raghaba
ବଙ୍କୁଆଳ କୁଆଖାଇରେ ବୁଡିଗଲେ ନାବାଳକ : ୪ବନ୍ଧୁ ସାଙ୍ଗ ହୋଇ ଗାଧୋଉଥିବା ବେଳେ ବୁଡିଗଲେ ଜଣେ, ଅଳ୍ପକେ ବର୍ତ୍ତିଗଲେ ତିନି
କନକ ବ୍ୟୁରୋ : ବଙ୍କୁଆଳ କୁଆଖାଇରେ ବୁଡିଗଲେ ନାବାଳକ । ଲକ୍ଷ୍ମୀସାଗର ଅଂଚଳର ୪ ଜଣ ସାଙ୍ଗ ଆଜି କୁଆଖାଇରେ ଗାଧୋଇବାକୁ ଯାଇଥିଲେ । ସମସ୍ତେ ସାଙ୍ଗ ହୋଇ ନଦୀ ପାର ହେଉଥିବାବେଳେ ସାଗର ପୃଷ୍ଟି ନାମକ ଜଣେ ନାବାଳକ ଅଚାନକ ବୁଡି ଯାଇଥିଲେ । ସେ ବୁଡି ଯାଉଥିବା ଦେଖି ଅନ୍ୟ ସାଥୀମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ସଫଳ ହୋଇନଥିଲେ । ପରେ ଖବର ପାଇ ପହଂଚିଥିଲା ବାଲିଅନ୍ତା ଅଗ୍ନିଶମContinue reading “ବଙ୍କୁଆଳ କୁଆଖାଇରେ ବୁଡିଗଲେ ନାବାଳକ : ୪ବନ୍ଧୁ ସାଙ୍ଗ ହୋଇ ଗାଧୋଉଥିବା ବେଳେ ବୁଡିଗଲେ ଜଣେ, ଅଳ୍ପକେ ବର୍ତ୍ତିଗଲେ ତିନି”
ଲକଡାଉନ ପୂର୍ବରୁ ନାଗପୁର ମଦ ଦୋକାନରେ ଲାଗିଲା ଲୋକଙ୍କ ଗହଳି : ବଜାରରେ ଅସମ୍ଭାଳ ଭିଡ଼; କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଲୋକ ଭୁଲି ଗଲେ ସାମାଜିକ ଦୂରତା
କନକ ବ୍ୟୁରୋ : ଲେଉଟିଛି ଲକଡାଉନ, ଆଉ ପୁଣି ବଜାର ଘାଟରେ ଭିଡ ଲାଗୁଛି । ଗତବର୍ଷ ମାର୍ଚ୍ଚ ମାସ ଭଳି ଚିତ୍ର ଚଳିତ ମାର୍ଚ୍ଚରେ ବି ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ନାଗପୁର ସହରରେ କରୋନା ସଂକ୍ରମଣ ଏତେ ବଢିଯାଇଛି ଯେ, ସୋମବାରଠାରୁ ଲକଡାଉନ ଲାଗୁ ହେବାକୁ ଯାଉଛି । ଅର୍ଥାତ କେବଳ ଜରୁରୀ ସାମଗ୍ରୀକୁ ଛାଡିଦେଲେ ଲୋକଙ୍କୁ ଆଉ କିଛି ମିଳିବନି । ଘରେ ବନ୍ଦି ହୋଇ ରହିବାକୁ ପଡିବ । କେବଳ ଔଷଧ, ପନିପରିବା,Continue reading “ଲକଡାଉନ ପୂର୍ବରୁ ନାଗପୁର ମଦ ଦୋକାନରେ ଲାଗିଲା ଲୋକଙ୍କ ଗହଳି : ବଜାରରେ ଅସମ୍ଭାଳ ଭିଡ଼; କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଲୋକ ଭୁଲି ଗଲେ ସାମାଜିକ ଦୂରତା”
ଏଥର ବି କେହି ହେବେନି ଫେଲ୍ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତେ ପାସ୍ । ଏପ୍ରିଲରେ ବି ଆରମ୍ଭ ହେବନି ନୂତନ ଶିକ୍ଷା ବର୍ଷ
କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତେ ପାସ୍ । କରୋନା ମହାମାରୀ ପାଇଁ ଚଳିତ ବର୍ଷ କୌଣସି କ୍ଲାସ୍ ହୋଇ ନଥିବାରୁ ନିଆଯାଇଛି ଏଭଳି ନିଷ୍ପତ୍ତି । ଏପରିକି ଏପ୍ରିଲରେ ବି ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ ନାହିଁ । ତେବେ ପ୍ରଚଣ୍ଡ ଖରା ଏବଂ କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜୁନ୍ ମାସରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇପାରେ ବୋଲି ବିଦ୍ୟାଳୟContinue reading “ଏଥର ବି କେହି ହେବେନି ଫେଲ୍ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତେ ପାସ୍ । ଏପ୍ରିଲରେ ବି ଆରମ୍ଭ ହେବନି ନୂତନ ଶିକ୍ଷା ବର୍ଷ”
ସୁବାସ ପାଣିଗ୍ରାହୀଙ୍କ ପ୍ରସଙ୍ଗରେ ମୋହନ ମାଝୀଙ୍କ ପ୍ରତିକ୍ରିୟା : କାହିଁକି କ୍ଷମା ମାଗିବେ ବୋଲି ପ୍ରଶ୍ନ କଲେ ମୋହନ
କନକ ବ୍ୟୁରୋ : ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ପୁଣି ହଙ୍ଗାମା କରିଛନ୍ତି । ଫଳରେ ଚାଲିପାରିଲାନି ଗୃହ କାର୍ଯ୍ୟ । ଦିନ ସାଢେ ୧୧ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ଗୃହରେ ହଙ୍ଗାମା କରିଥିଲେ ଉଭୟ ଶାସକ ଓ ବିରୋଧୀ । ଫଳରେ ଅପରାହ୍ନ ୪ଟାଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ପ୍ରଥମଥର ପାଇଁ ଶାସକ ଦଳର ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହଙ୍ଗାମାContinue reading “ସୁବାସ ପାଣିଗ୍ରାହୀଙ୍କ ପ୍ରସଙ୍ଗରେ ମୋହନ ମାଝୀଙ୍କ ପ୍ରତିକ୍ରିୟା : କାହିଁକି କ୍ଷମା ମାଗିବେ ବୋଲି ପ୍ରଶ୍ନ କଲେ ମୋହନ”
ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା: ଚାଲିପାରିଲାନି ଗୃହକାର୍ଯ୍ୟ, ଦିନ ୪ଟା ଯାଏଁ ମୁଲତବୀ
କନକ ବ୍ୟୁରୋ: ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ପୁଣି ହଙ୍ଗାମା କରିଛନ୍ତି । ଫଳରେ ଆଜି ବି ଚାଲିପାରିଲାନି ଗୃହକାର୍ଯ୍ୟ । ତେବେ ଦିନ ସାଢେ ୧୧ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ଗୃହରେ ହଙ୍ଗାମା କରିଥିଲେ ଉଭୟ ଶାସକ ଓ ବିରୋଧୀ । ଫଳରେ ଅପରାହ୍ନ ୪ଟାଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ପ୍ରଥମ ଥର ପାଇଁ ଶାସକContinue reading “ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା: ଚାଲିପାରିଲାନି ଗୃହକାର୍ଯ୍ୟ, ଦିନ ୪ଟା ଯାଏଁ ମୁଲତବୀ”
ଆତ୍ମହତ୍ୟା ଉଦ୍ୟମ କରି ଗୃହର ମର୍ଯ୍ୟାଦା କ୍ଷୂର୍ଣ୍ଣ କରିଛନ୍ତି ସୁବାସ, ତୁରନ୍ତ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି କହିଲେ ପ୍ରତାପ ।
କନକ ବ୍ୟୁରୋ : ବିଧାନସଭାରେ ସାନିଟାଇଜର ପିଇ ସୁବାସଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଆଜି ଗୃହରେ ତାତି ଦେଖିବାକୁ ମିଳିଛି । ଶାସକ ବିଜେଡି ଗୃହ ଆରମ୍ଭରୁ ଏହାକୁ ନେଇ ପ୍ରତିବାଦ କରିବା ସହ ସୁବାସ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲା । ଯାହାକୁ ନେଇ ଗୃହ ୧୧ଟା ୩୦ ଯାଏଁ ମୁଲତବୀ ହୋଇଥିଲା । ଆଉ ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ସୁବାସ ଯେଉଁContinue reading “ଆତ୍ମହତ୍ୟା ଉଦ୍ୟମ କରି ଗୃହର ମର୍ଯ୍ୟାଦା କ୍ଷୂର୍ଣ୍ଣ କରିଛନ୍ତି ସୁବାସ, ତୁରନ୍ତ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି କହିଲେ ପ୍ରତାପ ।”
ପ୍ରାୟ ଗୋଟିଏ ବର୍ଷ ପରେ ପୁଣି ଉପରମୁହାଁ କରୋନା ମିଟର : ଗତ ୨୪ ଘଂଟାରେ ଚଳିତ ବର୍ଷର ସର୍ବାଧିକ କରୋନା ସଂକ୍ରମଣ ରେକର୍ଡ଼
କନକ ବ୍ୟୁରୋ : ପ୍ରାୟ ଗୋଟିଏ ବର୍ଷ ପରେ ଦେଶରେ ପୁଣି ଉପର ମୁହାଁ ହୋଇଛି କରୋନା ମିଟର । ଗତ କିଛିଦିନ ହେଲା ଲଗାତର ବଢିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ଚଳିତବର୍ଷର ସର୍ବାଧିକ କରୋନା ସଂକ୍ରମଣ ରେକର୍ଡ କରାଯାଇଛି । ସାରା ଦେଶରେ ଗୋଟିଏ ଦିନରେ ୨୪ ହଜାର ୮୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୮୩ ଦିନରେ ଏହା ସର୍ବାଧିକ । ଗତବର୍ଷ ଡିସେମ୍ବରContinue reading “ପ୍ରାୟ ଗୋଟିଏ ବର୍ଷ ପରେ ପୁଣି ଉପରମୁହାଁ କରୋନା ମିଟର : ଗତ ୨୪ ଘଂଟାରେ ଚଳିତ ବର୍ଷର ସର୍ବାଧିକ କରୋନା ସଂକ୍ରମଣ ରେକର୍ଡ଼”
ଗଂଜାମ ବଡଗଡରେ ଦଳିତ ମହିଳାଙ୍କ ଉପରେ ଚାଲିଥିଲା ଅମାନୁଷିକ ଅତ୍ୟାଚାର : ଚରିତ୍ରକୁ ସନ୍ଦେହ କରି ଦଉଡ଼ିରେ ବାନ୍ଧି ଚପଲ ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇଥିଲେ ଗାଁଲୋକ
କନକ ବ୍ୟୁରୋ : ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନବେଳେ, ଜଣେ ମହିଳାଙ୍କ ପ୍ରତି କିଭଳି ଅତ୍ୟାଚାର କରାଯାଇଛି ତାର, ଲଜ୍ଜାଜନକ ଚିତ୍ର ସାମ୍ନାକୁ ଆସିଛି । ଗଂଜାମ ଜିଲ୍ଲା ବଡ଼ଗଡ଼ ଥାନା କାଳିଆପଲ୍ଲୀ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସବୁ ସୀମା ଟପିଯାଇଛି ଏହି ଅମାନୁଷିକ ନିର୍ଯାତନା । ଗାଁ ଦାଣ୍ଡରେ ପ୍ରେମୀ ଯୁଗଳଙ୍କୁ ଚପଲ ମାଳ ପିନ୍ଧାଇ ଦଉଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ବୁଲାଇଛନ୍ତି ଗ୍ରାମବାସୀ । ଗାଁରContinue reading “ଗଂଜାମ ବଡଗଡରେ ଦଳିତ ମହିଳାଙ୍କ ଉପରେ ଚାଲିଥିଲା ଅମାନୁଷିକ ଅତ୍ୟାଚାର : ଚରିତ୍ରକୁ ସନ୍ଦେହ କରି ଦଉଡ଼ିରେ ବାନ୍ଧି ଚପଲ ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇଥିଲେ ଗାଁଲୋକ”
ମନ୍ତ୍ରୀମାନେ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଚଲାଇଦେବୁନି ବିଧାନସଭା । ଗୃହ ମୁଲତବୀ ପରେ ତାତିଲେ ତାରା ।
କନକ ବ୍ୟୁରୋ : ତାତିଲେ ତାରା । ମନ୍ତ୍ରୀମାନେ ଭୁଲ ନ ମାଗିବା ପର୍ଯ୍ୟନ୍ତ ବିଧାନସଭା ଚଲାଇଦେବୁନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ଆଜି ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ । ଗୃହ ଭିତରେ ଆତ୍ମହତ୍ୟା ଧମକ ଦେଇଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ବିଜେଡି ସଦସ୍ୟ ଦାବି କରିବା ସହ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ।Continue reading “ମନ୍ତ୍ରୀମାନେ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଚଲାଇଦେବୁନି ବିଧାନସଭା । ଗୃହ ମୁଲତବୀ ପରେ ତାତିଲେ ତାରା ।”