ବିଧାନସଭାରେ ସାନିଟାଇଜର ପିଇବା ପରେ ପ୍ରତିକ୍ରିୟା ରଖିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । କହିଲେ, ମୁଁ ସୁସ୍ଥ ଅଛି …

କନକ ବ୍ୟୁରୋ: ବିଧାନସଭାରେ ମଣ୍ଡି ସମସ୍ୟାକୁ ନେଇ ସାନିଟାଇଜର ପିଇବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବାବେଳେ , ଚାଷୀଙ୍କ ଦୁଃଖକୁ ଦେଖି ଆଜି ସେ ଏଭଳି କରିଥିଲେ ବୋଲି କହିଛନ୍ତି । ଏଥିସହ ସେ ଅଳ୍ପ ସାନିଟାଇଜର ପିଇଦେଇଥିଲେ, ସେତିକିବେଳେ ବିଭାଗୀୟ ମନ୍ତ୍ରୀ ଆସି ତାଙ୍କୁ ରୋକିବା ସହ ଏଥିରୁ ତାଙ୍କୁ ଅଟକାଇଥିଲେ ବୋଲି ସେ କହିଛନ୍ତି । ଅନ୍ୟପଟେ ତାଙ୍କContinue reading “ବିଧାନସଭାରେ ସାନିଟାଇଜର ପିଇବା ପରେ ପ୍ରତିକ୍ରିୟା ରଖିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । କହିଲେ, ମୁଁ ସୁସ୍ଥ ଅଛି …”

ରାଜ୍ୟରେ ସ୍ୱାଭାବିକ ହୋଇପାରେ ଟ୍ରେନ୍ ଚଳାଚଳ । ଏପ୍ରିଲ ସୁଦ୍ଧା ଓଡିଶାରେ ଟ୍ରେନ୍ ଚଳାଚଳ ହୋଇପାରେ ବୋଲି ସୂଚନା …

କନକ ବ୍ୟୁରୋ : କୋଭିଡ୍ ପରିସ୍ଥିତିରେ ସୁଧାର ଆସିଲେ ସ୍ୱାଭାବିକ ହୋଇପାରେ ଟ୍ରେନ୍ ଚଳାଚଳ । ଏପ୍ରିଲ ସୁଦ୍ଧା ଓଡିଶାରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବା ନେଇ ସୂଚନା ଦେଲେ ଇଷ୍ଟକୋଷ୍ଟ ରେଲୱେର ମୁଖ୍ୟ ଲୋକସଂପର୍କ ଅଧିକାରୀ କୌଶଳେନ୍ଦ୍ର କିଶୋର ଖାଡଙ୍ଗା । ଗତ କିଛି ଦିନ ହେଲା ଗଣମାଧ୍ୟମରେ ଟ୍ରେନ୍ ଚଳାଚଳ ନେଇ ଖବର ପ୍ରକାଶ ପାଇଥିଲା । ଯାହାପରେ ଇଷ୍ଟକୋଷ୍ଟ ରେଲୱେର ମୁଖ୍ୟ ଲୋକସଂପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି । ତେବେ ଓଡିଶାରେContinue reading “ରାଜ୍ୟରେ ସ୍ୱାଭାବିକ ହୋଇପାରେ ଟ୍ରେନ୍ ଚଳାଚଳ । ଏପ୍ରିଲ ସୁଦ୍ଧା ଓଡିଶାରେ ଟ୍ରେନ୍ ଚଳାଚଳ ହୋଇପାରେ ବୋଲି ସୂଚନା …”

ରାଜ୍ୟର ବିଭିନ୍ନ ଅଂଚଳରେ ଏବେ ବିି ଲିଭିନି ଜଙ୍ଗଲ ନିଆଁ । ବନ ବିଭାଗ ପକ୍ଷରୁ ନିଆଁଲିଭା କାମ ଜାରି । ସଚେତନତା ପାଇଁ ଗାଁ ଗାଁରେ ଲାଗିଲା ପୋଷ୍ଟର ।

କନକ ବ୍ୟୁରୋ: ଜଙ୍ଗଲ ନିଆଁରେ ଗଂଜାମ ଜିଲ୍ଲା ଭଂଜନଗର ସହର ଓ ତାର ଆଖପାଖ ଅଚଂଳ ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଛି । ସପ୍ତାହେ ହେବ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡ ଜଙ୍ଗଲରେ ନିଆଁ ଲାଗିଛି । ଯାହାଫଳରେ ଦିନ ରାତି ଜଙ୍ଗଲ ଜଳିବା ସହିତ ଏହାର ଧୂଆଁ ଯୋଗୁଁ ଜଙ୍ଗଲ ପାଖ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଉଛି । ଉତ୍ତର ଘୁମୁସର ଜଙ୍ଗଲରେ ଗତ ୭ ଦିନରେ ପାଖାପାଖି ୧୧୦ ସ୍ଥାନରେ ନିଆଁContinue reading “ରାଜ୍ୟର ବିଭିନ୍ନ ଅଂଚଳରେ ଏବେ ବିି ଲିଭିନି ଜଙ୍ଗଲ ନିଆଁ । ବନ ବିଭାଗ ପକ୍ଷରୁ ନିଆଁଲିଭା କାମ ଜାରି । ସଚେତନତା ପାଇଁ ଗାଁ ଗାଁରେ ଲାଗିଲା ପୋଷ୍ଟର ।”

ଯନ୍ତ୍ରଣା ଭୋଗୁଛି ଅଷ୍ଟମ ଶ୍ରେଣୀ ଛାତ୍ର । ବର୍ଷେ ହେଲା ଖଟିଆରେ ପଡିଛି ୧୪ ବର୍ଷର ଅମର । ଅର୍ଥ ଅଭାବରୁ ହୋଇ ପାରୁନି ଗୋଡର ଚିକିତ୍ସା ।

କନକ ବ୍ୟୁରୋ: ବର୍ଷେ ହେଲାଣି ଖଟରେ କଟୁଛି ଜୀବନ। ସାଙ୍ଗ ସାଥିଙ୍କୁ ଦେଖି ମନ କଷ୍ଟ ହେଉଛି, କିନ୍ତୁ ଖଟରୁ ଉଠି ସ୍କୁଲ ଯିବାକୁ ଜୁ ପାଉନି । କିନ୍ତୁ ଏବେ ବି ମନରେ ବିଶ୍ୱାସ ଅଛି, ସୁସ୍ଥ ହେବ, ସେ ପୂର୍ବ ପରି ସ୍କୁଲ ଯିବ ଓ ସାଙ୍ଗ ସାଥିଙ୍କ ସହ ଖେଳିବ । ସେଥିପାଇଁ ଜଣେ ଛାତ୍ର ଆକୁଳ ନିବେଦନ କରିଛନ୍ତି । ରାୟଗଡା ବ୍ଲକ କେସଦା ଗାଁର ୧୪ ବର୍ଷିୟ ଅଷ୍ଟମ ଶ୍ରେଣୀରContinue reading “ଯନ୍ତ୍ରଣା ଭୋଗୁଛି ଅଷ୍ଟମ ଶ୍ରେଣୀ ଛାତ୍ର । ବର୍ଷେ ହେଲା ଖଟିଆରେ ପଡିଛି ୧୪ ବର୍ଷର ଅମର । ଅର୍ଥ ଅଭାବରୁ ହୋଇ ପାରୁନି ଗୋଡର ଚିକିତ୍ସା ।”

କଳା ଘୋଡାର ଗାଁ ବାଲେଶ୍ୱର ‘ଗୁଡୁଦା’ । ମାଟି ଘୋଡା ଓ ମାଟି ପାତ୍ର ତିଆରି କରୁଛନ୍ତି କାରିଗର । ହେଲେ ବିକ୍ରି ପାଇଁ ନାହିଁ ବ୍ୟବସ୍ଥା, ପଡୋଶୀ ଜିଲ୍ଲା ଉପରେ କରୁଛନ୍ତି ନିର୍ଭର

କନକ ବ୍ୟୁରୋ: ଓଡ଼ିଶାରେ ଅନେକ କଳାକୃତି ଦେଖିବାକୁ ମିଳିଥିବା ବେଳେ ବିରଳ ମାଟିରେ ପ୍ରସ୍ତୁତ କଳା ଘୋଡ଼ା ନିର୍ମାଣ ପାଇଁ ପ୍ରସିଦ୍ଧ ଗୁଡ଼ୁଦ। ଗାଁ। ଯେଉଁଠି ଦେଖିବାକୁ ମିଳିଥାଏ ଘର ଦାଣ୍ଡରେ ମାଟି କଳାର ହ।ଟ । ଏହି ଗାଁର ପ୍ରତେକ୍ ଘର ଦାଣ୍ଡ ରେ ସବୁବେଳେ ଗ୍ରାହକଙ୍କ ଅପେକ୍ଷାରେ ଥାଏ ମାଟିର କେତେ ପ୍ରକାର ର ସାମଗ୍ରୀ ବିଶେଷ କରି କଳା ଘୋଡ଼ା । କଳା ଘୋଡାର ଗାଁ ବାଲେଶ୍ୱର ଜିଲ୍ଲା ରେମୁଣାର ଗୁଡୁଦା ।Continue reading “କଳା ଘୋଡାର ଗାଁ ବାଲେଶ୍ୱର ‘ଗୁଡୁଦା’ । ମାଟି ଘୋଡା ଓ ମାଟି ପାତ୍ର ତିଆରି କରୁଛନ୍ତି କାରିଗର । ହେଲେ ବିକ୍ରି ପାଇଁ ନାହିଁ ବ୍ୟବସ୍ଥା, ପଡୋଶୀ ଜିଲ୍ଲା ଉପରେ କରୁଛନ୍ତି ନିର୍ଭର”

କରୋନା କାଳରେ ସରକାର ଦେଇଥିବା ମାଗଣା ରାସନ ଚାଉଳ ହରିଲୁଟ୍ । କଣାସ ବିଡିଓଙ୍କୁ ଭେଟି ଅଭିଯୋଗ କଲେ ଶତାଧିକ ହିତାଧିକାରୀ ।

କନକ ବ୍ୟୁରୋ: ହିତାଧିକାରୀଙ୍କ ରାସନ ସାମଗ୍ରୀ ହଡପ ଅଭିଯୋଗ । କରୋନା କାଳରେ ମିଳିଥିବା ୩ ମାସର ରାସନ ଚାଉଳ ଓ ଡାଲି ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକ ନାନାକେରା, ଶିମିଳିପାଟଣା, ମାଟିଆପଡା ଗ୍ରାମବାସୀ । କୋଭିଡ ସମୟରେ ୮ ମାସର ମାଗଣା ରାସନ ଦେବା ପାଇଁ ସରକାର ନିର୍ଦେଶ ଦେଇଥିଲେ । କିନ୍ତୁ ପାଣ୍ଡିଆକେରା ପଂଚାୟତରେ ଡିଲର ୫ମାସର ମାଗଣା ରାସନ ଦେଇ, ୩ ମାସର ଚାଉଳ-ଡାଲି ଆତ୍ମସାତ କରିଥିବାContinue reading “କରୋନା କାଳରେ ସରକାର ଦେଇଥିବା ମାଗଣା ରାସନ ଚାଉଳ ହରିଲୁଟ୍ । କଣାସ ବିଡିଓଙ୍କୁ ଭେଟି ଅଭିଯୋଗ କଲେ ଶତାଧିକ ହିତାଧିକାରୀ ।”

ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ସାନିଟାଇଜର ପିଇବାକୁ ଉଦ୍ୟମ କଲେ ବିଧାୟକ ସୁବାଷ ପାଣିଗ୍ରାହୀ । ବୋତଲ ଛଡାଇ ଆଣିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ।

କନକ ବ୍ୟୁରୋ: ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ସାନିଟାଇଜର ପିଇବାକୁ ଉଦ୍ୟମ କଲେ ବିଧାୟକ । ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହ ଭିତରେ ସାନିଟାଇଜର ପିଇବାକୁ ଆଜି ଉଦ୍ୟମ କରିଥିଲେ । ଏତିକି ବେଳେ ତାଙ୍କ ପାଖରୁ ସେହି ସାନିଟାଇଜର ବୋତଲକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଛଡାଇ ଆଣିଥିଲେ । ତେବେ ବିଧାନସଭା ଭିତରେ ଜଣେ ବିଧାୟକଙ୍କ ଏପରି ଉଦ୍ୟମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନContinue reading “ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ସାନିଟାଇଜର ପିଇବାକୁ ଉଦ୍ୟମ କଲେ ବିଧାୟକ ସୁବାଷ ପାଣିଗ୍ରାହୀ । ବୋତଲ ଛଡାଇ ଆଣିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ।”

ମାର୍ଚ୍ଚ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା’ । ଚଳିତ ବର୍ଷର ମାସ୍କଟ ରହିଛି ଛତୁ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ: ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ହେବ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା’ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ ୫ ଦିନ ଧରି ଏହି କାର୍ୟ୍ୟକ୍ରମ ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ ହେବ । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ସାଢେ ୫ଟାରେ ଉଦଘାଟନ କରିବେ । ସେହିପରି ଉଦଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲContinue reading “ମାର୍ଚ୍ଚ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା’ । ଚଳିତ ବର୍ଷର ମାସ୍କଟ ରହିଛି ଛତୁ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।”

ମହାରାଷ୍ଟ୍ର‌ରେ କରୋନା ସଂକ୍ରମଣ ବୃଦ୍ଧି: ପୁଣେ‌ରେ ବଢିଲା ନାଇଟ୍‌ କର୍ଫ୍ୟୁ, ଅକୋଲାରେ ଲକ୍‌ଡାଉନ୍‌ ଜାରି

କନକ ବ୍ୟୁରୋ: ମହାମାରୀ କରୋନା ଭାଇରସକୁ‌ ଆୟତ୍ତ କରିବା ପାଇଁ ପୁଣେରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଛି।  ପୁଣେରେ ପୁଣି ଥରେ ରାତି ୧୧ଟାରୁ ସକାଳ ୬ଟା ପର୍ୟ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର। ସେହିପରି ହୋଟେଲ୍‌ ଓ ବାରଗୁଡ଼ିକ ରାତି ୧୦ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ବନ୍ଦ ରହିବ।  ଏହାସହ ମାର୍ଚ ୩୧ ତାରିଖ ପର୍ୟ୍ୟନ୍ତ ସହରର ସମସ୍ତ ସ୍କୁଲ୍‌, କଲେଜ୍‌ ବନ୍ଦ ରହିବ ବୋଲି ସୂଚନା ରହିଛି। ମଲ୍‌ ଓ ଥିଏଟର୍‌ ଆଦିContinue reading “ମହାରାଷ୍ଟ୍ର‌ରେ କରୋନା ସଂକ୍ରମଣ ବୃଦ୍ଧି: ପୁଣେ‌ରେ ବଢିଲା ନାଇଟ୍‌ କର୍ଫ୍ୟୁ, ଅକୋଲାରେ ଲକ୍‌ଡାଉନ୍‌ ଜାରି”

ରାଜଧାନୀରେ ଗାଡି ଚେକିଂ ବେଳେ ଜବତ ହେଲା ଗଞ୍ଜେଇ । ସିଆରପି ଓଭରବ୍ରିଜ ଉପରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ ।

କନକ ବ୍ୟୁରୋ: ରାଜଧାନୀରେ ଗାଡ଼ି ଚେକିଂ ବେଳେ ଜବତ ହେଲା ଗଂଜେଇ । ଭୁବନେଶ୍ୱରର ସିଆରପି ଓଭରବ୍ରିଜ୍ ଉପରେ ଆରଟିଓ ୨ ପକ୍ଷରୁ ଚେକିଂ ଚାଲିଥିବାବେଳେ ଏହି ସମୟରେ ଏକ ସ୍କୁଟିରୁ ଗଂଜେଇ ଭର୍ତି ବ୍ୟାଗ୍ ଜବତ ହୋଇଛି । ଏହି ଗଞ୍ଜେଇକୁ ଚୋରା ଚାଲାଣ କରାଯାଉଥିଲା ବୋଲି ସୂଚନା ମିଳିଛି । ଗୋଟିଏ ସ୍କୁଟିରେ ଏହି ଗଂଜେଇ ଚାଲାଣ ହେଉଥିଲା । ଚେକିଂ ହେଉଥିବା ଦେଖି ସ୍କୁଟି ଛାଡ଼ି ଗଂଜେଇ ଚୋର ଦୌଡିବାକୁ ଲାଗିଥିଲା ।Continue reading “ରାଜଧାନୀରେ ଗାଡି ଚେକିଂ ବେଳେ ଜବତ ହେଲା ଗଞ୍ଜେଇ । ସିଆରପି ଓଭରବ୍ରିଜ ଉପରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ ।”

Design a site like this with WordPress.com
Get started