ନିର୍ବାଚନ ପୂର୍ବରୁ ମମତାଙ୍କ ଟେମ୍ପୁଲ ରନ୍ : ହିନ୍ଦୁ ଭୋଟ୍ ବ୍ୟାଙ୍କ ହାତେଇବାକୁ ଉଦ୍ୟମ; ମନ୍ଦିରରେ ପୂଜାର୍ଚ୍ଚନା ସହ କରୁଛନ୍ତି ଚଣ୍ଡୀପାଠ 

କନକ ବ୍ୟୁରୋ : ସେପଟେ ପଶ୍ଚିମବଙ୍ଗରେ ଜୋରଦାର ହୋଇଛି ହିନ୍ଦୁ ରାଜନୀତି । ନିର୍ବାଚନ ପୂର୍ବରୁ ରାଜନେତାଙ୍କ ଟେମ୍ପୁଲ ରନ୍ ଆରମ୍ଭ ହୋଇଯାଇଛି । ଅନ୍ୟାନ୍ୟ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଯେମିତି ବିଜେପି ବିରୋଧୀ ନେତାଙ୍କ ମନ୍ଦିର ଗସ୍ତ ଚାଲେ, ଠିକ ସେମିତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜୋରଦାର ମନ୍ଦିର ଗସ୍ତ କରୁଥିବା ଦେଖିବାକୁ ମିଳୁଛି । ଘରେ ଜଗନ୍ନାଥଙ୍କ ପୂଜା କରିବାଠୁ ଆରମ୍ଭ କରି ଶିବ ମନ୍ଦିରରେ ଜଳାଭିଶେକ କରିବା ଭଳି ମମତାଙ୍କ ସବୁ କାର୍ଯ୍ୟକ୍ରମରୁContinue reading “ନିର୍ବାଚନ ପୂର୍ବରୁ ମମତାଙ୍କ ଟେମ୍ପୁଲ ରନ୍ : ହିନ୍ଦୁ ଭୋଟ୍ ବ୍ୟାଙ୍କ ହାତେଇବାକୁ ଉଦ୍ୟମ; ମନ୍ଦିରରେ ପୂଜାର୍ଚ୍ଚନା ସହ କରୁଛନ୍ତି ଚଣ୍ଡୀପାଠ “

ସବୁ ପ୍ରତିପକ୍ଷ ରାଜନୈତିକ ଦଳଙ୍କୁ ଚ୍ୟାଲେଞ୍ଜ ଦେଉଛି ବିଜେପି : ହିନ୍ଦୁତ୍ୱ ଛବିକୁ କାଉଁଟର କରିବା ପାଇଁ ବାଟ ଖୋଜୁଛନ୍ତି ପଲଟିକାଲ ପାର୍ଟି ; ଦିଲ୍ଲୀରେ ରାମରାଜ୍ୟ କାର୍ଡ ଖେଳିଲେ କେଜ୍ରିୱାଲ

କନକ ବ୍ୟୁରୋ : ରାମ ରାଜ୍ୟ, ଅଯୋଧ୍ୟା ତୀର୍ଥ ଏବଂ ଦେଶଭକ୍ତି ବଜେଟ୍ । ବିଦେଜିପ ହିନ୍ଦୁତ୍ୱ ଛବିକୁ କାଉଂଟର କରିବା ପାଇଁ ବିରୋଧୀ ରାଜନୈତିକ ଦଳଗୁଡିକ ଏବେ ନିଜକୁ ଅଧିକ ହିନ୍ଦୁ ଦେଖାଇ ହେବାକୁ ଚେଷ୍ଟା କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ବୁଧବାର ଦିଲ୍ଲୀ ବିଧାନସଭାର ବଜେଟ୍ ଅଧିବେଶନକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି- ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେଲେ ଦିଲ୍ଲୀରୁ ବରିଷ୍ଠ ନାଗରିକଙ୍କୁ ତୀର୍ଥ କରାଇବା ପାଇଁContinue reading “ସବୁ ପ୍ରତିପକ୍ଷ ରାଜନୈତିକ ଦଳଙ୍କୁ ଚ୍ୟାଲେଞ୍ଜ ଦେଉଛି ବିଜେପି : ହିନ୍ଦୁତ୍ୱ ଛବିକୁ କାଉଁଟର କରିବା ପାଇଁ ବାଟ ଖୋଜୁଛନ୍ତି ପଲଟିକାଲ ପାର୍ଟି ; ଦିଲ୍ଲୀରେ ରାମରାଜ୍ୟ କାର୍ଡ ଖେଳିଲେ କେଜ୍ରିୱାଲ”

ମନ୍ଦିରକୁ ଜାଗର ପାଇଁ ଯାଇଥିବା ମହିଳାଙ୍କୁ ପୁରାଇ ଦେଲେନି ପୁରୋହିତ : ଜାତିଆଣ ଆକ୍ଷେପ ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଚାଲୁଣିଗାଁରେ ଥିବା ରାମେଶ୍ୱର ମନ୍ଦିରକୁ ଜାଗର ପୂଜା ପାଇଁ ଯାଇଥିବା ମହିଳାଙ୍କୁ ଜାତିଆଣ ଓ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ପୂଜକଙ୍କ ନାଁରେ ଥାନାରେ ଅଭିଯୋଗ କରିବା ସହ ମହିଳାମାନେ ଥାନା ଆଗରେ ଧାରଣା ଦେଇଥିଲେ । ସୁଚନା ଅନୁସାରେ, ଚାଲୁଣିଗାଁର ପୁସ୍ପାଂଜଳୀ ମଲ୍ଲିକ, ତପସ୍ୱୀନୀ ମଲ୍ଲିକ, ପାର୍ବତୀ ମଲ୍ଲୀକ, ସମେତ ୧୦ରୁ ଉର୍ଦ୍ଧ ମହିଳା ଜାଗର ପୂଜା ପାଇଁ ଯାଇଥିବା ବେଳେ ମନ୍ଦିର ପୂଜକContinue reading “ମନ୍ଦିରକୁ ଜାଗର ପାଇଁ ଯାଇଥିବା ମହିଳାଙ୍କୁ ପୁରାଇ ଦେଲେନି ପୁରୋହିତ : ଜାତିଆଣ ଆକ୍ଷେପ ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ”

ମଣ୍ଡି ପ୍ରସଙ୍ଗକୁ ନେଇ ଚାଲିପାରୁନି ବିଧାନସଭା : ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବିବୃତି; କହିଲେ, ଗୃହ ପ୍ରତି ବିଶ୍ୱାସଘାତକତା କରିିଛନ୍ତି ସରକାର

କନକ ବ୍ୟୁରୋ : ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି  । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଣ୍ଡି ସମସ୍ୟାକୁ ନେଇ ତାତିଛନ୍ତି ବିରୋଧୀ । ପ୍ରଶ୍ନକାଳ ଆରମ୍ଭରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ ନେଇ ହଙ୍ଗାମା କରିଛନ୍ତି । ଗୃହ ମଧ୍ୟଭାଗକୁ ମାଡି ଆସି ବିରୋଧୀ ହୋହାଲ୍ଲା କରିବାରୁ ପ୍ରଶ୍ନକାଳ ଚାଲି ପାରିନଥିଲା । ଫଳରେ ବାଚସ୍ପତି ଗୃହକୁ ସାଢେ ୧୧ଟାContinue reading “ମଣ୍ଡି ପ୍ରସଙ୍ଗକୁ ନେଇ ଚାଲିପାରୁନି ବିଧାନସଭା : ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବିବୃତି; କହିଲେ, ଗୃହ ପ୍ରତି ବିଶ୍ୱାସଘାତକତା କରିିଛନ୍ତି ସରକାର”

ପାରିବାରିକ କଳହର କରୁଣ ପରିଣତି : ନିଶାଶକ୍ତ ଅବସ୍ଥାରେ ମାଆକୁ ଇଟାରେ ପିଟି ପିଟି ମାରି ଦେଲା ପୁଅ

କନକ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି । ମା’କୁ ଇଟାରେ ଛେଚି ହତ୍ୟା କଲା ପୁଅ । ଏଭଳି ଅମାନବୀୟ ଘଟଣା ଘଟିଛି କେନ୍ଦୁଝର ବଡ଼ବିଲ ପୌରାଂଚଳ ୨ନମ୍ବର ୱାର୍ଡ଼ରେ । ମଦ ପିଇ ୫୫ ବର୍ଷୀୟା ମା’ସୋମବାରୀ ମୁଣ୍ଡାଙ୍କୁ ହତ୍ୟା କରିଛି ପୁଅ । ହତ୍ୟା ପରେ ପୁଅ କିଶୋର ମୁଣ୍ଡାଙ୍କୁ ସ୍ଥାନୀୟ ଲୋକେ ବାନ୍ଧି ରଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବଡ଼ବିଲ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବାContinue reading “ପାରିବାରିକ କଳହର କରୁଣ ପରିଣତି : ନିଶାଶକ୍ତ ଅବସ୍ଥାରେ ମାଆକୁ ଇଟାରେ ପିଟି ପିଟି ମାରି ଦେଲା ପୁଅ”

୧୯ ଦିନରେ ଓୟୁଏଟି ଛାତ୍ରଛାତ୍ରୀଙ୍କ ଧାରଣା : ଓଡିଶା ଫରେଷ୍ଟ ସର୍ଭିସରେ ସର୍ବନିମ୍ନ ଯୋଗ୍ୟତା ବିଏସସି ଫରେଷ୍ଟ୍ରି ପାଇଁ ଦାବି

କନକ ବ୍ୟୁରୋ : ଲୋୟର ପିଏମଜିରେ ଫରେଷ୍ଟ୍ରି କଲେଜ ଛାତ୍ରଛାତ୍ରୀଙ୍କ ଧାରଣା । ୧୮ ଦିନ ହେଲା ଓୟୁଏଟିରେ ଧାରଣା ଦେଉଥିଲେ ଛାତ୍ରଛାତ୍ରୀ । ଦାବି ପୁରଣ ନହେବାରୁ ଆଜି ପିଏମଜିରେ ଧାରଣା ଦେଉଛନ୍ତି ଛାତ୍ରଛାତ୍ରୀ । ଫରେଷ୍ଟ୍ରି ଡ଼ିପାର୍ଟମେଂଟରେ ଯେତେ ଚାକିରୀ ବାହାରୁଛି ସେଥିରେ ଫରେଷ୍ଟ୍ରି ପିଲାମାନଙ୍କୁ ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ । ଚାରିବର୍ଷ ଧରି ଡ଼ିଗ୍ରୀ କୋର୍ସ କରିବା ପରେ ମଧ୍ୟ ଓଡ଼ିଶା ଫରେଷ୍ଟ ସର୍ଭିସରେ ଯେଉଁ ରେଂଜର ଓContinue reading “୧୯ ଦିନରେ ଓୟୁଏଟି ଛାତ୍ରଛାତ୍ରୀଙ୍କ ଧାରଣା : ଓଡିଶା ଫରେଷ୍ଟ ସର୍ଭିସରେ ସର୍ବନିମ୍ନ ଯୋଗ୍ୟତା ବିଏସସି ଫରେଷ୍ଟ୍ରି ପାଇଁ ଦାବି”

ଜୋମାଟୋ ଡେଲିଭରି ବୟଙ୍କ ଆକ୍ରମଣ ଘଟଣାରେ ଆସିଲା ନୂଆ ତଥ୍ୟ । ମହିଳାଙ୍କୁ ଆକ୍ରମଣ କରିବା ନେଇ ଅସ୍ୱୀକାର କଲେ ଅଭିଯୁକ୍ତ । 

କନକ ବ୍ୟୁରୋ : ନିକଟରେ ଫୁଡ୍‌ ଡେଲିଭରିଂ ସାଇଟ୍‌ ‘ଜୋମାଟୋ’ର ଜଣେ ଡେଲିଭରି ବୟ ବେଙ୍ଗାଲୁରର ଜଣେ ମହିଳା ଗ୍ରାହକଙ୍କୁ ଆକ୍ରମଣ କରି ନାକ ଫଟାଇ ଦେଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଡେଲିଭରି ବୟ ଜଣକ। ସେ କହିଛନ୍ତି ମହିଳା ଜଣକ ପ୍ରଥମେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଚପଲରେ ପିଟିଥିଲେ। ପୂର୍ବରୁ ପ୍ରକାଶିତ ଖବର ଅନୁଯାୟୀ,  ମହିଳା ଜଣକ ବରାଦ ଦେଇଥିବା ଖାଦ୍ୟ ବାତିଲ୍‌ କରିବାContinue reading “ଜୋମାଟୋ ଡେଲିଭରି ବୟଙ୍କ ଆକ୍ରମଣ ଘଟଣାରେ ଆସିଲା ନୂଆ ତଥ୍ୟ । ମହିଳାଙ୍କୁ ଆକ୍ରମଣ କରିବା ନେଇ ଅସ୍ୱୀକାର କଲେ ଅଭିଯୁକ୍ତ । “

ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଅନଶନରେ ବସିଛନ୍ତି ଚାଷୀ : ଫେବ୍ରୁଆରୀ ଅଧାରୁ ଧାନ କିଣାଯାଉନଥିବା ଅଭିଯୋଗ

କନକ ବ୍ୟୁରୋ : ମଣ୍ଡିରୁ ଧାନ ଉଠୁନଥିବା ପ୍ରତିବାଦରେ ଅନଶନରେ ବସିଛନ୍ତି ଚାଷୀ । ମଣ୍ଡିରେ ପଡିରହିଥିବା ଧାନ କିଣିବା ଦାବିରେ ଖୋର୍ଦ୍ଧା ଜିଲ୍ଲା ଗର୍ଭଣିପଡା ସୋସାଇଟି ଅଂଚଳର ଚାଷୀଙ୍କ ଅନଶନ ଆଜି ଚତୁର୍ଥ ଦିନରେ ପହଂଚିଛି । ଏପଟେ ଅନଶନରତ କିଛି ଚାଷୀଙ୍କ ସ୍ୱାସ୍ଥ୍ୟ ସମସ୍ୟ ଦେଖା ଦେଇଛି । ହେଲେ କୌଣସି ଅଧିକାରୀଙ୍କ ଦେଖା ନାହିଁ । ଦାବି ପୂରଣ ନହେବା ଯାଏଁ ଅନଶନ ଜାରି ରହିବ ବୋଲି କହିଛନ୍ତି ଅନଶନରତ ଚାଷୀ ।Continue reading “ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଅନଶନରେ ବସିଛନ୍ତି ଚାଷୀ : ଫେବ୍ରୁଆରୀ ଅଧାରୁ ଧାନ କିଣାଯାଉନଥିବା ଅଭିଯୋଗ”

ଅଧିବେଶନ ଆରମ୍ଭରୁ ବିଧାନସଭାରେ ହଙ୍ଗାମା : ମଣ୍ଡି ସମସ୍ୟାକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ

କନକ ବ୍ୟୁରୋ : ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଣ୍ଡି ସମସ୍ୟାକୁ ନେଇ ତାତିଛନ୍ତି ବିରୋଧୀ । ପ୍ରଶ୍ନକାଳ ଆରମ୍ଭରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ ନେଇ ହଙ୍ଗାମା କରିଛନ୍ତି । ଗୃହ ମଧ୍ୟଭାଗକୁ ମାଡି ଆସି ବିରୋଧୀ ହୋହାଲ୍ଲା କରିବାରୁ ପ୍ରଶ୍ନକାଳ ଚାଲି ପାରିନଥିଲା । ଫଳରେ ବାଚସ୍ପତି ଗୃହକୁ ସାଢେ ୧୧ଟାContinue reading “ଅଧିବେଶନ ଆରମ୍ଭରୁ ବିଧାନସଭାରେ ହଙ୍ଗାମା : ମଣ୍ଡି ସମସ୍ୟାକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ”

ନନ୍ଦୀଗ୍ରାମ ମହାସଂଗ୍ରାମ : ପଶ୍ଚିମବଙ୍ଗ ପାଇଁ ଷ୍ଟାର ପ୍ରଚାରକ ସାଂସଦ ଜୁଏଲ ଓରାମ; କହିଲେ, ହାରିବା ଭୟରେ ମମତା କରୁଛନ୍ତି ଡ୍ରାମା 

କନକ ବ୍ୟୁରୋ : ଆଜି ନନ୍ଦିଗ୍ରାମରୁ ନାମାଙ୍କନ ପତ୍ର ଦାଖଲ କରିବେ ଶୁଭେନ୍ଦୁ ଅଧିକାରୀ । ପଶ୍ଚିମବଙ୍ଗ ବିଜେପିର ଏହି ବଡ ଚେହେରା ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ବିରୋଧରେ ଲଢେଇ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏକ ବିଶାଳ ରାଲିରେ ଆଜି ନାମାଙ୍କନ ପତ୍ର ଦାଖଲ କରିବା ସହ ଏକପ୍ରକାର ଶକ୍ତି ପ୍ରଦର୍ଶନ କରିବେ ଶୁଭେନ୍ଦୁ । ମିଳିଥିବା ସୂଚନା ଅନୁସାରେ ଆଜି ନାମାଙ୍କନ ଦାଖଲ ବେଳେ ଶୁଭେନ୍ଦୁଙ୍କ ସହ ରହିବେ କେନ୍ଦ୍ରମନ୍ତ୍ରୀContinue reading “ନନ୍ଦୀଗ୍ରାମ ମହାସଂଗ୍ରାମ : ପଶ୍ଚିମବଙ୍ଗ ପାଇଁ ଷ୍ଟାର ପ୍ରଚାରକ ସାଂସଦ ଜୁଏଲ ଓରାମ; କହିଲେ, ହାରିବା ଭୟରେ ମମତା କରୁଛନ୍ତି ଡ୍ରାମା “

Design a site like this with WordPress.com
Get started