ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ରାଜ୍ୟରେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ । ମହାରାଷ୍ଟ୍ର ଭଳି ସ୍ଥିତି ଓଡ଼ିଶାରେ ନାହିଁ ।

କନକ ବ୍ୟୁରୋ: ଗତ ୨୪ ଘଂଟା ଭିତରେ ସାରାଦେଶରେ ୨୩ ହଜାର ୨୮୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆମେ ଚିନ୍ତା କରିବା ଉଚିତ୍ କି? ଏହିଭଳି ପ୍ରଶ୍ନ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ମହାରାଷ୍ଟ୍ର ଭଳି ସ୍ଥିତି ଓଡିଶାରେ ନାହିଁ । ରାଜ୍ୟରେ ବର୍ତମାନ ପର୍ଯ୍ୟନ୍ତ କରୋନା ନିୟନ୍ତ୍ରଣରେ ରହିଛି । ସେପଟେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ କହିଛନ୍ତି ଯେ, ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର ଓ କେରଳରୁ ଯାତ୍ରୀଙ୍କContinue reading “ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ରାଜ୍ୟରେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ । ମହାରାଷ୍ଟ୍ର ଭଳି ସ୍ଥିତି ଓଡ଼ିଶାରେ ନାହିଁ ।”

ପାକିସ୍ତାନରେ ବି ଅଛି ଲାଲକିଲ୍ଲା । ୧୫୫୯ ମସିହାରେ ହୋଇଥିଲା ନିର୍ମାଣ ।

କନକ ବ୍ୟୁରୋ: ଆମ ଦେଶର ରାଜଧାନୀ ଦିଲ୍ଲୀରେ ଆମେ ଲାଲକିଲ୍ଲାକୁ ଦେଖୁଥାଉ । ଏହାକୁ ଆମ ଦେଶର ଏକ ଐତିହ୍ୟ, ଗୌରବ ଓ ସମ୍ମାନର ପ୍ରତୀକ ବୋଲି କୁହାଯାଏ । ପ୍ରତିବର୍ଷ ଆମ ଦେଶର ପ୍ରଧାନମନ୍ତ୍ରୀ ଏଠାରୁ ଦେଶର ଜାତୀୟ ପତାକା ଉତୋଳନ କରନ୍ତି । ହେଲେ ଭାରତ ଭଳି ପାକିସ୍ତାନରେ ମଧ୍ୟ ଲାଲକିଲ୍ଲା ଅଛି । ଯାହାକୁ ଦୀର୍ଘ ୪୬୨ ବର୍ଷ ପୂର୍ବେ ତିଆରି କରାଯାଇଥିଲା ବୋଲି ଆଜି ବି ଅନେକ ଲୋକଙ୍କୁ ଅଜଣା ।Continue reading “ପାକିସ୍ତାନରେ ବି ଅଛି ଲାଲକିଲ୍ଲା । ୧୫୫୯ ମସିହାରେ ହୋଇଥିଲା ନିର୍ମାଣ ।”

ଅପରାଧୀଙ୍କୁ ଧରିବ ପୋଲିସର ନୂଆ ଆପ୍ : ଅତିଥି ଆପ୍ ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୋଲିସ

କନକ ବ୍ୟୁରୋ : ଅପରାଧୀଙ୍କୁ ଧରିବା ପାଇଁ ପୋଲିସର ନୂଆ ଆପ୍ଲିକେସନ୍ । ଅତିଥୀ ଆପ ଜରିଆରେ ହୋଟେଲଗୁଡିକର ତଥ୍ୟ ସଂଗ୍ରହ କରାଯିବ । ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୋଲିସକୁ ଦେବେ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ସମସ୍ତ କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ ହେବ । ହୋଟେଲ ଦେଉଥିବା ତଥ୍ୟ କେବଳ ପୋଲିସ ପାଖରେ ରହିବ, ଏହାକୁ ସର୍ବସାଧାରଣ କରାଯିବ ନାହିଁ । କମିଶନରେଟ ପୋଲିସ ଅଂଚଳରେContinue reading “ଅପରାଧୀଙ୍କୁ ଧରିବ ପୋଲିସର ନୂଆ ଆପ୍ : ଅତିଥି ଆପ୍ ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୋଲିସ”

ପୁଣି ବିଧାନସଭାରେ ଆତ୍ମାହୁତି ଧମକ ଦେଲେ ବିଜେପି ବିଧାୟକ : ସମସ୍ତ ଧାନ କିଣାନଗଲେ ଆତ୍ମାହୁତି ଦେବାକୁ ଚେତାବନୀ

କନକ ବ୍ୟୁରୋ : ଆଜି ବିଧାନସଭାରେ ପୁଣି ଉଠିଛି ଧାନଉଠା ପ୍ରସଙ୍ଗ । ଧାନ ମଣ୍ଡି ସମସ୍ୟାକୁ ନେଇ ବିଧାନସଭା ଅଚଳ । ସରକାରଙ୍କୁ ଘେରିଲେ ବିରୋଧୀ । ପୁଣି ଥରେ ଆତ୍ମାହୁତି ଧମକ ଦେଇଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ତାଙ୍କ କହିବାନୁଯାୟୀ, ସାରା ରାଜ୍ୟରେ ଧାନ ମଣ୍ଡି ସମସ୍ୟା ଦେଖାଯାଉଛି । ମଣ୍ଡିରୁ ଧାନ ଉଠୁନାହିଁ । ଯେଉଁ ଚାଷୀମାନେ ଧମକ ଦେଇଥିଲେ ଆହ୍ମହତ୍ୟା କରିବୁ, ସେମାନଙ୍କ ଧାନ ଉଠାଗଲା , ଅନ୍ୟମାନଙ୍କContinue reading “ପୁଣି ବିଧାନସଭାରେ ଆତ୍ମାହୁତି ଧମକ ଦେଲେ ବିଜେପି ବିଧାୟକ : ସମସ୍ତ ଧାନ କିଣାନଗଲେ ଆତ୍ମାହୁତି ଦେବାକୁ ଚେତାବନୀ”

ହରିୟାଣାରେ ଟିକାକୁ ନେଇ ଗୁଜବ : ଭ୍ୟାକ୍ସିନରେ ଗାଈର ରକ୍ତ ଓ ଘୁଷୁରୀ ମାଂସ ମିଶିଥିବା ଉଡା ଖବର ପରେ ଟିକା ନେବାକୁ ଲୋକ ଅମଙ୍ଗ

କନକ ବ୍ୟୁରୋ : କରୋନା ଟିକାକୁ ନେଇ ଏଭଳି ଗୁଜବ ବ୍ୟାପିଛି ଯେ, ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି । ଉଡା ଖବର ଉଠିଛି କରୋନା ଟିକାରେ ମିଶିଛି ଗାଈର ରକ୍ତ ଓ ଘୁଷୁରି ମାଂସ । ଏଭଳି ଗୁଜବ ହରିଆଣାରେ ଉଠିବା ପରେ ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି । ଏପରିକି ଦକ୍ଷିଣ ହରିଆଣାର ପଲୱଲ ଜିଲ୍ଲାରେ ଲୋକେ ଟିକା ନେବେନାହିଁ ବୋଲି ସ୍ଥାନୀୟ ପ୍ରଶାସନକୁ ଚିଠି ଲେଖି ଜଣାଇଛନ୍ତି । ସୂଚନାContinue reading “ହରିୟାଣାରେ ଟିକାକୁ ନେଇ ଗୁଜବ : ଭ୍ୟାକ୍ସିନରେ ଗାଈର ରକ୍ତ ଓ ଘୁଷୁରୀ ମାଂସ ମିଶିଥିବା ଉଡା ଖବର ପରେ ଟିକା ନେବାକୁ ଲୋକ ଅମଙ୍ଗ”

ନନ୍ଦିଗ୍ରାମ ମହାସଂଗ୍ରାମ : ନାମାଙ୍କନ ପତ୍ର ଦାଖଲ କଲେ ଶୁଭେନ୍ଦୁ ଅଧିକାରୀ

କନକ ବ୍ୟୁରୋ : ନନ୍ଦିଗ୍ରାମରୁ ନାମାଙ୍କନ ପତ୍ର ଦାଖଲ କଲେ ଶୁଭେନ୍ଦୁ ଅଧିକାରୀ । ପଶ୍ଚିମବଙ୍ଗ ବିଜେପିର ଏହି ବଡ ଚେହେରା ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ବିରୋଧରେ ଲଢେଇ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି । ଏକ ବିଶାଳ ରାଲିରେ ଆଜି ନାମାଙ୍କନ ପତ୍ର ଦାଖଲ କରିବା ସହ ଏକପ୍ରକାର ଶକ୍ତି ପ୍ରଦର୍ଶନ କରୁଛନ୍ତି ଶୁଭେନ୍ଦୁ । ଆଜି ନାମାଙ୍କନ ଦାଖଲ ବେଳେ ଶୁଭେନ୍ଦୁଙ୍କ ସହ ଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନContinue reading “ନନ୍ଦିଗ୍ରାମ ମହାସଂଗ୍ରାମ : ନାମାଙ୍କନ ପତ୍ର ଦାଖଲ କଲେ ଶୁଭେନ୍ଦୁ ଅଧିକାରୀ”

ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବ ବାହିନୀ ! ବିଧାନସଭାରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସୂଚନା

କନକ ବ୍ୟୁରୋ : ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବ ବାହିନୀ । ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ରାଜ୍ୟ ବଜେଟରେ ବିଜୁ ଯୁବ ବାହିନୀ ପାଇଁ ବ୍ୟୟବରାଦ କରାଯାଇ ନାହିଁ । ତେଣୁ ବିଜୁ ଯୁବ ବାହିନୀ ବର୍ତମାନ କାର୍ଯ୍ୟକ୍ଷମ ହେବ ନାହିଁ । ଆଜି ବିଧାନସଭାରେ ଏକ ଅଣତାରକା ପ୍ରଶ୍ନର ଉତର ଦେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ରାଜ୍ୟର କୌଣସି ଅଂଚଳରେ ଲୋକଙ୍କ ସ୍ୱାର୍ଥ ପାଇଁContinue reading “ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବ ବାହିନୀ ! ବିଧାନସଭାରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସୂଚନା”

ଭୁବନେଶ୍ୱର ଲୋୟର ପିଏମଜିରେ ମା’ ମଙ୍ଗଳା ମିନା ବଜାର ସଂଘର ଧାରଣା : ରାମ ଦୋଳି ଲଗାଇ ଧାରଣାରେ ବସିଲେ ମଥୁରା କେକ୍ ଓ ଲଙ୍କା ଚପ୍ ବେପାରି

କନକ ବ୍ୟୁରୋ : ଭୁବନେଶ୍ୱର ଲୋୟର ପିଏମଜିରେ ମା’ ମଙ୍ଗଳା ମିନା ବଜାର ସଂଘର ଧାରଣା । ସେହିପରି ମଥୁରା କେକ୍, ଲଙ୍କା ଚପ୍ ବେପାରୀ, ରାମ ଦୋଳି ବ୍ୟବସାୟୀ ମାନେ ଦୋଳି ଲଗାଇ ଧାରଣାରେ ବସିଛନ୍ତି । କରୋନା କାଳରୁ ତାଙ୍କ ବେପାର ବନ୍ଦ ରହିଛି । ପରିବାର ଚଳିବା କଷ୍ଟକର ହୋଇପଡ଼ୁଛି । ତେଣୁ ସରକାର ସବୁ କଟକଣା କୋହଳ କରିଥିବା ବେଳେ ସେମାନଙ୍କୁ ବ୍ୟବସାୟ କରିବା ପାଇଁ ସୁଯୋଗ ମିଳୁନଥିବାରୁ ଏହାକୁ ବିରୋଧContinue reading “ଭୁବନେଶ୍ୱର ଲୋୟର ପିଏମଜିରେ ମା’ ମଙ୍ଗଳା ମିନା ବଜାର ସଂଘର ଧାରଣା : ରାମ ଦୋଳି ଲଗାଇ ଧାରଣାରେ ବସିଲେ ମଥୁରା କେକ୍ ଓ ଲଙ୍କା ଚପ୍ ବେପାରି”

ରାଜ୍ୟର ୨ଶହ ୯୧ଟି ସ୍ଥାନରେ ଜଳୁଛି ଜଙ୍ଗଲ : ୩୪ଟି ସ୍ଥାନରେ ଭୀଷଣ ନିଆଁ, ଶିମିଳିପାଳର ୩ଟି ସ୍ଥାନରେ ବନାଗ୍ନି ପଏଂଟ ଚିହ୍ନଟ

କନକ ବ୍ୟୁରୋ : ଶିମିଳିପାଳରେ ପହଂଚି କେନ୍ଦ୍ରୀୟ ଟିମ ନିଆଁ ଲାଗିବାର କାରଣ ଅନୁଧ୍ୟାନ କରିବା ସହ ଜଙ୍ଗଳ ନିଆଁର ସ୍ଥିତି ପରଖୁଛି । ଗତକାଲି ଶିିମିଳିପାଳର ନିଆଁ ଲାଗିଥିବା କିଛି ଅଂଚଳ ବୁଲି ଦେଖିଥିବା ବେଲେ ଆଜି କୋର ଏରିଆ ଜେନାବିଲ ଓ ଅପର ବାରହାକାମୁଡ଼ା ରେଂଜରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରିୟ ପ୍ରତିନିଧି ଦଳ । କାଲି ନୂଆ ଦିଲ୍ଲୀରୁ ଏନଟିସିଏ ଆଇଜି ଅମିତ ମଲ୍ଲିକ ପହଂଚିବା ପରେ କେନ୍ଦ୍ର ପରିବେଶ ଓContinue reading “ରାଜ୍ୟର ୨ଶହ ୯୧ଟି ସ୍ଥାନରେ ଜଳୁଛି ଜଙ୍ଗଲ : ୩୪ଟି ସ୍ଥାନରେ ଭୀଷଣ ନିଆଁ, ଶିମିଳିପାଳର ୩ଟି ସ୍ଥାନରେ ବନାଗ୍ନି ପଏଂଟ ଚିହ୍ନଟ”

ଧାନ ମଣ୍ଡି ସମସ୍ୟାକୁ ନେଇ ବିଧାନସଭା ଅଚଳ : ଖାଦ୍ୟ ଯୋଗାଣ ମନ୍ତ୍ରୀ ଉତ୍ତର ଦେବାକୁ ବାଚସ୍ପତିଙ୍କ ରୁଲିଂ; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

କନକ ବ୍ୟୁରୋ : ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଣ୍ଡି ସମସ୍ୟାକୁ ନେଇ ତାତିଛନ୍ତି ବିରୋଧୀ । ପ୍ରଶ୍ନକାଳ ଆରମ୍ଭରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ ନେଇ ହଙ୍ଗାମା କରିଛନ୍ତି । ଗୃହ ମଧ୍ୟଭାଗକୁ ମାଡି ଆସି ବିରୋଧୀ ହୋହାଲ୍ଲା କରିବାରୁ ପ୍ରଶ୍ନକାଳ ଚାଲି ପାରିନଥିଲା । ଫଳରେ ବାଚସ୍ପତି ଗୃହକୁ ସାଢେ ୧୧ଟାContinue reading “ଧାନ ମଣ୍ଡି ସମସ୍ୟାକୁ ନେଇ ବିଧାନସଭା ଅଚଳ : ଖାଦ୍ୟ ଯୋଗାଣ ମନ୍ତ୍ରୀ ଉତ୍ତର ଦେବାକୁ ବାଚସ୍ପତିଙ୍କ ରୁଲିଂ; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ”

Design a site like this with WordPress.com
Get started