କନକ ବ୍ୟୁରୋ : ବୁର୍ଲା ଭୀମସାରରେ ରାଗିଙ୍ଗ ଅଭିଯୋଗ । ଡାକ୍ତରଖାନା କର୍ତୃପକ୍ଷଙ୍କ ଠାରେ ଅଭିଯୋଗ ପରେ ଆଂଟି ରାଗିଙ୍ଗ ସେଲ ଏହାର ତଦନ୍ତ ଆରମ୍ଭ କରିଛି । ଏହି ସୂଚନା ଦେଇଛନ୍ତି ଭୀମସାର ଅଧ୍ୟକ୍ଷ ଡାକ୍ତର ଜୟଶ୍ରୀ ଦୋରା । ସୂଚନା ଅନୁସାରେ ଏମବିବିଏସର ଚତୁର୍ଥ ବର୍ଷ ଛାତ୍ର ଏମବିବିଏସ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଙ୍ଗ କରିଥିବା ଅଭିଯୋଗ ହୋଇଛି । ଏନେଇ ଦ୍ୱିତୀୟ ବର୍ଷ ଛାତ୍ରମାନେ କର୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିବା ପରେ ତଦନ୍ତContinue reading “ବୁର୍ଲା ଭିମସାରରେ ପୁଣି ରାଗିଙ୍ଗ ଅଭିଯୋଗ : ଏମବିବିଏସର ଚତୁର୍ଥ ବର୍ଷର ଛାତ୍ର ରାଗିଙ୍ଗ କରିଥିବା ଅଭିଯୋଗ”
Author Archives: Raghaba
ନନ୍ଦିଗ୍ରାମ ମହାଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଯୋଦ୍ଧା : ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଶୁଭେନ୍ଦୁ ଅଧିକାରୀ
କନକ ବ୍ୟୁରୋ : ଆଜି ନନ୍ଦିଗ୍ରାମରୁ ନାମାଙ୍କନ ପତ୍ର ଦାଖଲ କରିବେ ଶୁଭେନ୍ଦୁ ଅଧିକାରୀ । ପଶ୍ଚିମବଙ୍ଗ ବିଜେପିର ଏହି ବଡ ଚେହେରା ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ବିରୋଧରେ ଲଢେଇ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏକ ବିଶାଳ ରାଲିରେ ଆଜି ନାମାଙ୍କନ ପତ୍ର ଦାଖଲ କରିବା ସହ ଏକପ୍ରକାର ଶକ୍ତି ପ୍ରଦର୍ଶନ କରିବେ ଶୁଭେନ୍ଦୁ । ମିଳିଥିବା ସୂଚନା ଅନୁସାରେ, ଆଜି ନାମାଙ୍କନ ଦାଖଲ ବେଳେ ଶୁଭେନ୍ଦୁଙ୍କ ସହ ରହିବେ କେନ୍ଦ୍ରମନ୍ତ୍ରୀContinue reading “ନନ୍ଦିଗ୍ରାମ ମହାଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଯୋଦ୍ଧା : ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଶୁଭେନ୍ଦୁ ଅଧିକାରୀ”
ଏପ୍ରିଲ ସୁଦ୍ଧା ସେନାରେ ସାମିଲ ହେବ ବାହୁବଳୀ ରାଫେଲର ଦ୍ୱିତୀୟ ସ୍କ୍ୱାଡ୍ରନ୍ । ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ଧୁଳିସାତ୍ ହେବ ଶତ୍ରୁ ଶିବିର
ଚୀନ୍ ସୀମାବର୍ତ୍ତୀ ପୂର୍ବାଞ୍ଚଳରେ ନିଜର ସ୍ଥିତି ସୁଦୃଢ଼ କରିବା ଲାଗି ଆଗାମୀ ଏପ୍ରିଲ୍ ମଧ୍ୟ ଭାଗ ବେଳକୁ ଭାରତୀୟ ବାୟୁସେନା ରାଫେଲ୍ ଲଢୁଆ ବିମାନର ଦ୍ୱିତୀୟ ‘ସ୍କ୍ଵାଡ୍ରନ୍’ (ଏକାଧିକ ବିମାନ ଓ ତା’ର କର୍ମଚାରୀ) ସାମିଲ କରିବ। ଏହି ‘ସ୍କ୍ଵାଡ୍ରନ୍’କୁ ପଶ୍ଚିମବଙ୍ଗରେ ଥିବା ହାଶିମାରା ବିମାନ ଘାଟିରେ ସାମିଲ କରାଯିବ। ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ମେ ମାସରେ ବାୟୁସେନା ହାଶିମାରାରୁ ଏହି ଲଢୁଆ ବିମାନର ଉଡ଼ାଣ ଆରମ୍ଭ କରିବ । ଫ୍ରାନ୍ସ୍ରେ ଚାଲିଥିବା ଲଢୁଆ ପାଇଲଟ୍ମାନଙ୍କରContinue reading “ଏପ୍ରିଲ ସୁଦ୍ଧା ସେନାରେ ସାମିଲ ହେବ ବାହୁବଳୀ ରାଫେଲର ଦ୍ୱିତୀୟ ସ୍କ୍ୱାଡ୍ରନ୍ । ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ଧୁଳିସାତ୍ ହେବ ଶତ୍ରୁ ଶିବିର”
ମନ୍ଦିରରେ ଜାଗର ଜାଳୁଥିଲେ ପୁରା ପରିବାର : ଏପଟେ ଘରେ କଳାକନା ବୁଲାଇଦେଲେ ଚୋର
କନକ ବ୍ୟୁରୋ : ମନ୍ଦିରରେ ସପରିବାର ଜାଗର ପାଳନ କରୁଥିବା ବେଳେ ଘରେ କଳାକନା ବୁଲାଇଦେଇଛନ୍ତି ଚୋର । କେନ୍ଦୁଝ ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ କଂସରା ଗାଁରୁ ଆସିଛି ଏହି ଅଭିଯୋଗ । ଗତକାଲି ରାତିରେ ଜାଗର ଥିବାରୁ କଂସରା ଗାଁର ନନ୍ଦନ ବାରିକଙ୍କ ପୁରା ପରିବାର ମନ୍ଦିରକୁ ଯାଇ ଶିବ ଆରାଧନାରେ ବସିଥିଲେ । ଘରେ କେହି ନଥିବାର ସୁଯୋଗ ପାଇଁ ଦୁର୍ବୃତମାନେ ଘରର କବାଟ ଭାଙ୍ଗି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓContinue reading “ମନ୍ଦିରରେ ଜାଗର ଜାଳୁଥିଲେ ପୁରା ପରିବାର : ଏପଟେ ଘରେ କଳାକନା ବୁଲାଇଦେଲେ ଚୋର”
କରୋନା କଟକଣାରେ ସରିଲା ‘ମହାଶିବରାତ୍ରି’ : ଲକ୍ଷେଶ୍ବର ମନ୍ଦିରରେ ‘ଚକଲେଟ୍ ଭଜନସନ୍ଧ୍ୟା’ ଭକ୍ତିରସରେ ଭିଜିଲେ ଶ୍ରୋତା
କନକ ବ୍ୟୁରୋ : ପବିତ୍ର ମହାଶିବରାତ୍ରି ଅବସରରେ ରାଜଧାନୀ ଉପକଣ୍ଠ ବରିମୁଣ୍ଡ ଲକ୍ଷେଶ୍ବର ମହାଦେବ ମନ୍ଦିର ପରିସରରେ ଓଡ଼ିଶାର ଅଗ୍ରଣୀ ଏଫ୍.ଏମ୍ ରେଡିଓ ଚକଲେଟ୍ ପକ୍ଷରୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ‘ଚକଲେଟ୍ ଭଜନ ସଂଧ୍ୟା’ ପରିବେଷିତ ହୋଇଯାଇଥିଲା । ଏଥିରେ ଓଡ଼ିଶାର ନାମକରା କଣ୍ଠଶିଳ୍ପୀମାନେ ଯୋଗଦେଇ ଉଭୟ ଓଡ଼ିଆ ଓ ହିନ୍ଦୀରେ ଭଜନ ଗାଇ ଦର୍ଶକଙ୍କୁ ଭକ୍ତିରସରେ ଭିଜାଇଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ମହାପ୍ରସାଦ କରଙ୍କ କଣ୍ଠରେ ‘ଭଜରେ ମାନସ ଶୈବ ପଦଂ’ରୁ ସଂଗୀତ ସଂଧ୍ୟାର ଆରମ୍ଭ ହୋଇଥିଲା। ପରେContinue reading “କରୋନା କଟକଣାରେ ସରିଲା ‘ମହାଶିବରାତ୍ରି’ : ଲକ୍ଷେଶ୍ବର ମନ୍ଦିରରେ ‘ଚକଲେଟ୍ ଭଜନସନ୍ଧ୍ୟା’ ଭକ୍ତିରସରେ ଭିଜିଲେ ଶ୍ରୋତା”
ବଳ ହରାଉଛି କି ଦେଶର ପୁରାତନ ରାଜନୈତିକ ଦଳ କଂଗ୍ରେସ ? ଏଡିଆର ରିପୋର୍ଟ ଆସିଲା ଚମକେଇ ଦେଲା ଭଳି ତଥ୍ୟ
କନକ ବ୍ୟୁରୋ : ଗତ ୫ ବର୍ଷରେ ୧୭୦ ବିଧାୟକ ହରାଇଲାଣି କଂଗ୍ରେସ । ୨୦୧୬ରୁ ୨୦୨୦ ମଧ୍ୟରେ ବିଭିନ୍ନ ରାଜ୍ୟରେ ହୋଇଥିବା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସର ୧୭୦ ବିଧାୟକ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଛନ୍ତି। ତେବେ ଏହି ସମୟ ମଧ୍ୟରେ ବିଜେପିର କେବଳ ୧୮ ଜଣ ବିଧାୟକ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଥିଲେ। ଏଡିଆର ରିପୋର୍ଟରୁ ଏହା ଜଣାପଡ଼ିଛି । – ୨୦୧୬ରୁ ୨୦୨୦ ମଧ୍ୟରେContinue reading “ବଳ ହରାଉଛି କି ଦେଶର ପୁରାତନ ରାଜନୈତିକ ଦଳ କଂଗ୍ରେସ ? ଏଡିଆର ରିପୋର୍ଟ ଆସିଲା ଚମକେଇ ଦେଲା ଭଳି ତଥ୍ୟ”
ଆଜି ଠାରୁ ଭାରତ-ଇଂଲଣ୍ଡ ଟି ୨୦ ସିରିଜ : ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ୍
କନକ ବ୍ୟୁରୋ : ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଟି ୨୦ ସିରିଜର ପ୍ରଥମ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଧଳା ବଲରେ ଖେଳାଯିବ ଏହି ମ୍ୟାଚ୍ । ଟେଷ୍ଟ ସିରିଜକୁ ୩-୧ରେ ଜିତିଥିବା ଭାରତୀୟ ଦଳ ଏହି ଟି ୨୦ ସିରିଜ ଆରମ୍ଭରୁ ଭଲ କରିବାକୁ ଯୋଜନା ରଖିଛି । ତେବେ ଏହି ଟି ୨୦ ସିରିଜରେ ଦଳ ଚୟନ କ୍ୟାପଟେନ୍ କୋହଲିଙ୍କ ପାଇଁ ସୃଷ୍ଟି କରିବ ବଡ ଆହ୍ୱାନ । ଓପନିଂରେContinue reading “ଆଜି ଠାରୁ ଭାରତ-ଇଂଲଣ୍ଡ ଟି ୨୦ ସିରିଜ : ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ୍”
ଶସ୍ତା ହେବ କରୋନା ଟିକା ! ୨ଶହ ଟଙ୍କାରୁ କମ୍ ମୂଲ୍ୟରେ ମିଳିବ ଟିକା
କୋଭିଡ୍ ଟିକାର ଚାହିଦା ବଢ଼ିବା ସହିତ ଭାରତରେ ଏହାର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି। ଉତ୍ପାଦନ ବଢ଼ିବାରୁ ଏବେ ଟିକାକରଣର ଦ୍ବିତୀୟ ପର୍ଯ୍ୟାୟରେ ସରକାରଙ୍କୁ ଟିକା ବାବଦରେ କମ୍ ଖର୍ଚ୍ଚ କରିବାକୁ ହେବ। ପୂର୍ବରୁ ସରକାର ଗୋଟିଏ ଡୋଜ୍କୁ ୨୧୦ ଟଙ୍କାରେ କିଣୁଥିବା ବେଳେ ଏବେ ଏହାକୁ ୧୫୭.୫୦ (ଜିଏସ୍ଟି ସମେତ) ଟଙ୍କାରେ କିଣିବେ। ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି କହିଛନ୍ତି ଯେ ଆଗକୁ କୋଭିଡ୍ ଟିକାର ଦାମ୍ ଦେଶରେ ୨୦୦ ଟଙ୍କାରୁ ମଧ୍ୟ କମ୍Continue reading “ଶସ୍ତା ହେବ କରୋନା ଟିକା ! ୨ଶହ ଟଙ୍କାରୁ କମ୍ ମୂଲ୍ୟରେ ମିଳିବ ଟିକା”
ଆଜି ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ : ଶିମିଳିପାଳ ନିଆଁକୁ ନେଇ ତାତିବ ଗୃହ; କେମିତି ନିଆଁ ଲାଗିଲା, ସରକାର ଦେବେ ଜବାବ
କନକ ବ୍ୟୁରୋ : ଆଜି ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ସରକାରଙ୍କୁ ଘେରିବା ପାଇଁ ମାଳ ମାଳ ପ୍ରସଙ୍ଗ ରଖିଛନ୍ତି ବିରୋଧୀ । ବିଶେଷ କରି ଶିମିଳିପାଳ ନିଆଁର ତାତି ଉଠିବ ବିଧାନସଭାରେ । କେମିତି ନିଆଁ ଲାଗିଲା, ସରକାର କାହିଁକି ଉଦାସୀନ ରହିଲେ, ଏନେଇ ସରକାରକୁ ଜବାବ ମଗାଯିବ ବୋଲି କହିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀContinue reading “ଆଜି ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ : ଶିମିଳିପାଳ ନିଆଁକୁ ନେଇ ତାତିବ ଗୃହ; କେମିତି ନିଆଁ ଲାଗିଲା, ସରକାର ଦେବେ ଜବାବ”
ଶିମିଳିପାଳରେ କେନ୍ଦ୍ରୀୟ ଟିମ୍ : ଆଜି ବୁଲିବେ କୋର ଏରିଆ; ନିଆଁ ଲାଗିବା କାରଣ ଅନୁଧ୍ୟାନ ସହ ନିରାକରଣ ପାଇଁ ପାଂଚିବେ ଉପାୟ
କନକ ବ୍ୟୁରୋ : ଶିମିଳିପାଳରେ ପହଂଚି କେନ୍ଦ୍ରୀୟ ଟିମ ନିଆଁ ଲାଗିବା କାରଣ ଅନୁଧ୍ୟାନ କରିବା ସହ ଜଙ୍ଗଳ ନିଆଁର ସ୍ଥିତି ପରଖୁଛି । ଗତକାଲି ଶିିମିଳିପାଳର ନିଆଁ ଲାଗିଥିବା କିଛି ଅଂଚଳ ବୁଲି ଦେଖିଥିବା ବେଲେ ଆଜି କୋର ଏରିଆ ଯିବାର କାର୍ଯ୍ୟସୂଚୀ ରହିଛି । କାଲି ନୂଆ ଦିଲ୍ଲୀରୁ ଏନଟିସିଏ ଆଇଜି ଅମିତ ମଲ୍ଲିକ ପହଂଚିବା ପରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଉପ ମହାନିର୍ଦ୍ଦେଶକ ସୁବ୍ରତ ମହାପାତ୍ରଙ୍କ ସହ ଅପରାହ୍ନରେ ଶିମିଳିପାଳContinue reading “ଶିମିଳିପାଳରେ କେନ୍ଦ୍ରୀୟ ଟିମ୍ : ଆଜି ବୁଲିବେ କୋର ଏରିଆ; ନିଆଁ ଲାଗିବା କାରଣ ଅନୁଧ୍ୟାନ ସହ ନିରାକରଣ ପାଇଁ ପାଂଚିବେ ଉପାୟ”