୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା : ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ରାଜ୍ୟରେ ଏବେ କାଳବୈଶାଖୀ ବର୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ‌ହୋଇଛି । ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇଥିଲା । ରାଜ୍ୟରେ ଏବେ ତାପମାତ୍ରା ସ୍ଥିର ରହିଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ଆଜି ରାଜ୍ୟର ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭବାନା ରହିଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ,Continue reading “୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା : ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ”

ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ

କନକ ବ୍ୟୁରୋ : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ନିର୍ଦ୍ଧାରିତ ସମୟ ପୂର୍ବରୁ ଲିଙ୍ଗରାଜରେ ଉଠିଲା ମହାଦୀପ । ପାରମ୍ପରିକ ବେଡା ପରିକ୍ରମା ପରେ ମହାଦୀପ ଉଠିଛି । ପ୍ରଭୁ ଲିଙ୍ଗରାଜ ମନ୍ଦିରର ମହାଦୀପ ଦର୍ଶନ କଲେ ଶ୍ରଦ୍ଧାଳୁ । ହର ହର ମହାଦେବ ଧ୍ୱନିରେ କମ୍ପିଲା ଲିଙ୍ଗରାଜ ମନ୍ଦିର ପରିସର । ଆଜି କୋଭିଡ କଟକଣା ମଧ୍ୟରେ ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା ପାଳନ ହୋଇଛି । ଶ୍ରଦ୍ଧାଳୁମାନଙ୍କ ପାଇଁ ମାସ୍କ ଓContinue reading “ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ”

ମହାଶିବରାତ୍ରୀକୁ ନେଇ ଦେଶର ପ୍ରସିଦ୍ଧ ଶୈବପୀଠ ଚଳଚଞ୍ଚଳ । ଉଜ୍ୱୟିନୀରୁ ଲିଙ୍ଗରାଜ, ଶିବମନ୍ତ୍ରରେ କମ୍ପୁଛି ସବୁ ଅଂଚଳ ।

କନକ ବ୍ୟୁରୋ: ମହାଶିବରାତ୍ରୀ ପାଇଁ ଦେବ ଦେବ ମହାଦେବଙ୍କ ଆରାଧନା କରିବାକୁ ସାରା ଦେଶରେ ଶୈବ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଧାଡି । ବଡି ଭୋରରୁ ଦେଶର ପ୍ରସିଦ୍ଧ ଶିବ ମନ୍ଦିର ଗୁଡିକରେ ଭିଡ ଲାଗିଛି । ଉଜ୍ୱୟିନୀରୁ ଆରମ୍ଭ କରି କାଶୀ ବିଶ୍ୱନାଥ ମନ୍ଦିର , ଓଡିଶା ଲିଙ୍ଗରାଜ ମନ୍ଦିର ଯାଏଁ ଚଳଚଂଚଳ ହୋଇଉଠିଛି । ରାତିରେ ମହାଦୀପ ଦର୍ଶନ ପରେ ଆଜି ଜାଗରରେ ବ୍ରତ ଭାଙ୍ଗିବେ ଶ୍ରଦ୍ଧାଳୁ । ଜାଗରରେ ଦେବ ଦେବ ମହାଦେବଙ୍କContinue reading “ମହାଶିବରାତ୍ରୀକୁ ନେଇ ଦେଶର ପ୍ରସିଦ୍ଧ ଶୈବପୀଠ ଚଳଚଞ୍ଚଳ । ଉଜ୍ୱୟିନୀରୁ ଲିଙ୍ଗରାଜ, ଶିବମନ୍ତ୍ରରେ କମ୍ପୁଛି ସବୁ ଅଂଚଳ ।”

ଆସନ୍ତାକାଲି ଠାରୁ ଡିଜିଟାଲ ମାଧ୍ୟମରେ ଆରମ୍ଭ ହେବ କ୍ୱାଡ୍ ବୈଠକ । ଆମେରିକା, ଭାରତ, ଜାପାନ-ଅଷ୍ଟ୍ରେଲିଆ କଣ ନେବେ ନିଷ୍ପତ୍ତି ?

କନକ ବ୍ୟୁରୋ: ଆମେରିକା ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ବସିବ କ୍ୱାଡ୍ ବୈଠକ । ତେବେ ଏହି ବୈଠକ ଆଗରୁ ଚିନ୍ତାରେ ପଡିଗଲାଣି ବେଜିଂ । କ୍ୱାଡ୍ ବୈଠକ ଆଗରୁ ଚୀନ୍ ଆରମ୍ଭ କଲାଣି ଶାନ୍ତି ପାଠ । ତେବେ ହଠାତ୍ ବିସ୍ତାରବାଦୀ ଚୀନ୍ , କାହିଁକି କରୁଛି ଏପରି ଶାନ୍ତି ପାଠ ଏହାକୁ ନେଇ ଚର୍ଚା ଆରମ୍ଭ ହୋଇଛି । ଗତ ବୁଧବାର ବେଜିଂ କହିଛି, ଆଶା କରୁଛୁ, ଚାରି ଦେଶ ଏପରିContinue reading “ଆସନ୍ତାକାଲି ଠାରୁ ଡିଜିଟାଲ ମାଧ୍ୟମରେ ଆରମ୍ଭ ହେବ କ୍ୱାଡ୍ ବୈଠକ । ଆମେରିକା, ଭାରତ, ଜାପାନ-ଅଷ୍ଟ୍ରେଲିଆ କଣ ନେବେ ନିଷ୍ପତ୍ତି ?”

ଆସନ୍ତାକାଲି ଠାରୁ ଭାରତ-ଇଂଲଣ୍ଡ ଟି-୨୦ ସିରିଜ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଫର୍ମରେ ଅଛନ୍ତି ଏକାଧିକ ଖେଳାଳି, କୋହଲିଙ୍କୁ ଘାରିଲାଣି ଦଳ ଚୟନ ଚିନ୍ତା 

କନକ ବ୍ୟୁରୋ: ଆସନ୍ତାକାଲି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଟି ୨୦ ସିରିଜର ପ୍ରଥମ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଧଳା ବଲରେ ଖେଳାଯିବ ଏହି ମ୍ୟାଚ୍ । ଟେଷ୍ଟ ସିରିଜକୁ ୩-୧ରେ ଜିତିଥିବା ଭାରତୀୟ ଦଳ ଏହି ଟି ୨୦ ସିରିଜ ଆରମ୍ଭରୁ ଭଲ କରିବାକୁ ଯୋଜନା ରଖିଛି । ତେବେ ଏହି ଟି ୨୦ ସିରିଜରେ ଦଳ ଚୟନ କ୍ୟାପଟେନ୍ କୋହଲିଙ୍କ ପାଇଁ ସୃଷ୍ଟି କରିବ ବଡ ଆହ୍ୱାନ । ଓପନିଂରେ ରୋହିତContinue reading “ଆସନ୍ତାକାଲି ଠାରୁ ଭାରତ-ଇଂଲଣ୍ଡ ଟି-୨୦ ସିରିଜ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଫର୍ମରେ ଅଛନ୍ତି ଏକାଧିକ ଖେଳାଳି, କୋହଲିଙ୍କୁ ଘାରିଲାଣି ଦଳ ଚୟନ ଚିନ୍ତା “

କାନାଡାର ଟରଂଟୋ ସହରରେ ମୋଦିଙ୍କ ପୋଷ୍ଟର । ଟିକା ଯୋଗାଇଥିବାରୁ ଧନ୍ୟବାଦ ଜଣାଇଲା କାନାଡା ।

କନକ ବ୍ୟୁରୋ: କରୋନା କାଳରେ ବିଶ୍ୱର ଅନେକ ଦେଶକୁ ଟିକା ଯୋଗାଣ କରିଆସିଛି ଭାରତ । ଏହି କ୍ରମରେ କାନାଡ଼ାକୁ ମଧ୍ୟ ଭାରତ ପଠାଇଥିଲା କରୋନା ଟିକା । ଏବେ ଏହାକୁ ନେଇ କାନାଡାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି । କାନାଡାର ବିଭିନ୍ନ ସ୍ଥାନରେ ଲାଗିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଆଉ ପୋଷ୍ଟରରେ ଧନ୍ୟବାଦ ଦିଆଯାଇଛି । ଭାରତ-କାନାଡାର ବନ୍ଦୁତା ଏମିତି ଜାରି ରହିଥାଉ । କାନାଡାର ଅନ୍ୟତମ ସହରContinue reading “କାନାଡାର ଟରଂଟୋ ସହରରେ ମୋଦିଙ୍କ ପୋଷ୍ଟର । ଟିକା ଯୋଗାଇଥିବାରୁ ଧନ୍ୟବାଦ ଜଣାଇଲା କାନାଡା ।”

ମମତାଙ୍କ ଉପରେ ଆକ୍ରମଣ ଘଟଣା ନେଇ ରାଜନୀତି ଜୋରଦାର । ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲେ ଟିଏମସି ଓ ବିଜେପି ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ରମଣ ଘଟଣା ନେଇ ରାଜନୀତି ଜୋରଦାର ହୋଇଛି । ଆଜି ଏହି ପ୍ରସଙ୍ଗରେ ଉଭୟ ଟିଏମସି ଓ ବିଜେପି ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛନ୍ତି । ଟିଏମସି ଏହା ପଛରେ ବିଜେପିର ହାତ ଥିବା ଅଭିଯୋଗ ରାଜ୍ୟରେ ଆଇନଶୃଂଖଳା ସ୍ଥିତି ନେଇ ଆପତି କରିିଛି । ଆସନ୍ତା ୨୪ ଘଂଟା ଭିତରେ ଆକ୍ରମଣ ସମୟର ଭିଡିଓ ଜାରି ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବିContinue reading “ମମତାଙ୍କ ଉପରେ ଆକ୍ରମଣ ଘଟଣା ନେଇ ରାଜନୀତି ଜୋରଦାର । ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲେ ଟିଏମସି ଓ ବିଜେପି ।”

କାଲିଠୁ ଆରମ୍ଭ ହେବ ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଶିମିଳିପାଳ ନିଆଁ ପ୍ରସଙ୍ଗ ଉଠାଇବେ ବିରୋଧୀ ।

କନକ ବ୍ୟୁରୋ: ଆସନ୍ତାକାଲି ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ସରକାରଙ୍କୁ ଘେରିବା ପାଇଁ ମାଳ ମାଳ ପ୍ରସଙ୍ଗ ରଖିଛନ୍ତି ବିରୋଧୀ । ବିଶେଷ କରି ଶିମିଳିପାଳ ନିଆଁର ତାତି ଉଠିବ ବିଧାନସଭାରେ । କେମିତି ନିଆଁ ଲାଗିଲା, ସରକାର କାହିଁକି ଉଦାସୀନ ରହିଲେ, ଏନେଇ ସରକାରକୁ ଜବାବ ମଗାଯିବ ବୋଲି କହିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ।ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ନିଆଁContinue reading “କାଲିଠୁ ଆରମ୍ଭ ହେବ ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଶିମିଳିପାଳ ନିଆଁ ପ୍ରସଙ୍ଗ ଉଠାଇବେ ବିରୋଧୀ ।”

ଶିମିଳିପାଳ ପାଇଁ ବରଦାନ ପାଲଟିଲା ବର୍ଷା । ନାସା ସାଟେଲାଇଟ୍ ଚିତ୍ରରେ ନିଆଁ ଲିଭିଥିବାର ସଂକେତ, ହେଲେ ଅନ୍ୟ ଜଙ୍ଗଲରେ ବ୍ୟାପୁଛି ନିଆଁ । 

କନକ ବ୍ୟୁରୋ : ବର୍ଷା ଆଣିଲା ଆଶ୍ୱସ୍ତି । ଶିମିଳିପାଳରେ ଆୟତ୍ତକୁ ଆସିଛି ନିଆଁ । ବର୍ଷା କାରଣରୁ ଜଳୁଥିବା ଏହି ନିଆଁ କେତେକ ସ୍ଥାନରେ ଲିଭିଯାଇଛି । ନାସାର ସାଟେଲାଇଟ ଚିତ୍ର କହୁଛି ଅଭୟାରଣ୍ୟର ଉତର ଓ ଦକ୍ଷିଣ ଜୋନରେ କୌଣସି ସ୍ଥାନରେ ଆଉ ନିଆଁ ଜଳୁନାହିଁ । ଅନ୍ୟପଟେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଟାସ୍କଫୋର୍ସର ସଦସ୍ୟ ଆଶଙ୍କା କରୁଛନ୍ତି ହୋଲି ପରେ ପୁଣି ନିଆଁ ଲାଗିବାର ଭୟ ରହିଛି । ତେଣୁ ଜଙ୍ଗଲରେ କେଉଁContinue reading “ଶିମିଳିପାଳ ପାଇଁ ବରଦାନ ପାଲଟିଲା ବର୍ଷା । ନାସା ସାଟେଲାଇଟ୍ ଚିତ୍ରରେ ନିଆଁ ଲିଭିଥିବାର ସଂକେତ, ହେଲେ ଅନ୍ୟ ଜଙ୍ଗଲରେ ବ୍ୟାପୁଛି ନିଆଁ । “

ଦେଶରେ ଚିନ୍ତା ବଢାଉଛି ୬ ରାଜ୍ୟର କରୋନା ସଂକ୍ରମଣ । ସବୁଠୁ ଆଗରେ ମହାରାଷ୍ଟ୍ର…

କନକ ବ୍ୟୁରୋ: ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଓ ତାମିଲନାଡୁ – ଯେତେବେଳେ ସାରା ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ କଥା ସାମ୍ନାକୁ ଆସୁଛି ସେତେବେଳେ ଏହି ରାଜ୍ୟର ସଂକ୍ରମଣ କଥା ଆଗକୁ ଆସୁଛି । ଗୁରୁବାର ସମଗ୍ର ଦେଶରେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କେବଳ ୬ଟି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୫ ପ୍ରତିଶତ । କେରଳରୁ ୨୪୭୫ ଓ ପଞ୍ଜାବରୁ ୧୩୯୩ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହContinue reading “ଦେଶରେ ଚିନ୍ତା ବଢାଉଛି ୬ ରାଜ୍ୟର କରୋନା ସଂକ୍ରମଣ । ସବୁଠୁ ଆଗରେ ମହାରାଷ୍ଟ୍ର…”

Design a site like this with WordPress.com
Get started