ଅର୍ଡର କ୍ୟାନ୍ସଲ କରିଦେଲେ ଯୁବତୀ, ମୁଥ ମାରି ମୁହଁ ଫଟାଇଦେଲେ ଜୋମାଟୋ ବୟ । ଅଭିଯୋଗ ପରେ ହେଲେ ଗିରଫ

କନକ ବ୍ୟୁରୋ: ଜଣେ ଯୁବତୀ ଜୋମାଟୋରୁ ଖାଇବା ଅର୍ଡର କ୍ୟାନ୍ସଲ କରିବା ପରେ ଜୋମାଟୋ ବୟ କିଛି ଏଭଳି କାଣ୍ଡ କରିଥିଲେ ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀ ଜଣକ ଖାଇବା କ୍ୟାନ୍ସଅଲ କରିଦେବାରୁ ଉତ୍ୟକ୍ତ ହୋଇଯାଇଥିଲେ ଜୋମାଟେ ବୟ । ଆଉ ଯୁବତୀଙ୍କୁ ମାରିଥିଲେ ଶକ୍ତ ମୁଥ । ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ପୂରା ସତ । ବାଙ୍ଗାଲୋର ସହରରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।Continue reading “ଅର୍ଡର କ୍ୟାନ୍ସଲ କରିଦେଲେ ଯୁବତୀ, ମୁଥ ମାରି ମୁହଁ ଫଟାଇଦେଲେ ଜୋମାଟୋ ବୟ । ଅଭିଯୋଗ ପରେ ହେଲେ ଗିରଫ”

ଜୀବନକୁ ବାଜି ଲଗାଉଛନ୍ତି ଶ୍ରମିକ: ହେଲମେଟ୍ ଓ ସେଫଟି ବେଲ୍ଟ ବିନା ଶହେ ଫୁଟରୁ ଅଧିକ ଉଚ୍ଚତା ପାଣିଟାଙ୍କିରେ କରୁଛନ୍ତି କାମ ।

କନକ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଏଲଏଣ୍ଡଟି ଠିକା ସଂସ୍ଥା ଦ୍ୱାରା ଗ୍ରାମମାନଙ୍କୁ ପାଣି ଯୋଗାଣ ପାଇଁ ଓଭର ହେଡ ଟ୍ୟାଙ୍କ ନିର୍ମିତ ହେଉଛି। ଏହି ଓଭର ହେଡ ଟ୍ୟାଙ୍କ ନିର୍ମାଣରେ ନିୟୋଜିତ ଥିବା ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ସମ୍ପୃକ୍ତ ଠିକା ସଂସ୍ଥା ଧ୍ୟାନ ଦେଉନଥିବାରୁ ଶ୍ରମିକମାନେ ବିନା ସେଫଟି ବେଲ୍ଟ ଓ ବିନା ହେଲମେଟରେ ଶହେ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଓଭର ହେଡ ପାଣି ଟାଙ୍କିକୁ ଚଢ଼ି ଜୀବନକୁ ବାଜିContinue reading “ଜୀବନକୁ ବାଜି ଲଗାଉଛନ୍ତି ଶ୍ରମିକ: ହେଲମେଟ୍ ଓ ସେଫଟି ବେଲ୍ଟ ବିନା ଶହେ ଫୁଟରୁ ଅଧିକ ଉଚ୍ଚତା ପାଣିଟାଙ୍କିରେ କରୁଛନ୍ତି କାମ ।”

ବିବାହ କରାଇ ଦେବା ପାଇଁ ତିନି ଫୁଟର ଯୁବକ ପୁଲିସ ନିକଟରେ ଧରିଛନ୍ତି ଜିଦ୍ । ଗୁହାରି ଶୁଣି ବିବାହ କରାଇଦେବାକୁ ପ୍ରତିଶ୍ରୃତି ଦେଲା ପୋଲିସ ।

କନକ ବ୍ୟୁରୋ : ଜଣେ ତିନିଫୁଟ ଉଚ୍ଚ ବ୍ୟକ୍ତି ନିଜ ବିବାହକୁ ନେଇ ଚିନ୍ତାରେ ଅଛନ୍ତି। ନିକଟରେ ବିବାହ କରାଇ ଦେବା ପାଇଁ ପୁଲିସ ନିକଟକୁ ଆସି ସେ ଜିଦ ଧରିଛନ୍ତି । ତିନିଫୁଟ ଦୁଇଇଞ୍ଚ ଉଚ୍ଚର ଅଜିମ ମଂସୁରୀଙ୍କ ଗୁହାରି ଶୁଣି ପୁଲିସ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଛି। ଅଜିମ ମଂସୁରୀ ପୁଲିସକୁ ବିବାହ ପାଇଁ କନ୍ୟା ଖୋଜିବାକୁ କହିଛନ୍ତି। ଯାହାପରେ ଅଜିମଙ୍କ ବିବାହ ଚିନ୍ତା ଦେଖି ପୁଲିସ ତାଙ୍କର ବିବାହ କରାଇ ଦେବାକୁ ପ୍ରତିଶ୍ରୃତି ମଧ୍ୟContinue reading “ବିବାହ କରାଇ ଦେବା ପାଇଁ ତିନି ଫୁଟର ଯୁବକ ପୁଲିସ ନିକଟରେ ଧରିଛନ୍ତି ଜିଦ୍ । ଗୁହାରି ଶୁଣି ବିବାହ କରାଇଦେବାକୁ ପ୍ରତିଶ୍ରୃତି ଦେଲା ପୋଲିସ ।”

ହସ୍ପିଟାଲରୁ ସମର୍ଥକଙ୍କୁ ସନ୍ଦେଶ ଦେଲେ ମମତା । ଖୁବଶୀଘ୍ର ହସ୍ପିଟାଲରୁୁ ବାହାରିବେ; ହ୍ୱିଲଚେୟାରରେ ବସି ପ୍ରଚାର କରିବେ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇ ଏବେ ହସ୍ପିଟାଲରେ ଥିବାବେଳେ ହସ୍ପିଟାଲ ଭିତରୁ ନିଜ ସମର୍ଥକଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଏହି ଭିଡିଓରେ ସେ କହିଛନ୍ତି ଯେ, କାଲି ତାଙ୍କ ଉପରେ ଜୋରଦାର ଆକ୍ରମଣ ହୋଇଥିଲା । ଏଥିରେ ସେ ଆହତ ହୋଇଛନ୍ତି । ତାଙ୍କ ହାତ ଓ ଗୋଡ ଏବେ ଖୁବ ଜୋରରେ ଦରଜ ଥିବାବେଳେ ସେ ଖୁବଶୀଘ୍ର ହସ୍ପିଟାଲରୁ ବାହାରିବା ସହିତ ହ୍ୱିଲ୍ଚେୟାରରେ ବସିContinue reading “ହସ୍ପିଟାଲରୁ ସମର୍ଥକଙ୍କୁ ସନ୍ଦେଶ ଦେଲେ ମମତା । ଖୁବଶୀଘ୍ର ହସ୍ପିଟାଲରୁୁ ବାହାରିବେ; ହ୍ୱିଲଚେୟାରରେ ବସି ପ୍ରଚାର କରିବେ ।”

ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍ ନେଲେ କୋଭିଡ୍ ଟିକା । ଟୁଇଟ୍ କରି ସୂଚନା ଦେଲେ ନିଜେ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ: ଦେଶରେ ଏବେ କରୋନା ଟିକାକରଣ ଦ୍ରୁତଗତିରେ ଆଗେଇ ଚାଲିଛି । ଏହା ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ଏନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି ସୂଚନା ଦେଇଛନ୍ତି । Happy to share that my mother has taken the first dose of the COVID-19 vaccine today. I urge everyone to help andContinue reading “ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍ ନେଲେ କୋଭିଡ୍ ଟିକା । ଟୁଇଟ୍ କରି ସୂଚନା ଦେଲେ ନିଜେ ପ୍ରଧାନମନ୍ତ୍ରୀ ।”

ମମତାଙ୍କୁ ଆକ୍ରମଣ ଘଟଣାରେ ମାମଲା ରୁଜୁ କଲା ପଶ୍ଚିମବଙ୍ଗ ପୁଲିସ : ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହେଲା ତୃଣମୂଳ କଂଗ୍ରେସ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ମାମଲା ରୁଜୁ କରିଛି ପୁଲିସ । ଏପଟେ ଆଜି ତୃଣମୂଳ କଂଗ୍ରେସ କର୍ମୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛନ୍ତି । ରାଜନୈତିକ ଆକ୍ରୋଶ ରଖି ମମତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଆଣି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଟିଏମସି ଦାବି କରିଛି । ଅନ୍ୟପଟେ ବିଜେପିକର୍ମୀ ମଧ୍ୟ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପୁରା ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ବିଜେପିContinue reading “ମମତାଙ୍କୁ ଆକ୍ରମଣ ଘଟଣାରେ ମାମଲା ରୁଜୁ କଲା ପଶ୍ଚିମବଙ୍ଗ ପୁଲିସ : ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହେଲା ତୃଣମୂଳ କଂଗ୍ରେସ”

ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା : ଓଡିଶାରେ ପହଂଚିଲା କେନ୍ଦ୍ରୀୟ ଟିମ୍

କନକ ବ୍ୟୁରୋ : ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ଓଡିଶାରେ ପହଂଚିଛନ୍ତି କେନ୍ଦ୍ରୀୟ ଟିମ୍ । ଶିମିଳିପାଳରେ କାହିଁକି ନିଆଁ ଲାଗିଲା, ଏହାର କାରଣ ଅନୁଧ୍ୟାନ କରିବା ସହ ଏହାର ନିରାକରଣ ପାଇଁ କ’ଣ ସବୁ ପଦକ୍ଷେପ ନେବା ଆବଶ୍ୟକ ସେନେଇ ରିପୋର୍ଟ ଦେବ ଏହି ଟିମ । ଓଡିଶା ଆସିଥିବା କେନ୍ଦ୍ରୀୟ ଟିମରେ ଅଛନ୍ତି ନ୍ୟାସନାଲ ଟାଇଗର କନଜରର୍ଭେସନ ଅଥରିଟି ଆଇଜି ଅମିତ ମଲିକ ସଦସ୍ୟ ।Continue reading “ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା : ଓଡିଶାରେ ପହଂଚିଲା କେନ୍ଦ୍ରୀୟ ଟିମ୍”

ମହାରାଷ୍ଟ୍ରରେ ପୁଣି ଫେରୁଛି ତାଲାବନ୍ଦ : ମହାରାଷ୍ଟ୍ର ନାଗପୁରରେ ମାର୍ଚ୍ଚ ୧୫ରୁ ୨୧ ତାରିଖ ଯାଏଁ ହେବ ସଂପୂର୍ଣ୍ଣ ଲକଡାଉନ୍

କନକ ବ୍ୟୁରୋ : ମହାରାଷ୍ଟ୍ରରେ ପୁଣି ଫେରୁଛି ତାଲାବନ୍ଦ । ଦ୍ରୁତ ସଂକ୍ରମଣକୁ ଆଖିରେ ରଖି ନାଗପୁରରେ ସଂପୂଣ୍ଣ ତାଲାବନ୍ଦ ଲଗାଇବାକୁ ନିଷ୍ପତି ନେଇଛି ପ୍ରଶାସନ । ଆସନ୍ତା ମାର୍ଚ୍ଚ ୧୫ ତାରିଖରୁ ମାର୍ଚ୍ଚ ୨୧ ତାରିଖ ଯାଏଁ ସଂପୂର୍ଣ୍ଣ ଲକଡାଉନ୍ ହେବ । ଏହି ସମୟରେ କୌଣସି ଲୋକ ଘର ବାହାରିପାରିବେ ନାହିଁ । କେବଳ ଜରୁରୀ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଖୋଲିବାକୁ ଅନୁମତି ଦେଇଛି ପ୍ରଶାସନ । ପୂବ ର୍ରୁ କରୋନା ସଂକ୍ରମଣContinue reading “ମହାରାଷ୍ଟ୍ରରେ ପୁଣି ଫେରୁଛି ତାଲାବନ୍ଦ : ମହାରାଷ୍ଟ୍ର ନାଗପୁରରେ ମାର୍ଚ୍ଚ ୧୫ରୁ ୨୧ ତାରିଖ ଯାଏଁ ହେବ ସଂପୂର୍ଣ୍ଣ ଲକଡାଉନ୍”

ପିପିଲିରେ ଉପ-ନିର୍ବାଚନ ପ୍ରସଙ୍ଗ ନେଇ ହାଇକୋର୍ଟରେ ମାମଲା : ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ପିପିଲି ବିଧାନସଭା ଆସନ

କନକ ବ୍ୟୁରୋ : ଖାଲି ପଡ଼ିଥିବା ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ପ୍ରସଙ୍ଗ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଛି । ଗତ ଅକ୍ଟୋବର ୪ ତାରିଖରେ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଆସନ ଖାଲି ପଡ଼ିଥିବା ବେଳେ କାହିଁକି ନିର୍ବାଚନ ପାଇଁ ତାରିଖ ଘୋଷଣା ହେଉନି ବୋଲି ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି । ପୂର୍ବରୁ ବିଜେପୁର ଉପନିର୍ବାଚନ ସମୟରେ ମଧ୍ୟ ସମାନ ଢ଼ଙ୍ଗରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବିଳମ୍ବContinue reading “ପିପିଲିରେ ଉପ-ନିର୍ବାଚନ ପ୍ରସଙ୍ଗ ନେଇ ହାଇକୋର୍ଟରେ ମାମଲା : ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ପିପିଲି ବିଧାନସଭା ଆସନ”

ଜାଗରରେ ଜମ୍ମୁକାଶ୍ମୀରରେ ଗୁଳିବିନିମୟ । ୨ ଆତଙ୍କୀ ନିପାତ, ଜାରି ରହିଛି ସର୍ଚ୍ଚ ଅପରେସନ୍

ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଗୁଳି ବିନିମୟ ଘଟି ଦୁଇଜଣ ଅପରିଚିତ ଆତଙ୍କବାଦୀ ନିହତ ହୋଇଥିବା କଥା ଗୁରୁବାର ଦିନ ପୁଲିସ କହିଛି। ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ବୁଧବାର ରାତିରେ ପୁଲିସ ଓ ସେନା ଟିମ୍‌ ଅନନ୍ତନାଗ ଅନ୍ତର୍ଗତ କାଡ଼ିପୋରା ଗ୍ରାମରେ ‘କର୍ଡନ୍‌ ଆଣ୍ଡ୍‌ ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ। ସେଠାରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ନିରାପତ୍ତା ବଳର କର୍ମଚାରୀମାନେ ପାଲଟା ଗୁଳି ଚଳାଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ କିଛି ସମୟ ଗୁଳି ବିନିମୟContinue reading “ଜାଗରରେ ଜମ୍ମୁକାଶ୍ମୀରରେ ଗୁଳିବିନିମୟ । ୨ ଆତଙ୍କୀ ନିପାତ, ଜାରି ରହିଛି ସର୍ଚ୍ଚ ଅପରେସନ୍”

Design a site like this with WordPress.com
Get started