କନକ ବ୍ୟୁରୋ : ଓଡ଼ିଶାରେ ଜଙ୍ଗଲ ନିଆଁ ମଙ୍ଗଳବାର ତୁଳନାରେ ଗତକାଲି କମିଥିବା ନେଇ ରାଜ୍ୟ ସରକାର କହୁଥିବା ବେଳେ କିଛି ଭିନ୍ନ ତଥ୍ୟ ଦେଉଛି ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ । ୨୪ ଘଂଟାରେ ଓଡ଼ିଶରେ ପୁଣି ନିଆଁ ବଢ଼ିଛି ବୋଲି ଏଫଏସଆଇ ପକ୍ଷରୁ କୁହାଯାଇଛି । ମଙ୍ଗଳବାର ରାଜ୍ୟର ୨୯୦ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ବେଳେ ୩୪ଟି ସ୍ଥାନରେ ବଡ଼ ଧରଣର ନିଆଁ ଲାଗିଥିଲା । ଆଉ ଗତକାଲି ଅପରାହ୍ନରେ ଏଫଏସଆଇ ପକ୍ଷରୁ ଦିଆଯାଇଥିବାContinue reading “ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ତଥ୍ୟ କହୁଛି ରାଜ୍ୟର ୪୯୯ ସ୍ଥାନରେ ଜଳୁଛି ଜଙ୍ଗଲ । ୬୭ ସ୍ଥାନରେ ବଡ଼ଧରଣର ନିଆଁ, ଏପଟେ ଟାସ୍କ ଫୋର୍ସ କହୁଛି- ଓଡ଼଼ିଶାରେ କମୁଛି ଜଙ୍ଗଲ ନିଆଁ”
Author Archives: Raghaba
ମମତାଙ୍କ ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ : ହସ୍ପିଟାଲରେ ଚିକିତ୍ସିତ ଥିବା ନେଇ ଚିନ୍ତା ପ୍ରକଟ କଲେ ନବୀନ
କନକ ବ୍ୟୁରୋ : ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରେ ଚିକିତ୍ସିତ ଥିବା ନେଇ ଚିନ୍ତା ପ୍ରକଟ କଲେ ନବୀନ । ସେହିପରି ମମତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତ ମୁଖ୍ୟମନ୍ତ୍ରୀ । ଗତକାଲି ନନ୍ଦିଗ୍ରାମରେ ଆହତ ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ପୂର୍ବରୁ ନାମାଙ୍କନ କରିବା ପାଇଁ ନନ୍ଦିଗ୍ରାମ ଯାଇଥିଲେ ମମତା । ଆଉ ଅପରାହ୍ନରେContinue reading “ମମତାଙ୍କ ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ : ହସ୍ପିଟାଲରେ ଚିକିତ୍ସିତ ଥିବା ନେଇ ଚିନ୍ତା ପ୍ରକଟ କଲେ ନବୀନ”
ଆଜି ହରିଦ୍ୱାର କୁମ୍ଭମେଳାରେ ପ୍ରଥମ ‘ଶାହୀ ସ୍ନାନ’ : ମହାଶିବରାତ୍ରୀ ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
କନକ ବ୍ୟୁରୋ : ଆଜି ମହାଶିବରାତ୍ରୀ ଅବସରରେ ହରିଦ୍ୱାରରେ ୨୦୨୧ କୁମ୍ଭ ମେଳାର ପ୍ରଥମ ‘ଶାହୀ ସ୍ନାନ’ ଆୟୋଜନ କରାଯାଇଛି। ୨୦୨୧ କୁମ୍ଭମେଳା କାର୍ଯ୍ୟକ୍ରମ ସାରଣୀରେ ଥିବା ପ୍ରମୁଖ କାର୍ଯ୍ୟକ୍ରମରେ ୪ଟି ‘ଶାହୀ ସ୍ନାନ’ ଏବଂ ୯ଟି ‘ଗଙ୍ଗା ସ୍ନାନ’ ରହିଛି । ମହାଶିବରାତ୍ରୀଙ୍କୁ ନେଇ ଭକ୍ତିର ମାହୋଲ ଭିତରେ ବୁଡ଼ି ରହିଛି ସାରା ଭାରତ । ଦେଶର ପ୍ରମୁଖ ଶିବ ମନ୍ଦିର ଗୁଡ଼ିକରେ ଶୃଙ୍ଖଳାର ସହ ଚାଲିଛି ଶିବ ଆରାଧାନ । କେତେକ ସ୍ଥାନରେ କୋଭିଡ୍Continue reading “ଆଜି ହରିଦ୍ୱାର କୁମ୍ଭମେଳାରେ ପ୍ରଥମ ‘ଶାହୀ ସ୍ନାନ’ : ମହାଶିବରାତ୍ରୀ ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା”
ଅନୁଗୁଳ ବାଲିଜେରେଙ୍ଗ କୂଅରେ ପଡ଼ିଲା ହାତୀ : ଅନ୍ଧାର ରାତିରେ ଜନବସତି ଆଡକୁ ଆସୁଥିବା ସମୟରେ କୂଅରେ ପଡ଼ିଥିବା ସୂଚନା
କନକ ବ୍ୟୁରୋ : କୂଅରେ ପଡ଼ିଲା ଜଙ୍ଗଲି ହାତୀ । ଅନୁଗୁଳ ଜିଲ୍ଲା ବାଲିଜେରେଙ୍ଗ ଗାଁରେ ଗତକାଲି ବିଳମ୍ବିତ ରାତିରେ ହାତୀଟି କୂଅରେ ପଡ଼ିଥିବା ନେଇ ଦେଖିବାକୁ ମିଳିଥିଲା । ଏନେଇ ଗ୍ରାମବାସୀମାନେ ସକାଳୁ ସକାଳୁ ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ କର୍ମଚାରୀମାନେ ଗାଁରେ ପହଂଚି ହାତୀଟିକୁ ଉଦ୍ଧାର କରିବାର ଉଦ୍ୟମ ଆରମ୍ଭ କରିଛନ୍ତି । ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ସେକ୍ସନର ବାଲିଜେରେଙ୍ଗ ଅଂଚଳରେ ବେଶ କିଛି ଦିନContinue reading “ଅନୁଗୁଳ ବାଲିଜେରେଙ୍ଗ କୂଅରେ ପଡ଼ିଲା ହାତୀ : ଅନ୍ଧାର ରାତିରେ ଜନବସତି ଆଡକୁ ଆସୁଥିବା ସମୟରେ କୂଅରେ ପଡ଼ିଥିବା ସୂଚନା”
ମହାଶିବରାତ୍ରୀକୁ ନେଇ ସାରା ଦେଶରେ ଭକ୍ତିର ପରିବେଶ : ହରିଦ୍ୱାରରୁ ବାରଣାସୀ, ଗୁଜୁରାଟର ସୋମାନଥ ମନ୍ଦିରରୁ ମଧ୍ୟପ୍ରଦେଶର ଉଜୈନ୍
କନକ ବ୍ୟୁରୋ :ମହାଶିବରାତ୍ରୀଙ୍କୁ ନେଇ ଭକ୍ତିର ମାହୋଲ ଭିତରେ ବୁଡ଼ି ରହିଛି ସାରା ଭାରତ । ଦେଶର ପ୍ରମୁଖ ଶିବ ମନ୍ଦିର ଗୁଡ଼ିକରେ ଶୃଙ୍ଖଳାର ସହ ଚାଲିଛି ଶିବ ଆରାଧନା । କେତେକ ସ୍ଥାନରେ କୋଭିଡ୍ କାରଣରୁ କଟକଣା ଲଗାଯାଇଛି । ତେବେ ହରିଦ୍ୱାର, ବାରଣାସୀ, ପ୍ରୟାଗରାଜ ଆଦି ସ୍ଥାନରେ ସ୍ୱାଭାବିକ ଚାଲିଛି ଦର୍ଶନ । ଭକ୍ତମାନେ ଭୋର ସକାଳୁ ଲାଇନରେ ଛିଡ଼ା ହୋଇ ମନ୍ଦିରରେ ପ୍ରବେଶ କରିଛନ୍ତି । ସେହିପରି ଗୁଜୁରାଟର ସୋମନାଥ ମନ୍ଦିରରୁ ଆରମ୍ଭContinue reading “ମହାଶିବରାତ୍ରୀକୁ ନେଇ ସାରା ଦେଶରେ ଭକ୍ତିର ପରିବେଶ : ହରିଦ୍ୱାରରୁ ବାରଣାସୀ, ଗୁଜୁରାଟର ସୋମାନଥ ମନ୍ଦିରରୁ ମଧ୍ୟପ୍ରଦେଶର ଉଜୈନ୍ “
ଏଣିକି ଅଧିକ ତ୍ୱରାନ୍ୱୀତ ହେବ ଟିକାକରଣ ପ୍ରକ୍ରିୟା : ରାଜ୍ୟରେ ପ୍ରତିଦିନ ଏକଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ସୂଚନା
କନକ ବ୍ୟୁରୋ : ରାଜ୍ୟରେ ବରିଷ୍ଠ ନାଗରିକ ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରାଯିବ। ଦିନକୁ ଏକ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ସରକାର ଯୋଜନା କରିଛନ୍ତି । ଏଥିପାଇଁ ଜିଲ୍ଲାୱାରି ଦୈନିକ ଟାର୍ଗେଟ୍ ସ୍ଥିର କରାଯାଇଛି । ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟାକୁ ବିଚାରକୁ ନେଇ ଏହି ସଂଖ୍ୟା ଧାର୍ଯ୍ୟ ହୋଇଛି। ଗଞ୍ଜାମ ଜିଲ୍ଲାରେ ଦିନକୁ ସର୍ବାଧିକ ୮,୪୧୩ ବରିଷ୍ଠ ନାଗରିକଙ୍କୁ ଟିକା ଦେବା ପାଇଁ କୁହାଯାଇଛି । ଏହି ତାଲିକାର ଦ୍ବିତୀୟରେ ଅଛି କଟକContinue reading “ଏଣିକି ଅଧିକ ତ୍ୱରାନ୍ୱୀତ ହେବ ଟିକାକରଣ ପ୍ରକ୍ରିୟା : ରାଜ୍ୟରେ ପ୍ରତିଦିନ ଏକଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ସୂଚନା”
କନ୍ଧମାଳ ବାଲିଗୁଡାରେ ଅଭାବନୀୟ ଘଟଣା : ସ୍କୁଲ କାନ୍ଥ ପଡି ଛାତ୍ରୀଙ୍କ ମୃତ୍ୟୁ, ୨ଜଣ ଗୁରୁତର; ୩ଜଣ ଛାତ୍ରୀ ଖେଳୁଥିବା ବେଳେ ଭାଙ୍ଗିପଡିଥିଲା ସ୍କୁଲ ଗେଟ
କନକ ବ୍ୟୁରୋ : ସ୍କୁଲ କାନ୍ଥ ପଡି ଛାତ୍ରୀଙ୍କ ମୃତ୍ୟୁ, ୨ଜଣ ଗୁରୁତର । ଏହି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରର ବେଲକଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ୩ଜଣ ପିଲା ଖେଳୁଥିବା ସମୟରେ ସ୍କୁଲ ଗେଟଟି ଭାଙ୍ଗିଯିବାରୁ ଜଣେ ୮ ବର୍ଷିୟା ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ବାକି ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ଫୁଲବାଣୀ ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ଆଉ ଜଣଙ୍କୁ ଜି.ଉଦୟଗିରି ମେଡିକାଲେରେ ଭର୍ତି କରାଯାଇଛି । ସୂଚନାContinue reading “କନ୍ଧମାଳ ବାଲିଗୁଡାରେ ଅଭାବନୀୟ ଘଟଣା : ସ୍କୁଲ କାନ୍ଥ ପଡି ଛାତ୍ରୀଙ୍କ ମୃତ୍ୟୁ, ୨ଜଣ ଗୁରୁତର; ୩ଜଣ ଛାତ୍ରୀ ଖେଳୁଥିବା ବେଳେ ଭାଙ୍ଗିପଡିଥିଲା ସ୍କୁଲ ଗେଟ”
ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ : କହିଲେ, ନନ୍ଦୀଗ୍ରାମରେ ହୋଇଛି ଆକ୍ରମଣ; ଚାରି ପାଂଚ ଜଣ ବ୍ୟକ୍ତି ଗୋଡରେ ଗାଡି ଚଢାଇବାକୁ କରିଛନ୍ତି ଉଦ୍ୟମ
କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ । ବୁଧବାର ନନ୍ଦିଗ୍ରାମରେ ଥିବାବେଳେ ମମତାଙ୍କ ଗୋଡରେ ଆଘାତ ଲାଗିଥିଲା । ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି, ତାଙ୍କ ଉପରକୁ ଆକ୍ରମଣ ହୋଇଛି । ତାଙ୍କ ଗୋଡ ଉପରେ ଗାଡି ଚଢାଇ ଆଘାତ କରିବାକୁ ଉଦ୍ୟମ ହୋଇଛି । ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଇଛି । ସେପଟେ ବିଜେପି ପାଲଟା ଅଭିଯୋଗ କରିି କହିଛି, ଆଘାତ ଲାଗିବା ସମୟରେ ସୁରକ୍ଷା କର୍ମୀ କଣ କରୁଥିଲେ ।Continue reading “ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ : କହିଲେ, ନନ୍ଦୀଗ୍ରାମରେ ହୋଇଛି ଆକ୍ରମଣ; ଚାରି ପାଂଚ ଜଣ ବ୍ୟକ୍ତି ଗୋଡରେ ଗାଡି ଚଢାଇବାକୁ କରିଛନ୍ତି ଉଦ୍ୟମ”
ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି : ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା
କନକ ବ୍ୟୁରୋ : ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ। କେତେକ ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆକଳନ ଅନୁଯାୟୀ, ୧୧ ଓ ୧୨ ତାରିଖରେ ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ଭଦ୍ରକ ଏବଂ ୧୩ ଓ ୧୪ ତାରିଖରେContinue reading “ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି : ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା”
କରୋନା କଟକଣା ଭିତରେ ଆଜି ପାଳନ ହେବ ଶିବରାତ୍ରୀ : ରାଜ୍ୟର ପ୍ରମୁଖ ଶୈବପୀଠରେ ଚାଲିଛି ଶିବଙ୍କ ଆରାଧନା
କନକ ବ୍ୟୁରୋ : ଆଜି ଜାଗର । କରୋନା ଭିତରେ ଜାଗର କେମିତି ପାଳନ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଥିବା ବେଳେ ପ୍ରଶାସନ କହିଛି ସୁରୁଖୁରୁରେ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା କରାଯିବ । ପୂର୍ବରୁ ଯାହା ନିତି ନିର୍ଘଂଟ ହୋଇଥିଲା ସେହି ଅନୁଯାୟୀ ମହାଦୀପ ଉଠିବ । ପୁରୀର ଲୋକନାଥ ପୀଠରେ କୋଭିଡ କଟକଣା ଭିତରେ ହେବ ଜାଗର ଯାତ୍ରା । ଲୋକନାଥ ପୀଠରେ ତିନିଦିନ ଧରି ଜାଗର ପର୍ବ ଅନୁଷ୍ଠିତ ହେବ ।Continue reading “କରୋନା କଟକଣା ଭିତରେ ଆଜି ପାଳନ ହେବ ଶିବରାତ୍ରୀ : ରାଜ୍ୟର ପ୍ରମୁଖ ଶୈବପୀଠରେ ଚାଲିଛି ଶିବଙ୍କ ଆରାଧନା”