ରୁଚି ହେଲା ଚଳିତ ବର୍ଷର ଷ୍ଟଲ ଅଫ ଦ ଇୟର । ଏମଏସଏମଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୧ରେ ରୁଚି ପୁରସ୍କୃତ ।

କନକ ବ୍ୟୁରୋ: ରୁଚି ହେଲା ଷ୍ଟଲ ଅଫ ଦ ଇୟର । ଏ ବର୍ଷର ଷ୍ଟଲ ଭାବେ ପୁରସ୍କୃତ ହେଲା ଓଡିଶାର ଅଗ୍ରଣୀ ମସଲା ଏବଂ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ରୁଚି । ଏମଏସଏମଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୧ରେ ରୁଚିକୁ ଶ୍ରେଷ୍ଠ ଷ୍ଟଲ ଭାବେ ପୁରସ୍କୃତ କରାଯାଇଛି । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏମଏସଏମଇ ପକ୍ଷରୁ ଚାଲିଥିବା ଏହି ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ରାଜ୍ୟପାଳ ପ୍ରୋଫେସର ଗଣେଶୀ ଲାଲ ଯୋଗଦେଇ ଓଏଫଏମଏଲ କର୍ତ୍ତୃପକ୍ଷଙ୍କୁ ପୁରସ୍କୃତ କରିଥିଲେContinue reading “ରୁଚି ହେଲା ଚଳିତ ବର୍ଷର ଷ୍ଟଲ ଅଫ ଦ ଇୟର । ଏମଏସଏମଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୧ରେ ରୁଚି ପୁରସ୍କୃତ ।”

ଦୁର୍ଘଟଣାର ଦିନ ଝରିଗାଁ ବ୍ଲକ; ୩ ପୃଥକ ପୃଥକ ଦୁର୍ଘଟଣାରେ ଜଣେ ମୃତ, ୫ ଗୁରୁତର

କନକ ବ୍ୟୁରୋ : ନବରଂଗପୁର ଜିଲ୍ଲା ଝରିଗାଁ ଥାନା ଅଂଚଳରେ ତିନି ପୃଥକ ପୃଥକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁଯାୟୀ ଚଣ୍ଡାହାଣ୍ଡି ପଟୁ ଏକ ଇନୋଭା (ଓଡ଼ି ୩୩ଏ-୨୬୦୧) ଝରିଗାଁ ଅଭିମୁଖେ ଆସୁଥିଲା । ସେହିପରି ଚଣ୍ଡାହାଣ୍ଡି ବ୍ଲକ ଡାହିମାଲ ନିକଟସ୍ଥ ବଡ଼ମୁଣ୍ଡି ଗ୍ରାମର ଦୁଇ ଭାଇ ଚକ୍ର ସନ୍ତା ଏବଂ ରବି ସନ୍ତା ବାଇକ (ଓଡ଼ି ୨୪ ବି୬୨୭୯) ରେ ନିଜ ଘରକୁ ଯାଉଥିଲେ।Continue reading “ଦୁର୍ଘଟଣାର ଦିନ ଝରିଗାଁ ବ୍ଲକ; ୩ ପୃଥକ ପୃଥକ ଦୁର୍ଘଟଣାରେ ଜଣେ ମୃତ, ୫ ଗୁରୁତର”

ପାଣିପାଗର ଅସ୍ବାଭାବିକ ପରିବର୍ତ୍ତନ : ଜଂଗଲରେ ଜଳକଷ୍ଟ: ବନ୍ୟପ୍ରାଣୀ ଛଟପଟ

କନକ ବ୍ୟୁରୋ : ପାଣିପାଗର ଅସ୍ବାଭାବିକ ପରିବର୍ତ୍ତନ ଜନଜୀବନକୁ ସନ୍ତୁଳି ଦେଉଛି । ବରଗଡ଼ ଜିଲ୍ଲାରେ ଏହାର ଗୁରୁତର ପ୍ରଭାବ ଦେଖିବାକୁ ମିଳିଛି । ବର୍ଷା ଦିନେ ବର୍ଷା ନହେବା, ଶୀତ ଦିନର ଅବଧି କମିବା ଏବଂ ଖରା ପ୍ରକୋପ ଅଦିନରେ ବଢ଼ିବା ଭଳି ତାରତମ୍ୟ ଲାଗି ରହୁଛି । ଏବେ ଟାଣଖରା ସ୍ବାଭାବିକ ଜନଜୀବନ ବିଗାଡ଼ି ଦେଇଛି । ଫେବ୍ରୁଆରି ଶେଷ ସପ୍ତାହରୁ ଦିନ ବେଳା ତାପମାତ୍ରା ୩୮ ଡିଗ୍ରି ସେଲ୍‌ସିଅସ୍‌ ପାଖାପାଖି ରହୁଛି। ଅନ୍ୟପକ୍ଷରେContinue reading “ପାଣିପାଗର ଅସ୍ବାଭାବିକ ପରିବର୍ତ୍ତନ : ଜଂଗଲରେ ଜଳକଷ୍ଟ: ବନ୍ୟପ୍ରାଣୀ ଛଟପଟ”

କେନ୍ଦ୍ରମନ୍ତ୍ରୀଙ୍କ ହେଲା ପଦୋନ୍ନତି : ଟେରିଟୋରିଆଲ ଆର୍ମିରୁ କ୍ୟାପଟେନ ହେଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ‘ଟେରିଟରିୟାଲ୍‌ ଆର୍ମି’ର କ୍ୟାପ୍‌ଟେନ୍‌ ଭାବେ ନିଯୁକ୍ତି ପାଇଛନ୍ତି । ସାଂସଦ ଥିବା ଅବସ୍ଥାରେ ଏଭଳି ପଦବୀରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି । ହିମାଚଳ ପ୍ରଦେଶର ହାମିପୁରରୁ ବିଜେପି ସାଂସଦ ଭାବେ ଚାରି ଥର ବିଜୟୀ ହୋଇଥିବା ଠାକୁରଙ୍କୁ ଜୁଲାଇ ୨୦୧୬ରେ ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ (ସିଓଏଏସ୍‌) ଜେନେରାଲ୍‌ ଦଲବୀର ଏସ୍‌ ସୁହାଗ ଜଣେ ଲେଫ୍‌ଟ୍‌ନାଣ୍ଟ୍‌ ଭାବେ ନିଯୁକ୍ତି ଦେଇଥିଲେ । ଏବେ ଠାକୁରଙ୍କୁ ୧୨୪Continue reading “କେନ୍ଦ୍ରମନ୍ତ୍ରୀଙ୍କ ହେଲା ପଦୋନ୍ନତି : ଟେରିଟୋରିଆଲ ଆର୍ମିରୁ କ୍ୟାପଟେନ ହେଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର”

ମମତାଙ୍କ ଉପରେ ଆକ୍ରମଣ ଅଭିଯୋଗର ତଦନ୍ତ ଆରମ୍ଭ : ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ତଲବ କଲେ ନିର୍ବାଚନ କମିସନ

କନକ ବ୍ୟୁରୋ : ମମତା ବାନାର୍ଜୀଙ୍କ ଉପରେ ନନ୍ଦିଗ୍ରାମରେ ଆକ୍ରମଣ ହୋଇଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଘଟଣାର ରିପୋର୍ଟ ତଲବ କରିଛନ୍ତି ନିର୍ବାଚନ କମିସନ । ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିସନ । ଗତକାଲି ନିର୍ବାଚନ ପ୍ରଚାର ସମୟରେ ନନ୍ଦିଗ୍ରାମର ବିରୁଲିଆ ବଜାର ନିକଟରେ କିଛି ବ୍ୟକ୍ତି ତାଙ୍କୁ ଧକ୍କା ଦେଇ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ମମତା । ଏଥିରେContinue reading “ମମତାଙ୍କ ଉପରେ ଆକ୍ରମଣ ଅଭିଯୋଗର ତଦନ୍ତ ଆରମ୍ଭ : ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ତଲବ କଲେ ନିର୍ବାଚନ କମିସନ”

ଶିମିଳିପାଳ ଗ୍ରାଉଣ୍ଡ ଜିରୋରେ ବିଜେଡି ସଙ୍ଗଠନ ସମ୍ପାଦକ : ଜଙ୍ଗଲ ନିଆଁ ନେଇ ସ୍ଥିତି ପରଖିଲେ ପ୍ରଣବ ପ୍ରକାଶ ଦାସ

କନକ ବ୍ୟୁରୋ : ଜଙ୍ଗଲର ନିଆଁ ସ୍ଥିତି ପରଖିବା ପାଇଁ ଶିମିଳିପାଳର ଗ୍ରାଉଣ୍ଡ ଜିରୋରେ ପହଂଚିଛନ୍ତି ବିଜେଡି ସଂଗଠନ ସଂପାଦକ । ଏନେଇ ଗତକାଲି ଟ୍ୱିଟ କରି ସୂଚନା ଦେଇଥିଲେ ପ୍ରଣବ ପ୍ରକାଶ ଦାସ । ଶିମିଳିପାଳ ଉପ ନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ ବିଭିନ୍ନ ଅଂଚଳ ବୁଲିବେ ପ୍ରଣବ ପ୍ରକାଶ ଦାସ । ତାଙ୍କ ସହ ରାଜ୍ୟସଭା ସାଂସଦ ମମତା ମହନ୍ତ, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନContinue reading “ଶିମିଳିପାଳ ଗ୍ରାଉଣ୍ଡ ଜିରୋରେ ବିଜେଡି ସଙ୍ଗଠନ ସମ୍ପାଦକ : ଜଙ୍ଗଲ ନିଆଁ ନେଇ ସ୍ଥିତି ପରଖିଲେ ପ୍ରଣବ ପ୍ରକାଶ ଦାସ”

ଜାଗର ପୂର୍ବରୁ ଗନ୍ଧର୍ବନାଥ ମନ୍ଦିର ପ୍ରାଙ୍ଗଣରେ ଖେଳିଲା ନାଗ : ଭୋରରୁ ମନ୍ଦିରରେ ନାଗକୁ ଦେଖି ଭାବବିଭୋର ହେଲେ ଭକ୍ତ

କନକ ବ୍ୟୁରୋ : ମନ୍ଦିର ଭିତରେ ଖେଳୁଛି ନାଗ । ଶିବରାତ୍ରୀ ପାଇଁ ଆଜି ବିଭିନ୍ନ ଶୈବ ପୀଠ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ଚୌଦ୍ୱାର ଗନ୍ଧର୍ବନାଥ ମନ୍ଦିରରୁ ସମସ୍ତଙ୍କୁ ଚକିତ କଲା ଭଳି ଏକ ଚିତ୍ର ସାମ୍ନାକୁ ଆସିଛି । କିଛି ଭକ୍ତ ମନ୍ଦିରକୁ ପୂଜା କରିବା ପାଇଁ ଆସିଥିବା ବେଳେ ମନ୍ଦିର ପ୍ରାଙ୍ଗଣରେ ସାପ ଖେଳୁଥିବାର ଦେଖିବାକୁ ପାଇଥିଲେ । ମହାଶିବ ରାତ୍ରୀର ପୂର୍ବଦିନ ମନ୍ଦିରରେ ନାଗ ସାପ ଦୃଶ୍ୟମାନ ହେବା ଲୋକଙ୍କୁContinue reading “ଜାଗର ପୂର୍ବରୁ ଗନ୍ଧର୍ବନାଥ ମନ୍ଦିର ପ୍ରାଙ୍ଗଣରେ ଖେଳିଲା ନାଗ : ଭୋରରୁ ମନ୍ଦିରରେ ନାଗକୁ ଦେଖି ଭାବବିଭୋର ହେଲେ ଭକ୍ତ”

ଜେଇଇ ମେନରେ ଆକାଶ ଛାତ୍ରଛାତ୍ରୀଙ୍କ ଦମଦାର ପ୍ରଦର୍ଶନ ।

ଚଳିତବର୍ଷ ଜେଇଇ ମେନ୍ ପରୀକ୍ଷାରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି ଆକାଶ ଇନଷ୍ଟିଚ୍ୟୁଟ୍ ଛାତ୍ରଛାତ୍ରୀ । ଭୁବନେଶ୍ୱର ଆକାଶ ଆଇଆଇଟି, ଜେଇଇର ଛାତ୍ର ଗୌତମ ଦାସ ୯୯.୯୯୯ ପରେଣ୍ଟାଇଲ୍ ରଖି ଓଡିଶା ଟପର ହୋଇପାରିଛନ୍ତି । ନ୍ୟାସନ୍ୟାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି ଦ୍ୱାରା ପରିଚାଳିତ ଫେବୃୟାରି ୨୦୨୧ ଜେଇଇ ମେନ୍ ପରୀକ୍ଷାରେ ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ ସର୍ବମୋଟ ୬ଲକ୍ଷ ୨୦ ହଜାର ୯୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥି ମଧ୍ୟରୁ ଆକାଶ ଇନଷ୍ଟିଚ୍ୟୁଟ୍ ଭୁବନେଶ୍ୱର ଶାଖାରContinue reading “ଜେଇଇ ମେନରେ ଆକାଶ ଛାତ୍ରଛାତ୍ରୀଙ୍କ ଦମଦାର ପ୍ରଦର୍ଶନ ।”

ମହଙ୍ଗା ପଡ଼ିଲା କାଲିମେଳା ଲ୍ୟାମ୍ପ୍ସରେ ଟୋକନ ଜାଲିଆତି : ଲ୍ୟାମ୍ପସ ଏମଡି ସରୋଜ ସୁନ୍ଦର ରାୟ ହେଲେ ନିଲମ୍ବିତ

କନକ ବ୍ୟୁରୋ : କନକ ନ୍ୟୁଜ ର ପ୍ରଭାବ । ମାଲକାନଗିରି କାଲିମେଳା ଲ୍ୟାମ୍ପରେ ଆଦିବାସୀ ଚାଷୀଙ୍କ ଟୋକନ ଜାଲିଆତି ମାମଲାରେ ନିଲମ୍ବିତ ହେଲେ ଏମଡି ସରୋଜ ସୁନ୍ଦର ରାୟ । କାଲିମେଳା ଲ୍ୟାମ୍ପ ଅଧିନରେ ଥିବା ଶହ ଶହ ଆଦିବାସୀଙ୍କ ଟୋକନକୁ ଚଂଚକତା କରି ଅଣଆଦିବାସୀ ସମ୍ପ୍ରଦାୟର ଲୋକେ ମଣ୍ଡିରେ ଧାନ ବିକି ଟଙ୍କା ଲୁଟି ନେଉଥିଲେ । ଏନେଇ ଗତ କନକ ନ୍ୟୁଜରେ ଖବର ପ୍ରସାରଣ କରାଯାଇଥିଲା । ଆଉ ଏହି ଘଟଣା କୁContinue reading “ମହଙ୍ଗା ପଡ଼ିଲା କାଲିମେଳା ଲ୍ୟାମ୍ପ୍ସରେ ଟୋକନ ଜାଲିଆତି : ଲ୍ୟାମ୍ପସ ଏମଡି ସରୋଜ ସୁନ୍ଦର ରାୟ ହେଲେ ନିଲମ୍ବିତ”

ବିଶ୍ୱର ସବୁଠୁ ଦାମିକା ଔଷଧ, ଦାମ ୧୮ କୋଟି । ଜାଣନ୍ତୁ କେଉଁ ରୋଗ ପାଇଁ ବ୍ୟବହାର ହେବ ଏହି ଔଷଧ…

ସାଧାରଣତଃ ରୋଗ ବିରଳ ହୋଇଥିଲେ ତାର ଚିକିତ୍ସା କଷ୍ଟସାଧ୍ୟ ହୋଇଥାଏ କିମ୍ବା ଅଧିକ ମହଙ୍ଗା ହୋଇଥାଏ । ଯାହା ସାଧାରଣ ଲୋକଙ୍କ ପାଇଁ ଅସମ୍ଭବ ହୋଇଥାଏ । ଠିକ୍ ସେହିଭଳି ଏକ ବିରଳ ରୋଗ ପାଇଁ ଔଷଧ ବାହାର କରିଛି ବ୍ରିଟେନ୍ । ଯାହାର କୋଟି କୋଟି ଟଙ୍କା ଜୋଲଜେନ୍ସମା ଏହି ଔଷଧର ଗୋଟିଏ ଡୋଜର ମୂଲ୍ୟ ବିଶ୍ବର ସବୁଠୁ ଦାମୀ ଔଷଧ ‘ଜୋଲଜେନ୍ସମା’କୁ ବିଟ୍ରେନ୍‌ର ଜାତୀୟ ସ୍ବାସ୍ଥ୍ୟ ସେବା(ଏନ୍‌ଏଚ୍‌ଏସ୍‌) ମଞ୍ଜୁର କରିଛି। ନୋଭାର୍ଟିସ୍‌ ଜିନ୍‌ ଥେରାପିContinue reading “ବିଶ୍ୱର ସବୁଠୁ ଦାମିକା ଔଷଧ, ଦାମ ୧୮ କୋଟି । ଜାଣନ୍ତୁ କେଉଁ ରୋଗ ପାଇଁ ବ୍ୟବହାର ହେବ ଏହି ଔଷଧ…”

Design a site like this with WordPress.com
Get started