କନକ ବ୍ୟୁରୋ : ଆଜି ଜାଗର । କରୋନା ଭିତରେ ଜାଗର କେମିତି ପାଳନ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଥିବା ବେଳେ ପ୍ରଶାସନ କହିଛି ସୁରୁଖୁରୁରେ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା କରାଯିବ । ପୂର୍ବରୁ ଯାହା ନିତି ନିର୍ଘଂଟ ହୋଇଥିଲା ସେହି ଅନୁଯାୟୀ ମହାଦୀପ ଉଠିବ । ମନ୍ଦିର ଭିତରେ କୋଭିଡ଼ ନିୟମ ମାନି ଦୀପ ଜାଳିବେ ଶ୍ରଦ୍ଧାଳୁ । ଧାଡ଼ି ଦର୍ଶନ ମଧ୍ୟ ହେବ । ବନ୍ଦ ଥିବା ହାଣ୍ଡିଭଙ୍ଗା ଯାତ୍ରା ଚଳିତContinue reading “ଆଜି ମହାଶିବରାତ୍ରୀ : କୋଭିଡ କଟକଣା ଭିତରେ ପାଳନ ହେବ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା : ରାତି ୧୦ଟାରେ ଉଠିବ ମହାଦୀପ”
Author Archives: Raghaba
ହରିୟାଣାରେ ଖଟ୍ଟର ସରକାର ସୁରକ୍ଷିତ । ଆସ୍ଥାଭୋଟରେ ବିଜୟୀ ହେଲେ ମନୋହର ଲାଲ ।
କନକ ବ୍ୟୁରୋ: ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଜିତିଲେ ଆସ୍ଥା ଭୋଟ । କଂଗ୍ରେସ ପକ୍ଷରୁ ଆଜି ବିଧାନସଭାରେ ଖଟ୍ଟର ସରକାରଙ୍କ ବିରୋଧରେ ବିଶ୍ୱାସ ମତ ପ୍ରସ୍ତାବ ଆଗତ କରାଯାଇଥିଲା । ତେବେ ଗୃହରେ ପ୍ରସ୍ତାବ ସପକ୍ଷରେ ବହୁମତ ନ ମିଳିବାରୁ କଂଗ୍ରେସ ନିରାଶ ହୋଇଛି । ଆସ୍ଥା ଭୋଟରେ ଖଟ୍ଟରଙ୍କ ସପକ୍ଷରେ ୫୫ଭୋଟ ମିଳିଥିବା ବେଳେ ବିପକ୍ଷରେ ପଡିଥିଲା ୩୨ ଭୋଟ । ଆଜି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ବିଧାନସଭାରେ ଅବିଶ୍ୱାସContinue reading “ହରିୟାଣାରେ ଖଟ୍ଟର ସରକାର ସୁରକ୍ଷିତ । ଆସ୍ଥାଭୋଟରେ ବିଜୟୀ ହେଲେ ମନୋହର ଲାଲ ।”
ଭାରତ ନିର୍ମିତ କୋଭିଡ୍ ଟିକା ପାଇବ ପାକିସ୍ତାନ । ଗାଭି ଜରିଆରେ ୪କୋଟି ୫୦ଲକ୍ଷ ଡୋଜ କୋଭିସିଲ୍ଡ ଟିକା ମାଗଣାରେ ପାଇବ ଇସଲାମାବାଦ ।
କନକ ବ୍ୟୁରୋ: ଭାରତରେ ନିର୍ମିତ କରୋନା ଟିକା ଖୁବ ଶୀଘ୍ର ପାକିସ୍ତାନକୁ ମାଗଣାରେ ମିଳିବ । ୟୁନାଇଟେଡ ଗ୍ଲୋବାଲ ଆଲିଆନ୍ସ ଫର ଭାକ୍ସିନ ଆଣ୍ଡ ଇମ୍ୟୁନାଇଜେସନ ବା ଗାଭି ଜରିଆରେ ଟିକା ପାଇବ ପାକିସ୍ତାନ । ବିଶ୍ୱର ବିଭିନ୍ନ ସରକାର ଓ ବେସରକାରୀ ପ୍ରତିଷ୍ଠାନର ଯୌଥ ଉଦ୍ୟମରେ ଆର୍ଥିକ ଅନଗ୍ରସର ଦେଶଗୁଡିକୁ ମାଗଣାରେ ଟିକା ଯୋଗାଇବା ପାଇଁ ଏହି ଗାଭି ସଂଗଠନ ଗଠନ କରାଯାଇଛି । ଭାରତ ବର୍ତମାନ ସୁଦ୍ଧା ୬୫ଟି ଦେଶକୁ କରୋନା ମୁକାବିଲା ପାଇଁContinue reading “ଭାରତ ନିର୍ମିତ କୋଭିଡ୍ ଟିକା ପାଇବ ପାକିସ୍ତାନ । ଗାଭି ଜରିଆରେ ୪କୋଟି ୫୦ଲକ୍ଷ ଡୋଜ କୋଭିସିଲ୍ଡ ଟିକା ମାଗଣାରେ ପାଇବ ଇସଲାମାବାଦ ।”
ନନ୍ଦିଗ୍ରାମରେ ହେବାକୁ ଯାଉଛି ୨୦୨୧ ମସିହାର ସବୁଠୁ ବଡ ନିର୍ବାଚନ । ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ ।
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ହେବାକୁ ଯାଉଛି ୨୦୨୧ ମସିହାର ସବୁଠାରୁ ବଡ ନିର୍ବାଚନ । ଆଗରୁ ହୁଏତ ପଶ୍ଚିମବଙ୍ଗ ଏଭଳି ନିର୍ବାଚନ କେବେ ଦେଖି ନଥିଲା । ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ନିର୍ବାଚନ ହେବାକୁ ଯାଉଥିଲେ ବି ବିଜେପିର ଫୋକସରେ ରହିଛି ପଶ୍ଚିମବଙ୍ଗ । କାରଣ ଏହି ନିର୍ବାଚନ ଏବେ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ପଶ୍ଚିମବଙ୍ଗ ଜିତିବା ପରେ ପୂର୍ବାଂଚଳର ଅନ୍ୟ ରାଜ୍ୟକୁ ଫୋକସ କରିବାକୁContinue reading “ନନ୍ଦିଗ୍ରାମରେ ହେବାକୁ ଯାଉଛି ୨୦୨୧ ମସିହାର ସବୁଠୁ ବଡ ନିର୍ବାଚନ । ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ ।”
ଶିମିଳିପାଳ ନିଆଁ ଲିଭାରେ ସାମିଲ ହେଲେ ରାଜ୍ୟସଭା ସାଂସଦ ମମତା ମହାନ୍ତ । ବିଶୋଇ ରେଞ୍ଜ ରାଜାବସା ଜଙ୍ଗଲରେ ଲିଭାଇଲେ ନିଆଁ ।
କନକ ବ୍ୟୁରୋ: ଶିମିଳିପାଳ ନିଆଁ ଲିଭାଇଲେ ସାଂସଦ ମମତା ମହାନ୍ତ । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବାବେଳେ ଏହା ଅନ୍ତର୍ଗତ ବିଶୋଇ ରେଞ୍ଜ ରାଜାବସା ଜଙ୍ଗଲରେ ନିଆଁ ଲିଭାଇଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ । ତାଙ୍କ ସହ ସାରସକଣା ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର, ବିଶୋଇ ବ୍ଲକ ଅଧ୍ୟକ୍ଷା ତୁଳସୀ ଶିକ୍ରି ହାଁସଦା, ବିଶୋଇ ବ୍ଲକ୍ ମହିଳା ବିଜେଡି ସଭାପତିି ଆରତୀ ମହାନ୍ତ, ବିଶୋଇ ବ୍ଲକ୍ ବିଏଲଏଫ୍ ଚନ୍ଦିକା ମହାନ୍ତି, ବିଜେଡି ଯୁବନେତାContinue reading “ଶିମିଳିପାଳ ନିଆଁ ଲିଭାରେ ସାମିଲ ହେଲେ ରାଜ୍ୟସଭା ସାଂସଦ ମମତା ମହାନ୍ତ । ବିଶୋଇ ରେଞ୍ଜ ରାଜାବସା ଜଙ୍ଗଲରେ ଲିଭାଇଲେ ନିଆଁ ।”
ପିପିଲି ଉପନିର୍ବାଚନ ପାଇଁ ବିଜେଡିର ଜୋରଦାର ସମରସଜ୍ଜା । ଡେଲାଙ୍ଗ, ପିପିଲି ଓ ଏନଏସି ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ।
କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ନେଇ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ପୁଣିଥରେ ପିପିଲିରେ ବିଜୟର ବାନା ଉଡାଇବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି ବିଜେଡି । କୌଣସି ପରିସ୍ଥିତିରେ ପିପିଲିକୁ ହାତଛଡ଼ା କରିବାକୁ ଚାହୁଁନାହିଁ ଶାସକ ଦଳ । ବିଗତ ଉପନିର୍ବାଚନ ଜିତିବାକୁ ବିଜେଡି ଯେଭଳି ରଣକୌଶଳ ଆପଣାଏ, ସେହି ଢାଂଚାରେ ପିପିଲି ବିଜୟ ପାଇଁ ପ୍ରସ୍ତୁତି କରୁଛି ଶାସକ ଦଳ । ପିପିଲି ପର୍ଯ୍ୟବେକ୍ଷକ ଭାବେ ଦଳର ବରିଷ୍ଠ ନେତା ପ୍ରତାପ ଦେବଙ୍କୁContinue reading “ପିପିଲି ଉପନିର୍ବାଚନ ପାଇଁ ବିଜେଡିର ଜୋରଦାର ସମରସଜ୍ଜା । ଡେଲାଙ୍ଗ, ପିପିଲି ଓ ଏନଏସି ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ।”
କୋଭିଡ କଟକଣା ଭିତରେ ପାଳନ ହେବ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା । କାଲି ରାତି ୧୦ରେ ଉଠିବ ମହାଦୀପ । ଜାଣନ୍ତୁ, କେଉଁଠି କେମିତି ହେବ ଜାଗର ଯାତ୍ରା…
କନକ ବ୍ୟୁରୋ: ଆସନ୍ତାକାଲି ଜାଗର । କରୋନା ଭିତରେ ଜାଗର କେମିତି ପାଳନ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଥିବା ବେଳେ ପ୍ରଶାସନ କହିଛି ସୁରୁଖୁରୁରେ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା କରାଯିବ । ପୂର୍ବରୁ ଯାହା ନୀତି ନିର୍ଘଂଟ ହୋଇଥିଲା ସେହି ଅନୁଯାୟୀ ମହାଦୀପ ଉଠିବ । ମନ୍ଦିର ଭିତରେ କୋଭିଡ଼ ନିୟମ ମାନି ଦୀପ ଜାଳିବେ ଶ୍ରଦ୍ଧାଳୁ , ଧାଡ଼ି ଦର୍ଶନ ମଧ୍ୟ ହେବ । ବନ୍ଦ ଥିବା ହାଣ୍ଡିଭଙ୍ଗା ଯାତ୍ରା ଚଳିତ ବର୍ଷContinue reading “କୋଭିଡ କଟକଣା ଭିତରେ ପାଳନ ହେବ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା । କାଲି ରାତି ୧୦ରେ ଉଠିବ ମହାଦୀପ । ଜାଣନ୍ତୁ, କେଉଁଠି କେମିତି ହେବ ଜାଗର ଯାତ୍ରା…”
ନୂଆପଡ଼ାରେ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଲୋୟର ଇନ୍ଦ୍ର ପ୍ରକଳ୍ପର ହେଲା ଶୁଭାରମ୍ଭ।
କନକ ବ୍ୟୁରୋ: ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ବିରାଟ ଜନସଭା ଇଙ୍ଗିତ କରୁଛି, ବିଜୁ ଜନତା ଦଳର ଫୋକସ ଏବେ ପଶ୍ଚିମ ଓଡିଶା ଆଡକୁ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରି ୨ହଜାର ୩୩୭ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି । ଆଉ ନୂଆପଡା ଜିଲ୍ଲାର ପ୍ରାୟ ୬ ଲକ୍ଷ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି ଯେ ବିଜେଡି ସରକାର ପାଇଁ ନୂଆପଡା ଗୁରୁତ୍ୱପୂର୍ଣ୍ଣ । ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ଲୋକସଭାContinue reading “ନୂଆପଡ଼ାରେ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଲୋୟର ଇନ୍ଦ୍ର ପ୍ରକଳ୍ପର ହେଲା ଶୁଭାରମ୍ଭ।”
ଶିମିଳିପାଳର ଭୟଙ୍କର ନିଆଁ ଲିଭାଇଲା ପ୍ରକୃତି । ଅଭୟାରଣ୍ୟର ପିଠାବଟା ସମେତ ୬ଟି ରେଞ୍ଜରେ ପ୍ରବଳ ବର୍ଷା ।
କନକ ବ୍ୟୁରୋ: ସୌଭାଗ୍ୟ କୁହନ୍ତୁ ବା ସଂଯୋଗ, ଶିମିଳିପାଳରେ ଜଳୁଥିବା ନିଆଁକୁ ଶାନ୍ତ କରିବା ପାଇଁ ଯାହାର ସବୁଠୁ ଅଧିକ ଆବଶ୍ୟକ ଥିଲା, ସେହି ବର୍ଷା ଆଜି ଭୁଇଁକୁ ଛୁଇଁଛି । ପ୍ରାୟ ଦୁଇ ସପ୍ତାହ ଧରି ଯେଉଁ ନିଆଁକୁ କାବୁୁ କରିବାକୁ ବନବିଭାଗ, ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ ଟିମ୍ ମିଳିତ ଭାବେ ନୟାନ୍ତ ହୋଇ ସାରିଥିଲେ, କେହି ମୁହୁର୍ତ୍ତର ବର୍ଷା ସବୁ କିଛି ଶାନ୍ତ କରି ଦେଇଛି । ପ୍ରକୃତି ହିଁ ଶିମିଳିପାଳର ନିଆଁକୁContinue reading “ଶିମିଳିପାଳର ଭୟଙ୍କର ନିଆଁ ଲିଭାଇଲା ପ୍ରକୃତି । ଅଭୟାରଣ୍ୟର ପିଠାବଟା ସମେତ ୬ଟି ରେଞ୍ଜରେ ପ୍ରବଳ ବର୍ଷା ।”
ଜଙ୍ଗଲର ନିଆଁକୁ ନେଇ ରାଜନୀତିରେ ଧୂଆଁ । ଶାସକ ଦଳକୁ ଘେରିଲେ ଉଭୟ ବିଜେପି ଓ କଂଗ୍ରେସ ।
କନକ ବ୍ୟୁରୋ: ଜଙ୍ଗଲର ନିଆଁକୁ ନେଇ ଉଠିଛି ରାଜନୈତିକ ଧୂଆଁ । ଆଉ କୁହଳୁୁଥିବା ଏହି ରାଜନୀତିର ଧୂଆଁ ଦିଲ୍ଲୀ ଦରବାର ଯାଏଁ ପହଂଚି ଯାଇଛି । ବିଜେପିର ଏକ ପ୍ରତିନିଧି ଦଳ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭେଟିଥିବା ବେଳେ, ବିଜେପିର ଆଭିମୁଖ୍ୟକୁ ରାଜନୀତିର ନାଁ ଦେଇଛି ବିଜେଡି । ଆଉ ଶିମିଳିପାଳର ସୁରକ୍ଷା କଥା କହି ଘନ ଘନ ଟିଟ୍ୱ କରିଛନ୍ତି ବିଜେଡି ନେତା । ଏହାରି ଭିତରେ ରାଜ୍ୟ ସରକାର ଆଖିContinue reading “ଜଙ୍ଗଲର ନିଆଁକୁ ନେଇ ରାଜନୀତିରେ ଧୂଆଁ । ଶାସକ ଦଳକୁ ଘେରିଲେ ଉଭୟ ବିଜେପି ଓ କଂଗ୍ରେସ ।”