ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଗୀତ ଗାଇଲେ ମାଲକାନଗିରି ଡିଏଫଓ ପ୍ରତୀପ ମିରାସେ । ପଥପ୍ରାନ୍ତ ନାଟକ କରି କରାଉଛନ୍ତି ସଚେତନ ।

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ଅଂଚଳରେ ଏବେ ଜଙ୍ଗଲ ଜଳୁଛି । ଏହାରି ଭିତରେ ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଓଡ଼ିଆରେ ଗୀତ ଗାଇ ଲୋକଙ୍କୁ ସଚେତନ କରାଉଛନ୍ତି ମାଲକାନଗିରିର ଯୁବ ଡିଏଫଓ ପ୍ରତୀପ ମିରାସେ । ଯାହା ଏବେ ଚର୍ଚ୍ଚାର କାରଣ ପାଲଟିଛି । ଏହି ଅଣ ଓଡିଆ ଅଧିକାରୀ ଜଣକ ଗୀତଟିକୁ ନିଜେ ସଂଯୋଜନା କରି ଏହାକୁ ଗାଁ ଗାଁରେ ପଥପ୍ରାନ୍ତ ନାଟକ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । ଏହାସହContinue reading “ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଗୀତ ଗାଇଲେ ମାଲକାନଗିରି ଡିଏଫଓ ପ୍ରତୀପ ମିରାସେ । ପଥପ୍ରାନ୍ତ ନାଟକ କରି କରାଉଛନ୍ତି ସଚେତନ ।”

ଶିମିଳିପାଳରେ ଜଙ୍ଗଲ ଜଳିବା ଭିତରେ ଆସିଲା ଆଶ୍ୱସ୍ତିକର ଖବର । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ।

କନକ ବ୍ୟୁରୋ: ଶିମିଳିପାଳ ଜଙ୍ଗଲ ଜଳିବା ଭିତରେ ଆସିଛି ଆଶ୍ୱସ୍ତିକର ଖବର । ଆଜି ଶିମିଳିପାଳର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ଯାହା ଫଳରେ ଶିମିଳିପାଳ ନିଆଁ ପ୍ରସମିତ ହେବା ନେଇ ଆଶା ଦେଖାଦେଇଛି । ଗତ ଦୁଇ ସପ୍ତାହରୁ ଅଧିକ ଦିନ ହେଲା ଶିମିଳିପାଳ ଜଙ୍ଗଲ  ନିଆଁରେ ଜଳୁଥିଲା । ନିୟାକୁ ଆୟତ୍ତାଧୀନ କରିବାକୁ ସରକାରଙ୍କୁ ନାକେଦମ ହେବାକୁ ପଡୁଥିଲା ।Continue reading “ଶିମିଳିପାଳରେ ଜଙ୍ଗଲ ଜଳିବା ଭିତରେ ଆସିଲା ଆଶ୍ୱସ୍ତିକର ଖବର । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ।”

ଜଙ୍ଗଲ ଓ ପରିବେଶ ବିଭାଗର ବଡ ନିଷ୍ପତ୍ତି । ରାଜ୍ୟର ସମସ୍ତ ଡିଭିଜନର ବନ ଅଧିକାରୀଙ୍କ ଛୁଟି ବାତିଲ ।

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ଜଙ୍ଗଲ ଓ ପରିବେଶ ବିଭାଗର ବଡ ଘୋଷଣା । ରାଜ୍ୟର ସମସ୍ତ ଡିଭିଜନର ବନ ଅଧିକାରୀଙ୍କ ଛୁଟି ବାତିଲ କଲେ ସରକାର । ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଏନେଇ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖି ସୂଚନା ଦେଇଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛିContinue reading “ଜଙ୍ଗଲ ଓ ପରିବେଶ ବିଭାଗର ବଡ ନିଷ୍ପତ୍ତି । ରାଜ୍ୟର ସମସ୍ତ ଡିଭିଜନର ବନ ଅଧିକାରୀଙ୍କ ଛୁଟି ବାତିଲ ।”

ଶିମିଳିପାଳ ନିଆଁ  ପାଇଁ ନେତାଙ୍କ ଚିନ୍ତା । ବିଜେଡି କହିଲା ନିଆଁ ଲିଭାଇବା ପାଇଁ ଚାଲିଛି ପ୍ରୟାସ, ବିଜେପି ସାଂସଦଙ୍କୁ ଭେଟିବା ପରେ ବିଶେଷଜ୍ଞ ଟିମ ପଠାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି ।  

କନକ ବ୍ୟୁରୋ : ଶିମିଳିପାଳ ଜଳୁଥିବା ବେଳେ ଏବେ ଏହାକୁ ନେଇ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ବିଜେପି ଏଥିପାଇଁ ସରକାରଙ୍କୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛି । ତେବେ ଏସବୁ ଭିତରେ ବିଜେଡି ସାଂସଦ ସସ୍ମିତ ପାତ୍ର ଟ୍ୱିଟ୍ କରି କହିଛନ୍ତି, ନିଆଁ ଲିଭାଇବା ପାଇଁ ସରକାରଙ୍କ ଟାସ୍କଫୋର୍ସ ପ୍ରୟାସ ଜାରି ରଖିଛି । ହଜାରେରୁ ଅଧିକ ବନ କର୍ମଚାରୀ, ଓଡ଼୍ରାଫ ଟିମ୍ ଓContinue reading “ଶିମିଳିପାଳ ନିଆଁ  ପାଇଁ ନେତାଙ୍କ ଚିନ୍ତା । ବିଜେଡି କହିଲା ନିଆଁ ଲିଭାଇବା ପାଇଁ ଚାଲିଛି ପ୍ରୟାସ, ବିଜେପି ସାଂସଦଙ୍କୁ ଭେଟିବା ପରେ ବିଶେଷଜ୍ଞ ଟିମ ପଠାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି ।  “

ମୋଦିଙ୍କ ମନକୁ ଛୁଇଁଲା ଦେଶୀ ଯୁବକଙ୍କ ମହାଦେବ ଗୀତ, ଟ୍ୱିଟ୍ କରି ଖୋଦ୍ ପ୍ରଧାନମନ୍ତ୍ରୀ କଲେ ଭାଇରାଲ୍ ।

ଜାଗର ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୁଇ ଯୁବକ ଗାଉଥିବା ମହାଦେବଙ୍କ ମନଛୁଆଁ ଗୀତ । ଯାହାକୁ ଟ୍ୱିଟର ପେଜରେ ସେୟାର କରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ କିଏ ଏହି ଦୁଇ ଯୁବକ, ଏମାନଙ୍କର ପରିଚୟ କଣ? ଏସବୁ ବାବଦରେ କିଛି ଜଣାନଥିଲେ ବି ପ୍ରଧାନମନ୍ତ୍ରୀ ମୋଦି ଏହି ଗୀତକୁ ତାଙ୍କ ଟ୍ୱିଟର ପେଜରେ ସେୟାର କରିବା ପରେ ସୋସିଆଲ ମିଡିଆରେ ସେନସେସନ୍ ପାଲଟିଛନ୍ତି ଏହି ଦୁଇ ଯୁବକ । ଅଜଣାContinue reading “ମୋଦିଙ୍କ ମନକୁ ଛୁଇଁଲା ଦେଶୀ ଯୁବକଙ୍କ ମହାଦେବ ଗୀତ, ଟ୍ୱିଟ୍ କରି ଖୋଦ୍ ପ୍ରଧାନମନ୍ତ୍ରୀ କଲେ ଭାଇରାଲ୍ ।”

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିଲେ ବିଜେପି ସାଂସଦ : ଜଙ୍ଗଲ ଜଳିବା ପ୍ରସଙ୍ଗରେ ଆପତ୍ତି ଜଣାଇଲେ ରାଜ୍ୟ ବିଜେପିର ସଂସଦୀୟ ପ୍ରତିନିଧି ଦଳ

କନକ ବ୍ୟୁରୋ : ଦିଲ୍ଲୀ ଦରବାରରେ ଉଠିଲା ଓଡ଼ିଶାରେ ଜଙ୍ଗଲ ଜଳିବା ପ୍ରସଙ୍ଗ । ସମସ୍ୟାକୁ ନେଇ ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ଓଡ଼ିଶା ନେତା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡ଼କରଙ୍କୁ ଭେଟି ଆପତି ଜଣାଇଛନ୍ତି । ତେବେ ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ଟିମ୍ ପଠାଇବାକୁ ରାଜ୍ୟ ନେତାମାନେ ଦାବି କରିଥିଲେ । ଏନେଇ ପଦକ୍ଷେପ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେପଟେContinue reading “କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିଲେ ବିଜେପି ସାଂସଦ : ଜଙ୍ଗଲ ଜଳିବା ପ୍ରସଙ୍ଗରେ ଆପତ୍ତି ଜଣାଇଲେ ରାଜ୍ୟ ବିଜେପିର ସଂସଦୀୟ ପ୍ରତିନିଧି ଦଳ”

୨୦୨୧-୨୨ରେ ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କଲା ଅର୍ଥ ସବ୍ କମିଟି । ପଢ଼ନ୍ତୁ କେଉଁ କେଉଁ କ୍ଷେତ୍ର ପାଇଁ ହେଲା ସ୍ୱତନ୍ତ୍ର ବ୍ୟୟବରାଦ ।

କନକ ବ୍ୟୁରୋ: ଶ୍ରୀମନ୍ଦିରର ୨୦୨୧ – ୨୦୨୨ ବର୍ଷର ଆର୍ଥିକ ବର୍ଷ ପାଇଁ ୨୦୨ କୋଟି ଟଙ୍କା ବଜେଟ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ଅର୍ଥ ସବ କମିଟି ଏହି ବଜେଟ ପ୍ରସ୍ତୁତ କରିଛି, ଯାହା ଆଗାମୀ ପରିଚାଳନା କମିଟିରେ ହେବ ଅନୁମୋଦିତ ହେବ । ରଥ ପାଇଁ ୧୧ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ସେବାୟତ ଚିକିତ୍ସା ଓ ସୁରକ୍ଷା ପାଇଁ ୫୦ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି । ତେବେ ସେବାୟତଙ୍କ ସହାୟତାContinue reading “୨୦୨୧-୨୨ରେ ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କଲା ଅର୍ଥ ସବ୍ କମିଟି । ପଢ଼ନ୍ତୁ କେଉଁ କେଉଁ କ୍ଷେତ୍ର ପାଇଁ ହେଲା ସ୍ୱତନ୍ତ୍ର ବ୍ୟୟବରାଦ ।”

ପିସିସି ସଭାପତିଙ୍କ ନେତୃତ୍ୱରେ କୋଟିଆ ଗଲା କଂଗ୍ରେସ ପ୍ରତିନିଧି ଦଳ : ବିଜେପି ନେତା ଜୟରାମ ପାଙ୍ଗିଙ୍କ ଘରେ କଂଗ୍ରେସ ନେତାଙ୍କ ଉପସ୍ଥିତିକୁ ନେଇ ବଢ଼ିଲା ଚର୍ଚ୍ଚା

କନକ ବ୍ୟୁରୋ : ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ କୋଟିଆ ଗଲା କଂଗ୍ରେସ ପ୍ରତିନିଧି ଦଳ । ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ କୋଟିଆ ଗସ୍ତ କରିଛନ୍ତି । କୋଟିଆର ସ୍ଥିତି ଆକଳନ କରିବା ସହ ଆନ୍ଧ୍ର ଦାଦାଗିରିକୁ ନିକଟରୁ ପରଖିବେ କଂଗ୍ରେସ ଦଳ । ଯାହାକୁ ଆଧାର କରି ରାଜ୍ୟ ସରକାରଙ୍କୁ ଅବଗତ କରାଇବା ସହ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବେ । ବିରୋଧୀ ଦଳର ଭୂମିକା ଗ୍ରହଣ କରିବେ ବୋଲିContinue reading “ପିସିସି ସଭାପତିଙ୍କ ନେତୃତ୍ୱରେ କୋଟିଆ ଗଲା କଂଗ୍ରେସ ପ୍ରତିନିଧି ଦଳ : ବିଜେପି ନେତା ଜୟରାମ ପାଙ୍ଗିଙ୍କ ଘରେ କଂଗ୍ରେସ ନେତାଙ୍କ ଉପସ୍ଥିତିକୁ ନେଇ ବଢ଼ିଲା ଚର୍ଚ୍ଚା”

ନବୀନଙ୍କ ଫୋକସରେ ନୂଆପଡ଼ା । ସମବିକାଶକୁ ଗୁରୁତ୍ୱ ଦେଉଥିବାରୁ ୪ହଜାର କୋଟିର ବିଭିନ୍ନ ପ୍ରକଳ୍ପ କଲେ ଉଦଘାଟନ ଓ ଶିଳାନ୍ୟାସ, ବହୁ ପ୍ରତିକ୍ଷୀତ ଲୋୟର ସୁକତେଲ ପ୍ରକଳ୍ପ ହେଲା ଶିଳାନ୍ୟାସ ।

କନକ ବ୍ୟୁରୋ:  ନୂଆପଡା ଖଡ଼ିଆଳ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ନୂଆପଡାକୁ ସ୍ୱତନ୍ତ୍ର ଧ୍ୟାନ ଦେଉଛି । ସ୍ୱାଧୀନତା ସଂଗ୍ରାମରେ ମା’ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ନୂଆପଡାରେ ଶିଶୁ ମୃତ୍ୟୁହାର ବହୁତ କମିଛି । ମା’ ମାନଙ୍କ ଜୀବନ ବଞ୍ଚାଇବାରେ ନୂଆପଡା ବେଶ ବଡ ଭୂମିକା ଗ୍ରହଣ କରିଛି । ଏକହଜାରରୁ ଅଧିକ ଫ୍ଲୋରାଇଡ ପ୍ଲାଣ୍ଟ ଇନଷ୍ଟଲ କରାଯାଇଛି । ନୂଆପଡାରେ ୧ ଲକ୍ଷ ପରିବାର ପାଇପ ପାଣି ପିଉଛନ୍ତି । ମାଇଲ ମାଇଲ ଯାଇContinue reading “ନବୀନଙ୍କ ଫୋକସରେ ନୂଆପଡ଼ା । ସମବିକାଶକୁ ଗୁରୁତ୍ୱ ଦେଉଥିବାରୁ ୪ହଜାର କୋଟିର ବିଭିନ୍ନ ପ୍ରକଳ୍ପ କଲେ ଉଦଘାଟନ ଓ ଶିଳାନ୍ୟାସ, ବହୁ ପ୍ରତିକ୍ଷୀତ ଲୋୟର ସୁକତେଲ ପ୍ରକଳ୍ପ ହେଲା ଶିଳାନ୍ୟାସ ।”

ମଣ୍ଡିରୁ ଧାନ ନଉଠିବାରୁ ସମ୍ବଲପୁର ବିଜେପି ପକ୍ଷରୁ ରାସ୍ତାରୋକ । ମାଣେଶ୍ୱର ଛକରେ ୨ଘଣ୍ଟିଆ ରାସ୍ତାରୋକ

କନକ ବ୍ୟୁରୋ : ଚାଷୀ ସମସ୍ୟା ନେଇ ପୁଣି ଥରେ ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ କରିବ ବିଜେପି । ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୫ଟି ସଂସଦୀୟ କ୍ଷେତ୍ରର ସମସ୍ତ ଜିଲ୍ଲା ମାନଙ୍କରେ ୨ଘଂଟିଆ ଚକାଜାମ୍ ହେବ । ସକାଳ ୧୦ଟରୁ ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ ଚକାଜାମ୍ କରିବ ବିଜେପି । ଚାଷୀଙ୍କ ମଣ୍ଡି ସମସ୍ୟା ଲାଗି ରହିଥିବାରୁ ଆଜି ମଧ୍ୟ ମଣ୍ଡି ମାନଙ୍କରେ ଲକ୍ଷାଧିକ ଟଙ୍କାର ଧାନ ପଡ଼ି ରହିଛି । ରାଜ୍ୟ ସରକାରଙ୍କ ଚାଷୀ ମାରଣାContinue reading “ମଣ୍ଡିରୁ ଧାନ ନଉଠିବାରୁ ସମ୍ବଲପୁର ବିଜେପି ପକ୍ଷରୁ ରାସ୍ତାରୋକ । ମାଣେଶ୍ୱର ଛକରେ ୨ଘଣ୍ଟିଆ ରାସ୍ତାରୋକ”

Design a site like this with WordPress.com
Get started