ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ପୁଣି ମାତିଲେ ଚାଷୀ : ଭଦ୍ରକ ୫୩ ନମ୍ୱର ରାଜ୍ୟ ରାଜପଥରେ ଧାନ ଢ଼ାଳି କଲେ ରାସ୍ତାରୋକ

କନକ ବ୍ୟୁରୋ : ଧାନ ବିକ୍ରି ସମସ୍ୟାକୁ ନେଇ ରାସ୍ତାରେ ଧାନ ଢାଳି ରାସ୍ତା ରୋକ କଲେ ଚାଷୀ । ଚାଷୀଙ୍କୁ ଟୋକନ ମିଳିଛି, ଟୋକନରେ ଧାନ ଦେବାର ତାରିଖ ମଧ୍ୟ ରହିଛି ହେଲେ ଧାନ ନେଉ ନାହିଁ ସେବା ସମବାୟ ସମିତି । ଅନ୍ୟପଟେ କଟନି ଛଟନୀ ସମସ୍ୟା ମଧ୍ୟ ଲାଗି ରହିଛି । ଯାହାକୁ ନେଇ ତାତି ଉଠିଛନ୍ତି ଚାଷୀ । ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ଗଣିଜାଙ୍ଗ ବଜାର ଠାରେContinue reading “ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ପୁଣି ମାତିଲେ ଚାଷୀ : ଭଦ୍ରକ ୫୩ ନମ୍ୱର ରାଜ୍ୟ ରାଜପଥରେ ଧାନ ଢ଼ାଳି କଲେ ରାସ୍ତାରୋକ”

ଲିଙ୍ଗରାଜ ମନ୍ଦିର ବେଢ଼ା ଭିତରେ ଦୀପ ଜାଳିପାରିବେ ଭକ୍ତ, କରୋନା କଟକଣା ମାନି ଜାଳିବେ ଜାଗର ଦୀପ । କ’ଣ କହିଲେ ଖୋର୍ଦ୍ଧା ଜିଲ୍ଲାପାଳ ପଢ଼ନ୍ତୁ…

କନକ ବ୍ୟୁରୋ: ଶିବ ଭକ୍ତଙ୍କ ପାଇଁ ଆସ୍ୱସ୍ତିକର ଖବର । ଭୁବନେଶ୍ୱରର ଲିଙ୍ଗରାଜ ଶୈବପୀଠରେ ଭକ୍ତ ଜାଳିପାରିବେ ଦୀପ । କୋଭିଡ୍ ଗାଇଲାଇନ୍ ମାନି ମନ୍ଦିର ବେଢ଼ା ଭିତରେ ଦୀପ ଜାଳିପାରିବେ ଭକ୍ତ । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ୍ କୁମାର ମହାନ୍ତି । ପୂର୍ବରୁ କେବଳ ମନ୍ଦିର ଭିତରେ ପରମ୍ପରା ଅନୁଯାୟୀ କେବଳ ସେବାୟତ ପରିବାର ଦୀପ ଜାଳିବେ ବୋଲି କହିଥିଲା ବିଏମସି । କବେଳ ଏତିକି ନୁହେଁ ଚଳିତ ବର୍ଷ ହେବContinue reading “ଲିଙ୍ଗରାଜ ମନ୍ଦିର ବେଢ଼ା ଭିତରେ ଦୀପ ଜାଳିପାରିବେ ଭକ୍ତ, କରୋନା କଟକଣା ମାନି ଜାଳିବେ ଜାଗର ଦୀପ । କ’ଣ କହିଲେ ଖୋର୍ଦ୍ଧା ଜିଲ୍ଲାପାଳ ପଢ଼ନ୍ତୁ…”

ତ୍ରିବେନ୍ଦ୍ର ଗଲେ, ତୀରଥ ଆସିଲେ । ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତୀରଥ, ବିଜେପି ବିଧାୟକ ଦଳ ବୈଠକରେ ତୀରଥଙ୍କ ନାଁରେ ବାଜିଲା ମୋହର ।

କନକ ବ୍ୟୁରୋ : ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତିରଥ ସିଂ ରାୱତ । ତ୍ରିବେନ୍ଦ୍ର ସିଂ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆଜି ତିରଥଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ବଛାଯାଇଛି । ତିରଥଙ୍କ ପୂର୍ବରୁ ଧନ ସିଂ ରାୱତ, ସତ୍ୟପାଲ ମହାରାଜ, ଅଜୟ ଭଟ୍ଟ, ରମେଶ ପୋଖରିଆଲଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାକୁ ଆସିଥିଲା । ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ତିରଥଙ୍କ ନାଁରେ ମୋହରContinue reading “ତ୍ରିବେନ୍ଦ୍ର ଗଲେ, ତୀରଥ ଆସିଲେ । ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତୀରଥ, ବିଜେପି ବିଧାୟକ ଦଳ ବୈଠକରେ ତୀରଥଙ୍କ ନାଁରେ ବାଜିଲା ମୋହର ।”

ଏବେ ବି ଉପର ଘରେ ବନ୍ଧା ପଡ଼ିଛନ୍ତି ଡାକ୍ତରଙ୍କ ପତ୍ନୀ : ଗତକାଲି ଖବର ପ୍ରସାରଣ ପରେ ଖୋଲିଛି ସିଡି ତାଲା; ତଥାପି ଦେଉଡ଼ିରେ ବାନ୍ଧି ଖାଦ୍ୟ ପୁଡ଼ିଆ ଦଉଛନ୍ତି ବାପା

କନକ ବ୍ୟୁରୋ : ଏବେ ବି ଉପର ଘରେ ବନ୍ଧା ପଡ଼ିଛନ୍ତି ଡାକ୍ତରଙ୍କ ପତ୍ନୀ । ଯଦିଓ ଗତକାଲି ଖବର ପ୍ରସାରଣ ପରେ ସିଡିରେ ପଡିଥିବା ତାଲା ଖୋଲି ଦିଆଯାଇଛି । ତଥାପି ତିନି ମହଲାର ଉପର ଘରେ ଅଛନ୍ତି ବୋହୂ ନିବେଦିତା ସାହୁ । ଏଭଳି ଅଭାବନୀୟ ଚିତ୍ର ଆସିଛି ବ୍ରହ୍ମପୁର ଖୋଡ଼ାସିଂ ବାଂଛାନିଧି ନଗରରୁ । ଅଭିଯୋଗ ଅନୁସାରେ ଡ଼ାକ୍ତର ଶାନ୍ତିଭୁଷଣ ପାଠିଙ୍କ ପତ୍ନି ନିବେଦିତା ସାହୁଙ୍କୁ ଗୃହବନ୍ଦୀ କରି ରଖିଥିଲେ ତାଙ୍କ ଶ୍ୱଶୁରContinue reading “ଏବେ ବି ଉପର ଘରେ ବନ୍ଧା ପଡ଼ିଛନ୍ତି ଡାକ୍ତରଙ୍କ ପତ୍ନୀ : ଗତକାଲି ଖବର ପ୍ରସାରଣ ପରେ ଖୋଲିଛି ସିଡି ତାଲା; ତଥାପି ଦେଉଡ଼ିରେ ବାନ୍ଧି ଖାଦ୍ୟ ପୁଡ଼ିଆ ଦଉଛନ୍ତି ବାପା”

ସୁନ୍ଦରଗଡ଼ ସୁନା ବ୍ୟବସାୟୀ ରୋହିତଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୁଲିସକୁ ବଡ଼ ସଫଳତା : ଝାଡ଼ଖଣ୍ଡ ଓ ବିହାରର ବିଭିନ୍ନ ସ୍ଥାନରୁ ଗିରଫ ହେଲେ ୫ ଅଭିଯୁକ୍ତ 

କନକ ବ୍ୟୁରୋ : ସୁନ୍ଦରଗଡ ପୋଲିସକୁ ବଡ ସଫଳତା । ବଡଗାଁର ସୁନା ବ୍ୟବସାୟୀ ରୋହିତ ବର୍ମାଙ୍କୁ ଗୁଳିକରି ହତ୍ୟା ଓ ଲୁଟ ଘଟଣାର ପର୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ୫ ଜଣଙ୍କୁ ଗରିଫ କରିଛି ପୋଲିସ । ଲୁଟ ସୁନା ଓ ଟଙ୍କା ଜବତ କରିବା ସହ ହତ୍ୟାରେ ବ୍ୟବହୃତ ବନ୍ଧୁକକୁ ଜବତ କରିଛି । ହତ୍ୟାକାରୀଙ୍କୁ ଧରିବା ଲାଗି ଓଡିଶା ପୋଲିସ ସମେତ ବିହାର ଓ ଝାଡଖଣ୍ଡ ପୋଲିସକୁ ନେଇ ଏକContinue reading “ସୁନ୍ଦରଗଡ଼ ସୁନା ବ୍ୟବସାୟୀ ରୋହିତଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୁଲିସକୁ ବଡ଼ ସଫଳତା : ଝାଡ଼ଖଣ୍ଡ ଓ ବିହାରର ବିଭିନ୍ନ ସ୍ଥାନରୁ ଗିରଫ ହେଲେ ୫ ଅଭିଯୁକ୍ତ “

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲରୁ ବନ୍ଦ ହେବ ରବିବାର କ୍ଲାସ୍, ଆରମ୍ଭ ହେବ ରିଭିଜନ୍ କ୍ଲାସ୍, ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଏପ୍ରିଲ ପହିଲାରୁ ହେବ ରିଭିଜନ୍ କ୍ଲାସ । ଚଳିତ ମାର୍ଚ୍ଚ ଶେଷ ସୁଦ୍ଧା ସ୍କୁଲମାନଙ୍କରେ ସବୁ କୋର୍ସ କଭର ହୋଇଯିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଚଳିତବର୍ଷର ସ୍କୁଲ ମାନଙ୍କରେ ପିଲାମାନଙ୍କ ପାଠ୍ୟକ୍ରମ ସରିଆସିଲାଣି, ତେଣୁ ରେଗୁଲାର କ୍ଳାସ୍ ଜରୁରୀ ନାହିଁ । ସେଥିପାଇଁ ଆମେ ବିଚାର କରୁଛୁ, ମୁଁ ଭାବୁନାହିଁ ମାର୍ଚ୍ଚ ପରେ ଆଉ ସ୍କୁଲରେContinue reading “ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲରୁ ବନ୍ଦ ହେବ ରବିବାର କ୍ଲାସ୍, ଆରମ୍ଭ ହେବ ରିଭିଜନ୍ କ୍ଲାସ୍, ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।”

ନୂଆପଡାରେ ନବୀନ । ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର କଲେ ଲୋକାର୍ପଣ, ବିଭିନ୍ନ ପ୍ରକଳ୍ପ ବାବଦକୁ ଭେଟି ଦେବେ ୪ ହଜାର କୋଟି । 

କନକ ବ୍ୟୁରୋ : ନୂଆପଡାରେ ନବୀନ । ହେଲିକପ୍ଟର ଯୋଗେ ନୂଆପଡାରେ ପହଞ୍ଚିବା ପରେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିଖାଲି ଡ୍ୟାମର ଉଦଘାଟନ କରିଛନ୍ତି ନବୀନ । କରୋନା ପରେ ନୂଆପଡାକୁ ବଡ ଭେଟି ଦେବେ ନବୀନ । ରାଜ୍ୟ ସରକାର ଶ୍ରମ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିପାରନ୍ତି ନବୀନ ।  ପଛୁଆ ଜିଲ୍ଲାକୁContinue reading “ନୂଆପଡାରେ ନବୀନ । ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର କଲେ ଲୋକାର୍ପଣ, ବିଭିନ୍ନ ପ୍ରକଳ୍ପ ବାବଦକୁ ଭେଟି ଦେବେ ୪ ହଜାର କୋଟି । “

କୋଭିଡ୍ କଟକଣାରେ ପାଳନ ହେବ ଜାଗର ଯାତ୍ରା : ସଜେଇ ହେଉଛି ଲିଙ୍ଗରାଜ ମନ୍ଦିର; ସରିଛି ରଙ୍ଗ କାମ, ଚାଲିଛି ଫୁଲ ସଜା

କନକ ବ୍ୟୁରୋ : ମହାଶିବ ରାତ୍ରି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ରଙ୍ଗ କାମ ସରିଥିବା ବେଳେ ଫୁଲ ସଜା କାମ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁଙ୍କୁୁ ଖରା ଦାଉରୁ ସୁରକ୍ଷା ଦେବା ପାଇଁ ଫାଇବର ସେଡ୍ ପ୍ରସ୍ତୁତ ହୋଇ ରହିଛି । ସେହିଭଳି ଗଙ୍ଗା ଯମୁନା ଛକ ପର୍ଯ୍ୟନ୍ତ ଛାମୁଣ୍ଡିଆ କରାଯାଇଛି । ଏଥିସହିତ ମମନ୍ଦିର ବାହାରେ ରାସ୍ତାଘାଟ ଓ ବିଭିନ୍ନ ପୁଷ୍କରଣୀ ସଜେଇବାକୁ କାମ ଜାରି ରହିଛି ।Continue reading “କୋଭିଡ୍ କଟକଣାରେ ପାଳନ ହେବ ଜାଗର ଯାତ୍ରା : ସଜେଇ ହେଉଛି ଲିଙ୍ଗରାଜ ମନ୍ଦିର; ସରିଛି ରଙ୍ଗ କାମ, ଚାଲିଛି ଫୁଲ ସଜା”

ଶିମିଳିପାଳ ନିଆଁ ଲିଭାଇବାକୁ ‘ ବିଜେଡି ଆଟ୍ ଶିମିଳିପାଳ’ ଅଭିଯାନ ଆରମ୍ଭ । ଦଳର ଯୁବ ଓ ଛାତ୍ର ନେତା ବୁଲି ବୁଲି ଲିଭାଇବେ ନିଆଁ ।

କନକ ବ୍ୟୁରୋ : ବିଳମ୍ବରେ ହେଲେ ପଛେ ଶିମିଳିପାଳ ନିଆଁକୁ ନେଇ ତତ୍ପରତା ପ୍ରକାଶ କରିଛି ଶାସକ ବିଜୁ ଜନତା ଦଳ ବିଜେଡି। ଶିମିଳିପାଳରେ ଲାଗିଥିବା ନିଆଁକୁ ଲିଭାଇବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିବାବେଳେ ବିଜେଡି ମଧ୍ୟ ‘ବିଜେଡି ଆଟ୍ ଶିମିଳିପାଳ’ ଅଭିଯାନ ଆରମ୍ଭ କରିଥିବା ଦଳ ପକ୍ଷରୁ କୁହାଯାଇଛି। ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶକ୍ରମେ ବାରିପଦା, ବଡ଼ସାହି, ଉଦଳା, ବାଙ୍ଗିରିପୋଷି, ସାରସକଣା, କରଞ୍ଜିଆ, ଯଶୀପୁରContinue reading “ଶିମିଳିପାଳ ନିଆଁ ଲିଭାଇବାକୁ ‘ ବିଜେଡି ଆଟ୍ ଶିମିଳିପାଳ’ ଅଭିଯାନ ଆରମ୍ଭ । ଦଳର ଯୁବ ଓ ଛାତ୍ର ନେତା ବୁଲି ବୁଲି ଲିଭାଇବେ ନିଆଁ ।”

ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପୂର୍ବରୁ ସେବାୟତଙ୍କ ଅସହଯୋଗ : ସରକାର ଲିଙ୍ଗରାଜଙ୍କ ପରମ୍ପରା ରକ୍ଷା କରିପାରୁନଥିବା ଅଭିଯୋଗ

କନକ ବ୍ୟୁରୋ : ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପୂର୍ବରୁ ଅସହଯୋଗ କଲେ ସେବାୟତ । ସରକାର ଲିଙ୍ଗରାଜଙ୍କ ପରମ୍ପରା ରକ୍ଷା କରିପାରୁନଥିବା ଅଭିଯୋଗ କରି ଜାଗର ପୂର୍ବଦିନ ନୀତି ବନ୍ଦ କରିବକୁ ଘୋଷଣା କରିଥିଲା ବ୍ରାହ୍ମଣ ନିଯୋଗ । ପୂର୍ବ ଘୋଷଣା ଅନୁସାରେ ଆଜି ବ୍ରାହ୍ମଣ ସେବାୟତ ନୀତିରେ ଅସହଯୋଗ କରିଛନ୍ତି । ଫଳରେ ରୋଷହୋମ ଠାରୁ ନୀତି ବନ୍ଦ ରହିଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସେବାୟତଙ୍କ ଭିତରେ ବିବାଦ ଯୋଗୁଁ ଦୀର୍ଘବର୍ଷ ହେଲା ପରମ୍ପରାContinue reading “ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପୂର୍ବରୁ ସେବାୟତଙ୍କ ଅସହଯୋଗ : ସରକାର ଲିଙ୍ଗରାଜଙ୍କ ପରମ୍ପରା ରକ୍ଷା କରିପାରୁନଥିବା ଅଭିଯୋଗ”

Design a site like this with WordPress.com
Get started