ଦୀର୍ଘ ଦିନ ଧରି ଘରୋଇ ସ୍ମାର୍ଟଫୋନ୍ ଉତ୍ପାଦନ ଉପରେ ଭାରତ ସରକାର ଗୁରୁତ୍ୱାରୋପ କରିଆସୁଛନ୍ତି। ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ସ୍ମାର୍ଟଫୋନ୍, କମ୍ପ୍ୟୁଟର ଲାପଟପ୍ ର ଘରୋଇ ଉତ୍ପାଦନ ଉପରେ ମଧ୍ୟ ରିହାତି ଦିଆଯାଉଛି। ଯାହାଦ୍ୱାରା ସ୍ମାର୍ଟଫୋନ ଉତ୍ପାଦନକାରୀ କମ୍ପାନୀଗୁଡିକ ଚୀନରୁ ଭାରତକୁ ସ୍ଥାନାନ୍ତର ହୋଇପାରିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି | ଆଉ ସରକାରଙ୍କ ଏହି ପ୍ରୟାସ ମଧ୍ୟ ସଫଳ ହେଉଥିବାର ଦେଖିବାକୁ ମିଳିଛି | ବର୍ତ୍ତମାନ ଆପଲ୍ ପରି ବଡ ଟେକ୍Continue reading “ଚୀନକୁ ଝଟକା ଦେଲା ଆପଲ, ଭାରତରେ ନିର୍ମାଣ ହେବ ଆଇଫୋନ-୧୨”
Author Archives: Raghaba
ସୁନ୍ଦରଗଡ଼ରେ ବଢିଲା ପ୍ରଦୂଷଣର ମାତ୍ରା : ସୁନ୍ଦରଗଡରୁ ରାଉରକେଲାରୁ କୋଇଡା ପରିବେଶ ଧୂଆଁମୟ
କନକ ବ୍ୟୁରୋ : ପ୍ରଦୂଷଣ ମାତ୍ରା ବଢିଛି ସୁନ୍ଦରଗଡରେ । ଆଉ ପ୍ରଦୂଷଣସ୍ତର ଏତିକି ବଢିଯାଇଛି ଯେ, ସୁନ୍ଦରଗଡ ଓ ରାଉରକେଲାରୁ ନେଇ କୋଇଡା ପର୍ଯ୍ୟନ୍ତ ୩୦୦ କିଲାମିଟର ସମାନ୍ ଅବସ୍ଥା । ମଙ୍ଗଳବାର ସକାଳୁ କୁହୁଡି ହେଲା ଭଳି ଚାରିଆଡେ ଧୂଆଁ ଆଚ୍ଛାଦିତ ହୋଇଯାଇଥିଲା । ଆଖିରୁ ଲୁହ ଗଡୁଛି। ଲୋକେ ବାରମ୍ବର ଆଖି ଧୋଇବାଲାଗି ବାଧ୍ୟ ହେଉଛନ୍ତି। ବୃଦ୍ଧବୃଦ୍ଧା, ଛୋଟ ଛୋଟ ପିଲାମାନେ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରୁଛନ୍ତି। ଲୋକଙ୍କ ଭିତରେ ଗୋଟିଏContinue reading “ସୁନ୍ଦରଗଡ଼ରେ ବଢିଲା ପ୍ରଦୂଷଣର ମାତ୍ରା : ସୁନ୍ଦରଗଡରୁ ରାଉରକେଲାରୁ କୋଇଡା ପରିବେଶ ଧୂଆଁମୟ”
ନିୟନ୍ତ୍ରଣରେ ଶିମିଳିପାଳର ନିଆଁ : ଟ୍ୱିଟ୍ କରି ସୂଚନା ଦେଲେ ଟାସ୍କଫୋର୍ସ ମୁଖ୍ୟ; କହିଲେ, ପୁରା ନିୟନ୍ତ୍ରଣକୁ ଆସି ଯାଇଛି ଶିମିଳିପାଳର ଅଗ୍ନି
କନକ ବ୍ୟୁରୋ : ନିୟନ୍ତ୍ରଣରେ ଶିମିଳିପାଳର ନିଆଁ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ । ଟ୍ୱିଟ୍ କରି ଲେଖିଛନ୍ତି-ପୁରା ନିୟନ୍ତ୍ରଣକୁ ଆସି ଯାଇଛି ଶିମିଳିପାଳରେ ଲାଗିଥିବା ନିଆଁ । ଗତକାଲି ୨୬ଟି ସ୍ଥାନରେ ଲାଗିଥିବା ନିଆଁକୁ ମିଳିତ ଭାବେ ଆୟତ କରାଯାଇଥିବା ସୂଚନା ଦେଇଛନ୍ତି । ସେହିପରି ଗତକାଲି ବନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବିଗତ ୨୪ ଘଂଟାରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁରContinue reading “ନିୟନ୍ତ୍ରଣରେ ଶିମିଳିପାଳର ନିଆଁ : ଟ୍ୱିଟ୍ କରି ସୂଚନା ଦେଲେ ଟାସ୍କଫୋର୍ସ ମୁଖ୍ୟ; କହିଲେ, ପୁରା ନିୟନ୍ତ୍ରଣକୁ ଆସି ଯାଇଛି ଶିମିଳିପାଳର ଅଗ୍ନି”
ଆଜିି ନୂଆପଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ୟାକେଜ ହୋଇପାରେ ଘୋଷଣା
କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ଯିବେ ନୂଆପଡା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ରାଜ୍ୟ ସରକାର ସମ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିପାରନ୍ତି ନବୀନ । ପଛୁଆ ଜିଲ୍ଲାକୁ ଆଗକୁ ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ସେହିକ୍ରମରେ ଏକାଧିକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବେ ନବୀନ । ରାଜ୍ୟ ସରକାରଙ୍କ ବିକାଶ କାମରୁContinue reading “ଆଜିି ନୂଆପଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ୟାକେଜ ହୋଇପାରେ ଘୋଷଣା”
ନିର୍ବାଚନ ଆସିଲା, ତେଲ ଦର ସ୍ଥିର । କେମିତି ଲାଗିଲା ଲଗାମ ରାଜନୈତି ବିଶ୍ଲେଷକ କହିଲେ ଭୋଟ ଭୟରେ ହୋଇଥାଇପାରେ ଏପରି ନିଷ୍ପତି
କନକ ବ୍ୟୁରୋ: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାପରଠୁ ତେଲ ଦର ବୃଦ୍ଧିର ତାତି ସଂସଦରେ ଦେଖିବାକୁ ମିଳୁଛି । ସେପଟେ ସାଉଦି ଆରବର ପେଟ୍ରୋଲିୟମ ପ୍ରତିଷ୍ଠାନ ଉପରେ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ବଢିଛି । ଏପଟେ ଲଗାତାର ଫେବୃୟାରୀ ୯ରୁ ୨୦ ତାରିଖ ଯାଏଁ ପେଟ୍ରୋଲ ଦର ବଢିଥିଲେ ମଧ୍ୟ ଜାତୀୟ ନିର୍ବାଚନ କମିସନ ୫ ରାଜ୍ୟ ପାଇଁ ନିର୍ବାଚନ କମିସନଙ୍କ ତାରିଖ ଘୋଷାଣା ପରେ ।Continue reading “ନିର୍ବାଚନ ଆସିଲା, ତେଲ ଦର ସ୍ଥିର । କେମିତି ଲାଗିଲା ଲଗାମ ରାଜନୈତି ବିଶ୍ଲେଷକ କହିଲେ ଭୋଟ ଭୟରେ ହୋଇଥାଇପାରେ ଏପରି ନିଷ୍ପତି “
ଦେଶରେ ବଢୁଛି କରୋନା ସଂକ୍ରମଣ, ମହାରାଷ୍ଟ୍ର ସ୍ଥିତି ଉଦବେଗଜନକ । ନାସିକରେ ସପ୍ତାହନ୍ତ ତାଲାବନ୍ଦ ଲଗାଇଲେ ଜିଲ୍ଲା ପ୍ରଶାସନ, କାଲିଠୁ ଥାଣେର ୧୧ଟି ହଟସ୍ପଟରେ ଲକଡାଉନ ଜାରି ।
କନକ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ମାର୍ଚ୍ଚ ୭ ତାରିଖ ମଧ୍ୟରେ କେବଳ ମହାରାଷ୍ଟ୍ରରେ ୬୪ ହଜାର ୬୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସୂଚାଉଛି ମହାରାଷ୍ଟ୍ରରେ କରୋନ କେତେ ଦ୍ରତ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ଅକ୍ଟୋବର ମାସରୁ ମହାରାଷ୍ଟ୍ରରେ କରୋନା ସ୍ଥିତରେ ସୁଧାର ଆସିଥିବା ବେଳେ ଅନଲକ ପର୍ଯ୍ୟାୟ ଆରମ୍ଭ ହେବା ପରେ ଜାନୁଆରୀ ମାସରୁ ପୁଣି ସ୍ଥିତି ବିଗୁଡୁଛି । ତେଣୁ କରୋନା ମାହମାରୀର ମୁକାବିଲା ପାଇଁ ପାଳନ କରାଯାଉଥିବାContinue reading “ଦେଶରେ ବଢୁଛି କରୋନା ସଂକ୍ରମଣ, ମହାରାଷ୍ଟ୍ର ସ୍ଥିତି ଉଦବେଗଜନକ । ନାସିକରେ ସପ୍ତାହନ୍ତ ତାଲାବନ୍ଦ ଲଗାଇଲେ ଜିଲ୍ଲା ପ୍ରଶାସନ, କାଲିଠୁ ଥାଣେର ୧୧ଟି ହଟସ୍ପଟରେ ଲକଡାଉନ ଜାରି ।”
ବ୍ରିଟେନ ସଂସଦରେ ଭାରତର କୃଷକ ଆନ୍ଦୋଳନ ଚର୍ଚ୍ଚା । କଡା ବିରୋଧ କଲା ଭାରତ, ଭାରତୀୟ ହାଇକମିସନ କହିଲେ ଏପରି ଏକତରଫା ବିତର୍କ ନିନ୍ଦନୀୟ
କନକ ବ୍ୟୁରୋ: ଦିଲ୍ଲୀ ସୀମାରେ ଶହେ ଦିନରୁ ଅଧିକ ସମୟ ହେଲା ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ବ୍ରିଟେନ ସଂସଦରେ ଆଲୋଚନା ହୋଇଛି । ଯାହାକୁ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ, କଡା ସମାଲୋଚନା କରିଛନ୍ତି । ହାଇକମିଶନ କହିଛନ୍ତି, ବିଶ୍ୱର ସବୁଠୁ ବଡ ଗଣତାନ୍ତ୍ରିକ ଦେଶ ଭାରତର ଆଭ୍ୟନ୍ତରୀଣ ମାମଲାକୁ ନେଇ, ବିନା ଯାଂଚ କରି ଭୁଲ ତଥ୍ୟ ଅଧାରରେ ଏକତରଫା ବିତର୍କ କରିବା ନିନ୍ଦନୀୟ । ଭାରତୀୟ ହାଇକମିଶନ କହିଛନ୍ତି, ପୁଣି ଥରେ ବ୍ରିଟିଶContinue reading “ବ୍ରିଟେନ ସଂସଦରେ ଭାରତର କୃଷକ ଆନ୍ଦୋଳନ ଚର୍ଚ୍ଚା । କଡା ବିରୋଧ କଲା ଭାରତ, ଭାରତୀୟ ହାଇକମିସନ କହିଲେ ଏପରି ଏକତରଫା ବିତର୍କ ନିନ୍ଦନୀୟ”
ଭାରତ-ବାଂଲାଦେଶ ବନ୍ଧୁତା ବଢିଲା ଆଉ ପାଦେ । ମୈତ୍ରୀ ସେତୁକୁ ମିଳିତ ଭାବେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି ଓ ବାଂଲାଦେଶ ପ୍ରତିପକ୍ଷ ଶେଖ ହସିନା
କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ବାଂଲାଦେଶ ସଂପର୍କକୁ ନୂଆ ସୋପାନକୁ ନେଉଥିବା ମୈତ୍ରୀ ସେତୁର ଉଦଘାଟନ କରିଛନ୍ତି । ତ୍ରିପୁରାରେ ବହୁଥିବା ଫେନି ନଦୀ ଭାରତ ଓ ବାଂଲାଦେଶର ସୀମା ନିର୍ଦ୍ଧାରଣ କରୁଛି । ସେହି ଫେନି ନଦୀ ଉପରେ ନିର୍ମିତ ମୈତ୍ରୀ ସେତୁକୁ ଭିଡିଓକନଫରେନ୍ସିଂରେ ସାମିଲ ହୋଇ ମିଳିତ ଭାବେ ଲୋକାର୍ପଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ ପ୍ରଧାମନ୍ତ୍ରୀ ଶେଖ ହସିନା । ମୈତ୍ରୀ ସେତୁ ଦୁଇContinue reading “ଭାରତ-ବାଂଲାଦେଶ ବନ୍ଧୁତା ବଢିଲା ଆଉ ପାଦେ । ମୈତ୍ରୀ ସେତୁକୁ ମିଳିତ ଭାବେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି ଓ ବାଂଲାଦେଶ ପ୍ରତିପକ୍ଷ ଶେଖ ହସିନା “
ଡିଏମକେ ପରେ ମହିଳାକାର୍ଡ ଖେଳିଲେ ତାମିଲନାଡୁ ସରକାର । ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀଙ୍କ ବଡ ଘୋଷଣା । କହିଲେ ଦଳ କ୍ଷମତାକୁ ଫେରିଲେ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ଦିଆଯିବ ୧୫ ଶହ ଟଙ୍କା ।
କନକ ବ୍ୟୁରୋ: ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ପ୍ରତିଶ୍ରୁତିର ରାଜନୀତି ଜୋର ଧରିଛି । ମହିଳା ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ମହିଳା କାର୍ଡ ଖେଳି, ଭୋଟ ହାତେଇବାକୁ ରାଜନୈତିକ ଦଳଗୁଡିକ ପ୍ରତିଶ୍ରୁତିର ବନ୍ୟା ଛୁଟାଇଛନ୍ତି । ମୁଖ୍ୟମନ୍ତ୍ରୀ ଇ.କେ, ପଲାନୀ ସ୍ୱାମୀ କହିଛନ୍ତି ଆଗାମୀ ନିର୍ବାଚନରେ ତାଙ୍କ ସରକାର ପୁଣି କ୍ଷମତାକୁ ଫେରିଲେ, ସାମାଜିକ ନ୍ୟାୟ ଓ ମହିଳାଙ୍କ ହାତରେ ଆର୍ଥିକ କ୍ଷମତା ଦେବାକୁ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୧୫୦୦ ଟଙ୍କା ଦିଆଯିବContinue reading “ଡିଏମକେ ପରେ ମହିଳାକାର୍ଡ ଖେଳିଲେ ତାମିଲନାଡୁ ସରକାର । ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀଙ୍କ ବଡ ଘୋଷଣା । କହିଲେ ଦଳ କ୍ଷମତାକୁ ଫେରିଲେ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ଦିଆଯିବ ୧୫ ଶହ ଟଙ୍କା । “
ଜଙ୍ଗଲରେ ନିଆଁ ଲାଗିବା ପ୍ରସଙ୍ଗରେ ସମ୍ବଲପୁର ଜିଲ୍ଲାପାଳଙ୍କ ଚିଠି । ସବୁ ପଞ୍ଚାୟତ ସମିତିକୁ ଚିଠି ଲେଖିଲେ ଜିଲ୍ଲାପାଳ ।
କନକ ବ୍ୟୁରୋ: ଜଙ୍ଗଲରେ ନିଆଁ ଲାଗିବା ପ୍ରସଙ୍ଗରେ ସମ୍ବଲପୁର ଜିଲ୍ଲାପାଳଙ୍କ ଚିଠି । ସବୁ ପଞ୍ଚାୟତ ସମିତିକୁ ଚିଠି ଲେଖିଲେ ଜିଲ୍ଲାପାଳ । ଜଙ୍ଗଲରେ ନିଆଁ ନଲଗାଇବା ନେଇ ସଚେତନ କରିବାକୁ ନିର୍ଦ୍ଦେଶ । ଜଙ୍ଗଲରେ ନିଆଁ ଲାଗୁଥିଲେ ବନକର୍ମଚାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ରାଜ୍ୟର ବିଭିନ୍ନ ଜଙ୍ଗଲରେ ଗତ କିଛିଦିନ ହେବ ନିଆଁ ଲାଗିଛି । ଓଡ୍ରାଫ ଟିମ ମଧ୍ୟ ନିଆଁ ଲିଭାଇବା କାମରେ ନିୟୋଜିତ ଅଛନ୍ତି । ଗତକିଛି ଦିନ ହେବContinue reading “ଜଙ୍ଗଲରେ ନିଆଁ ଲାଗିବା ପ୍ରସଙ୍ଗରେ ସମ୍ବଲପୁର ଜିଲ୍ଲାପାଳଙ୍କ ଚିଠି । ସବୁ ପଞ୍ଚାୟତ ସମିତିକୁ ଚିଠି ଲେଖିଲେ ଜିଲ୍ଲାପାଳ ।”