ମୃତ ବାପାଙ୍କ ନାଁରେ ନୋଟିସ୍ । ବାତ୍ୟା ‘ଫନି’ ସହାୟତା ବାବଦକୁ ମିଳିଥିବା ଟଙ୍କା ଫେରସ୍ତ ପାଇଁ ନୋଟିସ କରି ଧମକ ଦେଉଛି ତହସିଲ୍ । ପଢ଼ନ୍ତୁ କ’ଣ ରହିଛି ପୂରା ଘଟଣା…

କନକ ବ୍ୟୁରୋ: ମୃତ ବାପାଙ୍କ ନାଁରେ ଆସିଛି ନୋଟିସ । ଟଙ୍କା ଫେରସ୍ତ ପାଇଁ ଦିବ୍ୟାଙ୍ଗ ପୁଅକୁ ଆଇନର ଧମକ ଦିଆଯାଉଛି । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ନିମାପଡ଼ା ତହସିଲ ଅର୍ନ୍ତଗତ ବାମନାଳ ରାଜସ୍ୱ ଗାଁରୁ । ମୃତ ବାପାଙ୍କ ନାଁରେ ନୋଟିସ୍ । ବାତ୍ୟା ଫନି ସହାୟତା ବାବଦକୁ ମିଳିଥିବା ଟଙ୍କା ଫେରସ୍ତ ପାଇଁ ନୋଟିସ କରି ଧମକ ଦେଉଛି ତହସିଲ୍ । ଅଭିଯୋଗ ଅନୁସାରେ, ଫନି ବାତ୍ୟାରେ ନିମାପଡ଼ା ବାମନାଳ ଦଳିତContinue reading “ମୃତ ବାପାଙ୍କ ନାଁରେ ନୋଟିସ୍ । ବାତ୍ୟା ‘ଫନି’ ସହାୟତା ବାବଦକୁ ମିଳିଥିବା ଟଙ୍କା ଫେରସ୍ତ ପାଇଁ ନୋଟିସ କରି ଧମକ ଦେଉଛି ତହସିଲ୍ । ପଢ଼ନ୍ତୁ କ’ଣ ରହିଛି ପୂରା ଘଟଣା…”

୨୦ ବର୍ଷ ହେଲା ଜଳକଷ୍ଟ ଭୋଗୁଛନ୍ତି ମାଦଳା ଗାଁର ଲୋକେ । ୨ କିଲୋମିଟର ଦୂର ପଡିଶା ଗାଁରୁ ଭାର ଓ ମୁଣ୍ଡରେ ବୋହୁଛନ୍ତି ପାଣି ଗରା ।

କନକ ବ୍ୟୁରୋ: ପାଣି ପାଇଁ ଲୋକେ ହେଉଛନ୍ତି ଡହଳବିକଳ । ନଳକୂପ ଗୁଡିକ ଦୀର୍ଘଦିନରୁ ଅଚଳ ହୋଇପଡିଛି  । ଗାଁ ଠାରୁ ୨ କିଲୋମିଟର ଦୂରରେ ଥିବା କୂଅ ଉପରେ ନିର୍ଭର କରୁଛନ୍ତି ୮୦ ପରିବାର । ସେପଟେ ଗାଁର ଅନତି ଦୂରରେ ନିର୍ମାଣ ହେବାକୁ ଥିବା ପାଣି ପ୍ରକଳ୍ପ କାମ ଶେଷ ସରୁନି, କେବଳ ଫଳକରେ ସିମିତ ରହିଛି  । ଜଳ ସମସ୍ୟାରେ ଘାଂଟି ହେଉଛି ଯାଜପୁର କୋରାଇ ବ୍ଲକର ମାଦଳା ଗାଁ । ଭାରାରେContinue reading “୨୦ ବର୍ଷ ହେଲା ଜଳକଷ୍ଟ ଭୋଗୁଛନ୍ତି ମାଦଳା ଗାଁର ଲୋକେ । ୨ କିଲୋମିଟର ଦୂର ପଡିଶା ଗାଁରୁ ଭାର ଓ ମୁଣ୍ଡରେ ବୋହୁଛନ୍ତି ପାଣି ଗରା ।”

ଜଙ୍ଗଲରେ ନିଆଁ, ସହର ସାରା ଧୂଆଁ । ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖିଛି ଜଙ୍ଗଲ ବିଭାଗ. ଜରୁରୀ କାମ ନଥିଲେ ଛୁଟି ନେଇପାରିବେନି ବନ କର୍ମଚାରୀ ।

କନକ ବ୍ୟୁରୋ: ସମ୍ବଲପୁର ସହରରେ କିିଛି ଦିନ ହେଲା ଜଙ୍ଗଲରୁ ନିଆଁ ଲିଭିବା ନାଁ ନେଉନଥିବା ବେଳେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବା ଆରମ୍ଭ କରିଛି ବନ ବିଭାଗ । ଏପଟେ ଦିନବେଳେ ଧୂଆଁମୟ ହେଉଛି ସହର । ଜଙ୍ଗଲରେ ଲାଗିଛି ନିଆଁ, ସହରରେ ଖାଲି ଧୂଆଁ ଆଉ ଧୂଆଁ । ଇଏ ହେଉଛି ସମ୍ବଲପୁର ସହରର ଦୃଶ୍ୟ । ସମ୍ବଲପୁର ସହର ମଝିରେ ଥିବା ପାନ୍ଥନିବାସ କଢ ପାହାଡରେ ନିଆଁ ଲାଗିଛି । କେହିContinue reading “ଜଙ୍ଗଲରେ ନିଆଁ, ସହର ସାରା ଧୂଆଁ । ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖିଛି ଜଙ୍ଗଲ ବିଭାଗ. ଜରୁରୀ କାମ ନଥିଲେ ଛୁଟି ନେଇପାରିବେନି ବନ କର୍ମଚାରୀ ।”

ଜେଲରେ ମାଆ ବିଚାରଧିନ କଏଦୀ ଥିବାବେଳେ ଜଣାପଡ଼ିଲା କୁନି ଝିଅ ହୃଦରୋଗ , ଅଣ୍ଟା ଭିଡ଼ିଥିଲେ ଜେଲ୍ କର୍ତ୍ତୁପକ୍ଷ । ସଫଳ ହେଲା ଦେଢ ବର୍ଷର କୁନି ଝିଅର ଅସ୍ତ୍ରୋପଚାର ।

କନକ ବ୍ୟୁରୋ: ଗଂଜାମ ଜିଲ୍ଲା ସବଜେଲରୁ ବାଙ୍ଗାଲୁରୁ । ସଫଳ ହେଲା ଅସ୍ତ୍ରୋପଚାର । ସୁସ୍ଥ ହେଲା ଦେଢ ବର୍ଷର କୁନି ଝିଅ । ମାଆ ଜେଲରେ ବିଚାରଧିନ କଏଦୀ ଭାବେ ଥିବା ବେଳେ କୁନି ଝିଅର ହୃଦରୋଗ ଜଣାପଡିଥିଲା । ପରେ ଜେଲ କର୍ତୃପକ୍ଷଙ୍କ ଉଦ୍ୟମରେ ଝିଅର ଅପରେସନ କରାଯାଇଛି । ଜେଲରୁ ମିଳିଳା ନୂଆ ଜୀବନ । ବିଚାରଧିନ ମହିଳା କଏଦୀଙ୍କ ଝିଅର ହେଲା ସଫଳ ହାର୍ଟ ଅପରେସନ । ଏକ ହତ୍ୟା ମାମଲାରେContinue reading “ଜେଲରେ ମାଆ ବିଚାରଧିନ କଏଦୀ ଥିବାବେଳେ ଜଣାପଡ଼ିଲା କୁନି ଝିଅ ହୃଦରୋଗ , ଅଣ୍ଟା ଭିଡ଼ିଥିଲେ ଜେଲ୍ କର୍ତ୍ତୁପକ୍ଷ । ସଫଳ ହେଲା ଦେଢ ବର୍ଷର କୁନି ଝିଅର ଅସ୍ତ୍ରୋପଚାର ।”

ଆୟତ୍ତ ହେଉଛି ଅଣାୟତ୍ତ ନିଆଁ । ଧିରେଧିରେ ନିୟନ୍ତ୍ରଣକୁ ଆସୁଛି ଜଙ୍ଗଲ ନିଆଁ । ଆଶ୍ୱସ୍ତିକର ଖବର ଦେଲେ ଟାସ୍କଫୋର୍ସ ମୁଖ୍ୟ ।

କନକ ବ୍ୟୁରୋ: ନିୟନ୍ତ୍ରଣକୁ ଆସୁଛି ଜଙ୍ଗଲ ନିଆଁ । ରାଜ୍ୟରେ ବିଭିନ୍ନ ସ୍ଥାନରେ ଜଳୁଥିବା ନିଆଁ ଆୟତ୍ତକୁ ଆସୁଛି । ଜଙ୍ଗଲ ନିଆଁ ପ୍ରସଙ୍ଗରେ ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ସୂଚନା ଦେବା ବେଳେ ଆଶ୍ୱସ୍ତିକର ଖବର ଦେଇଛନ୍ତି । ତେବେ ସନ୍ଦୀପଙ୍କ ସୂଚନା ମୁତାବକ ୯୫ ପ୍ରତିଶତ ଭାଗରୁ ଅଧିକ ଫାୟାର ପଏଣ୍ଟରେ ନିଆଁ ନିୟନ୍ତ୍ରଣକୁ ଆସିଛି । ଏ ସମସ୍ତ ସ୍ଥାନରେ ଅଣାୟତ୍ତ ନିଆଁକୁ ଆୟତ୍ତ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେContinue reading “ଆୟତ୍ତ ହେଉଛି ଅଣାୟତ୍ତ ନିଆଁ । ଧିରେଧିରେ ନିୟନ୍ତ୍ରଣକୁ ଆସୁଛି ଜଙ୍ଗଲ ନିଆଁ । ଆଶ୍ୱସ୍ତିକର ଖବର ଦେଲେ ଟାସ୍କଫୋର୍ସ ମୁଖ୍ୟ ।”

ସାମ୍ନାକୁ ଆସିଲା ଜଙ୍ଗଲ ନିଆଁର ୪ ଚିତ୍ର । ଏପଟେ ଶିମିଳିପାଳରେ ଜଳୁଛି ନିଆଁ, ସେପଟେ ନିୟନ୍ତ୍ରଣ ପାଇଁ ବନ କର୍ମଚାରୀଙ୍କ ପ୍ରୟାସ ।

କନକ ବ୍ୟୁରୋ: ଗତ କିଛିଦିନ ହେଲା ସାରାରାଜ୍ୟକୁ ପ୍ରଭାବିତ କରି ରଖିଥିବା ଏକ ବଡ ଖବରରୁ । କିଛି ଚିତ୍ର ଆପଣଙ୍କ ଆଗରେ ଉପସ୍ଥାପନ କରୁଛୁ, ଯାହାକୁ ଦେଖିଲେ ଆପଣ ବୁଝିପାରିବେ ଜଙ୍ଗଲ ନିଆଁ କେମିତି ଆମକୁ, ସରକାରଙ୍କୁ, ଜୀବଜନ୍ତୁଙ୍କୁ ପ୍ରଭାବିତ କରିଛି । ଶୁଖିଲା ପତ୍ର, ଛୋଟ ଗଛ ସବୁକୁ ଗିଳି ନିଆଁ କେମିତି ମାଇଲ ମାଇଲ ବାଟ ପର୍ଯ୍ୟନ୍ତ ବ୍ୟାପି ଯାଉଛି । ନିଆଁ ଆଉ ଧୁଆଁ ଯଦିଓ ବଡବଡ ଗଛର ବିଶେଷ କ୍ଷତିContinue reading “ସାମ୍ନାକୁ ଆସିଲା ଜଙ୍ଗଲ ନିଆଁର ୪ ଚିତ୍ର । ଏପଟେ ଶିମିଳିପାଳରେ ଜଳୁଛି ନିଆଁ, ସେପଟେ ନିୟନ୍ତ୍ରଣ ପାଇଁ ବନ କର୍ମଚାରୀଙ୍କ ପ୍ରୟାସ ।”

ମନ୍ତ୍ରୀଙ୍କ ‘ଅଗ୍ନିଋତୁ’ ବୟାନ ପରେ ପରିବେଶବିତ୍ ଖପ୍ପା । ଯଦି ଜାଣିଥିଲେ ଅଗ୍ନିଋତୁର ସମୟ, କାହିଁକି ଜଳିଲା ଜଙ୍ଗଲ ?

କନକ ବ୍ୟୁରୋ: ଏ ନିଆଁ ଦେଖିଲେ ବୁଝି ହେଉଛି କେତେ ଭୟଙ୍କର ଶିମିପାଳର ସ୍ଥିତି । ଏଠି, ସେଠି ସବୁଠି ଖେଳିଯାଇଛି ନିଆଁ, ଜଳୁଛି ଜଙ୍ଗଲ । ଆଉ ଯେଉଁଠି ଜଙ୍ଗଲୀ ନିଆଁ ଜୀବଜନ୍ତୁ, ଜୈବ ବିବିଦ୍ଧତା ପାଇଁ ଯମ ସାଜିଛି ସେଠି ଜଙ୍ଗଲ ମନ୍ତ୍ରୀଙ୍କ ହାଲୁକା ବୟାନ ଜଟିଳ ଗଣିତ ସୃଷ୍ଟି କରିଛି । ଜଙ୍ଗଲ ନିଆଁକୁ ତ ଲିଭେଇ ହେଉନି ଲାଗୁଛି ମନ୍ତ୍ରୀ ନିଜ କଥାରେ ନିଆଁକୁ ଘୋଡାଇବାକୁ ଚେଷ୍ଟା କରୁଛନ୍ତି । ଆଉContinue reading “ମନ୍ତ୍ରୀଙ୍କ ‘ଅଗ୍ନିଋତୁ’ ବୟାନ ପରେ ପରିବେଶବିତ୍ ଖପ୍ପା । ଯଦି ଜାଣିଥିଲେ ଅଗ୍ନିଋତୁର ସମୟ, କାହିଁକି ଜଳିଲା ଜଙ୍ଗଲ ?”

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତ୍ରିବେନ୍ଦ୍ର ସିଂ ରାୱତ । ରାଜ୍ୟପାଳଙ୍କୁ ଦେଲେ ଇସ୍ତଫା ପତ୍ର ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତ୍ରିବେନ୍ଦ୍ର ସିଂ ରାୱତ । ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ଦେଲେ ନିଜ ଇସ୍ତଫା ପତ୍ର । ଇସ୍ତଫା ପତ୍ର ଦେବା ପରେ ପ୍ରେସମିଟ କରି ସୂଚନା ଦେଲେ ତ୍ରିବେନ୍ଦ୍ର ସିଂ ରାୱତ । ତେବେ କୁହାଯାଉଛି ଯେ ବୁଧବାରକୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ । ତେବେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଲାଗି ରହିଛି । ତ୍ରିବେନ୍ଦ୍ର ସିଂContinue reading “ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତ୍ରିବେନ୍ଦ୍ର ସିଂ ରାୱତ । ରାଜ୍ୟପାଳଙ୍କୁ ଦେଲେ ଇସ୍ତଫା ପତ୍ର ।”

କନକ ଡିଜିଟାଲ ଜରିଆରେ ସରକାର ଶୁଣିଲେ ଶିମିଳିପାଳର କାନ୍ଦ । ସୋସିଆଲ ମିଡିଆରେ ଶାଣିତ ହେଲା ହଜାର ହଜାର ସ୍ୱର । ଅଭିଯାନ ପରେ ଅଗ୍ନିକାଣ୍ଡ ଆୟତ୍ତ ପାଇଁ ହେଲା ଆକ୍ସନ

କନକ ବ୍ୟୁରୋ: ଲିଭିବ, ଶିମିଳିପାଳ ନିଆଁ ଲିଭିବ… ନିଶ୍ଚୟ ଲିଭିବ… ନିଶ୍ଚୟ ଲିଭିବ… ଶିମିଳିପାଳ ବଞ୍ଚାଅ ଅଭିଯାନ ଏବେ ଏକ ବିପ୍ଳବରେ ପରିଣତ ହୋଇଛି । କନକ ନ୍ୟୁଜର ଡିଜିଟାଲ ପ୍ଲାଟଫର୍ମରେ ସେଭ୍ ଶିମିଳିପାଳ ହାସଟ୍ୟାଗକୁ ହୃଦୟର ସହ ସମର୍ଥନ କରି ସୋସିଆଲ ମିଡ଼ିଆରେ ହଜାର ହଜାର ସଂଖ୍ୟାରେ ହାତ ବଢ଼ିବା ପରେ ଏକ ବିଳ୍ପବ ବିଗୁଲ ବଜାଇଛି । ଶିମିଳିପାଳରେ ବନାଗ୍ନି ବ୍ୟାପୁଛି, ସୋସିଆଲ ମିଡିଆରେ ବିପ୍ଳବର ବହ୍ନି ବଳ ଗୋଟାଉଛି । ଶିମିପାଳ ବଞ୍ଚାଅ,Continue reading “କନକ ଡିଜିଟାଲ ଜରିଆରେ ସରକାର ଶୁଣିଲେ ଶିମିଳିପାଳର କାନ୍ଦ । ସୋସିଆଲ ମିଡିଆରେ ଶାଣିତ ହେଲା ହଜାର ହଜାର ସ୍ୱର । ଅଭିଯାନ ପରେ ଅଗ୍ନିକାଣ୍ଡ ଆୟତ୍ତ ପାଇଁ ହେଲା ଆକ୍ସନ”

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଯିବେ ନୂଆପଡ଼ା । ପଛୁଆ ଜିଲ୍ଲାକୁ ଆଗକୁ ଆଣିବା ପାଇଁ ସରକାର ନେଇପାରନ୍ତି ପଦକ୍ଷେପ, ଘୋଷଣା ହୋଇପାରେ ୪ହଜାର କୋଟିର ପ୍ୟାକେଜ ।

କନକ ବ୍ୟୁରୋ: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଯିବେ ନୂଆପଡା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ରାଜ୍ୟ ସରକାର ସମ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିପାରନ୍ତି ନବୀନ । ପଛୁଆ ଜିଲ୍ଲାକୁ ଆଗକୁ ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ସେହିକ୍ରମରେ ଏକାଧିକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବେ ନବୀନ । ରାଜ୍ୟ ସରକାରଙ୍କ ବିକାଶ କାମରୁ ପ୍ରତିContinue reading “ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଯିବେ ନୂଆପଡ଼ା । ପଛୁଆ ଜିଲ୍ଲାକୁ ଆଗକୁ ଆଣିବା ପାଇଁ ସରକାର ନେଇପାରନ୍ତି ପଦକ୍ଷେପ, ଘୋଷଣା ହୋଇପାରେ ୪ହଜାର କୋଟିର ପ୍ୟାକେଜ ।”

Design a site like this with WordPress.com
Get started