ଆସନ୍ତା ୧୨ରୁ ବିଧାନସଭାରେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ : ୧୦ରୁ ସମସ୍ତ ବିଧାୟକଙ୍କ ଆଣ୍ଟିଜେନ୍ ଟେଷ୍ଟ ହେବ; ସୂଚନା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

କନକ ବ୍ୟୁରୋ : ଆସନ୍ତା ୧୨ତାରିଖରୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏହି ଅଧିବେଶନ ପୂର୍ବରୁ କେତେକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇ କହିଛନ୍ତି ଯେ, ବିଧାନସଭାକୁ ପ୍ରବେଶ କରିବାକୁ ଥିବା ସମସ୍ତଙ୍କର କୋଭିଡ୍ ଟେଷ୍ଟ ହେବ। ସମସ୍ତ ବିଧାୟକଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବ। ଏମାନଙ୍କ ଭିତରୁ ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁContinue reading “ଆସନ୍ତା ୧୨ରୁ ବିଧାନସଭାରେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ : ୧୦ରୁ ସମସ୍ତ ବିଧାୟକଙ୍କ ଆଣ୍ଟିଜେନ୍ ଟେଷ୍ଟ ହେବ; ସୂଚନା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର”

ନବୀନ ନିବାସ ଆଗରେ କୁଷ୍ଠ ସେବା ସମବାୟ ସମିତିର ଆନ୍ଦୋଳନ : ଭାଙ୍ଗି ଦିଆଯାଇଥିବା ଘର ପୁନଃ ନିର୍ମାଣ କରାଯାଇନଥିବା ଅଭିଯୋଗ

କନକ ବ୍ୟୁରୋ : ଲିଙ୍ଗରାଜ କୁଷ୍ଠ ସେବା ସମବାୟ ସମିତି ପକ୍ଷରୁ ନବୀନ ନିବାସ ଆଗରେ ଆନ୍ଦୋଳନ । ଦୀର୍ଘ ୪୦ ବର୍ଷ ତଳେ କୁଷ୍ଠ ସେବା ସମବାୟ ସମିତି ପାଇଁ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଘର ଗୁଡ଼ିକ ନଷ୍ଟ ହୋଇପଡ଼ିଥିଲେ ମଧ୍ୟ ଏହାର ପୁନଃ ନିର୍ମାଣ କରାଯାଉନାହିଁ । ତେଣୁ ଭଙ୍ଗା ଘରେ ବିପଦ ସଂକୁଳ ଅବସ୍ଥାରେ ଆଶ୍ରୟ ନେଇଛନ୍ତି ଲିଙ୍ଗରାଜ କୁଷ୍ଠ ସେବା ସମବାୟ ସମିତିର ଅଧିବାସୀମାନେ । ତେଣୁ ସ୍ୱର୍ଗତContinue reading “ନବୀନ ନିବାସ ଆଗରେ କୁଷ୍ଠ ସେବା ସମବାୟ ସମିତିର ଆନ୍ଦୋଳନ : ଭାଙ୍ଗି ଦିଆଯାଇଥିବା ଘର ପୁନଃ ନିର୍ମାଣ କରାଯାଇନଥିବା ଅଭିଯୋଗ”

ଓଡ଼ିଶାରେ ଜଙ୍ଗଲ ଜଳିବା ନେଇ ହାଇକୋର୍ଟରେ ମାମଲା : ହେଲିକପ୍ଟରରେ ଆକାଶମାର୍ଗରୁ ନିଆଁ ଲିଭାଇବାକୁ ନିବେଦନ

କନକ ବ୍ୟୁରୋ : ଓଡ଼ିଶାରେ ଜଙ୍ଗଲ ଜଳିବା ନେଇ ହାଇକୋର୍ଟରେ ମାମଲା । ହେଲିକପ୍ଟରରେ ଆକାଶମାର୍ଗରୁ ନିଆଁ ଲିଭାଇବାକୁ ନିବେଦନ । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଜଙ୍ଗଲ ଜଳିବା ଯୋଗୁଁ ଜଳବାୟୁ ପ୍ରଭାବିତ ହେବା ଆଶଙ୍କା ରହିଛି । ଜଙ୍ଗଲ ଜଳିବା ଯୋଗୁଁ ବନ୍ୟଜନ୍ତୁଙ୍କ ପାଇଁ ବିପଦ ରହିଛି । ରାଜ୍ୟ ଜଙ୍ଗଲ ବିଭାଗ ସଚିବଙ୍କୁ କରାଯାଇଛି ପକ୍ଷଭୁକ୍ତ କରାଯାଇଛି । ସେପଟେ  ଶିମିଳିପାଳରେ ନିଆଁ ଲିଭା କାର୍ଯ୍ୟContinue reading “ଓଡ଼ିଶାରେ ଜଙ୍ଗଲ ଜଳିବା ନେଇ ହାଇକୋର୍ଟରେ ମାମଲା : ହେଲିକପ୍ଟରରେ ଆକାଶମାର୍ଗରୁ ନିଆଁ ଲିଭାଇବାକୁ ନିବେଦନ”

ଯାଜପୁର କଲରଙ୍ଗୀ ଖଣି ଅଂଚଳରେ ଆଦିବାସୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ : ବୃତ୍ତି ଟଙ୍କା ପାଇଁ ଆସିଥିବା ବେଳେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଗଲେ କଲେଜ ଛାତ୍ରୀ; ୪ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ : ଯାଜପୁର କଲରଙ୍ଗୀ ଖଣି ଅଂଚଳରେ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ । ବୃତ୍ତି ଟଙ୍କା ଆଣିବାକୁ ଯାଇଥିବାବେଳେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି ୪ ଜଣ । ମହିଳା ଦିବସ ପୂର୍ବ ରାତିରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି । ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛିContinue reading “ଯାଜପୁର କଲରଙ୍ଗୀ ଖଣି ଅଂଚଳରେ ଆଦିବାସୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ : ବୃତ୍ତି ଟଙ୍କା ପାଇଁ ଆସିଥିବା ବେଳେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଗଲେ କଲେଜ ଛାତ୍ରୀ; ୪ ଅଭିଯୁକ୍ତ ଗିରଫ”

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଡାକ୍ତର ସରିତା ମଲ୍ଲିକଙ୍କ ଘରୁ ଚୋରି : ଘରେ ନଥିବା ବେଳେ ସୁନା, ଗହଣା ଲୁଟିଲେ ଲୁଟେରା

କନକ ବ୍ୟୁରୋ : ଡ଼ାକ୍ତରଙ୍କ ଘରୁ ଲୁଟ । ପୁଣି ପୋଲିସକୁ ଦେଲେ ଖୋଳା ଚ୍ୟାଲେଂଜ ଲୁଟେରା । ଡାକ୍ତର ସରିତା ମଲ୍ଲିକଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର । ୟୁନିଟ ୩ ରିଜର୍ଭ ବ୍ୟାଙ୍କ ପାଖରେ ଥିବା ଡାକ୍ତରଙ୍କ ଘରୁ ଲୁଟ କରିଛନ୍ତି ଲୁଟେରା । ଗତକାଲି ସରିତାଙ୍କ ଘରେ କେହି ନଥିଲେ । ଏହାର ସୁଯୋଗ ନେଇ ଘରେ ପଶି ଲୁଟ କରିଛି ଚୋର । ଘରେ ଥିବା ସୁନା, ରୂୂପା, ଲାପଟପ, ଟ୍ୟାପ,Continue reading “ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଡାକ୍ତର ସରିତା ମଲ୍ଲିକଙ୍କ ଘରୁ ଚୋରି : ଘରେ ନଥିବା ବେଳେ ସୁନା, ଗହଣା ଲୁଟିଲେ ଲୁଟେରା”

ବେଜିଂର ରଣନୀତିକୁ ହାଇଜାକ କଲେ ମୋଦୀ ସରକାର : ପଡୋଶୀ ଦେଶକୁ ଟିକା ପଠାଇ ହୃଦୟ ଜିତୁଛି ଭାରତ; ଭାରତ ଦେଲାଣି ୬୦ଲକ୍ଷ ୮୦ହଜାର ଡୋଜ୍ ଟିକା

କନକ ବ୍ୟୁରୋ : ପଡୋଶୀ ଦେଶରେ ଯେଉଁ ରଣନୀତି ବେଜିଂ ଆରମ୍ଭ କରିଥିଲା, ତାକୁ ହାଇଜାକ କରିନେଇଛନ୍ତି ମୋଦି ସରକାର । ବର୍ତମାନ ସୁଧା ଭାରତ ଏହାର ପଡୋଶୀ ଦେଶଗୁଡିକୁ ପ୍ରାୟ ୬୦ ଲକ୍ଷ ୮୦ ହଜାର ଡୋଜ୍ କରୋନା ଟିକା ଦେଇସାରିଛି । କିଛିଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ, ସୂଚନା ଦେଇଥିଲେ ଭାରତ ପ୍ରାୟ ୧୭ଟି ଦେଶକୁ ଟିକା ଦେଇଛି । ଆହୁରି ୨୫ଟି ଦେଶକୁ ଟିକା ପଠାଯିବ ।Continue reading “ବେଜିଂର ରଣନୀତିକୁ ହାଇଜାକ କଲେ ମୋଦୀ ସରକାର : ପଡୋଶୀ ଦେଶକୁ ଟିକା ପଠାଇ ହୃଦୟ ଜିତୁଛି ଭାରତ; ଭାରତ ଦେଲାଣି ୬୦ଲକ୍ଷ ୮୦ହଜାର ଡୋଜ୍ ଟିକା”

କୋଭିଡ଼ କଟକଣାରେ ହେବ ପାରମ୍ପରିକ ଲୋକନୃତ୍ୟ ଦଣ୍ଡନାଚ : କେବଳ ଦଣ୍ଡନାଚ ପାଇଁ ରହିଛି ଅନୁମତି; କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ

କନକ ବ୍ୟୁରୋ : ଗଂଜାମ ଜିଲ୍ଲାର ୩ଶହ ବର୍ଷର ପାରମ୍ପରିକ ଲୋକନୃତ୍ୟ ‘ଦଣ୍ଡନାଚ’କୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । କଟକଣା ମଧ୍ୟରେ ଦଣ୍ଡନାଚକୁ ପ୍ରଶାସନ ଅନୁମତି ଦେଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବାରଣ କରିଛି । କୋଭିଡ ନିୟମ ଅନୁପାଳନରେ ସାମାନ୍ୟ ଅସାବଧାନ ହେଲେ ପୁଣି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । କରୋନା ସଂକ୍ରମଣ ଯୋଗୁଁ ଗତବର୍ଷ ଦଣ୍ଡନାଚକୁ ପ୍ରଶାସନ ସଂପୂର୍ଣ୍ଣ କଟକଣା ଜାରି କରିଥିଲା । ସଂକ୍ରମଣ ଥମିବାContinue reading “କୋଭିଡ଼ କଟକଣାରେ ହେବ ପାରମ୍ପରିକ ଲୋକନୃତ୍ୟ ଦଣ୍ଡନାଚ : କେବଳ ଦଣ୍ଡନାଚ ପାଇଁ ରହିଛି ଅନୁମତି; କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ”

ଜାଗର ପାଇଁ ଜାରି ହେଲା ଗାଇଡଲାଇନ । ମେଳାକୁ ନା’, ଗହଳି ମନା । ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ । 

କନକ ବ୍ୟୁରୋ : ଜାଗର ପାଇଁ ଜାରି ହେଲା କଟକଣା । କରୋନା ମହାମାରୀକୁ ଦୃଷ୍ଟିରେ ଏସଆରସିଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଶିବ ମନ୍ଦିର ଭିତରେ ଓ ବାହାରେ ଗହଳି ଉପରେ କଟକଣା ଜାରି କରାଯାଇଥିବା ବେଳେ ଯେପରି କୌଣସି ମେଳା ନ ପଡେ ତାହା ଉପରେ ମଧ୍ୟ ଦୃଷ୍ଟି ଦେବାକୁ କୁହାଯାଇଛି । ଏନେଇ ସମସ୍ତ ଜିଲ୍ଳାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।Continue reading “ଜାଗର ପାଇଁ ଜାରି ହେଲା ଗାଇଡଲାଇନ । ମେଳାକୁ ନା’, ଗହଳି ମନା । ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ । “

ତାରି ଖେଳରେ ଚୀନକୁ ମାତ ଦେଉଛି ଭାରତ : ଗରିବ ଓ ବିକାଶଶୀଳ ଦେଶଙ୍କୁ ଟିକା ଯୋଗାଇ ଜିତୁଛି ହୃଦୟ

କନକ ବ୍ୟୁରୋ : ତାରି ଖେଳରେ ଚୀନକୁ ମାତ ଦେଉଛି ଭାରତ । ଉହାନରୁ ମାରାତ୍ମକ କରୋନା ଭୂତାଣୁ ବ୍ୟାପିବା ପରେ ସାରା ବିଶ୍ୱରେ ଚୀନର ଛବି ଖରାପ ହୋଇଛି । ତେଣୁ ଛବି ସୁଧାରିବା ପାଇଁ ଗରିବ ଓ ବିକାଶଶୀଳ ଦେଶଗୁଡିକୁ ପ୍ରାୟ ୪ କୋଟି ୬୩ ଲକ୍ଷ ଡୋଜ୍ କରୋନା ଟିକା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ବେଜିଂ । ଅର୍ଥାତ ଖରାପ ହୋଇଥିବା ଛବିକୁ ସୁଧାରିବା ପାଇଁ ଭ୍ୟାକ୍ସିନ ଡିପ୍ଲୋମାସି ବା ଟିକାContinue reading “ତାରି ଖେଳରେ ଚୀନକୁ ମାତ ଦେଉଛି ଭାରତ : ଗରିବ ଓ ବିକାଶଶୀଳ ଦେଶଙ୍କୁ ଟିକା ଯୋଗାଇ ଜିତୁଛି ହୃଦୟ”

ଶିମିଳିପାଳର ପୂର୍ବ ପାଦ ଦେଶରେ ଜଳୁଛି ନିଆଁ : ୧୦ରୁ ୧୨ଟି ସ୍ଥାନରେ ଭୟଙ୍କର ହେଲାଣି ପରିସ୍ଥିତି

କନକ ବ୍ୟୁରୋ : ଶିମିଳିପାଳର ପୂର୍ବ ପାଦ ଦେଶରେ ଜଳୁଛି ନିଆଁ । ୧୦ରୁ ୧୨ଟି ସ୍ଥାନରେ ଭୟଙ୍କର ହେଲାଣି ପରିସ୍ଥିତି । ଗରମ ପବନ ସାଙ୍ଗକୁ ନିଆଁ ଝୁଲରେ ଅସ୍ତବ୍ୟସ୍ତ ହେଉଛନ୍ତି ଅଂଚଳବାସୀ । ବନ୍ୟଜନ୍ତୁ ପଶି ଆସିବା ଭୟରେ ପାହାଡ଼ ତଳିଆ ଗାଁ ଲୋକ । ନିଆଁ କବଳରେ ଏବେ ଜୈବ ମଣ୍ଡଳ ଶିମିଳିପାଳ । ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ପୋଡାଡିହା ରେଂଜ ଅନ୍ତର୍ଗତ ଜେ.ଏସ. ଜାମଡିହା, ପୋଡାଡିହା, ଚକ୍ରଧରପୁର,Continue reading “ଶିମିଳିପାଳର ପୂର୍ବ ପାଦ ଦେଶରେ ଜଳୁଛି ନିଆଁ : ୧୦ରୁ ୧୨ଟି ସ୍ଥାନରେ ଭୟଙ୍କର ହେଲାଣି ପରିସ୍ଥିତି”

Design a site like this with WordPress.com
Get started