କୋଲକାତାରେ ଥିବା ପୂର୍ବ ରେଳପଥ କାର୍ଯ୍ୟାଳୟରେ ଗତକାଲି ରାତିରେ ନିଆଁ ଲାଗି ଏବେ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଗତକାଲି ରାତିରେ ପଶ୍ଚିମବଙ୍ଗ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ମନ୍ତ୍ରୀ ସୁଜିତ ବୋଷ ସୂଚନା ଦେଇ କହିଥିଲେ ଯେ ଏହି ଅଗ୍ନିକାଣ୍ଡରେ ୪ ଜଣ ଅଗ୍ନିଶମ କର୍ମଚାରୀ, ଦୁଇ ଜଣ ଆରପିଏଫ୍ ଯବାନ ଏବଂ ଜଣେ କୋଲକାତା ପୁଲିସ୍ ଏଏସଆଇଙ୍କର ମୃତ୍ୟୁ ଘଟିଛି । ପରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନାContinue reading “କୋଲକାତାର ପୂର୍ବ ରେଳପଥ କାର୍ଯ୍ୟାଳୟରେ ନିଆଁ ଲାଗିବା ଘଟଣା: ଚାଲିଗଲାଣି ୯ଜୀବନ, ଆଗକୁ ବଢିପାରେ ମୃତ୍ୟୁ ସଂଖ୍ୟା”
Author Archives: Raghaba
ଆଜି ପଙ୍କୋଦ୍ଧରା ଏକାଦଶୀ : ଗୋଟାଏ ଦିନ ପାଇଁ ଭକ୍ତଙ୍କୁ ଦର୍ଶନ ଦେବେ ବାବା ଲୋକନାଥ
କନକ ବ୍ୟୁରୋ : ଆଜି ହେଉଛି ପଙ୍କୋଦ୍ଧାରା ଏକାଦଶୀ । ଗୋଟାଏ ଦିନ ପରେ ପାଳିତ ହେବ ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା । ପଙ୍କୋଦ୍ଧାରା ଏକାଦଶୀରେ ବାବା ଲୋକନାଥଙ୍କ ଗମ୍ଭୀରାରୁ ପଙ୍କୋଧରା କାର୍ଯ୍ୟରେ ଶ୍ରଦ୍ଧାର ସହ ସାମିଲ ହୋଇଛନ୍ତିି ଅନେକ ଭକ୍ତ । ବର୍ଷସାରା ମହାପ୍ରଭୁ ଲୋକନାଥ ପାଣି ଭିତରେ ବୁଡ଼ି ରହିଥିବା ବେଳେ ଆଜି ଗୋଟିଏ ଦିନ ହିଁ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ସେଥିପାଇଁ ବର୍ଷେକାଳ ଗମ୍ଭୀରାରେ ପଡ଼ିଥିବା ଫୁଲ, ବେଲପତ୍ର,Continue reading “ଆଜି ପଙ୍କୋଦ୍ଧରା ଏକାଦଶୀ : ଗୋଟାଏ ଦିନ ପାଇଁ ଭକ୍ତଙ୍କୁ ଦର୍ଶନ ଦେବେ ବାବା ଲୋକନାଥ”
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ : ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ ଘରେ ଚଢାଉ
କନକ ବ୍ୟୁରୋ : ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଏକକାଳୀନ ୩ଟି ସ୍ଥାନରେ ଚାଲିଛି ଚଢାଉ ଜାରି ରହିଛି । ବଡଗାଁ ସ୍ଥିତ ପୈତୃକ ଘର, ଲେଫ୍ରିପଡା ସ୍ଥିତ ଅଫିସ ଓ ରଙ୍ଗାଢିପା ସ୍ଥିତ ବାସଭବନରେ ଏକକାଳୀନ ଭାବେ ରେଡ୍ କରିଛି ଭିଜିଲାନ୍ସ ।Continue reading “ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ : ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ ଘରେ ଚଢାଉ”
ଦେଶରେ ଅଦ୍ୟାବଧି ୧୧୨ଟି ପ୍ରଦୂଷିତ ସ୍ଥଳ ରହିଛି : ଓଡିଶାରେ ରହିଛି ଦେଶର ସବୁଠୁ ଅଧିକ ପ୍ରଦୂଷିତ ସ୍ଥଳ; କେନ୍ଦ୍ର ପ୍ରଦୂଷିତ ବୋର୍ଡ ପକ୍ଷରୁ ରିପୋର୍ଟ ପ୍ରକାଶ
କନକ ବ୍ୟୁରୋ : ଓଡିଶାରେ ରହିଛି ଦେଶର ସବୁଠୁ ଅଧିକ ପ୍ରଦୂଷିତ ସ୍ଥଳ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦେଶର ଯେଉଁ ୧୧୨ଟି ସ୍ଥାନ ଚିହ୍ନଟ କରାଯାଇଛି ସେଥିମଧ୍ୟରୁ ସର୍ବାଧିକ ୨୩ଟି ସ୍ଥାନ ଓଡିଶାରେ ରହିଥିବା ଜଣାପଡିଛି । କେନ୍ଦ୍ର ପ୍ରଦୂଷଣ ବୋର୍ଡ ପକ୍ଷରୁ ନିକଟରେ ଏହି ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ, ଦେଶରେ ଅଦ୍ୟାବଧି ୧୧୨ଟି ପ୍ରଦୂଷିତ ସ୍ଥଳ ରହିଛି । ଏହି ସବୁ ପ୍ରଦୂଷିତ ସ୍ଥଳ ଗୁଡିକ ବିଷାକ୍ତ ଓContinue reading “ଦେଶରେ ଅଦ୍ୟାବଧି ୧୧୨ଟି ପ୍ରଦୂଷିତ ସ୍ଥଳ ରହିଛି : ଓଡିଶାରେ ରହିଛି ଦେଶର ସବୁଠୁ ଅଧିକ ପ୍ରଦୂଷିତ ସ୍ଥଳ; କେନ୍ଦ୍ର ପ୍ରଦୂଷିତ ବୋର୍ଡ ପକ୍ଷରୁ ରିପୋର୍ଟ ପ୍ରକାଶ”
ଜବରଦଖଲକାରୀଙ୍କ କବଜାରେ ସରକାରୀ ଜମି । ଡିସିମିଲକୁ ବିକ୍ରି ହେଉଛି ୨ଲକ୍ଷ ଟଙ୍କା
ସହରରେ ଏକର ଏକର ମୂଲ୍ୟବାନ ସରକାରୀ ଜମି ଜବରଦଖଲକାରୀଙ୍କ କବ୍ଜାରେ। କେବଳ ରାଜ୍ୟ ସରକାରଙ୍କର ନୁହେଁ ଆର୍ଏସ୍ପି ଜମିକୁ ମଧ୍ୟ କିଛି ଦଲାଲ, ରାଜନୈତିକ ଦଳର ନେତା, ଅସାମାଜିକ ବ୍ୟକ୍ତି ମାଡ଼ି ବସିଛନ୍ତି। ନିଜର ବ୍ୟକ୍ତିଗତ ଜମି କହି ଅନ୍ୟମାନଙ୍କୁ ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ରାଉରକେଲା ସହର ଭିତରେ ଏବଂ ବାହାରେ ଏଭଳି ବେଆଇନ କାର୍ଯ୍ୟ ଜୋର୍ସୋରରେ ଚାଲିଛି। ଉଭୟ ଜିଲ୍ଲା ପ୍ରଶାସନ ଓ ଆର୍ଏସ୍ପି ସହରସେବା ବିଭାଗ ସେମାନଙ୍କ ବିରୋଧରେContinue reading “ଜବରଦଖଲକାରୀଙ୍କ କବଜାରେ ସରକାରୀ ଜମି । ଡିସିମିଲକୁ ବିକ୍ରି ହେଉଛି ୨ଲକ୍ଷ ଟଙ୍କା”
କୋଲକାତା ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି : ୨ ଆରପିଏଫ୍ ଯବାନ, ଜଣେ ଏଏସଆଇ, ୪ ଅଗ୍ନିଶମ କର୍ମଚାରୀ ମୃତ
କନକ ବ୍ୟୁରୋ : କୋଲକାତାରେ ଥିବା ପୂର୍ବ ରେଳପଥ କାର୍ଯ୍ୟାଳୟରେ ଗତକାଲି ରାତିରେ ନିଆଁ ଲାଗି ଏବେ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଗତକାଲି ରାତିରେ ପଶ୍ଚିମବଙ୍ଗ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ମନ୍ତ୍ରୀ ସୁଜିତ ବୋଷ ସୂଚନା ଦେଇ କହିଥିଲେ ଯେ ଏହି ଅଗ୍ନିକାଣ୍ଡରେ ୪ ଜଣ ଅଗ୍ନିଶମ କର୍ମଚାରୀ, ଦୁଇ ଜଣ ଆରପିଏଫ୍ ଯବାନ ଏବଂ ଜଣେ କୋଲକାତା ପୁଲିସ୍ ଏଏସଆଇଙ୍କର ମୃତ୍ୟୁ ଘଟିଛି। ପରେ ଆଉ ୨ ଜଣଙ୍କର ମୃତ୍ୟୁContinue reading “କୋଲକାତା ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି : ୨ ଆରପିଏଫ୍ ଯବାନ, ଜଣେ ଏଏସଆଇ, ୪ ଅଗ୍ନିଶମ କର୍ମଚାରୀ ମୃତ”
ସାଉଦି ଆରବର ତୈଳ ଭଣ୍ଡାର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ : ବଢ଼ିଲା ଅଶୋଧିତ ତୈଳ ଦର, ବ୍ୟାରେଲ ପିଛା ୭୦ ଡଲାରରୁ ଅଧିକ
କନକ ବ୍ୟୁରୋ : ମହଙ୍ଗା ହେଲା ଅଶୋଧିତ ତୈଳ ଦର । ପୁଣି ବଢ଼ିପାରେ ପେଟ୍ରୋଲ, ଡିଜେଲର ଦାମ୍ । ଦେଶରେ ପେଟ୍ରୋଲ ଓ ହିଜେଲ ଦାମ ଆକାଶ ଛୁଆଁ ସ୍ତରରେ ପହଂଚିଛି । ଏହି ସମୟରେ ବିଶ୍ୱ ସ୍ତରରେ ଏଭଳି ଘଟଣା ଘଟିଛି ଯାହା ଏହି ଦୁଇ ପ୍ରକାର ଇନ୍ଧନ ମୂଲ୍ୟରେ ଆହୁରି ବୃଦ୍ଧିର କାରଣ ହୋଇପାରେ । ବିଶ୍ୱର ଏକ ପ୍ରମୁଖ ଉତ୍ପାଦନକାରୀ ଦେଶ ସାଉଦି ଆରବର କିଛି ତୈଳ ଭଣ୍ଡାର ଉପରେ କ୍ଷେପଣାସ୍ତ୍ରContinue reading “ସାଉଦି ଆରବର ତୈଳ ଭଣ୍ଡାର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ : ବଢ଼ିଲା ଅଶୋଧିତ ତୈଳ ଦର, ବ୍ୟାରେଲ ପିଛା ୭୦ ଡଲାରରୁ ଅଧିକ”
ପୁଲିସ ସାଜିଲା ଚୋର… ଅନ୍ୟ ବାଡିରେ ପଶି ସଜନା ଛୁଇଁ ଚୋରିକଲା ପୋଲିସ । ବିରୋଧ କରିବାରୁ ଦେଖାଇଲେ ନାଲିଆଖି
କନକ ବ୍ୟୁରୋ : ପୁଲିସ ସାଜିଲା ଚୋର । ଚୋର ଧରିବା ବାଲା ଅନ୍ୟ ବାଡିରେ ପସି ଚୋରି କରିଥିବା ଅଭିଯୋଗ ହୋଇଛି । ଗଛରୁ ସଜନା ଛୁଇଁ ଚୋରି କରିଛି ପୋଲିସ। ଏଭଳି ଘଟଣା ଘଟିଛି କଟକ ସିଡିଏ ୭ ନଂ ଅଞ୍ଚଳରେ । ମର୍କତନଗର ଥାନାର ୩ ପୋଲିସ କର୍ମଚାରୀଙ୍କ ଦୁଃବ୍ୟବହାର ଘଟଣାକୁ ନେଇ ଡିସିପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ବାସୁଦେବ ମିଶ୍ର । ବାସୁଦେବଙ୍କ ଅଭିଯୋଗ ମୁତାବକ ତାଙ୍କ ବାସଭବନContinue reading “ପୁଲିସ ସାଜିଲା ଚୋର… ଅନ୍ୟ ବାଡିରେ ପଶି ସଜନା ଛୁଇଁ ଚୋରିକଲା ପୋଲିସ । ବିରୋଧ କରିବାରୁ ଦେଖାଇଲେ ନାଲିଆଖି”
ଦ୍ୱୈତ ନଗରୀର ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ : ଅପରାଧ ନିୟନ୍ତ୍ରଣ ହେବା ବଡ଼ ଆହ୍ୱାନ; ପ୍ରଶ୍ନ, କାର୍ଯ୍ୟକାରୀ ହେବ ତ ବିଦାୟୀ ସିପିଙ୍କ ଯୋଜନା
କନକ ବ୍ୟୁରୋ : କଟକ- ଭୁବନେଶ୍ୱର ଟ୍ୱିନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ । ଦିନ ୩ଟା ୩୦ରେ ଦାୟିତ୍ୱ ଗ୍ରହଣ କରିବେ ସୌମେନ୍ଦ୍ର ପ୍ରିୟଦର୍ଶୀ । ଅପରାଧ ନିୟନ୍ତ୍ରଣ ହେବା ବଡ଼ ଆହ୍ୱାନ । ନୂଆ ଦାୟିତ୍ୱ ନେଇଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ସୌମେନ୍ଦ୍ର । ୧୯୯୫ ବ୍ୟାଚର ଏହି ଆଇପିଏସ ଅଫିସର ବିଭିନ୍ନ ସମୟରେ ସରକାରଙ୍କ ପାଇଁ ସଙ୍କଟ ମୋଚକ ସାଜିଛନ୍ତି ।Continue reading “ଦ୍ୱୈତ ନଗରୀର ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ : ଅପରାଧ ନିୟନ୍ତ୍ରଣ ହେବା ବଡ଼ ଆହ୍ୱାନ; ପ୍ରଶ୍ନ, କାର୍ଯ୍ୟକାରୀ ହେବ ତ ବିଦାୟୀ ସିପିଙ୍କ ଯୋଜନା”
ମୟୂରଭଞ୍ଜ ଜାତୀୟ ରାଜପଥ ଅରବିନ୍ଦ ସ୍କୁଲ ନିକଟରେ ଦୁର୍ଘଟଣା : ବସକୁ ଧକ୍କା ଦେଲା କଣ୍ଟେନର ୩ଗୁରୁତର, ୧୦ ଆହତ
କନକ ବ୍ୟୁରୋ : କଂଟେନର ଧକ୍କା ଦେଲା ଯାତ୍ରୀବାହୀ ବସ । ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଜାତୀୟ ରାଜପଥ ଅସନା ଅରବିନ୍ଦ ସ୍କୁଲ ନିକଟରେ ଘଟିଛି ଦୁର୍ଘଟଣା । ଘଟଣାରେ ୩ଜଣ ଗୁରୁତର ଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି । ମଧୁସ୍ମିତା ନାମକ ଯାତ୍ରୀବାହୀ ବସଟି ଅନୁଗୁଳରୁ ବାରିପଦା ଅଭିମୁଖେ ଯାଉଥିବା ସମୟରେ ଅସନା ଗ୍ରାମ ନିକଟ ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ସମୟରେ ଏକ ମାଲବାହୀ କଂଟେନର ପଛପଟୁ ଧକ୍କା ଦେଇଥିଲାContinue reading “ମୟୂରଭଞ୍ଜ ଜାତୀୟ ରାଜପଥ ଅରବିନ୍ଦ ସ୍କୁଲ ନିକଟରେ ଦୁର୍ଘଟଣା : ବସକୁ ଧକ୍କା ଦେଲା କଣ୍ଟେନର ୩ଗୁରୁତର, ୧୦ ଆହତ”