କନକ ବ୍ୟୁରୋ : କଟକ- ଭୁବନେଶ୍ୱର ଟ୍ୱିନ୍ ସିଟିର ନୂଆ ପୁଲିସ କମିଶନର- ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ । ହଠାତ୍ ପୁଲିସ କମିଶନରଙ୍କୁ ବଦଳି କରାଯାଇ କାହିଁକି ସୌମେନ୍ଦ୍ରଙ୍କୁ ଦାୟିତ୍ୱ ଦିଆଗଲା, ତାହାକୁ ନେଇ ଚର୍ଚ୍ଚା ଚାଲିଛି । କିନ୍ତୁ ଏହି ପୁଲିସ ଅଧିକାରୀଙ୍କ ଦକ୍ଷତା ଓ କାର୍ଯ୍ୟଶୈଳୀ, ଅନେକ ସମୟରେ ସରକାରଙ୍କୁ ସମସ୍ୟାରୁ ବଂଚାଇ ଦେଇଛି । ବୋଧହୁଏ ସେହି କାରଣ ପାଇଁ ସରକାର ତାଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି । I have relinquished chargeContinue reading “ସୁଧାଂଶୁଙ୍କ ସ୍ଥାନରେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ପୁଲିସ କମିଶନର ପଦ : ସୌମେନ୍ଦ୍ର କହିଲେ, ସରକାର ଗୁରୁଦାୟିତ୍ୱ ଦେଇଥିବାରୁ ଧନ୍ୟବାଦ”
Author Archives: Raghaba
ଜଙ୍ଗଲ ନିଆଁ ଲିଭାଇବା ପାଇଁ ଅଣ୍ଟା ଭିଡିଛନ୍ତି ମହିଳା ଫରେଷ୍ଟର ସ୍ନେହଲତା । ପ୍ରତିଦିନ ୧୦ କିଲୋମିଟର ଚାଲି ଚାଲି ଲିଭାଉଛନ୍ତି ନିଆଁ
ଜଳୁଛି ଶିମିଳିପାଳ । ଜଙ୍ଗଲ ବଞ୍ଚାଇବା ପାଇଁ ଏବେ ଗୋଟିଏ ସ୍ୱର ତୀବ୍ର ହେଉଛି, ତାହା ହେଉଛି ‘ସେଭ୍ ଶିମିଳିପାଳ’ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଆସୁଛି, ଶିମିଳିପାଳକୁ ରକ୍ଷା କରିବା ପାଇଁ ସରକାରଙ୍କ ପଖରେ ସମସ୍ତେ ନିବେଦନ କରୁଛନ୍ତି । କିନ୍ତୁ ଏହାରି ମଧ୍ୟରେ ଜଣେ ମହିଳା ଫରେଷ୍ଟରଙ୍କର କଥା ସାମ୍ନାକୁ ଆସିଛି । ଯିଏ ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ମୟୂରଭଂଜ ଜିଲ୍ଲା ଅଧୀନ ଶିମିଳିପାଳରେ ନିଆଁ ଲାଗିଛି। ଏନେଇContinue reading “ଜଙ୍ଗଲ ନିଆଁ ଲିଭାଇବା ପାଇଁ ଅଣ୍ଟା ଭିଡିଛନ୍ତି ମହିଳା ଫରେଷ୍ଟର ସ୍ନେହଲତା । ପ୍ରତିଦିନ ୧୦ କିଲୋମିଟର ଚାଲି ଚାଲି ଲିଭାଉଛନ୍ତି ନିଆଁ”
ଟିଏମସି- ବିଜେପି କଡା ଟକ୍କର ଭିତରେ ପୁଣି ଶାସନ ଗାଦିରେ ବସିପାରନ୍ତି ଦିଦି : ଟାଇମ୍ ନାଓ-ସିଭୋଟର ଓପିନିଅନ୍ ପୋଲରେ ସଂକେତ
କନକ ବ୍ୟୁରୋ : ପଶ୍ଚିମ ବଙ୍ଗର ନିର୍ବାଚନ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ଓପିନିଅନ୍ ପୋଲର ମତାମତ ସମସ୍ତଙ୍କୁ ଚକିତ କରିଦେଲା ଭଳି ତଥ୍ୟ ସାମ୍ନାକୁ ଆଣିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନ ଘନ ପ୍ରଚାର ସତ୍ୱେ ପଶ୍ଚିମ ବଙ୍ଗରେ ବାଜିମାରିବାକୁ ଯାଉଛି ତୃଣମୂଳ କଂଗ୍ରେସ । ଏଭଳି କିଛି ପୂର୍ବାନୁମାନ କରିଛି ଟାଇମ୍ସ ନାଓ ଓ ସିଭୋଟର ସଂସ୍ଥା । ତେବେ ଦିଦିଙ୍କ ବିଜୟ ପଥ ସୁଗମ ନୁହେଁ ବୋଲି ମଧ୍ୟContinue reading “ଟିଏମସି- ବିଜେପି କଡା ଟକ୍କର ଭିତରେ ପୁଣି ଶାସନ ଗାଦିରେ ବସିପାରନ୍ତି ଦିଦି : ଟାଇମ୍ ନାଓ-ସିଭୋଟର ଓପିନିଅନ୍ ପୋଲରେ ସଂକେତ”
ଶିମିଳିପାଳ ନିଆଁ ରୋକିବାକୁ ଘଟଣାସ୍ଥଳରେ ଦୁଇଟି ଓଡ୍ରାଫ ଟିମ୍ : ବାରିପଦାର ପିଠାବଟା ରେଂଜ ଓ ଯଶିପୁର ରେଂଜରେ ହେଲେ ମୁତୟନ
କନକ ବ୍ୟୁରୋ : ଶିମିଳିପାଳ ନିଆଁ ସରକାରଙ୍କ ଚିନ୍ତା ବଢାଇଛି । ଏହାକୁ ରୋକିବା ପାଇଁ ଏକ ବଡ ପଦକ୍ଷେପ ବି ନେଇଛନ୍ତି ସରକାର । ଏକ ୯ ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର । ଜଙ୍ଗଳ ନିଆଁ ଲିଭା କାମ ଉପରେ ନଜର ରଖିବ ଏହି ଟିମ୍ । ସେପଟେ ନିଆଁ ଲିଭା କାମରେ ସହାୟତା କରିବା ପାଇଁ ୩୦ ଜଣିଆ ଦୁଇଟି ଓଡ୍ରାଫ୍ ଟିମ୍ ମୟୂରଭଂଜରେ ପହଂଚିଛନ୍ତି । ସେମାନଙ୍କ ମଧ୍ୟରୁContinue reading “ଶିମିଳିପାଳ ନିଆଁ ରୋକିବାକୁ ଘଟଣାସ୍ଥଳରେ ଦୁଇଟି ଓଡ୍ରାଫ ଟିମ୍ : ବାରିପଦାର ପିଠାବଟା ରେଂଜ ଓ ଯଶିପୁର ରେଂଜରେ ହେଲେ ମୁତୟନ”
ଆଇଆଇଟି-ଜେଇଇ ମେନ୍ ପରୀକ୍ଷା ଫଳ : ୯୯ ଦଶମିକ ୯ ସ୍କୋର ସହ ଓଡିଶା ଟପ୍ପର ହେଲେ ଗୌତମ ଦାସ
କନକ ବ୍ୟୁରୋ :ଜେଇଇ ମେନ୍ର ବିଟେକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏନଟିଏ ପକ୍ଷରୁ ପ୍ରକାଶ ପାଇଥିବା ଏହି ରେଜଲ୍ଟ ଅନୁସାରେ ଚଳିତ ବର୍ଷ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି । ତାଲିକାରେ ଓଡିଶାର ଗୌତମ ଦାସ ୯୯ ଦଶମିକ ୯୯ ସ୍କୋର କରି ରାଜ୍ୟ ଟପ୍ପର ହୋଇଛନ୍ତି । ପରୀକ୍ଷା ଲାଗି ୬.୫୨ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୬ ଲକ୍ଷ ୨୦ ହଜାର ୯୭୮ ଜଣ ପରୀକ୍ଷାContinue reading “ଆଇଆଇଟି-ଜେଇଇ ମେନ୍ ପରୀକ୍ଷା ଫଳ : ୯୯ ଦଶମିକ ୯ ସ୍କୋର ସହ ଓଡିଶା ଟପ୍ପର ହେଲେ ଗୌତମ ଦାସ “
ନାବାଳିକା ପୀଡିତାକୁ ବିବାହ ପ୍ରସ୍ତାବ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ସ୍ପଷ୍ଟୀକରଣ । କହିଲେ ସେଭଳି କୌଣସି ପ୍ରସ୍ତାବ ଦେଇନଥିଲେ ଖଣ୍ଡପୀଠ ।
କନକ ବ୍ୟୁରୋ: ବଳାତ୍କାରର ଶିକାର ହୋଇଥିବା ପୀଡିତାଙ୍କୁ ବିବାହ କରିବାକୁ, କୌଣସି ବଳାକ୍ରାରୀଙ୍କୁ ମୁଁ କେବେ ବି କହିନାହିଁ । ଆଜି ଏନେଇ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ । ଏକ ବଳାକ୍ରାର ମାମଲାରେ ଅଭିଯୁକ୍ତର ଜାମିନ ଶୁଣାଣି ସମୟରେ ଏକ ରାୟକୁ ନେଇ ବିବାଦ ସୃଷ୍ଟି ହେବା ପରେ, ଆଜି ଏ ନେଇ ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ଏହା ସହିତ ଏକ ଅନୁଷ୍ଠାନ ଭାବେContinue reading “ନାବାଳିକା ପୀଡିତାକୁ ବିବାହ ପ୍ରସ୍ତାବ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ସ୍ପଷ୍ଟୀକରଣ । କହିଲେ ସେଭଳି କୌଣସି ପ୍ରସ୍ତାବ ଦେଇନଥିଲେ ଖଣ୍ଡପୀଠ ।”
କରୋନା ଲଢେଇରେ ଆଉ ପାଦେ ଆଗେଇଲା ଭାରତ ବାୟୋଟେକ । ହାଇଦ୍ରାବାଦରେ ନାଜାଲ ଭାକସିନର ଜରୁରୀକାଳିନ ପରୀକ୍ଷଣ ଆରମ୍ଭ ।
କନକ ବ୍ୟୁରୋ: କରୋନା ବିରୋଧୀ ଲଢେଇରେ ଆଉ ପାଦେ ଆଗେଇଲା ଭାରତ ବାୟୋଟେକ୍ । ଦେଶରେ ଭାରତ ବାୟୋଟେକର ନାଜାଲ ଭାକସିନ୍ ବା ନାକରେ ଦିଆଯିବାକୁ ଥିବା ଟିକାର ଜରୁରୀକାଳୀନ ବ୍ୟାବହାରିକ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି । ହାଇଦ୍ରାବାଦରୁ ଏହି ପରୀକ୍ଷଣ ଆରମ୍ଭ ହୋଇଛି । ଗତ ଶୁକ୍ରବାର ପ୍୍ରଥମେ ଦୁଇ ଜଣ କରୋନା ରୋଗୀଙ୍କ ଠାରେ ଏହି ନାଜାଲ ଭାକସିନକୁ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଇଛି । ଭାରତ ବାୟୋଟେକର ଏହିContinue reading “କରୋନା ଲଢେଇରେ ଆଉ ପାଦେ ଆଗେଇଲା ଭାରତ ବାୟୋଟେକ । ହାଇଦ୍ରାବାଦରେ ନାଜାଲ ଭାକସିନର ଜରୁରୀକାଳିନ ପରୀକ୍ଷଣ ଆରମ୍ଭ ।”
ବ୍ରିଟେନ ରାଜ ପରିବାରର ଗୁମର ଖୋଲିଲେ ବୋହୂ ମେଘନ ମର୍କେଲ । ସାକ୍ଷାତକାରରେ କହିଲେ , ରାଜ ପରିବାରରେ ଯାହା ଭାବନ୍ତି, ତାହା ଘଟେନାହିଁ ।
କନକ ବ୍ୟୁରୋ: ବ୍ରିଟିଶ ରାଜ ପରିବାରକୁ ନେଇ ସମସ୍ତଙ୍କୁ ଚକିତ କଲା ଭଳି ଖୁଲାସା କରିଛନ୍ତି ବ୍ରିଟେନ ଯୁବରାଜ ପ୍ରିନ୍ସ ହ୍ୟାରୀଙ୍କ ପତ୍ନୀ ମେଘନ ମାର୍କେଲ । ଜଣେ ବିଶିଷ୍ଟ ସାମ୍ବାଦିକା ଓପରା ୱିନଫ୍ରେଙ୍କ ସାକ୍ଷାତକାରରେ ମେଘନ କହିଛନ୍ତି, ସେ ଗୋଟେ ସମୟରେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ । ବ୍ରିଟିଶ ରାଜ ପରିବାରରେ ଏଭଳି ଏକ ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । କିନ୍ତୁ ଏହି ସାକ୍ଷାତକାରରେ ପୁରା ଘଟଣା ବୟାନ କରିଛନ୍ତି ମେଘନ ମାର୍କେଲContinue reading “ବ୍ରିଟେନ ରାଜ ପରିବାରର ଗୁମର ଖୋଲିଲେ ବୋହୂ ମେଘନ ମର୍କେଲ । ସାକ୍ଷାତକାରରେ କହିଲେ , ରାଜ ପରିବାରରେ ଯାହା ଭାବନ୍ତି, ତାହା ଘଟେନାହିଁ ।”
ସୁଧାଂଶୁଙ୍କ ବଦଳରେ ସୌମେନ୍ଦ୍ର ହେଲେ ନୂଆ ପୋଲିସ କମିଶନର । ପ୍ରଶ୍ନ ଉଠିଲା, କାହିଁକି ବଦଳିଲେ ଟ୍ୱିନ-ସିଟି ପୋଲିସ କମିଶନର?
କନକ ବ୍ୟୁରୋ: ପୁଲିସ୍ କମିଶନର ଦାୟିତ୍ୱରୁ ଯାଇଛନ୍ତି ସୁଧାଂଶୁ ଷଡଙ୍ଗୀ । ଆଉ ନୂଆ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ଦେଲେ ସରକାର । ହଠାତ୍ କମିଶନରେଟ୍ ପୋଲିସର ସର୍ବୋର୍ଚ୍ଚ ସ୍ତରରେ ବଦଳି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କାହିଁକି ନା, ନିକଟରେ ବେଶ୍ ଚର୍ଚ୍ଚାକୁ ଆସିଥିଲେ ସୁଧାଂଶୁ ଷଡଙ୍ଗୀ । ଗୋଟିଏ ଥିଲା ୧୯୯୯ ମସିିହା ଗଣଦୁଷ୍କର୍ମ ମାମଲାରେ ୨୨ ବର୍ଷ ପରେ ବିବନ ବିଶ୍ୱାଳକୁ ଗିରଫ କରିବାର ସଫଳତା ଏବଂ ଆଉ ଗୋଟିଏContinue reading “ସୁଧାଂଶୁଙ୍କ ବଦଳରେ ସୌମେନ୍ଦ୍ର ହେଲେ ନୂଆ ପୋଲିସ କମିଶନର । ପ୍ରଶ୍ନ ଉଠିଲା, କାହିଁକି ବଦଳିଲେ ଟ୍ୱିନ-ସିଟି ପୋଲିସ କମିଶନର?”
ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା । ପ୍ରତିବାଦରେ ୧୨ ଘଣ୍ଟା ପାଇଁ ମୟୂରଭଞ୍ଜ ବନ୍ଦ ଡାକରା ।
କନକ ବ୍ୟୁରୋ: ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣା । ୧୨ ଘଣ୍ଟା ପାଇଁ ମୟୂରଭଞ୍ଜ ବନ୍ଦ ଡାକରା ଦେଲା ଭଞ୍ଜ ସେନା । ଆସନ୍ତା ୧୦ ତାରିଖରେ ସାରା ଜିଲ୍ଲାରେ ବନ୍ଦ ପାଳନ କରିବାକୁ ମୟୂରଭଞ୍ଜର ଯୁବ ସଂଗଠନ ଭଞ୍ଜ ସେନା ଆହ୍ୱାନ କରିଛି । ଗତ ଦୁଇ ଦୁଇ ସପ୍ତାହ ହେଲା ଶିମିଳିପାଳ ଜଳୁଛି, ଯାହାକୁ ଲିଭାଇବାକୁ ପ୍ରଶାସନ ସେତେଟା ତତ୍ପରତା ପ୍ରକାଶ କରୁନି ବୋଲି ଅଭିଯୋଗ କରି ଭଞ୍ଜସେନା ଏହି ବନ୍ଦ ଡାକରାContinue reading “ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା । ପ୍ରତିବାଦରେ ୧୨ ଘଣ୍ଟା ପାଇଁ ମୟୂରଭଞ୍ଜ ବନ୍ଦ ଡାକରା ।”