କନକ ବ୍ୟୁରୋ : ଆଜି ଅର୍ନ୍ତଜାତୀୟ ମହିଳା ଦିବସ । ଚୁଜ୍-ଟୁ-ଚ୍ୟାଲେଞ୍ଜ ବା ଆହ୍ୱାନକୁ ଗ୍ରହଣ କରନ୍ତୁ, ଏହି ସ୍ଲୋଗାନ୍ ଦେଇ ଚଳିତବର୍ଷ ବିଶ୍ୱ ପାଳବ ମହିଳା ଆର୍ନ୍ତଜାତୀୟ ଦିବସ । ଠିକ୍ ଏମିତି ବେଳେ ଏଥିରେ ମହିଳା ଦିବସ ପାଳନକୁ ନେଇ ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ବେଶ୍ ଉତ୍ସାହିତ । କାରଣ, ମହିଳାର ପରିଚୟ ଏବଂ ନାରୀତ୍ୱର ପରିଚୟ ନେଇ ଖୁବ୍ ଗର୍ବ କରନ୍ତି ଟ୍ରାନ୍ସଜେଣ୍ଡର । ମହିଳା ଦିବସ ଅବସରରେ ବେଶ ଉତ୍ସାହର ସହ ଏହିContinue reading “ମହିଳା ଶକ୍ତିର ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ମହିଳା ଦିବସ : ଚଳିତ ବର୍ଷର ବାର୍ତ୍ତା ରହିଛି ଚୁଜ୍-ଟୁ-ଚ୍ୟାଲେଞ୍ଜ ବା ଆହ୍ୱାନକୁ ଗ୍ରହଣ କରିବାର ଚ୍ୟାଲେଞ୍ଜ”
Author Archives: Raghaba
ସାଇବର ଠକେଇର ନୂଆ ଫର୍ମୁଲା : ରୋଜଗାର ଦେବା ନାଁରେ ଯୁବକ-ଯୁବତୀଙ୍କୁ ଚୁନା ଲଗାଇଲେ ସାଇବର ଠକ
କନକ ବ୍ୟୁରୋ : ସୁପର ଲାଇକ୍ ଆପ୍ । ଲୋକଙ୍କୁ କୁହାଗଲା ସୋସିଆଲ ମିଡିଆରେ ଲାଇକ୍ କଲେ ମିଳିବ ହଜାର ହଜାର ଟଙ୍କା । ସହଜ ରୋଜଗାର ପନ୍ଥା ଦେଖି ଏଥିରେ ଫସିଗଲେ ଖୋର୍ଦ୍ଧା କୁହୁଡି ଗାଁର ଅନେକ ଶିକ୍ଷିତ ଯୁବକ ଯୁବତୀ । ଠକେଇର ଜାଲ ବିଛାଇଥିଲା ସୁପର ଲାଇକ୍ ରିକ୍ରୁମେଂଟ କମ୍ ଆଣ୍ଡ ଅର୍ଣ୍ଣ ନାମକ ଏକ ଠକ କମ୍ପାନୀ । ଦୈନିକ ରୋଜଗାରର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଯାଇଛନ୍ତି ।Continue reading “ସାଇବର ଠକେଇର ନୂଆ ଫର୍ମୁଲା : ରୋଜଗାର ଦେବା ନାଁରେ ଯୁବକ-ଯୁବତୀଙ୍କୁ ଚୁନା ଲଗାଇଲେ ସାଇବର ଠକ”
ନିଆଁ ଆଁରେ ସାତକୋଶିଆ ଜୈବି ବିବିଧତା… ବଢୁଛି ନିଆଁ, ଗୋଟିଏ ଦିନରେ ଜଳିଗଲା ୯୨ଟି ଜଙ୍ଗଲ ଅଞ୍ଚଳ
ଗତ ସପ୍ତାହକ ଭିତରେ ସାତକୋଶିଆ ଯେତିକି ଜଙ୍ଗଲ ଜଳିଥିଲା, ଆଜି ଗୋଟିଏ ଦିନରେ ପ୍ରାୟ ସେତିକି ନିଆଁ ଲାଗିଛି । ହୁତ୍ ହୁତ୍ ହୋଇ ସାତକୋଶିଆ ଜଳୁଛି । ଜୈବ ବିବିଧତା ଭରା ଏହି ଅଭୟାରଣ୍ୟ ଏବଂ ଜୀବଜନ୍ତୁ ନିଆଁ ମୁହଁକୁ ଠେଲି ହୋଇଯାଇଛନ୍ତି। ଗତକାଲି ସୁଦ୍ଧା ସାତକୋଶିଆର ୧୨୪ଟି ଜଙ୍ଗଲ ଅଞ୍ଚଳ ଜଳୁଥିବା ସାଟେଲାଇଟ୍ ତଥ୍ୟ ଦେଇଥିବା ବେଳେ ଆଜି ରବିବାର ଦିନ ୯୨ଟି ଜଙ୍ଗଲ ଅଞ୍ଚଳ ଜଳୁଥିବା କଥା ସାଟେଲାଇଟ୍ ତଥ୍ୟ ଦେଇଛି। ବିଶେଷContinue reading “ନିଆଁ ଆଁରେ ସାତକୋଶିଆ ଜୈବି ବିବିଧତା… ବଢୁଛି ନିଆଁ, ଗୋଟିଏ ଦିନରେ ଜଳିଗଲା ୯୨ଟି ଜଙ୍ଗଲ ଅଞ୍ଚଳ”
ଆଜିଠୁ ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା : ୧୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ଏପରି ତାତି
ଆଜିଠୁ ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା । ପାରଦ ୪୦ ଅତିକ୍ରମ କରିବା ସହ ଗରମ କ୍ରମାଗତ ବୃଦ୍ଧି ପାଇବ । ଟିଟିଲାଗଡ଼, ଅନୁଗୁଳ ଓ ମାଲକାନଗିରି ଭଳି ଦକ୍ଷିଣ ଆଭ୍ୟନ୍ତରୀଣ ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନରେ ଭୀଷଣ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ତାତି ଏପରି ଲାଗି ରହିବ । ଏହି ସମୟରେ ତାପମାତ୍ରା ୪୦ରୁ ୪୨ ଡିଗ୍ରି ମଧ୍ୟରେ ରହିବ । ରାତିର ତାପମାତ୍ରାରେ ମଧ୍ୟ ବୃଦ୍ଧି ଘଟିବ; ୧୨ତାରିଖContinue reading “ଆଜିଠୁ ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା : ୧୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ଏପରି ତାତି”
ବ୍ରହ୍ମପୁର ଝାଡାଙ୍ଗକୁଲି ଛକ ନିକଟରେ ହତ୍ୟାକାଣ୍ଡ । ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର।
କନକ ବ୍ୟୁରୋ: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ସାତକୁଟୁଣୀ ଗ୍ରାମ ଛକରେ ରାତି ପ୍ରାୟ ୯ଟା ବେଳେ ଖଣ୍ଡା ବୁଲିଛି। କିଛି ଦୁର୍ବୃତ୍ତ ଝାଡ଼ାଙ୍କୋଲି ଗ୍ରାମର କୋରା ସେଠୀ ଓ ପୁଅ ପ୍ରଶାନ୍ତ ସେଠୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ବାପା କୋରାଙ୍କ ମୃତ୍ୟୁ ଘଟିଛି। ପୁଅ ପ୍ରଶାନ୍ତ ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି।Continue reading “ବ୍ରହ୍ମପୁର ଝାଡାଙ୍ଗକୁଲି ଛକ ନିକଟରେ ହତ୍ୟାକାଣ୍ଡ । ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର।”
କରୋନା ମହାମାରୀ ବିରୋଧରେ ଭାରତର ଭୂମିକାକୁ ପ୍ରଶଂସା କଲେ ଆମେରିକାର ବୈଜ୍ଞାନିକ । ଡକ୍ଟର ପିଟର ହଟେଜ୍ କହିଲେ, ବିଶ୍ୱକୁ ବଂଚାଇଛି ଭାରତ ।
କନକ ବ୍ୟୁରୋ: ବିଶ୍ୱକୁ ବଂଚାଇଛି ଭାରତ । କରୋନା ମହାମାରୀଠାରୁ ସାରା ପୃଥିବୀର ଲୋକଙ୍କୁ ଭାରତ ବଂଚାଇ ପାରିଛି । କରୋନା ଟିକା ଏବଂ ଟିକା ବିତରଣକୁ ନେଇ ଏହି ବୟାନ ରଖିଛନ୍ତି ଆମେରିକାର ଜଣେ ବରିଷ୍ଠ ବୈଜ୍ଞାନିକ । ଅନେକ ଦେଶକୁ ଭାରତ ଟିକା ଦେଇଥିବା ବେଳେ ଆହୁରି ଅନେକ ଦେଶ ଭାରତକୁ ଟିକା ଦେବାକୁ ଅନୁରୋଧ କରୁଛନ୍ତି । ସେହିପରି ବିଶ୍ୱ ଫାର୍ମାସୀର ପ୍ରାଣକେନ୍ଦ୍ର ହେଉଛି ଭାରତ । ଔଷଧ ଏବଂ ଟିକା ସମ୍ପର୍କରେContinue reading “କରୋନା ମହାମାରୀ ବିରୋଧରେ ଭାରତର ଭୂମିକାକୁ ପ୍ରଶଂସା କଲେ ଆମେରିକାର ବୈଜ୍ଞାନିକ । ଡକ୍ଟର ପିଟର ହଟେଜ୍ କହିଲେ, ବିଶ୍ୱକୁ ବଂଚାଇଛି ଭାରତ ।”
ସକାଳକୁ ସରିଯାଏ ରାତିରେ ବସୁଥିବା ହାଟ । ଓଡିଶାର ଭାତହାଣ୍ଡି ବରଗଡର ରାତିର ହାଟକୁ ନେଇ ଚାରିଆଡେ ଜୋର ଧରିଛି ଚର୍ଚ୍ଚା ।
କନକ ବ୍ୟୁରୋ: ଚାଷ ଓ ଚାଷୀକୁ ନେଇ ସବୁବେଳେ ଚର୍ଚ୍ଚାରେ ବରଗଡ଼ ଜିଲ୍ଲା । ଏମିତି କି ଚାଷ ପାଇଁ ଓଡ଼ିଶାର ଭାତହାଣ୍ଡି ମଧ୍ୟ କୁହାଯାଏ ବରଗଡ଼ ଜିଲ୍ଲାକୁ । ଧାନଠୁ ଆରମ୍ଭ କରି ପନିପରିବା ଚାଷ ପାଇଁ ମଧ୍ୟ ବେଶ ଚର୍ଚ୍ଚିତ ଏ ଜିଲ୍ଲା । ସେଥି ମଧ୍ୟରୁ ଏବେ ବରଗଡ଼ ଜିଲ୍ଲାର ବାରର୍ହାଗୁଡା ପନିପରିବା ମାର୍କେଟ ବେଶ ଚର୍ଚ୍ଚିତ କାରଣ ଏହି ମାର୍କେଟ ରାତିରେ ଆରମ୍ଭ ହୁଏ ଦିନରେ ସରିଯାଏ । ଏହି ମାର୍କେଟରContinue reading “ସକାଳକୁ ସରିଯାଏ ରାତିରେ ବସୁଥିବା ହାଟ । ଓଡିଶାର ଭାତହାଣ୍ଡି ବରଗଡର ରାତିର ହାଟକୁ ନେଇ ଚାରିଆଡେ ଜୋର ଧରିଛି ଚର୍ଚ୍ଚା ।”
ରାଜକନିକାର ମହିଳା ଗୋଷ୍ଠୀଙ୍କ ସଫଳ ହୋଇଛି ଉଦ୍ୟମ । ପନିପରିବା ଚାଷକୁ ଆପଣେଇଲେ ମହିଳା; ୨୫ ଏକର ଜମିରେ ଫଳାଉଛନ୍ତି କୁଇଂଟାଲ କୁଇଂଟାଲ ପରିବା ।
କନକ ବ୍ୟୁରୋ: ବଜାରର ଅଭାବ ଯୋଗୁଁ ଚାଷ କାମରୁ ମନ ଫେରାଉଛନ୍ତି ଲୋକେ । ମାତ୍ର ଏଭଳି ପରିସ୍ଥିତିରେ ମହିଳାମାନେ ଚାଷ କାମ କରି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ କରିବା ଖବର ନିଶ୍ଚିତ ସମସ୍ତଙ୍କ ପାଇଁ ପ୍ରେରଣା ସାଜିବ । ରାଜକନିକା ଅଂଚଳର ୧୭୦ ମହିଳା ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ପାରିମକୁନ୍ଦପୁର ଗାଁର ମା ପାଟବାଲି ଉତ୍ପାଦକ ଗ୍ରୁପର ପ୍ରାୟ ୧୭୦ଜଣ ମହିଳାମାନେContinue reading “ରାଜକନିକାର ମହିଳା ଗୋଷ୍ଠୀଙ୍କ ସଫଳ ହୋଇଛି ଉଦ୍ୟମ । ପନିପରିବା ଚାଷକୁ ଆପଣେଇଲେ ମହିଳା; ୨୫ ଏକର ଜମିରେ ଫଳାଉଛନ୍ତି କୁଇଂଟାଲ କୁଇଂଟାଲ ପରିବା ।”
ଦାଦନ ନୁହେଁ ଚାଷ ପାଲଟିଛି ରୋଜଗାରର ନୂଆ ପନ୍ଥା । ଚିତ୍ରକୋଣ୍ଡାର ସୁବର୍ଣ୍ଣା ପାଲଟିଛନ୍ତି ଅନ୍ୟଙ୍କ ପାଇଁ ପ୍ରେରଣା ।
କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ସବୁଠୁ ଦୁର୍ଗମ ଓ ମାଓପ୍ରବଣ ଅଂଚଳ । ଏଠାରେ ରହୁଥିବା ୯୦ ପ୍ରତିଶତ ଅଧିବାସୀ ଆଦିବାସୀ ସମ୍ପ୍ରଦାୟ । ଆଉ ଏମାନେ ନିଜର ଗୁଜୁରାଣ ମେଂଟାଇବା ପାଇଁ ଧାନ, ମାଣ୍ଡିଆ, ସୁଆଁ ଆଦି ଚାଷ କରନ୍ତି । ଅନ୍ୟ ସମୟରେ ଅନେକ ଲୋକ ଦାଦନ ଖଟିବାକୁ ପଡୋଷୀ ରାଜ୍ୟକୁ ମଧ୍ୟ ଯାଆନ୍ତି । ମାତ୍ର ଏବେ ସ୍ଥିତିରେ ପରିବର୍ତନ ହେଉଛି । ଦାଦନ ଖଟିବା ପରିବର୍ତ୍ତେ ନିଜ ବାଡିରେ ଚାଷContinue reading “ଦାଦନ ନୁହେଁ ଚାଷ ପାଲଟିଛି ରୋଜଗାରର ନୂଆ ପନ୍ଥା । ଚିତ୍ରକୋଣ୍ଡାର ସୁବର୍ଣ୍ଣା ପାଲଟିଛନ୍ତି ଅନ୍ୟଙ୍କ ପାଇଁ ପ୍ରେରଣା ।”
ଭିତ୍ତିଭୂମି ଓ ପ୍ରୋତ୍ସାହନ ଅଭାବରୁ ଲଙ୍କାଚାଷରୁ ମୁହଁ ଫେରାଉଛନ୍ତି କୁଚିଣ୍ଡାର ଚାଷୀ । ପୁଣି ଚାଷୀଙ୍କୁ ମୂଳ ବେଉସାକୁ ଫେରାଇବା ପାଇଁ ଉଦ୍ୟମ କରୁଛନ୍ତି ସରକାର ।
କନକ ବ୍ୟୁରୋ: ବାମଣ୍ଡାର ଲଙ୍କା ଚାଷ ସାରା ରାଜ୍ୟରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ବେଳେ ଏଠାକାର ଲଙ୍କା ରାଜ୍ୟ ବାହାରକୁ ମଧ୍ୟ ରପ୍ତାନୀ ହୋଇଥାଏ । ତେବେ ଗତ କିଛି ବର୍ଷ ହେବ କୁଚିଣ୍ଡା ତଥା ଆଖପାଖ ଅଂଚଳର ଚାଷୀ ଲଙ୍କା ଚାଷରୁ ମନ ଫେରାଇ ନେଲେଣି । ଆବଶ୍ୟକ ଭିତିଭୂମିର ଅଭାବ ସାଙ୍ଗକୁ ଜଳସେଚନର ଅସୁବିଧା କାରଣରୁ ଚାଷୀ ଆଉ ଚାହିଦା ମୁତାବକ ଲଙ୍କା ଚାଷ କରୁନଥିବା ବେଳେ ଏବେ ଆଦିବାସୀଙ୍କୁ ପ୍ରୋତ୍ସାହନ ମାଧ୍ୟମରେContinue reading “ଭିତ୍ତିଭୂମି ଓ ପ୍ରୋତ୍ସାହନ ଅଭାବରୁ ଲଙ୍କାଚାଷରୁ ମୁହଁ ଫେରାଉଛନ୍ତି କୁଚିଣ୍ଡାର ଚାଷୀ । ପୁଣି ଚାଷୀଙ୍କୁ ମୂଳ ବେଉସାକୁ ଫେରାଇବା ପାଇଁ ଉଦ୍ୟମ କରୁଛନ୍ତି ସରକାର ।”