କନକ ବ୍ୟୁରୋ: ଧାନ ବିକ୍ରିକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ସେଇଆ ହିଁ ହେଉଛି । ଓଡ଼ିଶା ଧାନ ଯାଉଛି, ପଡ଼ୋଶୀ ଛତିଶଗଡ଼ । ଅବଶ୍ୟ ଚାଷୀ ଛତିଶଗଡ଼ରେ ଅଧିକ ଟଙ୍କା ମିଳୁଥିବାରୁ ନିଜ କଷ୍ଟ ଉପାର୍ଜିତ ଧାନକୁ ପଡ଼ୋଶୀ ରାଜ୍ୟକୁ ନେଉ ନାହାନ୍ତି, ବରଂ ଓଡ଼ିଶାରେ ଧାନ ବିକ୍ରି କରି ନପାରିବାରୁ ବାଧ୍ୟ ହୋଇ ଅନ୍ୟତ୍ର ବିକ୍ରି କରିବା ପାଇଁ ମଣ୍ଡିରୁ ଧାନ ଉଠାଇ ନେଉଛନ୍ତି । ଏଭଳି ଚିନ୍ତାଜନକ ଚିତ୍ର ଆସିଛି, ବରଗଡ଼ ଜିଲ୍ଲାContinue reading “ଟୋକନ ଅବଧି ସରିଗଲା, ହେଲେ ମଣ୍ଡି କିଣିଲାନି ଧାନ । ବାଧ୍ୟ ହୋଇ ଚାଷୀ ହେଲେ ଛତିଶଗଡ଼ ମୁହାଁ । ଶାଗ ମାଛ ଦରରେଧାନ ବିକିବାକୁ ଅଂଟା ଭିଡିଲେ ଚାଷୀ ।”
Author Archives: Raghaba
ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ସରକାରଙ୍କ ଉପରେ ବର୍ଷିଲା ଦଳ । କହିଲା, ଓଡିଶାର ବିକାଶରେ ବାଧକ ସାଜିଛନ୍ତି ବିଜେଡି ସରକାର ।
କନକ ବ୍ୟୁରୋ: ଓଡ଼ିଶାର ବିକାଶରେ ନିଜେ ଓଡ଼ିଶା ସରକାର ହିଁ ବାଧକ ସାଜିଛନ୍ତି । ଓଡ଼ିଶାର ଉନ୍ନତି ପାଇଁ କେନ୍ଦ୍ର ଟଙ୍କା ପଠାଉଥିବା ବେଳେ ରାଜ୍ୟ ସରକାର ଏହା ଖର୍ଚ୍ଚ କରିପାରୁନାହାଁନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରବାସୀ ଶ୍ରମିକଙ୍କ ସମସ୍ୟା, ଶିଶୁ ନିଖୋଜ, ହତ୍ୟା ଓ ମହିଳା ହିଂସା ଭଳି ପ୍ରସଙ୍ଗକୁ ନେଇ ଆଜି ନିଜର କାର୍ୟ୍ୟକାରିଣୀ ବୈଠକରେ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛି ବିଜେପି । – ଯୋଗ୍ୟ ହିତାଧିକାରୀ କାହିଁକି ପ୍ରଧାନମନ୍ତ୍ରୀ ଆବାସContinue reading “ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ସରକାରଙ୍କ ଉପରେ ବର୍ଷିଲା ଦଳ । କହିଲା, ଓଡିଶାର ବିକାଶରେ ବାଧକ ସାଜିଛନ୍ତି ବିଜେଡି ସରକାର ।”
ଶିମିଳିପାଳରେ ବଢୁଛି ସଂକଟ । କୋର୍ ଅଂଚଳରେ ୫ କିଲୋମିଟର ଧରି ଜଳୁଛି ନିଆଁ, କାବୁ କରିବାକୁ ନୟାନ୍ତ ବନ ବିଭାଗ ।
କନକ ବ୍ୟୁରୋ: ଘନ ଅନ୍ଧାରକୁ ଆଲୋକିତ କରି ଦେଉଥିବା ଏହି ନିଆଁ କେତେ ବଡ଼ ସଂକଟ ଆଣିପାରେ ହୁଏତ, ସେକଥାକୁ ସେମାନେ ଠିକ୍ ବୁଝି ପାରିବେ ଯେଉଁମାନେ ଶିମିଳିପାଳ ଅଭ୍ୟାୟରଣ୍ୟର ଜୈବ ବିବିଧତାର ଗୁରୁତ୍ୱକୁ ଜାଣନ୍ତି । ଏହି ନିଆଁ କେବଳ ଯେ, ଜଙ୍ଗଲ ଜାଳୁଛି, ତାହା ନୁହେଁ, ଜଙ୍ଗଲରେ ଥିବା ହଜାର ହଜାର ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ଆଣୁଛି ଏକଥା କାହାରିକୁ ଅଛପା ନାହିଁ । ପ୍ରାୟ ଦୁଇ ସପ୍ତାହ ଧରି ଶିମିଳିପାଳ ଅଭୟାରଣ୍ୟContinue reading “ଶିମିଳିପାଳରେ ବଢୁଛି ସଂକଟ । କୋର୍ ଅଂଚଳରେ ୫ କିଲୋମିଟର ଧରି ଜଳୁଛି ନିଆଁ, କାବୁ କରିବାକୁ ନୟାନ୍ତ ବନ ବିଭାଗ ।”
ଥରେ କୋଭିଡ୍ ଟିକା ନେବା ପରେ ପୁଣି ହେବ କି କରୋନା। ଜାଣନ୍ତୁ, କଣ କହୁଛନ୍ତି ବିଶେଷଜ୍ଞ ?
କନକ ବ୍ୟୁରୋ: ଟିକା ନେବା ପରେ ବି ହୋଇପାରେ କି କରୋନା? ରାଉରକେଲା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଏସ୍ ସୁଲେମାନଙ୍କ କୋଭିଡ୍ ପଜିଟିଭ୍-ନେଗେଟିଭର ଦ୍ୱନ୍ଦ୍ୱ ଭିତରେ ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନକୁ ଆସୁଛି । ଯାହାର ଦୁଇଟି କାରଣ ଦେଇଛନ୍ତି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର । ସେ କହିଛନ୍ତି ଯେ, ପ୍ରଥମ ହେଉଛି ଆରଟିପିସିଆର ଟେଷ୍ଟ ରିପୋର୍ଟରେ ଭୁଲରେ ପଜିଟିଭ୍ ରିପୋର୍ଟ ଆସିଥିବା ସମ୍ଭାବନା ଏବଂ ଦ୍ୱିତୀୟଟି ହେଉଛି କୋଭିସିଲ୍ଡ ଟିକାର ସଫଳତାContinue reading “ଥରେ କୋଭିଡ୍ ଟିକା ନେବା ପରେ ପୁଣି ହେବ କି କରୋନା। ଜାଣନ୍ତୁ, କଣ କହୁଛନ୍ତି ବିଶେଷଜ୍ଞ ?”
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳୁଛି ଜଙ୍ଗଲ । ଭଞ୍ଜନଗରରେ ୨୦୦ରୁ ଅଧିକ ଜଙ୍ଗଲରେ ଲାଗିଛି ନିଆଁ
କନକ ବ୍ୟୁରୋ: ଭଂଜନଗର ସହର ଓ ଏହା ଆଖପାଖ ଅଂଚଳରେ ଏବେ ଧୁଆଁ ଆଉ ଧୂଆଁ । ଯଦି ହଠାତ ବାହାରୁ କେହି ଆସେ ତେବେ ବୁଝିପାରିବନାହିଁ ଏହି ଧୂଆଁ ଆସୁଛି କେଉଁଠୁ । ଆଉ ଏହା ପଛର କାରଣ ଜାଣିଲେ ଆପଣ ବି ଚିନ୍ତିତ ହେବେ । ଗତ ସପ୍ତାହେ ହେବ ଭଂଜନଗର ଘୁମୁସର ଉତର ଓ ଦକ୍ଷିଣ ବନଖଣ୍ଡର ପ୍ରାୟ ୨୦୦ରୁ ଅଧିକ ଜଙ୍ଗଲରେ ଲାଗିଛି ନିଆଁ । କେବଳ ଘୁମୁସର ଜଙ୍ଗଲରେ ଗତContinue reading “ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳୁଛି ଜଙ୍ଗଲ । ଭଞ୍ଜନଗରରେ ୨୦୦ରୁ ଅଧିକ ଜଙ୍ଗଲରେ ଲାଗିଛି ନିଆଁ”
ବ୍ରିଗେଡ୍ ଗ୍ରାଉଣ୍ଡରୁ ବିରୋଧୀଙ୍କୁ ଜବାବ ଦେଲେ ମୋଦି । କହିଲେ, ହଁ..ମୁଁ ମୋ ସାଙ୍ଗଙ୍କ ପାଇଁ କାମ କରୁଛି । କାହିଁକି ନା ପ୍ରତିଟି ଗରିବ ମୋ ସାଙ୍ଗ ।
କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବ୍ରିଗେଡ୍ ଗ୍ରାଉଣ୍ଡରେ ଜନସଭାକୁ ସମ୍ବୋଧିତ କରିବା ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବ୍ରିଗେଡ୍ ଗ୍ରାଉଣ୍ଡରୁ ହିଁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିବା ସହିତ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ମୋଦି କହିଛନ୍ତି ଯେ, ବିରୋଧୀମାନେ ଏବେ କହୁଛନ୍ତି ସେ ତାଙ୍କ ସାଙ୍ଗମାନଙ୍କ ପାଇଁ କାମ କରୁଛନ୍ତି ଏବଂ ସେମାନଙ୍କୁ ଜବାବ ଦେଇ ମୋଦିContinue reading “ବ୍ରିଗେଡ୍ ଗ୍ରାଉଣ୍ଡରୁ ବିରୋଧୀଙ୍କୁ ଜବାବ ଦେଲେ ମୋଦି । କହିଲେ, ହଁ..ମୁଁ ମୋ ସାଙ୍ଗଙ୍କ ପାଇଁ କାମ କରୁଛି । କାହିଁକି ନା ପ୍ରତିଟି ଗରିବ ମୋ ସାଙ୍ଗ ।”
ଡାକ୍ତର ଏସ ସୁଲେମାନ ଟିକା ନେବା ପରେ ପଜିଟିଭ୍ ରିପୋର୍ଟ ପ୍ରସଙ୍ଗ । ଡାକ୍ତରଙ୍କ ମୂଳ ରିପୋର୍ଟ ନେଗେଟିଭ୍ ବୋଲି ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ ।
କନକ ବ୍ୟୁରୋ: ରାଉରକେଲାରେ ଡାକ୍ତର ଏସ୍ ସୁଲେମାନ୍ ଟିକା ନେବା ପରେ କରୋନା ପଜିଟିଭ୍ ଆସିବା ଘଟଣାରେ ପୂର୍ଣ୍ଣଚ୍ଛେଦ ପଡିଛି । ତାଙ୍କର ପ୍ରଥମ ଓ ଦ୍ୱିତୀୟ ରିପୋର୍ଟ କରୋନା ନେଗେଟିଭ୍ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଆଇଜିଏଚରେ ଯେଉଁ ପଜିଟିଭ୍ ରିପୋର୍ଟ ଆସିଥିଲା, ତାହା ତ୍ରୁଟିପୂର୍ଣ୍ଣ ଥିଲା । ଫଳରେ ଟିକାକୁ ନେଇ ଯେଉଁ ସଂଦେହ ସୃଷ୍ଟି ହୋଇଥିଲା, ସେଥିରେContinue reading “ଡାକ୍ତର ଏସ ସୁଲେମାନ ଟିକା ନେବା ପରେ ପଜିଟିଭ୍ ରିପୋର୍ଟ ପ୍ରସଙ୍ଗ । ଡାକ୍ତରଙ୍କ ମୂଳ ରିପୋର୍ଟ ନେଗେଟିଭ୍ ବୋଲି ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ ।”
ଗଞ୍ଜେଇ ଗାଡ଼ି ତନଖି ନ କରିବା ପଡ଼ିଲା ମହଙ୍ଗା । କେନ୍ଦୁଗୁଡ଼ା ଫାଣ୍ଡି ଏସଆଇ ନିଲମ୍ବିତ ।
କନକ ବ୍ୟୁରୋ : ପଦ୍ମପୁର ବ୍ଲକର ଦୁର୍ଗମ ଅଞ୍ଚଳ ପାଲିଟିଛି ଗଞ୍ଜେଇ ଚାଷର ପେଣ୍ଠସ୍ଥଳୀ । ଏହି ଅଞ୍ଚଳର ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ ମାଫିଆମାନେ ଏହି ବେଆଇନ କାମ କରି ବେଶ ଲାଭବାନ ହେଉଛନ୍ତି। ଏହି ବେଆଇନ କାମରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅବକାରୀ, ପୁଲିସ ବିଭାଗର ପରୋକ୍ଷରେ ହାତ ଥିବା ନେଇ ସବୁବେଳେ ଅଭିଯୋଗ ହୋଇଆସୁଛି। ଗତ ୨୮ ତାରିଖରେ ଏକ ଟ୍ରକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସContinue reading “ଗଞ୍ଜେଇ ଗାଡ଼ି ତନଖି ନ କରିବା ପଡ଼ିଲା ମହଙ୍ଗା । କେନ୍ଦୁଗୁଡ଼ା ଫାଣ୍ଡି ଏସଆଇ ନିଲମ୍ବିତ ।”
ରାଉରକେଲା ଜେପି ହସ୍ପିଟାଲକୁ ବଡ ସଫଳତା। ସଫଳ ହେଲା ଦୁଇ ମହିଳାଙ୍କ ଓପନ ହାର୍ଟ ସର୍ଜରୀ ।
କନକ ବ୍ୟୁରୋ: ରାଉରକେଲାକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମିଳିଛି ବଡ ସଫଳତା । ଅତ୍ୟାଧୁନିକ ଭିତ୍ତିଭୂମିରେ ତିଆରି ହୋଇଥିବା ରାଉରକେଲାର ଜେପି ହସ୍ପିଟାଲରେ ପ୍ରଥମ ଥର ପାଇଁ ଦୁଇ ଜଣ ମହିଳାଙ୍କ ସଫଳ ଓପନ ହାର୍ଟ ସର୍ଜରୀ ହୋଇଛି । ରାଉରକେଲା ସହରରେ ଏଭଳି ସଫଳ ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ ହୋଇଛି । ଓଡିଆ ଯୁବ ହୃଦ୍ଶଲ୍ୟ ବିଶେଷଜ୍ଞ ଏହି ଅପରେସନ କରି ଏକ ନୂଆ ମାଇଲଖୁଂଟ ସ୍ଥାପନ କରିଛନ୍ତି । ହୃତପିଣ୍ଡ ଜନିତ ସମସ୍ୟା ଯୋଗୁଁContinue reading “ରାଉରକେଲା ଜେପି ହସ୍ପିଟାଲକୁ ବଡ ସଫଳତା। ସଫଳ ହେଲା ଦୁଇ ମହିଳାଙ୍କ ଓପନ ହାର୍ଟ ସର୍ଜରୀ ।”
ବିଜେପିରେ ସାମିଲ ହେଲେ ବଲିଉଡ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ । କହିଲେ, ମୁଁ କୋବ୍ରା; ଗୋଟିଏ ଚୋଟରେ ଶେଷ କରିଦେବି ।
କନକ ବ୍ୟୁରୋ : ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରବିବାର କୋଲ୍କାତାସ୍ଥିତ ‘ବ୍ରିଗେଡ୍ ଗ୍ରାଉଣ୍ଡ୍’ରେ ‘ବିଜେପି’ରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ ନିଜକୁ ଗୋଟିଏ କୋବ୍ରା ସାପ ବୋଲି କହିବା ସହିତ ଗୋଟିଏ ଚୋଟରେ ଶେଷ କରିଦେବେ ବୋଲି କହିଛନ୍ତି । ଏଥିସହିତ ସେ ଯାହା କୁହନ୍ତି ତା’ କରି ଦେଖାନ୍ତି ବୋଲି କହିଛନ୍ତି । ପରୋକ୍ଷରେ ମିଥୁନଙ୍କ ଏହି କଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ରହିଥିଲା ବୋଲି ରାଜନୈତିକ ପଣ୍ଡିତମାନେContinue reading “ବିଜେପିରେ ସାମିଲ ହେଲେ ବଲିଉଡ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ । କହିଲେ, ମୁଁ କୋବ୍ରା; ଗୋଟିଏ ଚୋଟରେ ଶେଷ କରିଦେବି ।”