କନକ ବ୍ୟୁରୋ: ବିବାହ ବାର୍ଷିକୀରେ ପୁଣି ପଡ଼ିଲା ହାତଗଣ୍ଠି । ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ପୁଣି ହେଲା ବାହାଘର । ଯେଉଁଠି ବରକୁ ୭୦ ବର୍ଷ ଏବଂ କନ୍ୟାକୁ ୬୫ । ଦୁଇ ସ୍ୱାମୀ-ସ୍ତ୍ରୀଙ୍କ ବିବାହ ବାର୍ଷିକୀର ୫୦ବର୍ଷ ପୂର୍ତି ଅବସରରେ ସେମାନଙ୍କୁ ପୁଣି ବାହା କରାଇଛନ୍ତି ତାଙ୍କ ପୁଅ ଝିଅ । କଥାଟି ଆପଣଙ୍କୁ ଅଜବ ଲାଗିଲେ ବି ସତ । କଟକ ଜିଲ୍ଲା ନିଆଳି ଅଂଚଳର ତାମ୍ପଦା ଗାଁରେ ହୋଇଛିContinue reading “ବିବାହ ବାର୍ଷିକୀରେ ପୁୁଣି ପଡିଲା ହାତଗଣ୍ଠି । ବାପା, ମାଙ୍କ ୫୦ ତମ ବିବାହ ବାର୍ଷିକୀରେ ନିଆରା ଢଙ୍ଗରେ ବାହାଘର କଲେ ପୁଅ, ଝିଅ ।”
Author Archives: Raghaba
ମାଓ ସମୀକ୍ଷା ନେଇ ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ । ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଦେଲେ ଆହ୍ୱାନ ।
କନକ ବ୍ୟୁରୋ: ମାଲକାନଗିରି ବଣ୍ଡା ଘାଟିରେ ପୋଲିସ ଡିଜି ଅଭୟ । ମାଓ ସମୀକ୍ଷା ନେଇ ୨ଜଣ ବରିଷ୍ଠ ଆଇପିଏସ ଅଫିସର ସହିତ ଆଜି ମାଲକାନଗିରି ଗ୍ରସ୍ତ କରିଛନ୍ତି ପୋଲିସ ଡିଜି ଅଭୟ । ସାଥିରେ ଏସଓଜିର ମୁଖ୍ୟ ବରିଷ୍ଠ ଆଇଏଏସ ଅନିରୁଦ୍ଧ ସିଂ ଓ ଆଇଜି ଅପରେସନ ଅମିତାଭ ଠାକୁର ମଧ୍ୟ ତାଙ୍କ ସହ ମାଲକାନଗିରି ଗସ୍ତ କରିଥିଲେ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୋଲିସ ଡିଜି ବଣ୍ଡାଘାଟିରେ ପହଂଚିବା ପରେ ମାଓ ଦମନ ନେଇContinue reading “ମାଓ ସମୀକ୍ଷା ନେଇ ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ । ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଦେଲେ ଆହ୍ୱାନ ।”
ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ସରକାରଙ୍କ ଉପରେ ବର୍ଷିଲା ଦଳ । କହିଲା, ବିକାଶରେ ବାଧକ ସାଜିଛନ୍ତି ବିଜେଡି ସରକାର । ବିଜେଡିର ଉତ୍ତର, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଚାଲିଛି ବିକାଶ କାମ ।
କନକ ବ୍ୟୁରୋ: ଓଡ଼ିଶାର ବିକାଶରେ ନିଜେ ଓଡ଼ିଶା ସରକାର ହିଁ ବାଧକ ସାଜିଛନ୍ତି । ଓଡ଼ିଶାର ଉନ୍ନତି ପାଇଁ କେନ୍ଦ୍ର ଟଙ୍କା ପଠାଉଥିବା ବେଳେ ରାଜ୍ୟ ସରକାର ଏହା ଖର୍ଚ୍ଚ କରିପାରୁନାହାଁନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରବାସୀ ଶ୍ରମିକଙ୍କ ସମସ୍ୟା, ଶିଶୁ ନିଖୋଜ, ହତ୍ୟା ଓ ମହିଳା ହିଂସା ଭଳି ପ୍ରସଙ୍ଗକୁ ନେଇ ଆଜି ନିଜର କାର୍ଯ୍ୟକାରିଣୀ ବୈଠକରେ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛି ବିଜେପି । ଆଜି ରାଜଧାନୀରେ ରାଜ୍ୟ ବିଜେପିର ଦ୍ୱିତୀୟ କାର୍ଯ୍ୟକାରିଣୀContinue reading “ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ସରକାରଙ୍କ ଉପରେ ବର୍ଷିଲା ଦଳ । କହିଲା, ବିକାଶରେ ବାଧକ ସାଜିଛନ୍ତି ବିଜେଡି ସରକାର । ବିଜେଡିର ଉତ୍ତର, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଚାଲିଛି ବିକାଶ କାମ ।”
ମୋଦିଙ୍କ ମହାସମାବେଶକୁ କାଉଁଟର କରିବାକୁ ଦିଦିଙ୍କ ପଦଯାତ୍ରା । ଗ୍ୟାସ ଦାମ ଓ ତୈଳଦର ବୃଦ୍ଧିକୁ ନେଇ ରାଜରାସ୍ତାରେ ମମତା ।
କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ମହା ସମାବେଶକୁ କାଉଁଟର କରିବା ପାଇଁ ମମତା ବାନାର୍ଜୀ ସିଲିଗୁଡିରେ ପଦଯାତ୍ରା କରିଛନ୍ତି । ଏଲପିଜି ଗ୍ୟାସ ସିଲିଣ୍ଡର ଓ ତୈଳଦର ବୃଦ୍ଧିକୁ ବିରୋଧ କରି ମହିଳାଙ୍କୁ ସାଙ୍ଗରେ ଧରି ମମତା ବାନାର୍ଜୀ ଏହି ରାଲି କରିଛନ୍ତି । ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ପଦ ଯାତ୍ରାରେ ବାହାରିଛନ୍ତି ଦିଦି । ତାଙ୍କ ସହ ହଜାର ହଜାର ସମର୍ଥକ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି । ଯାହା ପଶ୍ଚିମବଙ୍ଗ ରାଜନୀତିକୁContinue reading “ମୋଦିଙ୍କ ମହାସମାବେଶକୁ କାଉଁଟର କରିବାକୁ ଦିଦିଙ୍କ ପଦଯାତ୍ରା । ଗ୍ୟାସ ଦାମ ଓ ତୈଳଦର ବୃଦ୍ଧିକୁ ନେଇ ରାଜରାସ୍ତାରେ ମମତା ।”
ଅନଲାଇନ୍ ରେ ବିକ୍ରି ହେଉଛି ଚୁଲି ପାଉଁଶ । ଦାମ୍ ଜାଣିଲେ ହୋଇଯିବେ ଚକିତ । ଜାଣନ୍ତୁ ପାଉଁଶକୁ ନେଇ କ’ଣ କରୁଛନ୍ତି ଇ-କମର୍ସ କମ୍ପାନୀ
କନକ ବ୍ୟୁରୋ : ଆପଣମାନେ ନିଶ୍ଚିନ୍ତ ଭାବେ ଚୁଲି ପାଉଁଶ ଓ କାଠରୁ ମିଳୁଥିବା ଅଙ୍ଗାର ବାବଦରେ ଜାଣିଥିବେ । କିଛିବର୍ଷ ପୂର୍ବରୁ ଗାଁ ର ଲୋକମାନେ ଏହାକୁ ବାସନ ମାଜିବା ଓ ଅଙ୍ଗାରକୁ ଦାନ୍ତ ସଫା କରିବା ଭଳି କାମରେ ଲଗାଇଥାନ୍ତି । ବାକି ବଳକାତକ କୌଣସି କାମରେ ଲାଗିବ ନାହିଁ ବୋଲି ଭାବି ଫିଙ୍ଗି ଦିଆଯାଇଥାଏ । ହେଲେ ବର୍ତମାନ ଡିଜିଟାଲ ଯୁଗରେ ପାଉଁଶର ବ୍ୟବହାର ଠାରୁ ମୂଲ୍ୟ ପର୍ଯ୍ୟନ୍ତ ସବୁକିଛିର ପରିବର୍ତ୍ତନ ହୋଇଛିContinue reading “ଅନଲାଇନ୍ ରେ ବିକ୍ରି ହେଉଛି ଚୁଲି ପାଉଁଶ । ଦାମ୍ ଜାଣିଲେ ହୋଇଯିବେ ଚକିତ । ଜାଣନ୍ତୁ ପାଉଁଶକୁ ନେଇ କ’ଣ କରୁଛନ୍ତି ଇ-କମର୍ସ କମ୍ପାନୀ”
ଉତ୍ତରପ୍ରଦେଶ ଗାଜିଆବାଦରେ ଚାଞ୍ଚଲ୍ୟ । ଶିକ୍ଷକ ଗାଳି କରିବାରୁ ତାଙ୍କ ଉପରକୁ ଗୁଳି ଚଳାଇଦେଲା ଛାତ୍ର
କନକ ବ୍ୟୁରୋ : ଉତ୍ତରପ୍ରଦେଶର ଗାଜିଆବାଦରୁ ଆସିଛି ଚକିତ କରିଦେବା ଭଳି ଖବର । ସ୍କୁଲ ବାହାରେ ଜଣେ ଶିକ୍ଷକଙ୍କୁ ଗୁଳିକରି ଫେରାର୍ ହୋଇଯାଇଛି ଛାତ୍ର ଜଣଙ୍କ । ଶିକ୍ଷକ ଜଣକ ଆହତ ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଶିକ୍ଷକଙ୍କ ଅଭିଯୋଗ ପରେ ପୋଳିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ଘଟଣାଟି ଗାଜିଆବାଦ ସ୍ଥିତContinue reading “ଉତ୍ତରପ୍ରଦେଶ ଗାଜିଆବାଦରେ ଚାଞ୍ଚଲ୍ୟ । ଶିକ୍ଷକ ଗାଳି କରିବାରୁ ତାଙ୍କ ଉପରକୁ ଗୁଳି ଚଳାଇଦେଲା ଛାତ୍ର”
ବ୍ୟବସାୟୀଙ୍କ ଘରୁ କଳାକନା ବୁଲାଇଦେଲା ଚୋର । ଚୋରି କରିବା ପରେ ଘରର ମାଲିକାଣୀଙ୍କ ଗୋଡ଼ ଧରିଲା, ଆଉ ତା ପରେ ଏମିତି କିଛି କହିପଳେଇଲା ଜାଣିଲେ ତାଜୁବ ହୋଇଯିବେ ଆପଣ…
କନକ ବ୍ୟୁରୋ : ଚୋରି କଲା ଆଉ ଭୁଲ ବି ମାଗିଲା । ଭୁଲ ମାଗିବା ପରେ ସେଠାରୁ ଚମ୍ପଟ ମାରିଲା ଚୋର । ଜଣେ ବ୍ୟବସାୟୀଙ୍କ ଘରୁ ଚୋରି କରିବା ପରେ ତାଙ୍କ ପତ୍ନୀଙ୍କ ପାଦ ଧରି ଭୁଲ ମାଗିଥିଲା ଚୋର । ଆଉ କହିଥିଲା ମତେ କ୍ଷମା କରିଦିଅନ୍ତୁ । ଭଉଣୀ ବାହାଘର ପାଇଁ ମତେ ଚୋରି କରିବାକୁ ପଡିଲା । ଆପଣ ମୋ ମା ସମାନ । ଏହି କଥାଟା ଆଶ୍ଚର୍ଯ୍ୟ ଲଗୁଥିଲେContinue reading “ବ୍ୟବସାୟୀଙ୍କ ଘରୁ କଳାକନା ବୁଲାଇଦେଲା ଚୋର । ଚୋରି କରିବା ପରେ ଘରର ମାଲିକାଣୀଙ୍କ ଗୋଡ଼ ଧରିଲା, ଆଉ ତା ପରେ ଏମିତି କିଛି କହିପଳେଇଲା ଜାଣିଲେ ତାଜୁବ ହୋଇଯିବେ ଆପଣ…”
ଜଙ୍ଗଲ ଦସ୍ୟୁ ବୀରାପ୍ପାନ: ଚନ୍ଦନ କାଠ, ହାତୀ ଦାନ୍ତର କରୁଥିଲା ଚୋରି । ତିନିଟି ରାଜ୍ୟର ପୋଲିସକୁ ଦେଉଥିଲା ଚକମା ।
କନକ ବ୍ୟୁରୋ: ୧୮ ଅକ୍ଟୋବର ୨୦୦୪ , ଦେଶର ସବୁ ଚ୍ୟାନେଲରେ ଗୋଟିଏ ଏନକାଉଟଂର ଖବର ସାମ୍ନାକୁ ଆସିଲା । ଲୋକମାନେ ମଧ୍ୟ ବେଶ ଆଗ୍ରହର ସହ ଟିଭି ମୁହଁରେ ବସିଥାନ୍ତି । ଆଉ ପୋଲିସର ବାଃ ବାଃ କରୁଥାନ୍ତି । କାହିଁକି ନା, ଦୀର୍ଘ ବର୍ଷର ଅପରେସନ ପରେ ପୋଲିସ ଏହି ଏନକାଉଟଂର କରିବାକୁ ସଫଳ ହୋଇଥିଲା । ଏହି ଅପରେସନରେ ଯେଉଁ ଲୋକ ମରିଥିଲା, ତାକୁ ତିନି ତିନିଟି ରାଜ୍ୟର ପୋଲିସ ଖୋଜୁଥିଲେ ।Continue reading “ଜଙ୍ଗଲ ଦସ୍ୟୁ ବୀରାପ୍ପାନ: ଚନ୍ଦନ କାଠ, ହାତୀ ଦାନ୍ତର କରୁଥିଲା ଚୋରି । ତିନିଟି ରାଜ୍ୟର ପୋଲିସକୁ ଦେଉଥିଲା ଚକମା ।”
ଦିଦିଙ୍କ ଉପରେ ବର୍ଷିଲେ ମୋଦି । କହିଲେ ପରିବର୍ତ୍ତନ ପାଇଁ ମମତା ସରକାରଙ୍କୁ ବାଛିଥିଲେ ବଙ୍ଗଳା ଜନତା, ହେଲେ ଲୋକଙ୍କ ସ୍ୱପ୍ନକୁ ଭାଙ୍ଗି ଚୁନା କରିଦେଲେ ଦିଦି ।
କନକ ବ୍ୟୁରୋ: କୋଲକାତା ବ୍ରିଗେଡ ଗ୍ରାଉଣ୍ଡର ମହାସମାବେଶକୁ ସମ୍ବୋଧନ କରି ଦିଦିଙ୍କ ଉପରେ ବର୍ଷିଲେ ମୋଦି । ଜନତାଙ୍କୁ ସମ୍ବୋଧିତ କରି କହିଲେ ପରିବର୍ତନ ପାଇଁ ମମତା ସରକାରଙ୍କୁ ବାଛିଥିଲେ ବଙ୍ଗଳା ଜନତା । ହେଲେ ଲୋକଙ୍କ ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଲେ ଦିଦି । ସେପଟେ ବଙ୍ଗାଲ ଲଢେଇର ସୁପର-ସଣ୍ଡେରେ ବିଜେପିରେ ସାମିଲ ହୋଇଛନ୍ତି ବଲିଉଡ ଷ୍ଟାର ମିଥୁନ ଚକ୍ରବର୍ତ୍ତୀ । କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚିବା ପୂର୍ବରୁ ମଂଚରେContinue reading “ଦିଦିଙ୍କ ଉପରେ ବର୍ଷିଲେ ମୋଦି । କହିଲେ ପରିବର୍ତ୍ତନ ପାଇଁ ମମତା ସରକାରଙ୍କୁ ବାଛିଥିଲେ ବଙ୍ଗଳା ଜନତା, ହେଲେ ଲୋକଙ୍କ ସ୍ୱପ୍ନକୁ ଭାଙ୍ଗି ଚୁନା କରିଦେଲେ ଦିଦି ।”
କ୍ରିକେଟ୍ ମହାସମର: ଏପ୍ରିଲ୍ ୯ରୁ ଆଇପିଏଲ ପର୍ବ, ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ-ଆରସିବି ।
କନକ ବ୍ୟୁରୋ: ଫେରିଲା କ୍ରିକେଟ ମହାକୁମ୍ଭ । ଆସନ୍ତା ଏପ୍ରିଲ୍ ୯ ତାରିଖରୁ ଖେଳାଯିବ ଇଣ୍ଡିଆନ୍ ପ୍ରିମିୟର୍ ଲିଗର ୧୪ତମ ସଂସ୍କରଣ । ଆଇପିଏଲ୍ ମ୍ୟାଚ୍ ଏପ୍ରିଲ୍ ୯ ତାରିଖରୁ ଆରମ୍ଭ ହୋଇ ମେ ୩୦ ତାରିଖ ପର୍ଯ୍ୟନ୍ତ ଦେଶର ୬ଟି ସ୍ଥାନରେ ଅନୁଷ୍ଠିତ ହେବ । ଏନେଇ ବିଧିବଦ୍ଧ ଭାବେ ବିିସିସିଆଇ ଟ୍ୱିଟ୍ କରି ସୂଚନା ଦେଇଛି । ଏହି ତାଲିକାରେ ପ୍ରଥମଥର ଅହମ୍ମଦାବାଦର ମୋଟେରା ବା ମୋଦି ଷ୍ଟାଡିୟମ ସାମିଲ ହୋଇଛି, ଏହାସହ ଚେନ୍ନାଇ,Continue reading “କ୍ରିକେଟ୍ ମହାସମର: ଏପ୍ରିଲ୍ ୯ରୁ ଆଇପିଏଲ ପର୍ବ, ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ-ଆରସିବି ।”