କନକ ବ୍ୟୁରୋ: ଦେଶରେ ବଢୁଥିବା ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ପାଇଁ ମୋଦି ସରକାର ଏପ୍ରିଲ ପହିଲାରୁ ବଡ ନିୟମ ଆଣିବାକୁ ଯାଉଛନ୍ତି । ଏପ୍ରିଲ ୧ରୁ କାର ଚାଳକଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ । ଆଉ ଏହି ନିୟମ ଉଲଂଘନ କଲେ କାର ମାଲିକ ଏବଂ କମ୍ପାନୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଏପ୍ରିଲ ୧ରୁ କାରରେ ଏୟାର ବ୍ୟାଗ୍ ଲଗାଇବା ବାଧ୍ୟତାମୁଳକ କରିଛନ୍ତି କେନ୍ଦ୍ର ସରକାର । ଏବେ ଚାଳକଙ୍କ ସୁରକ୍ଷାକୁContinue reading “କାର ଚାଳକ ଓ କମ୍ପାନୀ ପାଇଁ ବଡ ଖବର । ଏପ୍ରିଲ ପହିଲାରୁ ଲାଗୁ ହେବ ନୂଆ ନିୟମ, ନମାନିଲେ କଟିବ ଚାଲାଣ ।”
Author Archives: Raghaba
ମମତାଙ୍କ ବାଟ ଓଗାଳିବାକୁ ‘ମିଥୁନ୍’ ଅସ୍ତ୍ର! ଭୋଟ୍ ପୂର୍ବରୁ ବିଜେପିରେ ସାମିଲ ହେଲେ ବଲିଉଡର ଭେଟେରାନ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ ।
କନକ ବ୍ୟୁରୋ: ମୋଦିଙ୍କ ରାଲିରେ ମିଥୁନଙ୍କ ଉପସ୍ଥିତିକୁ ନେଇ ଯାହା ଆକଳନ କରାଯାଉଥିଲା ତାହା ହିଁ ହୋଇଛି । କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚିବା ପୂର୍ବରୁ ମିଥୁନ୍ ଗେରୁଆ ଦଳରେ ସାମିଲ ହୋଇଛନ୍ତି । ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ମିଥୁନ ଭେଟିବା ପରେ ଯେଉଁ ଆକଳନ କରାଯାଉଥିଲା ତାହା ବାସ୍ତବରେ ପରିଣତ ହୋଇଛି । ରାଜ୍ୟ ବିଜେପି ନେତାମାନେ ଏନେଇ ବାରମ୍ବାର ସଂକେତ ଦେଇଆସୁଥିଲେ । କୁହାଯାଉଛି ମମତାଙ୍କୁ କାଉଂଟରContinue reading “ମମତାଙ୍କ ବାଟ ଓଗାଳିବାକୁ ‘ମିଥୁନ୍’ ଅସ୍ତ୍ର! ଭୋଟ୍ ପୂର୍ବରୁ ବିଜେପିରେ ସାମିଲ ହେଲେ ବଲିଉଡର ଭେଟେରାନ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ ।”
କାଲିଠାରୁ ସଂସଦରେ ଆରମ୍ଭ ହେବ ଦ୍ୱିତୀୟ ଭାଗ ବଜେଟ୍ ଅଧିବେଶନ । ଗଣମାଧ୍ୟମକୁ ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କ ସୂଚନା
କନକ ବ୍ୟୁରୋ : କାଲିଠାରୁ ସଂସଦରେ ଆରମ୍ଭ ହେବ ଦ୍ୱିତୀୟ ଭାଗ ବଜେଟ୍ ଅଧିବେଶନ । ସମସ୍ତ କୋଭିଡ୍-୧୯ କଟକଣା ସହ ସୋମବାର ଠାରୁ ସଂସଦରେ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ଆରମ୍ଭ ହେବ ବୋଲି ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଗଣମାଧ୍ୟମକୁ କହିଛନ୍ତି । ବାଚସ୍ପିତି କହିଛନ୍ତି ଯେ, ରାଜ୍ୟସଭା ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଅପରାହ୍ଣ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକସଭା ଚାଲିବ । ଏପ୍ରିଲ୍ ୮ ତାରିଖContinue reading “କାଲିଠାରୁ ସଂସଦରେ ଆରମ୍ଭ ହେବ ଦ୍ୱିତୀୟ ଭାଗ ବଜେଟ୍ ଅଧିବେଶନ । ଗଣମାଧ୍ୟମକୁ ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କ ସୂଚନା”
ରଣନୀତି ପାଇଁ ରାଜ୍ୟ ବିଜେପିର ମାନସ ମନ୍ଥନ । ଆଜି ଆୟୋଜିତ ହେବ କାର୍ଯ୍ୟକାରିଣୀ ବୈଠକ, ତିଆରି ହେବ ଆଗାମୀ ଦିନର ବ୍ଲୁ ପ୍ରିଂଟ
କନକ ବ୍ୟୁରୋ : ରାଜଧାନୀରେ ଆରମ୍ଭ ହୋଇଛି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ , ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଦୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସମେତ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଏଥିରେ ଉପସ୍ଥିତ ଅଛନ୍ତି । ଏହି ବୈଠକରେ ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ପ୍ରଭାରୀ ମଧ୍ୟ ଉପସ୍ଥିତContinue reading “ରଣନୀତି ପାଇଁ ରାଜ୍ୟ ବିଜେପିର ମାନସ ମନ୍ଥନ । ଆଜି ଆୟୋଜିତ ହେବ କାର୍ଯ୍ୟକାରିଣୀ ବୈଠକ, ତିଆରି ହେବ ଆଗାମୀ ଦିନର ବ୍ଲୁ ପ୍ରିଂଟ”
ଜନଔଷଧି ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅବିଭାଷଣ : କହିଲେ ମେକ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍ ନିଜ ପାଇଁ ଓ ଦୁନିଆ ପାଇଁ
କନକ ବ୍ୟୁରୋ : ଆଜି (ମାର୍ଚ୍ଚ-୭) ଜନଔଷଧି ଦିବସରେ ୭୫୦୦ ତମ ଜନଔଷଧି କେନ୍ଦ୍ରର ଉଦଘାଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ କି ଟଙ୍କା ପାଇଁ ସାଧାରଣ ଲୋକେ ଯେଭଳି ଔଷଧ କିଣିବା ବେଳେ ଅସୁବିଧାରେ ନ ପଡନ୍ତି ସେଥିପାଇଁ ସରକାର ଏହି ଯୋଜନା କରିଛନ୍ତି । ଏହାସହ ଏହି ଯୋଜନାରେ ଲୋକମାନଙ୍କୁ ସେବା ଯୋଗାଉଥିବାContinue reading “ଜନଔଷଧି ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅବିଭାଷଣ : କହିଲେ ମେକ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍ ନିଜ ପାଇଁ ଓ ଦୁନିଆ ପାଇଁ”
ବୁର୍ଲା ଭିସୁଟରେ ୪୦ ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ପ୍ରସଙ୍ଗ : କିଟ୍ ଯୋଗାଣକାରୀ କମ୍ପାନୀ , କହିଲା କିଟ୍ ରେ ନାହିଁ କୌଣସି ତ୍ରୁଟି । ଟିକା ନେବା ପରେ ଡାକ୍ତରଙ୍କ ରିପୋର୍ଟ ପ୍ରଥମେ ପଜିଟିଭ୍, ପରେ ନେଗେଟିଭ୍
କନକ ବ୍ୟୁରୋ : ବୁର୍ଲା ଭିସୁଟର ୪୦ରୁ ଅଧିକ ଛାତ୍ରଛାତ୍ରୀ ଆଂଟିଜେନ ଟେଷ୍ଟରେ କରୋନା ପଜିଟିଭ ଚିହ୍ନଟ ହେବା । ଏବଂ ପରେ ସାମନ ଛାତ୍ରଛାତ୍ରୀଙ୍କ ରିପୋର୍ଟ ଆରଟିପିସିଆର ଟେଷ୍ଟରେ ନେଗେଟିଭ ଆସିବାରୁ କିଟ୍ ଯୋଗାଇଥିବା କମ୍ପାନିକୁ କାରଣଦର୍ଶାଅ ନୋଟିସ କରାଯାଇଥିଲା । ଏବେ କିଟ ଯୋଗାଣକାରୀ କମ୍ପାନି ଓସ୍କାର ମେଡିସିନ ପ୍ରାଇଭେଟ୍ ତାର କିଟକୁ ନେଇ ସଫେଇ ରଖିଛି । ନୂଆଦିଲ୍ଲୀର ଏହି କମ୍ପାନି, ବୁର୍ଲା ଭିମାସର କର୍ତୃପକ୍ଷଙ୍କୁ ତଥ୍ୟ ପ୍ରମାଣ ଆଧାରରେ ତାର କିଟରେContinue reading “ବୁର୍ଲା ଭିସୁଟରେ ୪୦ ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ପ୍ରସଙ୍ଗ : କିଟ୍ ଯୋଗାଣକାରୀ କମ୍ପାନୀ , କହିଲା କିଟ୍ ରେ ନାହିଁ କୌଣସି ତ୍ରୁଟି । ଟିକା ନେବା ପରେ ଡାକ୍ତରଙ୍କ ରିପୋର୍ଟ ପ୍ରଥମେ ପଜିଟିଭ୍, ପରେ ନେଗେଟିଭ୍ “
ଯାଜପୁର ଭରତପୁର ପୋଲିସ ଗାଡି ପୋଡି ଘଟଣାରେ ୧୦ରୁ ଅଧିକ ଲୋକଙ୍କୁ ଉଠାଇ ନେଲା ପୋଲିସ । ଗତକାଲି ଗୋଷ୍ଠୀ ସଂଘର୍ଷରୁ ୨ଟି ପୋଲିସ ଗାଡି ପୋଡି ଦେଇଥିଲେ ଲୋକ
କନକ ବ୍ୟୁରୋ : ବୁଲେଟିନ୍ ଆରମ୍ଭ କରିବା ଏକ ବଡ ଖବରରୁ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଭରତପୁର ଅଂଚଳରେ ପୁଲିସ ଗାଡି ପୋଡି ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗତକାଲି ବିଳମ୍ବିତ ରାତିରେ ପୋଲିସ ୧୦ରୁ ଅଧିକ ଲୋକଙ୍କୁ ଉଠାଇ ନେଇଥିବା ଜଣାପଡିଛି । ତେବେ ପୋଲିସ ରାତି ଅଧରେ ଗାଁରେ ପଶି ନିରୀହ ଲୋକଙ୍କୁ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ଯାହାକୁ ନେଇ ପୋଲିସ ବିରୋଧରେ ଅଶନ୍ତୋଷ ରହିଛି । ଗତକାଲି ଭରତପୁରContinue reading “ଯାଜପୁର ଭରତପୁର ପୋଲିସ ଗାଡି ପୋଡି ଘଟଣାରେ ୧୦ରୁ ଅଧିକ ଲୋକଙ୍କୁ ଉଠାଇ ନେଲା ପୋଲିସ । ଗତକାଲି ଗୋଷ୍ଠୀ ସଂଘର୍ଷରୁ ୨ଟି ପୋଲିସ ଗାଡି ପୋଡି ଦେଇଥିଲେ ଲୋକ “
କେନ୍ଦ୍ର ସରକାରଙ୍କ ସଡକ ଓ ପରିବହନ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଏପ୍ରିଲ ପହିଲାରୁ ସବୁ ଚାରି ଚକିଆ ଯାନରେ ରହିବ ଡବଲ ଏୟାର ବ୍ୟାଗ୍
କନକ ବ୍ୟୁରୋ : ଦୁର୍ଘଟଣା ବେଳେ ଜୀବନ ସୁରକ୍ଷା ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଗାଇଡଲାଇନ୍ ମୁତାବକ ଏପ୍ରିଲ ପହିଲା ଠାରୁ ତିଆରି ହେଉଥିବା ସମସ୍ତ କାରରେ ଏୟାର ବ୍ୟାଗକୁ ବାଧ୍ୟତାମୂଳକ କରାଯାଇଛି । ଦେଶରେ ବଢୁଥିବା ସଡକ ଦୁର୍ଘଟଣାକୁ ଏଡାଇବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ଜାରି କରାଯାଇଥିବା ବିଜ୍ଞପ୍ତି ମୁତାବକ ଚାରିଚକିଆ ଯାନରେ ଡ୍ରାଇଭର ସହ ଆଗରେ ବସିଥିବା ଲୋକContinue reading “କେନ୍ଦ୍ର ସରକାରଙ୍କ ସଡକ ଓ ପରିବହନ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଏପ୍ରିଲ ପହିଲାରୁ ସବୁ ଚାରି ଚକିଆ ଯାନରେ ରହିବ ଡବଲ ଏୟାର ବ୍ୟାଗ୍”
ବଲାଙ୍ଗିର ଜିଲ୍ଲାର ସହର ନିକଟରେ ଜଙ୍ଗଲରେ ନିଆଁ । ଜଳୁଛି ହାତୀପାହାଡ, ସଦେଇପାଲି, ସୁଲିଆ ପାହାଡ । ସେପଟେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଚିନ୍ତା ବଢାଇଲାଣି ଜଙ୍ଗଲ ନିଆଁ
କନକ ବ୍ୟୁରୋ : ଏବେ ବି ଜଳୁଛି ଶିମିଳିପାଳ ଜଙ୍ଗଲ । ଯେତେ ଯାହା ଉଦ୍ୟମ କଲେ ବି ଲିଭିବାର ନାଁ ଧରୁନି । ନିଆଁ ଲିଭାଇବାରେ ନାକେଦମ୍ ହେଲାଣି ବନବିଭାଗ । ହଜାରରେ ରୁ ଅଧିକ ବନକର୍ମଚାରୀ ଏହି ନିଆଁ ଲିଭା କାମରେ ଲାଗିଛନ୍ତି । ଗୋଟିଏ ଜାଗାରେ ନିଆଁ ଲିଭାଇବାକୁ ବେଳକୁ ଅନ୍ୟ ଏକ ସ୍ଥାନରେ ପୁଣି ନିଆଁ ଲାଗିଯାଉଛି । ଗତକାଲି ରାତିରେ ଭଂଜବସା ଏବଂ ପୋଡାଡିହା ରେଂଜରେ ପାଖାପାଖି ୫ କିଲୋମିଟରContinue reading “ବଲାଙ୍ଗିର ଜିଲ୍ଲାର ସହର ନିକଟରେ ଜଙ୍ଗଲରେ ନିଆଁ । ଜଳୁଛି ହାତୀପାହାଡ, ସଦେଇପାଲି, ସୁଲିଆ ପାହାଡ । ସେପଟେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଚିନ୍ତା ବଢାଇଲାଣି ଜଙ୍ଗଲ ନିଆଁ”
ଦିଲ୍ଲୀ ବାସଭବନର ଚତୁର୍ଥ ମହଲାରୁ ପଡ଼ି ମୁଥୁଟ୍ ଗ୍ରୁପ୍ ଅଧ୍ୟକ୍ଷ ଏମ୍.ଜି. ଜର୍ଜ ମୃତ
କନକ ବ୍ୟୁରୋ : ଦିଲ୍ଲୀ ଅନ୍ତର୍ଗତ କୈଳାସର ପୂର୍ବାଞ୍ଚଳସ୍ଥିତ ବାସଭବନର ଚତୁର୍ଥ ମହଲାରୁ ପଡ଼ିଯାଇଥିବା ମୁଥୁଟ୍ ଗ୍ରୁପ୍ର ଅଧ୍ୟକ୍ଷ ଏମ୍.ଜି. ଜର୍ଜଙ୍କର ଶନିବାର ରାତିରେ ମୃତ୍ୟୁ ଘଟିଛି। ୭୨ ବର୍ଷିୟ ଜର୍ଜଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଘଟଣାରେ କୌଣସି ଷଡ଼ଯନ୍ତ୍ର ଥିବା କଥା ପୁଲିସ ସନ୍ଦେହ କରୁନାହିଁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏକଥା ଦିଲ୍ଲୀର ‘ଏମ୍ସ୍’ରେ ହୋଇଥିବା ତାଙ୍କ ଶବ ବ୍ୟବଚ୍ଛେଦରୁ ସ୍ପଷ୍ଟ ହୋଇଯାଇଛି ବୋଲି ପୁଲିସ କହିଛି। ଦକ୍ଷିଣପୂର୍ବ ପୁଲିସ ଡେପୁଟିContinue reading “ଦିଲ୍ଲୀ ବାସଭବନର ଚତୁର୍ଥ ମହଲାରୁ ପଡ଼ି ମୁଥୁଟ୍ ଗ୍ରୁପ୍ ଅଧ୍ୟକ୍ଷ ଏମ୍.ଜି. ଜର୍ଜ ମୃତ”