କନକ ବ୍ୟୁରୋ : ଧାନ କିଣାଯାଉନଥିବା ପ୍ରତିବାଦରେ ଚାଷୀଙ୍କ ରାସ୍ତା ରୋକ , ବାଧାପ୍ରାପ୍ତ ହେଲା ପାନୀୟ ଜଳ ଯୋଗାଣ । ଚାଷୀଙ୍କ ଏହି ପ୍ରତିବାଦ ଦେଖିବାକୁ ମିଳିଛି ଛତ୍ରପୁର ବ୍ଲକ ପୋଟଲାମପୁର ପଂଚାୟତରେ । ଏହି ପଂଚାୟତର ଶହ ଶହ ଚାଷୀ ଆଜି ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁରକୁ ଯାଉଥିବା ପାନୀୟ ଜଳ ପ୍ରକଳ୍ପକୁ ବନ୍ଦ କରିଦେଇଛନ୍ତି । ଏଥିସହ ଛତ୍ରପୁର-ତାରାତାରିଣୀ ରାସ୍ତାକୁ ଅବରୋଧ କରିଛନ୍ତି । ଚାଷୀଙ୍କ ଅଭିଯୋଗ ହେଲା, ଯଥାଶୀଘ୍ର ସେମାନଙ୍କ ଧାନ କିଣାଯାଉContinue reading “ଧାନ କିଣା ନ ଯିବା ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ : ଛତ୍ରପୁର ପୋଟଲାମ୍ପୁର ପଂଚାୟତରେ ଅନ୍ନଦାତାଙ୍କ ଆନ୍ଦୋଳନ “
Author Archives: Raghaba
ଭୁବନେଶ୍ୱର ସିଆରପି ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଆକ୍ରମଣର ଶିକାର ଗୁରୁତର ଯୁବକଙ୍କର ହସ୍ପିଟାଲରେ ମୃତ୍ୟୁ
କନକ ବ୍ୟୁରୋ : ରାଜଧାନୀର ଛାତି ଉପରେ ଚାଞ୍ଚଲ୍ୟ । ବିଚ୍ ରାସ୍ତାରେ ଦିବାଲୋକରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ୱର ସିଆରପି ଛକଠାରେ ଘଟିଛି ଏମିତି ଏକ ଘଟଣା ଯାହା ଆତଙ୍କିତ କରିଛି । ଦିନ ଦ୍ୱିପହରରେ ଯୁବକଙ୍କୁ ୨ ଜଣ ଦୁର୍ବୃତ୍ତ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଯୁବକ ଜଣକ ଜଣେContinue reading “ଭୁବନେଶ୍ୱର ସିଆରପି ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଆକ୍ରମଣର ଶିକାର ଗୁରୁତର ଯୁବକଙ୍କର ହସ୍ପିଟାଲରେ ମୃତ୍ୟୁ”
ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୨୭ ପ୍ରତିଶତ ବୃଦ୍ଧି । ଖୋର୍ଦ୍ଧା ଜିଲ୍ଲାରେ ମୋଟ ୨୦ଟି ବ୍ଲାକସ୍ପଟ୍ ଚିହ୍ନଟ, ପଢ଼ନ୍ତୁ କେଉଁ କେଉଁ ସ୍ଥାନରେ ହେଉଛି ଅଧିକ ଦୁର୍ଘଟଣା…
କନକ ବ୍ୟୁରୋ: ସଚେତନ, ସତର୍କତା ପରେ ବି ରାଜ୍ୟରେ ବଢ଼ିଛି ଦୁର୍ଘଟଣା । ଗତ ସେପ୍ଟେମ୍ବରରୁ ଅକ୍ଟୋବର ଭିତରେ ଦୁର୍ଘଟଣଜନିତ ମୃତ୍ୟୁ ସଂଖ୍ୟା ୨୭ ପ୍ରତିଶତକୁ ବୃଦ୍ଧି ପାଇଛି । ଏପରିକି କେବଳ ଖୋର୍ଦ୍ଧାରେ ହିଁ ୨୦ଟି ବ୍ଲାକ୍ ସ୍ପଟ୍ ବା ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ ହୋଇଛି । ସେଗୁଡ଼ିକ ମଧ୍ୟରେ ଅଛି, ପତାପଲି, ପାହାଳ, ଆଚାର୍ଯ୍ୟ ବିହାର, ସତସଙ୍ଗ ବିହାର, ହଂସପାଳ ଛକ, ଏଜି ଛକରୁ ରାଜଭବନ, ରାମମନ୍ଦିର ଛକରୁ ମାଷ୍ଟରକ୍ୟାଣ୍ଟିନ୍ , କଳିଙ୍ଗContinue reading “ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୨୭ ପ୍ରତିଶତ ବୃଦ୍ଧି । ଖୋର୍ଦ୍ଧା ଜିଲ୍ଲାରେ ମୋଟ ୨୦ଟି ବ୍ଲାକସ୍ପଟ୍ ଚିହ୍ନଟ, ପଢ଼ନ୍ତୁ କେଉଁ କେଉଁ ସ୍ଥାନରେ ହେଉଛି ଅଧିକ ଦୁର୍ଘଟଣା…”
ନିଆଳିରେ ବାଟବଣା ହେଉଛି ବସୁଧା ଯୋଜନା : ପ୍ରକଳ୍ପ ପାଇଁ ଖର୍ଚ୍ଚ ହେଲାଣି ୧୦କୋଟି ତଥାପି ମିଳୁନି ପାଣି
କନକ ବ୍ୟୁରୋ : ନିଆଳିରେ ବାଟବଣା ବସୁଧା ଯୋଜନା । ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନା କିଭଳି ବାଟବଣା ହୋଇଛି ତାର ଚିତ୍ର ନିଆଳିରେ ଦେଖିବାକୁ ମିଳିଛି । ସରକାରୀ ତଥ୍ୟ ଅନୁସାରେ ପାଖାପାଖି ୩୦ଟି ପ୍ରକଳ୍ପ ପାଇଁ ଖର୍ଚ୍ଚ ସରିଲାଣି ୧୦ କୋଟିରୁ ଅଧିକ ଟଙ୍କା । ହେଲେ କେଉଁଠି ବି ମୁନ୍ଦିଏ ପାଣି ବାହାରୁ ନଥିବା ଅଭିଯୋଗ ହୋଇଛି । ଖରାଦିନ ଆରମ୍ଭରୁ ଉତ୍କଟ ହେଲାଣି ଜଳContinue reading “ନିଆଳିରେ ବାଟବଣା ହେଉଛି ବସୁଧା ଯୋଜନା : ପ୍ରକଳ୍ପ ପାଇଁ ଖର୍ଚ୍ଚ ହେଲାଣି ୧୦କୋଟି ତଥାପି ମିଳୁନି ପାଣି”
ରାଜଧାନୀରେ ଚାଞ୍ଚଲ୍ୟ: ସିଆରପି ଛକରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ ।
କନକ ବ୍ୟୁରୋ: ରାଜଧାନୀର ଛାତି ଉପରେ ଚାଞ୍ଚଲ୍ୟ । ବିଚ୍ ରାସ୍ତାରେ ଦିବାଲୋକରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଭୁବନେଶ୍ୱର ସିଆରପି ଛକଠାରେ ଘଟିଛି ଏମିତି ଏକ ଘଟଣା ଯାହା ଆତଙ୍କିତ କରିଛି । ଦିନ ଦ୍ୱିପହର ଯୁବକଙ୍କୁ ୨ ଜଣ ଦୁର୍ବୃତ୍ତ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଯୁବକ ଜଣକ ଜଣେ ଗାଡି ଚାଳକ ହୋଇଥିବା ସୂଚନା । ଯୁବକଙ୍କୁ ଦୁର୍ବୃତ୍ତ କାହିଁକି ହାଣିଲେ କାରଣ ଅସ୍ପଷ୍ଟ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ,Continue reading “ରାଜଧାନୀରେ ଚାଞ୍ଚଲ୍ୟ: ସିଆରପି ଛକରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ ।”
ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା ପାଇଁ ବସିଲା ପ୍ରସ୍ତୁତି ବୈଠକ : କୋଭିଡ କଟକଣା ଭିତରେ ଯାତ୍ରା ପାଳିବା ପାଇଁ ବିଚାରବିମର୍ଷ
କନକ ବ୍ୟୁରୋ : ଆଗାମୀ ୧୧ ତାରିଖରେ ଭୁବନେଶ୍ୱରର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି କରାଯାଇଛି । ଜାଗର ଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ ମନ୍ଦିରର ୩ ସେବାୟତ ନିଯୋଗ ସହ ବୈଠକ କରିଛି ପୋଲିସ ପ୍ରଶାସନ । କୋଭିଡ କଟକଣା ଭିତରେ କିଭଳି ଜାଗର ଯାତ୍ରା ଅନୁଷ୍ଠିତ ହେବ ସେଥିପାଇଁ ଆଲୋଚନା ହୋଇଛି । ଶାନ୍ତି ଶୃଙ୍ଖଳାରେ କିଭଳି ଭକ୍ତ ଦର୍ଶନ କରିବା ସହ ଦୀପ ଜାଳିବେ ସେଥିପାଇଁ ଗୁରୁତ୍ୱ ଦିଆଯାଇଛିContinue reading “ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା ପାଇଁ ବସିଲା ପ୍ରସ୍ତୁତି ବୈଠକ : କୋଭିଡ କଟକଣା ଭିତରେ ଯାତ୍ରା ପାଳିବା ପାଇଁ ବିଚାରବିମର୍ଷ”
ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ୩୬୫ ରନ୍ କରି ଟିମ୍ ଇଣ୍ଡିଆ ଅଲଆଉଟ୍, ୱାଶିଂଟନ୍ ସୁନ୍ଦର ଖେଳିଲେ ସମ୍ମାନଜନକ ପାଳି ।
କନକ ବ୍ୟୁରୋ: ଆଜି ମୋଟେରା ଷ୍ଟାଡିୟମ୍ରେ ଭାରତ ଓ ଇଂଲଣ୍ଡ୍ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ୍ମ୍ୟାଚ୍ର ତୃତୀୟ ଦିବସରେ ୩୬୫ ରନ୍ କରି ଭାରତୀୟ କ୍ରିକେଟ୍ ଟିମ୍ର ସମସ୍ତ ଖେଳାଳି ଆଉଟ୍ ହୋଇଯାଇଛନ୍ତି । ଇଂଲଣ୍ଡର ବୋଲର୍ ବେନ୍ ଷ୍ଟୋକ୍ ମହମ୍ମଦ ସିରାଜଙ୍କୁ ବିନା କୌଣସି ରନରେ ବୋଲ୍ଡ୍ ଆଉଟ୍ କରିବା ପରେ ଭାରତୀୟ ଦଳ ଅଲ୍-ଆଉଟ୍ ହୋଇଯାଇଥିଲେ । INNINGS BREAK#TeamIndia all out 365, secure a 160-run lead in the 4⃣th @PaytmContinue reading “ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ୩୬୫ ରନ୍ କରି ଟିମ୍ ଇଣ୍ଡିଆ ଅଲଆଉଟ୍, ୱାଶିଂଟନ୍ ସୁନ୍ଦର ଖେଳିଲେ ସମ୍ମାନଜନକ ପାଳି ।”
ବିବାଦ ବଢ଼ିଲା ପରେ ଆକ୍ସନ: ଟୀକା ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବାକୁ ସ୍ୱାସ୍ଥ୍ୟମନ୍ତ୍ରଣାଳୟକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ।
କନକ ବ୍ୟୁରୋ: ନିର୍ବାଚନ ଆଚରଣବିଧି ପାଳନପୂର୍ବକ କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଇବା ଲାଗି ନିର୍ବାଚନ କମିସନ୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦେଶ ଦେଇଛନ୍ତି । ଏହି ଆଦେଶନାମା ଦେଶର ସବୁ ରାଜ୍ୟ ନିମନ୍ତେ ଲାଗୁ ହେବ । ତୃଣମୂଳ କଂଗ୍ରେସ ଅଭିଯୋଗ କରିବାରୁ ବିଧାନସଭା ନିର୍ବାଚନ ହେବାକୁ ଥିବା ସମସ୍ତ ରାଜ୍ୟରେ ଦିଆଯାଉଥିବା କରୋନାଭାଇରସ୍ ଟିକାକରଣ ସାର୍ଟିଫିକେଟ୍ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଇବା ଲାଗି ଭାରତର ନିର୍ବାଚନ କମିସନ୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁContinue reading “ବିବାଦ ବଢ଼ିଲା ପରେ ଆକ୍ସନ: ଟୀକା ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବାକୁ ସ୍ୱାସ୍ଥ୍ୟମନ୍ତ୍ରଣାଳୟକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ।”
ସେହୱାଗଙ୍କ ସୁପର ସୋ’ । ୩୫ ବଲରେ ବିସ୍ଫୋରକ ୮୦ ରନ୍ ସହ ଦଳକୁ ଦେଲେ ବଡ ବିଜୟ ଭେଟି ।ଦେଖନ୍ତୁ ବୀରୁଙ୍କ ବିସ୍ଫୋରକ ବ୍ୟାଟିଂର ଭିଡ଼ିଓ ।
କନକ ବ୍ୟୁରୋ : ପୁଣି ଗର୍ଜିଲା ବୀରୁଙ୍କ ବ୍ୟାଟ୍ । ସେହୱାଗଙ୍କ ବିସ୍ଫୋରକ ବ୍ୟାଟିଂ ପୁଣି ଦେଖିଲେ କ୍ରିକେଟପ୍ରେମୀ । ସଡ଼କ ସୁରକ୍ଷା ବିଶ୍ୱ ସିରିଜର ଚତୁର୍ଥ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରି ମାତ୍ର ୩୫ ବଲରୁ ୮୦ ରନ୍ କରିଛନ୍ତି ସେହୱାଗ । ଆଉ ଏହାସହ ବାଂଲାଦେଶ ଲିଜେଣ୍ଡସକୁ ୧୦ ୱିକେଟରେ ହରାଇଛି ଭାରତ ଲିଜେଣ୍ଡସ । ଅନ୍ୟପଟେ ସଚିନ ତେନ୍ଦୁଲକର ୨୬ ବଲରୁ ଅପରାଜିତ ୩୩ ରନ୍ କରିଥିଲେ । ରାୟପୁରରେ ଖେଳାଯାଉଥିବା ଏହିContinue reading “ସେହୱାଗଙ୍କ ସୁପର ସୋ’ । ୩୫ ବଲରେ ବିସ୍ଫୋରକ ୮୦ ରନ୍ ସହ ଦଳକୁ ଦେଲେ ବଡ ବିଜୟ ଭେଟି ।ଦେଖନ୍ତୁ ବୀରୁଙ୍କ ବିସ୍ଫୋରକ ବ୍ୟାଟିଂର ଭିଡ଼ିଓ ।”
ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରିବାବେଳେ ଚାଲିଗଲା ପୁଅର ଜୀବନ : ବୌଦ୍ଧ କରଡାକୋଠାରେ ଜେସିବି ବୋଝେଇ ଟ୍ରକରେ ପିଟିହେଲା କାର
କନକ ବ୍ୟୁରୋ : ମୃତ୍ୟୁ ବି ଆସେ ଏମିତି…ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବାବେଳେ ଚାଲିଗଲା ପୁଅର ଜୀବନ । ଗତକାଲି ସୁବର୍ଣ୍ଣପୁରରେ ଝିଅ ବିଦାହେଲାବେଳେ କାନ୍ଦିକାନ୍ଦି ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ଦେଖିଥିଲେ । ଆଜି ସେହିଭଳି ଏକ ଅଭାବନୀୟ ଖବର ଆସିଛି ସୁବର୍ଣ୍ଣପୁରରୁ । ପୁରୀ ସ୍ୱର୍ଗ ଦ୍ୱାରରେ ବାପାଙ୍କ ଅନ୍ତ୍ୟେଷ୍ଟି ସାରି ଫେରୁଥିଲେ ସୁବର୍ଣ୍ଣପୁର ତରଭା ଅଂଚଳର ଅରୁଣ ମେହେର ଓ ତାଙ୍କ ସଂପର୍କୀୟ । ଏକ ସ୍ୱିଫ୍ଟ କାରରେ ଫେରୁଥିବାବେଳେ ବୌଦ୍ଧContinue reading “ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରିବାବେଳେ ଚାଲିଗଲା ପୁଅର ଜୀବନ : ବୌଦ୍ଧ କରଡାକୋଠାରେ ଜେସିବି ବୋଝେଇ ଟ୍ରକରେ ପିଟିହେଲା କାର”