କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ୧୮,୩୨୭ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୧.୮ ଲକ୍ଷ ଟପିଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮,୩୨୭ କରୋନାଭାଇରସ ଜନିତ ନୂତନ ସଂକ୍ରମଣ ଓ ୧୦୮ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟContinue reading “୨୪ ଘଣ୍ଟାରେ ଦେଶରେ ୧୮୩୨୭ ନୂଆ କରୋନା ସଂକ୍ରମିତ, ୧୦୮ ଜଣଙ୍କର ମୃତ୍ୟୁ ।”
Author Archives: Raghaba
ବିଶ୍ୱର ସବୁଠୁ ଛୋଟ ଯୁଦ୍ଧ । ମାତ୍ର ୩୮ ମିନିଟରେ ମୁଣ୍ଡ ନୁଆଁଇଥିଲା ଶତ୍ରୁ । ଜାଣନ୍ତୁ କେଉଁଠି ଓ କାହା ମଧ୍ୟରେ ହୋଇଥିଲା ଏହି ଯୁଦ୍ଧ ।
କନକ ବ୍ୟୁରୋ : ସମୟ ଦୃଷ୍ଟିରୁ ବିଶ୍ୱର ସବୁଠାରୁ ସଂକ୍ଷିପ୍ତ ଯୁଦ୍ଧ । ୨୭ ଅଗଷ୍ଟ ୧୮୯୬ରେ, ୟୁନାଇଟେଡ୍ କିଙ୍ଗଡମ ଏବ˚ ଜାଞ୍ଜିବର୍ଶ ମଧ୍ୟରେ ହୋଇଥିଲା ଯୁଦ୍ଧ । ଆଂଲୋ-ଜାଞ୍ଜିବର୍ ଭାବେ ପ୍ରଖ୍ୟାତ ସେହି ଯୁଦ୍ଧ ଆରମ୍ଭ ହୋଇଥିଲା, ସକାଳ ୯ ଘଣ୍ଟା ୨ ମିନିଟରେ ଏବ˚ ଶେଷ ହେଇଥିଲା ମାତ୍ର ୩୮ ମିନିଟ୍ ପରେ; ଅର୍ଥାତ୍, ୯ ଘଣ୍ଟା ୪୦ ମିନିଟରେ। ଯୁଦ୍ଧର କାରଣଟି ଥିଲା ଏହି ପରି। ସେଠାକାର ବ୍ରିଟିସ୍ ସମର୍ଥକ ରାଜା ସୁଲତାନContinue reading “ବିଶ୍ୱର ସବୁଠୁ ଛୋଟ ଯୁଦ୍ଧ । ମାତ୍ର ୩୮ ମିନିଟରେ ମୁଣ୍ଡ ନୁଆଁଇଥିଲା ଶତ୍ରୁ । ଜାଣନ୍ତୁ କେଉଁଠି ଓ କାହା ମଧ୍ୟରେ ହୋଇଥିଲା ଏହି ଯୁଦ୍ଧ ।”
ଐତିହ୍ୟ ଓ କିର୍ତିରାଜିର ସୁରକ୍ଷା ଓ ବିକାଶ ପାଇଁ ଭୁବନେଶ୍ୱର ସାଂସଦଙ୍କ ପଦଯାତ୍ରା : ଲିଙ୍ଗରାଜ ମନ୍ଦିରରୁ କେଦାରଗୌରୀ ଯାଏ ହେରିଟେଜ ୱାକ୍ କଲେ ଅପରାଜିତା
କନକ ବ୍ୟୁରୋ : ଅପରାଜିତାଙ୍କ ହେରିଟେଜ୍ ୱାକ୍ । ଐତିହ୍ୟ ଓ କିର୍ତିରାଜିର ସୁରକ୍ଷା ଓ ବିକାଶ ପାଇଁ ଭୁବନେଶ୍ୱର ସାଂସଦଙ୍କ ପଦଯାତ୍ରା । ଲିଙ୍ଗରାଜ ମନ୍ଦିରରୁ କେଦାରଗୌରୀ ଯାଏ ଏହି ପଦଯାତ୍ରା କରାଯାଉଛି । ୧୯୫୮ ଆମସାର୍ ଆଇନ୍ ଅଧିନରେ ଏକାମ୍ର କ୍ଷେତ୍ରର ବିକାଶ କାମ ପାଇଁ ଦାବି କରି ଆସୁଛନ୍ତି ଅପରାଜିତା । ପୂର୍ବରୁ ବାଏ-ଲକୁ ନେଇ ଭିନ୍ନମତ ପୋଷଣ କରିଆସିଛନ୍ତି ଅପରାଜିତା ଷଡଙ୍ଗୀ, ଯାହାକୁ ନେଇ ବିବାଦ ବି ସୃଷ୍ଟି ହୋଇସାରିଛି ।Continue reading “ଐତିହ୍ୟ ଓ କିର୍ତିରାଜିର ସୁରକ୍ଷା ଓ ବିକାଶ ପାଇଁ ଭୁବନେଶ୍ୱର ସାଂସଦଙ୍କ ପଦଯାତ୍ରା : ଲିଙ୍ଗରାଜ ମନ୍ଦିରରୁ କେଦାରଗୌରୀ ଯାଏ ହେରିଟେଜ ୱାକ୍ କଲେ ଅପରାଜିତା”
ଅଳ୍ପକେ ବର୍ତ୍ତିଲା ଭୁବନେଶ୍ୱର ବାଙ୍ଗିରିପୋଷୀ ଟ୍ରେନ : ବିଦ୍ୟୁତକରଣ ପାଇଁ ଟ୍ରେନ ଲାଇନ ଉପରେ ଟଣାଯାଉଥିବା ତାରକୁ ଚୋରୀ କରୁଥିଲେ ଦୁର୍ବୁତ୍ତ
କନକ ବ୍ୟୁରୋ :ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଲା ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ । ବିଦ୍ୟୁତକରଣ ପାଇଁ ଟ୍ରେନ ଲାଇନ ଉପରେ ଟଣାଯାଉଥିବା ତାରକୁ କାଟି ଚୋରୀ କରୁଥିଲେ ଦୁର୍ବୁତ୍ତ। ହେଲେ ହଠାତ୍ ଟ୍ରେନ ଆସିଯିବାରୁ ଖୁଂଟରୁ ଖସି ପଡି ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଟ୍ରେନ ଆସିବାରୁ ଭୟରେ ଡେଇଁ ପଡି କିମ୍ବା ତରବରରେ ଖୁଂଟରୁ ଖସିପଡି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବାରିପଦା ସହରର ବାଘଡା ରୋଡ ଶନିମନ୍ଦିର ନିକଟରେ ଘଟିଛି ଏହିContinue reading “ଅଳ୍ପକେ ବର୍ତ୍ତିଲା ଭୁବନେଶ୍ୱର ବାଙ୍ଗିରିପୋଷୀ ଟ୍ରେନ : ବିଦ୍ୟୁତକରଣ ପାଇଁ ଟ୍ରେନ ଲାଇନ ଉପରେ ଟଣାଯାଉଥିବା ତାରକୁ ଚୋରୀ କରୁଥିଲେ ଦୁର୍ବୁତ୍ତ”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଡ ସମ୍ମାନ । ମିଳିଲା ସେରାୱିକ ଗ୍ଲୋବାଲ ଏନର୍ଜି ଆଣ୍ଡ ଇଣ୍ଡର୍ଭନେମଂଟ ଲିଡରସିପ ଆୱାର୍ଡ, ଦେଶବାସୀଙ୍କ ଉଦ୍ଦେଶ୍ୟରେ କଲେ ସମର୍ପିତ
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ଏକ ବଡ ସମ୍ମାନ ମିଳିଛି । ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି ସେରାୱିକ ଗ୍ଲୋବାଲ ଏନର୍ଜି ଆଣ୍ଡ ଇଣ୍ଡର୍ଭନେମଂଟ ଲିଡରସିପ ଆୱାର୍ଡ । ପୁରସ୍କାର ପାଇବା ପରେ ମୋଦି କହିଛନ୍ତିଷ ଏହାକୁ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରୁଛନ୍ତି । ସେରାୱିକର ପ୍ରତିଷ୍ଠା ୧୯୮୩ ମସିହାରେ ହୋଇଥିଲା ଓ ପୁରସ୍କାର ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା । ପ୍ରତିବର୍ଷ ହଷ୍ଟନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ବୈଶ୍ୱିକ ଉର୍ଜାContinue reading “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଡ ସମ୍ମାନ । ମିଳିଲା ସେରାୱିକ ଗ୍ଲୋବାଲ ଏନର୍ଜି ଆଣ୍ଡ ଇଣ୍ଡର୍ଭନେମଂଟ ଲିଡରସିପ ଆୱାର୍ଡ, ଦେଶବାସୀଙ୍କ ଉଦ୍ଦେଶ୍ୟରେ କଲେ ସମର୍ପିତ”
ଉତ୍ତରପ୍ରଦେଶର ଭାରତ-ନେପାଳ ସୀମାରେ ନେପାଳ ପୋଲିସ ଗୁଳିଚାଳନା : ଜଣେ ଭାରତୀୟ ଚାଷୀ ମୃତ, ଜଣେ ଗୁରୁତର
କନକ ବ୍ୟୁରୋ : ନୋପାଳ ପୋଲିସ ଗୁଳିରେ ଭାରତୀୟ ଚାଷୀ ମୃତ । ଗତକାଲି ସଂଧ୍ୟାରେ ଉତ୍ତରପ୍ରଦେଶର ଭାରତ-ନେପାଳ ସୀମାକୁ ଲାଗି ରହିଥିବା ଏକ ଗାଁରେ ଘଟିଛି ଏହି ଗୁଳିକାଣ୍ଡ । ସୂଚନା ଅନୁସାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଉତ୍ତରପ୍ରଦେଶ ପିଲଭିଟ ଜିଲ୍ଲାର ଭୂମି ଦାନ ଗାଁର ଗୁରମେଜ ସିଂ, ରେଶମ ସିଂ ଓ ପପୁ ସିଂ ଆଖୁ କ୍ଷେତକୁ ଯାଇଥିଲେ । ନୂଆ ଫସଲContinue reading “ଉତ୍ତରପ୍ରଦେଶର ଭାରତ-ନେପାଳ ସୀମାରେ ନେପାଳ ପୋଲିସ ଗୁଳିଚାଳନା : ଜଣେ ଭାରତୀୟ ଚାଷୀ ମୃତ, ଜଣେ ଗୁରୁତର”
ଏବେ ଶସ୍ତାରେ ମିଳିବ ଲାପଟପ୍ । ଜିଓ ଫୋନ୍ ପରେ ବଜାରକୁ ଆସିବ ଜିଓ ଲାପଟପ୍, ଜାଣନ୍ତୁ… କେତେ ରହିବ ମୂଲ୍ୟ
ରିଲାଏନ୍ସ ଜିଓ ଶସ୍ତା ଡାଟା ଓ ଶସ୍ତା ମୋବାଇଲ ପରେ ଶସ୍ତା ଲ୍ୟାପଟପ ପ୍ରସ୍ତୁତ କରିବା ପାଇଁ ଜୋରଦାର କାମ ଆରମ୍ଭ କରି ଦେଇଛି। କମ୍ପାନି ଏହାକୁ ‘ଜିଓବୁକ’ ବୋଲି ନାମ ଦେଇଛି । ପ୍ରକାଶିତ ରିପୋର୍ଟ ମୁତାବକ, କମ୍ପାନି ଜିଓବୁକ ଉପରେ କାମ ଆରମ୍ଭ କରି ଦେଇଛି। ଏହି ଲ୍ୟାପଟପର ଅପରେଟିଂ ସିଷ୍ଟମ୍ ଆଣ୍ଡ୍ରଏଡର ଯେଉଁ ଭର୍ସନ ଆଧାରିତ ହେବ ତାହା ଜିଓଓଏସ୍ ଭାବେ ନାମିତ ହେବ । ଏଥିରେ କ୍ବାଲକମ୍ ୬୬୫ ପ୍ରୋସେସର୍ ସହିତContinue reading “ଏବେ ଶସ୍ତାରେ ମିଳିବ ଲାପଟପ୍ । ଜିଓ ଫୋନ୍ ପରେ ବଜାରକୁ ଆସିବ ଜିଓ ଲାପଟପ୍, ଜାଣନ୍ତୁ… କେତେ ରହିବ ମୂଲ୍ୟ”
ଲଦାଖରେ ଅନୁଭୂତ ହେଲା ଭୂମିକମ୍ପ : ରିକ୍ଟର ସ୍କେଲରେ ୩.୬ ତୀବ୍ରତାର ଭୂମିକମ୍ପ ରେକର୍ଡ
କନକ ବ୍ୟୁରୋ : ଲଦାଖରେ ଭୂମିକମ୍ପ । ଏହାର ତୀବ୍ରତା ୩.୬ ଥିବା କଥା ରିକ୍ଟର୍ ସ୍କେଲ୍ରୁ ଜଣାପଡ଼ିଛି । ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିବା ଅନୁସାରେ, ଭୋର୍ ୫.୧୧ ମିନିଟ୍ରେ ଏହି ଭୂମିକମ୍ପଜନିତ କମ୍ପନ ଅନୁଭୂତ ହୋଇଥିଲା। କିନ୍ତୁ, ଏଥିଯୋଗୁଁ କେହି ମୃତାହତ ହୋଇଥିବା କିଂବା କିଛି ଧନସମ୍ପତ୍ତି ନଷ୍ଟ ହୋଇଥିବାର ଖବର ଏପର୍ଯ୍ୟନ୍ତ ଆସିନାହିଁ। ସୂଚନାଯୋଗ୍ୟ, ଗୋଟିଏ ପକ୍ଷ ବା ଦୁଇ ସପ୍ତାହ ମଧ୍ୟରେ ଲଦାଖ ଅଞ୍ଚଳରେ ଏହା ହେଉଛି ତୃତୀୟ ଭୂକମ୍ପନ।Continue reading “ଲଦାଖରେ ଅନୁଭୂତ ହେଲା ଭୂମିକମ୍ପ : ରିକ୍ଟର ସ୍କେଲରେ ୩.୬ ତୀବ୍ରତାର ଭୂମିକମ୍ପ ରେକର୍ଡ”
ପୁରୀ ବଡଦାଣ୍ଡ ଓ ସହରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରଶାସନର ନିଆରା ଉଦ୍ୟମ : ପ୍ରତି ଶନିବାର ସକାଳ ସାଢେ ୬ରୁ ସାଢେ ୮ ବଡଦାଣ୍ଡ ସେବା
କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ପୁରୀରେ ବଡଦାଣ୍ଡ ସେବା । ପ୍ରତି ଶନିବାର ସକାଳ ସାଢେ ଛଅରୁ ସାଢେ ୮ ଯାଏ ଦୁଇ ଘଂଟା ଧରି ବଡଦାଣ୍ଡ ସେବା କରାଯିବ । ପୁରୀ ସହର ଓ ବଡଦାଣ୍ଡକୁ ସ୍ୱଚ୍ଛ ରଖିବା ପାଇଁ ସ୍ୱେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପୁରୀବାସୀ ଓ ପର୍ଯ୍ୟଟକଙ୍କୁ ଆହ୍ୱାନ ଦେଇଛି ପୁରୀ ପ୍ରଶାସନ । ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମରିଚିକୋଟ ଛକ, ଡାକ୍ତରଖାନା ଛକ, ଗୁଣ୍ଡିଚାମନ୍ଦିର ଯାଏContinue reading “ପୁରୀ ବଡଦାଣ୍ଡ ଓ ସହରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରଶାସନର ନିଆରା ଉଦ୍ୟମ : ପ୍ରତି ଶନିବାର ସକାଳ ସାଢେ ୬ରୁ ସାଢେ ୮ ବଡଦାଣ୍ଡ ସେବା”
ମମତାଙ୍କ ଅନ୍ଧବିଶ୍ୱାସ : କେବଳ ଶୁକ୍ରବାର ହିଁ ଘୋଷଣା କରନ୍ତି ପ୍ରାର୍ଥୀ ତାଲିକା; ୨୦୧୧ ଓ ୨୦୧୬ ରେ ମିଳିଥିଲା ସଫଳତା
କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅନ୍ଧବିଶ୍ୱାସକୁ ନେଇ ଏବେ ଚର୍ଚ୍ଚା । କୁହାଯାଉଛି ଶୁକ୍ରବାରକୁ ବେଶ ଶୁଭ ବୋଲି ବିଚାର କରନ୍ତି ମମତା । ଆଉ ସେଥିପାଇଁ ଶୁକ୍ରବାର ହିଁ ଘୋଷଣା କରନ୍ତି ପ୍ରାର୍ଥୀ ତାଲିକା । ସେହି କ୍ରମରେ ଆଗାମୀ ବିଧାନସଭା ପାଇଁ ଗତକାଲି ଦଳର ୨୯୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ । କାଲି ଥିଲା ଶୁକ୍ରବାର । ମମତାଙ୍କ ବିଶ୍ୱାସ ହେଲା ଶୁକ୍ରବାର ପ୍ରାର୍ଥୀ ଘୋଷଣା କଲେContinue reading “ମମତାଙ୍କ ଅନ୍ଧବିଶ୍ୱାସ : କେବଳ ଶୁକ୍ରବାର ହିଁ ଘୋଷଣା କରନ୍ତି ପ୍ରାର୍ଥୀ ତାଲିକା; ୨୦୧୧ ଓ ୨୦୧୬ ରେ ମିଳିଥିଲା ସଫଳତା”