କନକ ବ୍ୟୁରୋ: ଉଦଘାଟିତ ହେଲା ବିଶ୍ୱ ଦକ୍ଷତା କେନ୍ଦ୍ର । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ୧୩୪୨.୨ କୋଟି ଟଙ୍କାରେ ପ୍ରତିଷ୍ଠା ହୋଇଥିବା ବିଶ୍ୱ ଦକ୍ଷତା କେନ୍ଦ୍ର । ତେବେ ଯୁବଗୋଷ୍ଠୀମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ପାଇଁ ଆଜି ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିବାବେଳେ ସେ କହିଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ ଓଡିଶା ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇଛିContinue reading “ଭୁବନେଶ୍ୱରରେ ଉଦଘାଟିତ ହେଲା ବିଶ୍ୱ ଦକ୍ଷତା କେନ୍ଦ୍ର । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।”
Author Archives: Raghaba
ନାସା ସାଟେଲାଇଟରେ ଆସିଲା ଶିମିଳିପାଳ ଜଙ୍ଗଲ ଜଳୁଥିବାର ଚିତ୍ର । କୋର ଏରିଆରେ ଲାଗିଛି ନିଆଁ; ସାଟେଲାଇଟ୍ ଚିତ୍ରରୁ ହେଲା ସ୍ପଷ୍ଟ ।
କନକ ବ୍ୟୁରୋ: ଶିମିଳିପାଳକୁ ନେଇ ସତ କଣ? କାରଣ ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି । ଏହାରି ଭିତରେ ନାସା ଜାରି କରିଛି ଶିମିଳିପାଳର ନୂଆ ଚିତ୍ର । ଏଥିରେ ଜଙ୍ଗଲ ବିଭିନ୍ନ ସ୍ଥାନରେ ରେଡ ସ୍ପଟ ଅର୍ଥାତ ନିଆଁ ଜଳୁଥିବା ଚିତ୍ର ସ୍ପଷ୍ଟ ହୋଇଛି । ସେପଟେ ଶିମିଳିପାଳ ଗସ୍ତରେ ଥିବା ବନ୍ୟପ୍ରାଣୀ ପିସିସିଏଫଙ୍କ କହିବା ହେଲା, ନିଆଁ ସଂପୂର୍ଣ୍ଣ ଆୟତ୍ତରେ ଅଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥାContinue reading “ନାସା ସାଟେଲାଇଟରେ ଆସିଲା ଶିମିଳିପାଳ ଜଙ୍ଗଲ ଜଳୁଥିବାର ଚିତ୍ର । କୋର ଏରିଆରେ ଲାଗିଛି ନିଆଁ; ସାଟେଲାଇଟ୍ ଚିତ୍ରରୁ ହେଲା ସ୍ପଷ୍ଟ ।”
ରାଜ୍ୟରେ ଜେଲ୍ ଅନ୍ତେବାସୀଙ୍କୁ ଦିଆଯିବ କୋଭିଡ୍ ଟିକା । ୬୦ ବର୍ଷରୁ ଅଧିକ ବୟସ୍କ; ଗୁରୁତର ରୋଗରେ ପୀଡିତ ଥିବା ୪୫ରୁ ୫୯ ବର୍ଷ ବୟସ୍କ ଅନ୍ତେବାସୀ ନେବେ ଟିକା ।
କନକ ବ୍ୟୁରୋ: ସାରା ଦେଶରେ ଏବେ କୋଭିଡ୍ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ୪୫ ବର୍ଷରୁ ୫୯ବର୍ଷର ଲୋକ, ଯେଉଁମାନେ ଗୁରୁତର ରୋଗରେ ପୀଡିତ ଥିବେ ସେମାନଙ୍କୁ ଟିକା ଦିଆଯାଉଛି । ଏହି କ୍ରମରେ ଏବେ ରାଜ୍ୟରେ ଜେଲ ଅନ୍ତେବାସୀଙ୍କୁ ମଧ୍ୟ କୋଭିଡ୍ ଟିକା ଦିଆଯିବ । ଏହି ବୟସ ଭିତରେ ଥିବା ଜେଲ ଅନ୍ତେବାସୀଙ୍କୁ କୋଭିଡ୍ ଟିକା ଦିଆଯିବ ବୋଲି ସବୁ ଜିଲ୍ଲାପାଳ,Continue reading “ରାଜ୍ୟରେ ଜେଲ୍ ଅନ୍ତେବାସୀଙ୍କୁ ଦିଆଯିବ କୋଭିଡ୍ ଟିକା । ୬୦ ବର୍ଷରୁ ଅଧିକ ବୟସ୍କ; ଗୁରୁତର ରୋଗରେ ପୀଡିତ ଥିବା ୪୫ରୁ ୫୯ ବର୍ଷ ବୟସ୍କ ଅନ୍ତେବାସୀ ନେବେ ଟିକା ।”
ଭଦ୍ରକରେ ଧାନକିଣାରେ ଅନିୟମତତା । ମାଳଦା ସେବା ସମବାୟ ସମିତିର ସମ୍ପାଦକ ନିଲମ୍ବିତ । ଡାଟା ଏଣ୍ଟ୍ରି ଅପରେଟର କାର୍ଯ୍ୟରୁ ବହିଷ୍କୃତ ।
କନକ ବ୍ୟୁରୋ: ଧାନକିଣାରେ ଅନିୟମତତା ପାଇଁ ପୁଣି ନିଲମ୍ବିତ ହେଲେ ଜଣେ ସେବା ସମବାୟ ସମିତିର ସଂପାଦକ । ଶୁକ୍ରବାର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ମାଳଦା ସେବା ସମବାୟ ସମିତିର ଭାରପ୍ରାପ୍ତ ସଂପାଦକ ମଦନ ମୋହନ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ତାଙ୍କ ସହିତ ସମିତିର ଡାଟା ଏଣ୍ଟ୍ରି ଅପରେଟର ଧୀରେନ୍ଦ୍ର କୁମାର ଧଳଙ୍କୁ ମଧ୍ୟ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଧାନକିଣାରେ ଅନିୟମିତତା ଏବଂ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେContinue reading “ଭଦ୍ରକରେ ଧାନକିଣାରେ ଅନିୟମତତା । ମାଳଦା ସେବା ସମବାୟ ସମିତିର ସମ୍ପାଦକ ନିଲମ୍ବିତ । ଡାଟା ଏଣ୍ଟ୍ରି ଅପରେଟର କାର୍ଯ୍ୟରୁ ବହିଷ୍କୃତ ।”
ଘନେଇଲା ରହସ୍ୟ : ମୁକେଶ ଅମ୍ବାନିଙ୍କ ଘର ନିକଟରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ଏସୟୁଭିର ମାଲିକ ମୃତ। ଆତ୍ମହତ୍ୟା କରିଥିବା ପୋଲିସର ସନ୍ଦେହ ।
କନକ ବ୍ୟୁରୋ : ଶିଳ୍ପପତି ମୁକେଶ ଅମ୍ବାନିଙ୍କ ଘର ଆଗରେ ଏକ ଏସୟୁଭିରେ ବିସ୍ଫୋରକ ରଖାଯିବା ଘଟଣା ଆହୁରି ରହସ୍ୟ ଘେରକୁ ଚାଲିଯାଇଛି । ଏହି ଏସୟୁଭି (ମହିନ୍ଦ୍ର ସ୍କରପିଓ)ର ମାଲିକ ମନସୁଖ ହିରେନଙ୍କ ମୃତଦେହ ଆଜି ଜବତ ହୋଇଛି । ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ମୁମ୍ବାଇ ଉପକଣ୍ଠରେ ଥିବା କାଲଓ୍ବା ବ୍ରିଜ ଉପରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ପୁଲିସ ସଂଦେହ କରୁଛି । ତେବେ ତଦନ୍ତର ଅନ୍ୟContinue reading “ଘନେଇଲା ରହସ୍ୟ : ମୁକେଶ ଅମ୍ବାନିଙ୍କ ଘର ନିକଟରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ଏସୟୁଭିର ମାଲିକ ମୃତ। ଆତ୍ମହତ୍ୟା କରିଥିବା ପୋଲିସର ସନ୍ଦେହ ।”
ଦୁଃଖର ପାହାଡ ତଳେ ସାଜେନ୍ଦ୍ରଙ୍କ ପରିବାର । ନିଜେ ପକ୍ଷାଘାତର ଶିକାର, ସ୍ତ୍ରୀକୁ କ୍ୟାନସର । ସାହାଯ୍ୟ ଅପେକ୍ଷାରେ ସ୍ୱାମୀ-ସ୍ତ୍ରୀ ।
କନକ ବ୍ୟୁରୋ: ଇଶ୍ୱରଙ୍କ ବିଚିତ୍ର ସୃଷ୍ଟି ବଡ ବିଚିତ୍ର । କାହା ପାଇଁ ସୁଖର ପସରା ରହିଥାଏ ତ ଆଉ କାହା ଉପରେ ରହିଥାଏ ଦୁଃଖର ପାହାଡ । ଏମିତି ଏକ ଦୁଃଖର ପାହାଡ ତଳେ ଚାପି ହୋଇଯାଇଛନ୍ତି କଟକ ସଦର ବ୍ଲକ ବାଗଧରା ଗାଁର ସାଜେନ୍ଦ୍ର ନନ୍ଧଙ୍କ ପରିବାର । ସ୍ୱାମୀ-ସ୍ତ୍ରୀ ଦୁଇ ଜଣଙ୍କୁ ନେଇ ଚାଲିଥିଲା ସଂସାର । ହେଲେ ଏବେ ଏ ସଂସାରରେ ବସା ବନ୍ଧିଛି ରୋଗ । ସ୍ତ୍ରୀ କ୍ୟାନସର ପୀଡିତାContinue reading “ଦୁଃଖର ପାହାଡ ତଳେ ସାଜେନ୍ଦ୍ରଙ୍କ ପରିବାର । ନିଜେ ପକ୍ଷାଘାତର ଶିକାର, ସ୍ତ୍ରୀକୁ କ୍ୟାନସର । ସାହାଯ୍ୟ ଅପେକ୍ଷାରେ ସ୍ୱାମୀ-ସ୍ତ୍ରୀ ।”
ବଣଜଙ୍ଗଲରେ ଧନୁତୀର ଧରି ବୁଲୁଥିବା କୋୟା ଯୁବକ ଏବେ ଯୁବ ବାଲୁକାଶିଳ୍ପୀ । କାଳିଆଧାମରେ ହୋଇଛନ୍ତି ସୁଦର୍ଶନଙ୍କ ଉତ୍ତମ ଶିଷ୍ୟ ।
କନକ ବ୍ୟୁରୋ: ଦିନେ ବଣ ଜଙ୍ଗଲରେ ବୁଲି ବୁଲି ହାତରେ ଧନୁତୀର ଧରି ପଶୁ ପକ୍ଷୀ ଶିକାର କରୁଥିବା ଆଦିବାସୀ କୋୟା ଜନଜାତିର ଯୁବକ ଆଜି ଜଣେ ଯୁବ ବାଲୁକା ଶିଲ୍ପୀ । ମାଲକାନଗିରି ଜିଲ୍ଲାର ଉପାନ୍ତ କାଲିମେଳା ଅଂଚଳର ସେ ହୋଇପାରିଛନ୍ତି ଜଣେ ଆଗୁଆ ପୁଅ । ନିଜ ନିଶାକୁ ପେଶାରେ ପରିଣତ କରିବା ପାଇଁ କାଲିମେଳାରୁ ଧାଇଁ ଆସିଛନ୍ତି କାଳିଆଧାମ । ଆଉ ନିଜ ଅଧ୍ୟବସାୟ ବଳରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଉତ୍ତମ ଶିଷ୍ୟContinue reading “ବଣଜଙ୍ଗଲରେ ଧନୁତୀର ଧରି ବୁଲୁଥିବା କୋୟା ଯୁବକ ଏବେ ଯୁବ ବାଲୁକାଶିଳ୍ପୀ । କାଳିଆଧାମରେ ହୋଇଛନ୍ତି ସୁଦର୍ଶନଙ୍କ ଉତ୍ତମ ଶିଷ୍ୟ ।”
ଚତୁର୍ଥ ଟେଷ୍ଟରେ ରିଷଭଙ୍କ ଦମଦାର ଶତକ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୮୯ ରନ୍ ଆଗରେ ଟିମ୍ ଇଣ୍ଡିଆ ।
କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଦ୍ୱିତୀୟ ଦିନରେ ରିଷଭ ପନ୍ତଙ୍କ ଦମଦାର ଶତକ । ଫଳରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ବ୍ରିଟିଶ ଦଳଠାରୁ ୮୯ ରନ ଆଗରେ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦଳର ଟପ୍ ଅର୍ଡର ଫେଲ୍ ମାରିଲା ପରେ ମଧ୍ୟ ନିମ୍ନକ୍ରମରେ ଆସି ରିଷଭ ଓ ୱାସିଂଟନ ସୁନ୍ଦର ଆଖିଦୃଶିଆ ଇଂନିସ ଖେଳିଛନ୍ତି । ଗତକାଲି ଭାରତୀୟ ବୋଲର ଇଂଲଣ୍ଡ ଦଳକୁ ୨୦୫ ରନରେContinue reading “ଚତୁର୍ଥ ଟେଷ୍ଟରେ ରିଷଭଙ୍କ ଦମଦାର ଶତକ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୮୯ ରନ୍ ଆଗରେ ଟିମ୍ ଇଣ୍ଡିଆ ।”
ପାରା-ବ୍ୟାଡମିଣ୍ଟନ୍ କ୍ରୀଡ଼ାରେ କମାଲ କରିଥିବା ପୁଅକୁ ପୁରସ୍କାର । କିଟର ପୂର୍ବତନ ଛାତ୍ରଙ୍କୁ ୩୬ ହଜାର ଟଙ୍କାର ଚେକ୍ ପ୍ରଦାନ କରି ସମ୍ମାନିତ କଲା ଏଚଡିଏଫସି ବ୍ୟାଙ୍କ୍ ।
କନକ ବ୍ୟୁରୋ: ପାରା-ବ୍ୟାଡମିଣ୍ଟନ୍ କ୍ରୀଡ଼ାରେ କମାଲ କରିଥିବା ପୁଅକୁ ପୁରସ୍କାର । କିଟର ପୂର୍ବତନ ଛାତ୍ରଙ୍କୁ ପ୍ରୋତ୍ସାହିତ କରିଛି ଏଚଡିଏଫସି ବ୍ୟାଙ୍କ୍ । ପାରା-ବ୍ୟାଡମିଂଟନ୍ରେ ଦୁଇଟି ଆନ୍ତର୍ଜାତିକ ପୁରସ୍କାର ସହ ୧୩ଟି ଜାତୀୟ ପୁରସ୍କାର ପାଇଥିବା ଗଡେଲା ଦିଲେଶ୍ୱର ରାଓଙ୍କୁ ୩୬ ହଜାର ଟଙ୍କାର ଚେକ୍ ପ୍ରଦାନ ସହ ପୁରସ୍କୃତ କରିଛି ଏଚଡିଏଫ୍ସି ବ୍ୟାଙ୍କ୍ । ଯାହାକୁ ତାଙ୍କୁ ଆଗାମୀ ଦିନରେ ଆହୁରି ସଫଳତା କ୍ଷେତ୍ରରେ ପ୍ରୋତ୍ସାହିତ କରିବ । ଦିଲେଶ୍ୱର ଗଡେଲା ୨୦୦୯ରେ ସିଓଲଠାରେ ଅନୁଷ୍ଠିତContinue reading “ପାରା-ବ୍ୟାଡମିଣ୍ଟନ୍ କ୍ରୀଡ଼ାରେ କମାଲ କରିଥିବା ପୁଅକୁ ପୁରସ୍କାର । କିଟର ପୂର୍ବତନ ଛାତ୍ରଙ୍କୁ ୩୬ ହଜାର ଟଙ୍କାର ଚେକ୍ ପ୍ରଦାନ କରି ସମ୍ମାନିତ କଲା ଏଚଡିଏଫସି ବ୍ୟାଙ୍କ୍ ।”
ଶ୍ରୀମନ୍ଦିର ବିକାଶ ପାଇଁ ଗଜପତିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ସମର୍ପଣ ନିଧି ସଂଗ୍ରହ ଅଭିଯାନ ନିଜ ମାର୍ଗଦର୍ଶନରେ କରିବାକୁ କଲେ ଅନୁରୋଧ ।
କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ମହତ କାର୍ଯ୍ୟରେ ଶ୍ରମଦାନ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ତଥା ବିଶେଷ ଭାବରେ ସାଢେ ୪ କୋଟି ଓଡିଆ ସାମିଲ ହେବାକୁ ଇଚ୍ଛା ରଖିଛନ୍ତି । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା ତିଆରି କରିବା ପାଇଁ ପୁରୀContinue reading “ଶ୍ରୀମନ୍ଦିର ବିକାଶ ପାଇଁ ଗଜପତିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ସମର୍ପଣ ନିଧି ସଂଗ୍ରହ ଅଭିଯାନ ନିଜ ମାର୍ଗଦର୍ଶନରେ କରିବାକୁ କଲେ ଅନୁରୋଧ ।”