କନକ ବ୍ୟୁରୋ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ସଂପୃକ୍ତି ନେଇ ଯାଂଚ କରୁଥିବା ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ମୁମ୍ବାଇର ଏନଡିପିଏସ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛନ୍ତି । ଏନସିବି ଦାଖଲ କରିଥିବା ଏହି ୩୦ ହଜାର ପୃଷ୍ଟାର ଚାର୍ଜସିଟରେ ଦିପୀକା ପାଦୋକନ୍, ସାରାଅଲ୍ଲି ଖାନ୍ ଓ ଶ୍ରଦ୍ଧା କପୁରଙ୍କ ବୟାନ ବି ଯୋଡା ହୋଇଛି । ଚାର୍ଜସିଟରେ ୫ ଜଣ ଅଭିଯୁକ୍ତ ଫେରାର୍ ଥିବା କଥା ବି କୁହାଯାଇଛି । ଏହାସହContinue reading “ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲା । ୯ ମାସ ପରେ ୧୨ ହଜାର ପୃଷ୍ଟାର ଚାର୍ଜସିଟ୍ ଦାଖଲ କଲା ଏନସିବି । ରିୟା,ସୌଭିକ ସମେତ ୩୩ ଜଣ ଅଭିଯୁକ୍ତ ।”
Author Archives: Raghaba
ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା : କଟକ ଫ୍ୟାମିଲି କୋର୍ଟକୁ ହେଲା ସ୍ଥାନାନ୍ତର
କନକ ବ୍ୟୁରୋ : ଦିଲ୍ଲୀରୁ କଟକକୁ ସ୍ଥାନାନ୍ତର ହେଲା ବର୍ଷା-ଅନୁଭବ ପରିବାରିକ ବିବାଦ ମାମଲା । ଅର୍ଥାତ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତେ ଏବେ ଏହି ମାମଲାର ଶୁଣାଣି କଟକର ଫ୍ୟାମିଲି କୋର୍ଟରେ ହେବ । ତେବେ ଆଜିର ଶୁଣାଣି ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ ଓକିଲ । ସେ କହିଛନ୍ତି ମାମଲା କଟକ ସ୍ଥାନାନ୍ତର ପାଇଁ ହୋଇଥିବା ପିଟିସନକୁ ଅନୁଭବ ବିରୋଧ କରିନଥିଲେ । ବରଂ ମାମଲା କଟକ ସ୍ଥାନାନ୍ତର ପାଇଁ ତାଙ୍କ ପକ୍ଷରୁContinue reading “ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା : କଟକ ଫ୍ୟାମିଲି କୋର୍ଟକୁ ହେଲା ସ୍ଥାନାନ୍ତର”
ବାହାଘର ପରେ ଶାଶୁଘର ବଦଳରେ ଶ୍ମଶାନକୁ ଗଲା କନ୍ୟା : ବିଦାୟୀ ବେଳେ କାନ୍ଦି କାନ୍ଦି ହୋଇଗଲେ ଅଚେତ; ହୃଦଘାତରେ ଚାଲିଗଲା ଜୀବନ
କନକ ବ୍ୟୁରୋ : ବାହାଘର ବିଦାୟୀ ବେଳେ ଘଟିଲା ଅଘଟଣ । କାନ୍ଦି କାନ୍ଦି ଅଚେତ ହୋଇଗଲେ କନ୍ୟା । ଆଉ ହୃଦଘାତରେ ଚାଲିଗଲା ଜୀବନ । ବାହାଘର ପରେ ସ୍ୱାମୀଙ୍କ ସହ ଶାଶୁଘରକୁ ଯିବା ବଦଳରେ ଶ୍ମଶାନକୁ ଗଲା କନ୍ୟାର ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଯୁଲୁଣ୍ଡା ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଗତକାଲି ରାତିରେ ଯୁୁଲୁଣ୍ଡା ଗାଁର ରୋଜିଙ୍କ ବାହାଘର ବଲାଙ୍ଗୀର ତେତେଲ ଗାଁର ବିଶିକେସନଙ୍କ ସହContinue reading “ବାହାଘର ପରେ ଶାଶୁଘର ବଦଳରେ ଶ୍ମଶାନକୁ ଗଲା କନ୍ୟା : ବିଦାୟୀ ବେଳେ କାନ୍ଦି କାନ୍ଦି ହୋଇଗଲେ ଅଚେତ; ହୃଦଘାତରେ ଚାଲିଗଲା ଜୀବନ”
ଭଦ୍ରକ ଆରଡିରେ ଜାଗର ଯାତ୍ରା ମନା : ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଶିବରାତ୍ରୀ ପାଇଁ ଲାଗିଲା କଟକଣା
କନକ ବ୍ୟୁରୋ : ବିନା ଭକ୍ତରେ ଆରଡିରେ ହେବ ଜାଗର ଯାତ୍ରା । ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରାରେ ପ୍ରତିବର୍ଷ ଭଦ୍ରକର ଆରଡିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ଦୋକାନ ବଜାର ପଡେ । ହେଲେ ଏଥର କରୋନା ଯୋଗୁଁ ବାବାଙ୍କ ପୀଠକୁ ନା ଭକ୍ତ ଆସିବେ ନା ଦୋକାନ ବଜାର ପଡିବ । ବିନା ଭକ୍ତରେ କେବଳ ଶିବରାତ୍ରୀର ନୀତିକାନ୍ତି କରାଯିବ । ଭୋର ସାଢେ ୪ଟା ବେଳେ ମହାଦୀପ ଉଠିବ । ଜାଗରରContinue reading “ଭଦ୍ରକ ଆରଡିରେ ଜାଗର ଯାତ୍ରା ମନା : ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଶିବରାତ୍ରୀ ପାଇଁ ଲାଗିଲା କଟକଣା”
ମଣ୍ଡିରେ ଚାଲିଛି ଦଲାଲରାଜ : ଜାଲ ଟୋକନ କରି ଧାନ ବିକି ମାଲାମାଲ ହେଉଛି ଦଲାଲ
କନକ ବ୍ୟୁରୋ : ମଣ୍ଡିରେ ଚାଲିଛି ଦଲାଲରାଜ । କେମିତି ଦଲାଲଙ୍କ କବଜାରେ ଅଛି ମଣ୍ଡି, ମଣ୍ଡିରେ ଧାନ ରଖି କାହିଁକି ହଟହଟା ହୋଉଛନ୍ତି ପ୍ରକୃତ ଚାଷୀ ? ନିରୀହ ଆଦିବାସୀ ଚାଷୀଙ୍କ ଜମି ପଟ୍ଟାକୁ ଇଂଟରନେଟରୁ ବାହାର କରି ଦଲାଲମାନେ ନିଜକୁ ଚାଷୀଙ୍କ ପୁଅ ଓ ସଂପର୍କୀୟ ଦର୍ଶାଇ ଟୋକନ ହାତେଇ ନେଉଛନ୍ତି । ମଣ୍ଡିରେ ସରକାରୀ ଦରରେ ଧାନ ବିକ୍ରି କରୁଛନ୍ତି ଆଉ ପ୍ରକୃତ ଚାଷୀ ଟୋକନ ନପାଇ ଧାନ ବିକ୍ରିରୁ ବଂଚିତ ହେଉଛନ୍ତିContinue reading “ମଣ୍ଡିରେ ଚାଲିଛି ଦଲାଲରାଜ : ଜାଲ ଟୋକନ କରି ଧାନ ବିକି ମାଲାମାଲ ହେଉଛି ଦଲାଲ”
ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ଘୋଷଣା । କ୍ଷମତାକୁ ଆସିଲେ ସରକାରୀ ଚାକିରୀରେ ମହିଳାଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ । ୫ ଲକ୍ଷ ଯୁବକଙ୍କୁ ନିଯୁକ୍ତି
କନକ ବ୍ୟୁରୋ : ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ରାଜନୈତିକ ଦଳମାନେ ଲୋଭନୀୟ ଇସ୍ତାହାରମାନ ଘୋଷଣା କରିବାରେ ଲାଗିଛନ୍ତି । ଏହି କ୍ରମରେ ଆସାମରେ କଂଗ୍ରେସ ମହିଳା ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଏକ ବଡ ଘୋଷଣା କରିଛି । ଆସାମରେ ଯଦି କଂଗ୍ରେସ ମେଣ୍ଟ ସରକାରକୁ ଆସେ ତାହେଲେ ରାଜ୍ୟର ମହିଳାମାନଙ୍କୁ ସରକାରୀContinue reading “ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ଘୋଷଣା । କ୍ଷମତାକୁ ଆସିଲେ ସରକାରୀ ଚାକିରୀରେ ମହିଳାଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ । ୫ ଲକ୍ଷ ଯୁବକଙ୍କୁ ନିଯୁକ୍ତି”
ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ : ବିଜୁ ପଟ୍ଟନାୟକଙ୍କ ସେବା, ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟକୁ ବିକାଶର ଶିଖରରେ ପହଂଚାଇବା ମୂଳ ଲକ୍ଷ୍ୟ
କନକ ବ୍ୟୁରୋ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀରେ ବିଜେଡି କାର୍ଯ୍ୟାଳୟରେ ସମବେତ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ନବୀନ କହିଛନ୍ତି ଯେ, ସେବା ଓ ସ୍ୱାଭିମାନ ବିଜୁ ବାବୁଙ୍କ ଲକ୍ଷ୍ୟ ଥିଲା । ଯାହା ବିଜେଡିର ମଧ୍ୟ ଲକ୍ଷ୍ୟ । ତେଣୁ ବିଜେଡି ଓଡିଶାବାସୀଙ୍କ ପ୍ରିୟ ଦଳ ହୋଇ ରହିଛି ଓ ରହିବ । ନବୀନContinue reading “ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ : ବିଜୁ ପଟ୍ଟନାୟକଙ୍କ ସେବା, ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟକୁ ବିକାଶର ଶିଖରରେ ପହଂଚାଇବା ମୂଳ ଲକ୍ଷ୍ୟ”
ପେଟ୍ରୋଲ-ଡିଜେଲ ପରେ ମହଙ୍ଗା ହେଲା ଟ୍ରେନ୍ ଯାତ୍ରା । ଏବେ ଦେବାକୁ ପଡିବ ୩ଗୁଣା ଭଡା…
କନକ ବ୍ୟୁରୋ : ସାଧାରଣ ଲୋକଙ୍କ ପାଇଁ ପେଟ୍ରୋଲ-ଡିଜେଲ୍ ଏବଂ ଗ୍ୟାସ ଦର ବୃଦ୍ଧି ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆଉ ଏହାରି ମଧ୍ୟରେ ମହଙ୍ଗା ହେଲା ଟ୍ରେନ୍ ଯାତ୍ରା । ପ୍ଲାଟଫର୍ମ ଟିକେଟ୍ ପାଇଁ ବି ଦେବାକୁ ପଡିବ ୩ଗୁଣା… ଯହା ଲୋକଙ୍କ ପକେଟ୍ ଉପରେ ବଡ ପ୍ରଭାବ ପକାଇବ । ପ୍ଲାଟଫର୍ମ ଟିକେଟ୍ ୫ଗୁଣା… କରୋନା ମହାମାରି ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ପ୍ଲାଟଫର୍ମ ଟିକେଟ୍ ବ୍ୟବସ୍ଥାକୁ ଦିଲ୍ଲୀରେ ପୁଣିଥରେContinue reading “ପେଟ୍ରୋଲ-ଡିଜେଲ ପରେ ମହଙ୍ଗା ହେଲା ଟ୍ରେନ୍ ଯାତ୍ରା । ଏବେ ଦେବାକୁ ପଡିବ ୩ଗୁଣା ଭଡା… “
ଆଇଆଇଏସ ବୈଜ୍ଞାନିକଙ୍କ ଅଧ୍ୟୟନ, ତୀବ୍ର ଗତିରେ ସ୍ୱରୂପ ବଦଳାଉଛି କରୋନା ଭୂତାଣୁ : ୩ଟି ସାମ୍ପୁଲରେ ପାଇଲେ ୨୭ଟି ମ୍ୟୁଟେସନ୍
କନକ ବ୍ୟୁରୋ : ସ୍ୱରୂପ ବଦଳାଉଛି କରୋନା ଭୂତାଣୁ । ଗତ କିଛିମାସ ମଧ୍ୟରେ କରୋନା ଭୂତାଣୁରେ ହୋଇଥିବା ପରିବର୍ତନକୁ ନେଇ ଚିକିତ୍ସା ବିଜ୍ଞାନୀଙ୍କ ଚିନ୍ତା ବଢିଯାଇଛି । କାରଣ ପୂର୍ବ ଅପେକ୍ଷା ଅଧିକ ତୀବ୍ର ଗତିରେ ସ୍ୱରୂପ ପରିବର୍ତନ କରୁଛି ମହାମାରୀ କରୋନା ଭୂତାଣୁ । ବେଙ୍ଗାଳୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାର ବୈଜ୍ଞାନିକ କରୋନା ଭୂତାଣୁର ସ୍ଥିତି ଉପରେ ଅଧ୍ୟୟନ କରିବା ପରେ ଏହି ସୂଚନା ଦେଇଛନ୍ତି । ଆଇଆଇଏସର ବାୟୋକେମିଷ୍ଟ୍ରି ବିଭାଗର ବୈଜ୍ଞାନିକ ପ୍ରଫେସରContinue reading “ଆଇଆଇଏସ ବୈଜ୍ଞାନିକଙ୍କ ଅଧ୍ୟୟନ, ତୀବ୍ର ଗତିରେ ସ୍ୱରୂପ ବଦଳାଉଛି କରୋନା ଭୂତାଣୁ : ୩ଟି ସାମ୍ପୁଲରେ ପାଇଲେ ୨୭ଟି ମ୍ୟୁଟେସନ୍”
ଆସାମ ନିର୍ବାଚନ: ୯୨ ଆସନରେ ବିଜେପି ଦେବ ପ୍ରାର୍ଥୀ । ଜାଣନ୍ତୁ ଏଜିପି ଓ ୟୁପିପିଏଲ କୁ କେତେ ଆସନ ଛାଡିଲେ ସର୍ବାନନ୍ଦ ।
କନକ ବ୍ୟୁରୋ : ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ ତା’ର ସହଯୋଗୀଦଳ ମାନଙ୍କ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି । ୧୨୬ ଆସନ ବିଶିଷ୍ଠ ଆସାମରେ ବିଜେପି ୯୨ ଟି ଆସନରେ ଲଢିବା ସହ ସହଯୋଗୀ ଆସାମ ଗଣପରିଷଦ (ଏଜିପି) ୨୬ ଟି ଓ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବେରାଲ (ୟୁପିପିଏଲ) ୮ ଟି ଆସନରେ ନିର୍ବାଚନ ଲଢିବ । ଏନେଇ ବିଜେପି ଓ ତା’ର ସହଯୋଗୀ ଦଳମାନେ ଖୁବଶୀଘ୍ର ପ୍ରାର୍ଥୀ ତାଲିକାContinue reading “ଆସାମ ନିର୍ବାଚନ: ୯୨ ଆସନରେ ବିଜେପି ଦେବ ପ୍ରାର୍ଥୀ । ଜାଣନ୍ତୁ ଏଜିପି ଓ ୟୁପିପିଏଲ କୁ କେତେ ଆସନ ଛାଡିଲେ ସର୍ବାନନ୍ଦ ।”