କନକ ବ୍ୟୁରୋ: ସଙ୍ଗୀତରେ ଶିବ ଆରାଧାନା, ସଙ୍ଗୀତରେ ସାଆନ୍ତେଙ୍କୁ ଗୁହାରୀ, ସେହି ସଙ୍ଗୀତର ସୁର, ତାଳ, ଲୟର ଛାନ୍ଦେ ଛାନ୍ଦେ ମାଆ ପାଖେ ଅଳି । ସଙ୍ଗୀତ ତାଙ୍କ ଜୀବନ, ସଙ୍ଗୀତ ତାଙ୍କ ସ୍ୱପ୍ନ… ସାରେ ଗାମାର ସାତ ସୁରରେ ସୁମଧୁର ଗୀତ ଗାଇ ସମସ୍ତଙ୍କ ମନକୁ ମୁଗ୍ଧ କରୁଛନ୍ତି ବରଗଡର ସୌଭାଗ୍ୟଲକ୍ଷ୍ମୀ । ବରଗଡ ମାଷ୍ଟରଟିକ୍ରାରେ ରହୁଥିବା ସୌଭାଗ୍ୟଲକ୍ଷ୍ମୀ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ । ବୟସ ସିନା କମ ହେଲେ ହୃଦୟଛୁଆଁ ଗୀତContinue reading “ସଙ୍ଗୀତର ସାତ ସୁରରେ ସୁନ୍ଦର ଗୀତ ଗାଇ ମନ ମୁଗ୍ଧ କରୁଛନ୍ତି କଲେଜ ଛାତ୍ରୀ । ସତେକି ସୌଭାଗ୍ୟଲକ୍ଷ୍ମୀଙ୍କ କଣ୍ଠରେ ବସିଛନ୍ତି ମାଆ ‘ସରସ୍ୱତୀ’ !”
Author Archives: Raghaba
ବିଧାନସଭା ନିର୍ବାଚନ ୨୦୨୧: ଏଥରକ ମତଦାନ ପାଇଁ ଫଟୋ ଭୋଟର ସ୍ଲିପ୍ ବଦଳରେ ବ୍ୟବହାର ହେବ ଭୋଟର ସୂଚନା ସ୍ଲିପ୍
କନକ ବ୍ୟୁରୋ : ଚଳିତ ମାସ ଦେଶରେ ୪ ଟି ରାଜ୍ୟ ସହିତ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ଭୋଟ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ତାମିଲନାଡୁ ନିର୍ବାଚନ କମିଶନ ଭୋଟଦାତାଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛନ୍ତି । ତାମିଲନାଡୁ ବିଧାନସଭା ନିର୍ବାଚନରେ ଚଳିତ ଥର ମତଦାନ ପାଇଁ ଫଟୋ ଭୋଟର ସ୍ଲିପ୍ ବଦଳରେ ଭୋଟର ସୂଚନା ସ୍ଲିପ୍ର ବ୍ୟବହାର କରାଯିବ। ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୬ରେ ଅନୁଷ୍ଠିତContinue reading “ବିଧାନସଭା ନିର୍ବାଚନ ୨୦୨୧: ଏଥରକ ମତଦାନ ପାଇଁ ଫଟୋ ଭୋଟର ସ୍ଲିପ୍ ବଦଳରେ ବ୍ୟବହାର ହେବ ଭୋଟର ସୂଚନା ସ୍ଲିପ୍”
ଏଣିକି ହ୍ୱାଟ୍ସଆପ ୱେବରେ କରିହେବ ହୃଦୟଖୋଲା କଥାବାର୍ତ୍ତା । ଡେକ୍ସଟପରେ ହେବ ଅଡିଓ- ଭିଡିଓ କଲ୍ । ନୂଆ ଫିଚର ଆଣିଲା ହ୍ୱାଟ୍ସଆପ୍ ।
କନକ ବ୍ୟୁରୋ: ପୁଣି ଖୁସି ଖବର ଆଣିଲା ହ୍ୱାଟ୍ସଆପ । ନୂଆ ପ୍ରାଇଭେସି ପଲିସି ନେଇ ବିବାଦରେ ଥିବା ହ୍ୱାଟ୍ସଆପ ଏବେ ବ୍ୟବହାରକାରୀଙ୍କ ପାଇଁ ନୂଆ ଫିଚର ଆଣିଛି । ଯେଉଁଥିରେ ହ୍ୱାଟ୍ସଆପ ୱେବ ମାଧ୍ୟମରେ ମନ ଖୋଲି କରିହେବ ଭଏସ କଲ ଓ ଭିଡିଓ କଲ । ତେବେ ନୂଆ ଫିଚର ନେଇ ହ୍ୱାଟ୍ସଆପ ଘୋଷଣା କରିବା ପରେ ବେଶ ଖୁସି ଅଛନ୍ତି ହ୍ୱାଟ୍ସଆପ ୟୁଜର । ସମସ୍ତଙ୍କ ହାତରେ ଏବେ ହ୍ୱାଟ୍ସଆପ ରହିଛି ।Continue reading “ଏଣିକି ହ୍ୱାଟ୍ସଆପ ୱେବରେ କରିହେବ ହୃଦୟଖୋଲା କଥାବାର୍ତ୍ତା । ଡେକ୍ସଟପରେ ହେବ ଅଡିଓ- ଭିଡିଓ କଲ୍ । ନୂଆ ଫିଚର ଆଣିଲା ହ୍ୱାଟ୍ସଆପ୍ ।”
ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ମମତା । ଶୁଭେନ୍ଦୁ ଅଧିକାରୀଙ୍କ ସହ ହେବ ମୁହାଁମୁହିଁ ଟକ୍କର । ନଜର ପକାନ୍ତୁ, ଟିଏମସି ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ସିଟ୍…
କନକ ବ୍ୟୁରୋ: ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ହେବ ସବୁଠାରୁ ବଡ ଲଢେଇ । ଟିଏମସି ଛାଡି ବିଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଗଡରୁ ଲଢିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥର ଭବାନୀପୁର ବଦଳରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ ମମତା । ଆସନ୍ତା ୧୦ ତାରିଖରେ ସେ ଏହି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହାସହ ମମତା ତାଙ୍କର ପାରମ୍ପରିକ ଆସନ ଭବାନୀପୁରରୁ ନିର୍ବାଚନ ଲଢିବେ ନାହିଁ । ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ୨୯୧ ପ୍ରାର୍ଥୀଙ୍କ ତାଲିକାContinue reading “ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ମମତା । ଶୁଭେନ୍ଦୁ ଅଧିକାରୀଙ୍କ ସହ ହେବ ମୁହାଁମୁହିଁ ଟକ୍କର । ନଜର ପକାନ୍ତୁ, ଟିଏମସି ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ସିଟ୍…”
ବିଜୁ ଜୟନ୍ତୀ ପାଳନ ବେଳେ ଅଶୋକ ଦାସଙ୍କୁ ମନେ ପକାଇଲେ ପାଟ୍ଟଶାଣୀ । ବାପାଙ୍କ କଥା କହୁଥିବାରୁ ପ୍ରଣବଙ୍କୁ ବିରକ୍ତ ନହେବା ପାଇଁ କଲେ ଅନୁରୋଧ ।
କନକ ବ୍ୟୁରୋ: ଭୁବନେଶ୍ୱର ବିଜେଡି କାର୍ଯ୍ୟାଳୟରେ ବିଜୁ ଜୟନ୍ତୀ ପାଳନ ବେଳେ ଅଭିଭାଷଣ ରଖିଥିଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ । ଏତିକିବେଳେ ବିଜୁ ବାବୁଙ୍କ ସହ ତାଙ୍କର ଓ ପୂର୍ବତନ ନେତା ଅଶୋକ ଦାସଙ୍କ ସଂପୃକ୍ତିକୁ ମନେ ପକାଇଥିଲେ ପ୍ରସନ୍ନ ପାଟ୍ଟଶାଣୀ । କହିଥିଲେ ବିଜୁ ବାବୁ ଅଶୋକ ଦାସଙ୍କୁ ମନ୍ତ୍ରୀ କରିବାକୁ ଚାହୁଁଥିଲେ । ହେଲେ ସେ ରାଜି ନଥିବାରୁ ଏଥିପାଇଁ ତାଙ୍କୁ ମନାଇବାକୁ ସେ ପ୍ରସନ୍ନ ପାଟ୍ଟଶାଣୀଙ୍କୁContinue reading “ବିଜୁ ଜୟନ୍ତୀ ପାଳନ ବେଳେ ଅଶୋକ ଦାସଙ୍କୁ ମନେ ପକାଇଲେ ପାଟ୍ଟଶାଣୀ । ବାପାଙ୍କ କଥା କହୁଥିବାରୁ ପ୍ରଣବଙ୍କୁ ବିରକ୍ତ ନହେବା ପାଇଁ କଲେ ଅନୁରୋଧ ।”
୩୦୦୦ରୁ ଅଧିକ ‘ମୋ ସେବା କେନ୍ଦ୍ର’ ଏବଂ ଓଡ଼ିଶାୱାନ୍ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ : ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମଦିବସ ତଥା ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦୦ରୁ ଅଧିକ ମୋ’ ସେବା କେନ୍ଦ୍ର ଏବଂ ଓଡ଼ିଶାୱାନ୍ ପୋର୍ଟାଲ୍ (odishaone.gov.in) ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୂଳମନ୍ତ୍ର। ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ। ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନରContinue reading “୩୦୦୦ରୁ ଅଧିକ ‘ମୋ ସେବା କେନ୍ଦ୍ର’ ଏବଂ ଓଡ଼ିଶାୱାନ୍ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।”
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ୨୯୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମସି । ନନ୍ଦୀଗ୍ରାମରୁ ଲଢିବେ ମମତା
କନକ ବ୍ୟୁରୋ : ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ହେବ ସବୁଠାରୁ ବଡ ଲଢେଇ । ଟିଏମସି ଛାଡି ବିେଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଗଡରୁ ଲଢିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥର ଭାବନୀପୁର ବଦଳରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ ମମତା । ଆସନ୍ତା ୧୦ ତାରିଖରେ ସେ ଏହି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହାସହ ମମତା ତାଙ୍କର ପାରମ୍ପରିକ ଆସନ ଭବାନୀପୁରରୁ ନିର୍ବାଚନ ଲଢିବେ ନାହିଁ । ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ୨୯୧ ପ୍ରାର୍ଥୀଙ୍କContinue reading “ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ୨୯୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମସି । ନନ୍ଦୀଗ୍ରାମରୁ ଲଢିବେ ମମତା”
ଭାରତରେ କୃଷକ ପ୍ରତିବାଦର ନେତୃତ୍ୱ ନେଉଥିବା ମହିଳାଙ୍କୁ ନେଇ ‘ଟାଇମ୍’ ପତ୍ରିକାର ସ୍ୱତନ୍ତ୍ର ପ୍ରଚ୍ଛଦ
କନକ ବ୍ୟୁରୋ : ଗୋଟେପଟେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ଉପହାସ କରି ଦେଶର କିଛି ନେତା ଓ ମନ୍ତ୍ରୀ କୃଷକ ମାନଙ୍କୁ ଦେଶଦ୍ରୋହୀ, ଖଲିସ୍ଥାନୀ, ଆତଙ୍କବାଦୀ, ଟୁକଡେ ଟୁକଡେ ଗ୍ୟାଙ୍ଗର ଆଖ୍ୟା ଦେଉଥିବା ବେଳେ ଲୋକପ୍ରିୟ ପତ୍ରିକା ‘ଟାଇମ ମେଗାଜିନ’ ତା’ର କଭର ପେଜରେ ଆନ୍ଦୋଳନରତ ମହିଳା କୃଷକ ମାନଙ୍କ ଛବିକୁ ସ୍ଥାନ ଦେଇଛି । ଦିଲ୍ଲୀ ସୀମାନ୍ତରେ କୃଷକମାନଙ୍କ ପ୍ରତିବାଦର ନେତୃତ୍ୱ ନେଉଥିବା ମହିଳାଙ୍କ ପ୍ରତି ‘ଟାଇମ୍’ ପତ୍ରିକା ତା’ର ଆନ୍ତର୍ଜାତିକ ପ୍ରଚ୍ଛଦ ଉତ୍ସର୍ଗContinue reading “ଭାରତରେ କୃଷକ ପ୍ରତିବାଦର ନେତୃତ୍ୱ ନେଉଥିବା ମହିଳାଙ୍କୁ ନେଇ ‘ଟାଇମ୍’ ପତ୍ରିକାର ସ୍ୱତନ୍ତ୍ର ପ୍ରଚ୍ଛଦ”
ଏଣିକି ହ୍ୱାଟ୍ସଆପ୍ ଡେସ୍କଟପ୍ ଆପରେ ବି ଭଏସ୍ ଓ ଭିଡିଓ କଲର ମଜା ଉଠାଇପାରିବେ ୟୁଜର୍ସ । ମିଳିବ ନୂଆ ଅଭିଜ୍ଞତା
ହ୍ବାଟ୍ସଆପ୍ ପକ୍ଷରୁ ଡେସ୍କଟପ୍ ଆପ୍ରେ ଭଏସ୍ ଓ ଭିଡିଓ କଲ୍ ସୁବିଧା ଆରମ୍ଭ କରାଯାଇଛି। ଫଳରେ ଏବେ ବ୍ୟବହାରକାରୀମାନେ ସେମାନଙ୍କ ଲାପ୍ଟପ୍ କିମ୍ବା ଡେସ୍କଟପ୍ ପିସିରେ ଭଏସ୍ ଓ ଭିଡିଓ କଲ୍ ସେବା ପାଇପାରିବେ। ଫେସବୁକ୍ ମାଲିକାନାରେ ପରିଚାଳିତ ହେଉଥିବା ଏହି କମ୍ପାନିର ଭଏସ୍ ଓ ଭିଡିଓ କଲ୍ ପ୍ଲାଟଫର୍ମ ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍କ୍ରିପ୍ଟେଡ। ଅର୍ଥାତ୍ କଥାବାର୍ତ୍ତା ହେଉଥିବା ବ୍ୟକ୍ତିଙ୍କ ଅନ୍ୟ କେହି, ଏପରିକି କମ୍ପାନି ମଧ୍ୟ, କଥାବାର୍ତ୍ତାର ବିଷୟବସ୍ତୁ ଜାଣିପାରିବେ ନାହିଁ। ଏହି ନୂଆ ସେବା ଦ୍ବାରାContinue reading “ଏଣିକି ହ୍ୱାଟ୍ସଆପ୍ ଡେସ୍କଟପ୍ ଆପରେ ବି ଭଏସ୍ ଓ ଭିଡିଓ କଲର ମଜା ଉଠାଇପାରିବେ ୟୁଜର୍ସ । ମିଳିବ ନୂଆ ଅଭିଜ୍ଞତା”
CBI କାର୍ଯ୍ୟାଳୟରେ ବିବନ ବିଶ୍ୱାଳକୁ ଜେରା । ରିମାଣ୍ଡର ଶେଷ ଦିନରେ ଅଧିକ ଖୋଳତାଡ କରୁଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି, ସକାଳୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିଥିଲା ସିବିଆଇ ।
କନକ ବ୍ୟୁରୋ: ସିବିଆଇ କାର୍ଯ୍ୟାଳୟରେ ପହଂଚିଲା ବିବନ ବିଶ୍ୱାଳ । ୨୨ ବର୍ଷ ତଳର ବାରଙ୍ଗ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ବିବନ ବିଶ୍ୱାଳକୁ ଭୁବନେଶ୍ୱର ଏମ୍ସରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ପୁଣି ସିବିଆଇ କାର୍ଯ୍ୟାଳୟକୁ ନେଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଦୁଇ ଦିନିଆ ରିମାଣ୍ଡର ଆଜି ଶେଷ ଦିନ ହୋଇଥିବାରୁ ପୁଣି ତାକୁ ଜେରା କରି ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି ସିବିଆଇ । ସେପଟେ ଦରକାର ପଡିଲେ ପୁଣିContinue reading “CBI କାର୍ଯ୍ୟାଳୟରେ ବିବନ ବିଶ୍ୱାଳକୁ ଜେରା । ରିମାଣ୍ଡର ଶେଷ ଦିନରେ ଅଧିକ ଖୋଳତାଡ କରୁଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି, ସକାଳୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିଥିଲା ସିବିଆଇ ।”